ଫୁରସତ

ଏଭଳି ସ୍କୁଲ ଯେଉଁଠି ପିଲା ଏକାସାଙ୍ଗରେ ଦୁଇ ହାତରେ ଲେଖିବାରେ ମାଷ୍ଟର, ଦେଖିଲେ ହେବନାହିଁ ବିଶ୍ୱାସ…

ଦୁନିଆରେ ପ୍ରତିଭାର ଅଭାବ ନାହିଁ। ଲୋକମାନଙ୍କ ମଧ୍ୟରେ ଏଭଳି ପ୍ରତିଭା ରହିଛି ଯାହା ବିଷୟରେ ଜାଣିଲେ ଅନେକ ଥର ବିଶ୍ୱାସ କରିବା କଷ୍ଟକର ହୋଇପଡେ। ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଏଭଳି ଏକ ସ୍କୁଲ ବିଷୟରେ କହିବୁ ଯେଉଁଠାରେ ପଢ଼ୁଥିବା…

ଏହି ସହରକୁ କୁହାଯାଏ ‘ଭାରତର ପ୍ୟାରିସ’; ନାମ ଜାଣିଲେ କରିପାରିବେନି ବିଶ୍ୱାସ…

ଭାରତର ପ୍ରତି ସହରର ନିଜର ସଂସ୍କୃତି ଏବଂ ବିଶେଷତା ରହିଆସିଛି। ସେଥିରୁ ଗୋଟିଏ ହେଲା ‘ଭାରତର ପ୍ୟାରିସ’ କୁହାଯାଉଥିବା ସହର ‘ଜୟପୁର’। ଏହି ସୁନ୍ଦର ସହର ନିଜର ଐତିହାସିକ ରାଜମହଲକୁ ନେଇ ଖ୍ୟାତ, ଯାହାର ପ୍ରତିଟି କାନ୍ଥରେ ଥିବା ବାସ୍ତୁକଳାକୁ ଆକର୍ଷଣର…

ରାସ୍ତାରେ ବୋହିଲା ୨୨ ଲକ୍ଷ ଲିଟର ମଦ, ଲୋକଙ୍କ ଘରେ ପଶିଲା…

ଲିସବନ,୧୨।୯: ପର୍ତ୍ତୁଗାଲର ସାଓ ଲୋରେନୋ ଦେ ବାଇରୋରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ବାସ୍ତବରେ, ରବିବାର, ରାସ୍ତାରେ ରେଡ ଓ୍ବାଇନ ପ୍ରବାହିତ ହେବାକୁ ଲାଗିଥିଲା, ଯାହା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ…

ଛୁଟି କଟାଇବାକୁ ଯାଇ ହରାଇଲେ ଗୋଡ଼

ଏଡିନବର୍ଗ: ବେଳେବେଳେ ଏପରି ହୋଇଥାଏ କି ଦୁନିଆର ମଜା ଉଠାଇବାକୁ କୌଣସି ସ୍ଥାନକୁ ଯାଇଥିବାବେଳେ ସେଠାରୁ ଅନେକ ଯନ୍ତ୍ରଣା ନେଇ ଫେରିବାକୁ ପଡ଼ିଥାଏ। ଏପରି କିଛି ଜଣେ ମହିଳାଙ୍କ ସହିତ ହୋଇଛି। ମହିଳା ଜଣକ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ ହେଲେ ଫେରିବା…

ବସୁଧୈବ କୁଟୁମ୍ବକମ୍‌

ପୃଥିବୀ ଏକ ବଡ଼ ପରିବାର। ବସୁଧୈବ କୁଟୁମ୍ବକମ୍‌ ଆଧାରରେ ବିଭିନ୍ନ ଦେଶ-ଦେଶ ମଧ୍ୟରେ ସହଯୋଗ ଦ୍ୱାରା ବିକାଶ ସମ୍ଭବ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ-ଦକ୍ଷିଣ ସହଯୋଗ ପାଇଁ ମିଳିତ ଜାତିସଂଘ ଦିବସ ପ୍ରତିବର୍ଷ ସେପ୍ଟେମ୍ବର ୧୨ରେ ପାଳିତ ହୋଇଥାଏ। ପୂର୍ବରୁ…

ଏମିତି ବି ଆସେ ବିପଦ, ସାମାନ୍ୟ ଅବହେଳାରୁ ହରାଇ ଦେଲେ ଗୋଡ଼ 

ସମୟ କେବେ କେବେ  ଏମିତି ଆସେ ଯାହା  ଖୁସିକୁ  ଦୁଃଖରେ ପରିଣତ କରିଦିଏ। କିଛି  ଗୋଟିଏ ଅବହେଳା ପାଇଁ ଅନେକ ମୂଲ୍ୟ ଦେବାକୁ ପଡେ।  ଏଭଳି ଏକ ଘଟଣା ଘଟିଛି ସ୍କଟ୍‌ଲାଣ୍ଡରରେ।  ସମୁଦ୍ରକୁ ଗାଧୋଇବାକୁ ଯାଇ  ଯେ ସେ ନିଜ ଗୋଡ଼…

ଗର୍ଭବତୀ ନ ହୋଇ ୧୨ ବର୍ଷ ଧରି କ୍ଷୀର ଦେଉଛି ନନ୍ଦିନୀ, ସୋସିଆଲ ମିଡ଼ିଆରେ ଭାଇରାଲ…

ପାଟନା,୧୧।୯ : ବିହାରର ସିୱାନରୁ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି ଯାହା ପ୍ରକୃତିର ଚମତ୍କାରଠାରୁ କମ ନୁହେଁ। ଏଠାରେ ନନ୍ଦିନୀ ନାମକ ଏକ ଗାଈ ଗତ ୧୨ ବର୍ଷ ଧରି ଗର୍ଭଧାରଣ ନକରି କ୍ରମାଗତ ଭାବରେ କ୍ଷୀର ଦେଉଛି। ପ୍ରାଣୀ…

୧୦୦ ଯୁବତୀଙ୍କୁ ଡେଟ୍‌ କରିସାରିଲେଣି ଏହି ଯୁବକ, ତଥାପି ମିଳିନାହାନ୍ତି ମନପସନ୍ଦର ସ୍ବପ୍ନର ରାଣୀ

ସମସ୍ତେ ଜୀବନରେ କିଛି ଖାସ୍‌ ପାଇବାକୁ ଚାହାନ୍ତି, ମାତ୍ର ତାହା ତାଙ୍କୁ ମିଳେନାହିଁ। ଏହି ଯେମିତି ଆମେରିକାର ଜଣେ ଯୁବକ ୧୦୦ ଯୁବତୀଙ୍କୁ ଡେଟ୍‌ କରିସାରିଲେଣି। ପ୍ରତି ରାଜ୍ୟରେ ତାଙ୍କର ଦୁଇଜଣ ଲେଖାଏ ପ୍ରେମିକା ଅଛନ୍ତି। ମାତ୍ର ଆଜି ପର୍ଯ୍ୟନ୍ତ ତାଙ୍କୁ…

କକା ସହ ଦାକ୍ଷିଣାତ୍ୟରୁ ଫେରିଲେ ଧର୍ମପଦ

ଗତ ସଂଖ୍ୟାରେ ଏକ ସ୍ମରଣୀୟ ପ୍ରସଙ୍ଗ ଆମେ ଉଲ୍ଲେଖ କରିଥିଲୁ। ‘ମଦୁରାଇ ଶିଳ୍ପୀଙ୍କୁ ସିବେଇ ସାମନ୍ତରା ମନ୍ଦିର ନିର୍ମାଣ କାର୍ଯ୍ୟରେ ନିୟୋଜିତ କରିବାକୁ ମନା କରିଦେଇଥିଲେ।’ ସହଜ କଥା ନୁହେଁ ସେ କାଳଖଣ୍ଡରେ। ପ୍ରବଳ ପ୍ରତାପୀ ଲାଙ୍ଗୁଳା ନରସିଂହଙ୍କ ସାମ୍ରାଜ୍ୟ। ବଙ୍ଗ…

ନା ଖର୍ଚ୍ଚ ହେବ ଟଙ୍କା ନା ବିଜୁଳି, ଏମିତି ତିଆରି ହୋଇଛି ଦେଶୀ ଓ୍ବାଶିଂମେଶିନ, ଭିଡିଓ ଦେଖିଲେ…

ଆମର ସୁବିଧା ପାଇଁ ବୈଜ୍ଞାନିକମାନେ ଅନେକ ଉଦ୍ଭାବନ କରିଛନ୍ତି। ଯେଉଁ କାର୍ଯ୍ୟଗୁଡ଼ିକ ପାଇଁ ଆମେ ପୂର୍ବରୁ ଉଭୟ କଠିନ ପରିଶ୍ରମ ଏବଂ ସମୟ ଅତିବାହିତ କରୁଥିଲୁ ତାହା ବର୍ତ୍ତମାନ ସହଜରେ ହୋଇପାରୁଛି। ଅନେକ ଘରୋଇ କାର୍ଯ୍ୟରେ ମେଶିନ ଆମକୁ ବହୁତ ସାହାଯ୍ୟ…

ଭାରତର ଏହି ରାଜ୍ୟର ପୋଲିସ ପିନ୍ଧନ୍ତି ନାହିଁ ଖାକି ୟୁନିଫର୍ମ, କାରଣ ଜାଣିଲେ…

ଭାରତରେ ଯେତେବେଳେ ପୋଲିସ କଥା କୁହାଯାଏ ସେତେବେଳେ ମୁଣ୍ଡରେ ହଠାତ ଖାକି ପୋଷାକ କଥା ଚାଲିଆସେ। କାରଣ ସାରା ଭାରତରେ ପୋଲିସ ଏଭଳି ପୋଷାକ ପିନ୍ଧିଥାଏ। ହେଲେ ଦେଶରେ ଏଭଳି ଏକ ରାଜ୍ୟ ଅଛି ଯେଉଁଠାରେ ପୋଲିସ ଖାକି ନୁହେଁ ବରଂ…

ଶୋଇବା ପ୍ରତିଯୋଗିତା, ବେଡ୍‌ରେ ପଡ଼ି ରହିବାକୁ ପଡ଼ିବ ୨୦ ଘଣ୍ଟା, ପୁରସ୍କାର ରାଶି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଦୁନିଆର ପ୍ରତ୍ୟେକ କୋଣ ଅନୁକୋଣ ଅନେକ ଆଶ୍ଚର୍ଯ୍ୟଜନକ ଘଟଣାରେ ପରିପୂର୍ଣ୍ଣ। କେବଳ ଅନନ୍ୟ ରୀତିନୀତି ନୁହେଁ, ଏହି ଦୁନିଆରେ ମଧ୍ୟ ଅନନ୍ୟ ପ୍ରତିଯୋଗିତା ଅଛି, ଯାହା ଏତେ ଆକର୍ଷଣୀୟ ଯେ, ଆପଣ ସେ ବିଷୟରେ ଚିନ୍ତା କରିବେ। ୟୁରୋପର ଏକ ଗ୍ରାମରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri