Posted inଫୁରସତ

ନା ଖର୍ଚ୍ଚ ହେବ ଟଙ୍କା ନା ବିଜୁଳି, ଏମିତି ତିଆରି ହୋଇଛି ଦେଶୀ ଓ୍ବାଶିଂମେଶିନ, ଭିଡିଓ ଦେଖିଲେ…

ଆମର ସୁବିଧା ପାଇଁ ବୈଜ୍ଞାନିକମାନେ ଅନେକ ଉଦ୍ଭାବନ କରିଛନ୍ତି। ଯେଉଁ କାର୍ଯ୍ୟଗୁଡ଼ିକ ପାଇଁ ଆମେ ପୂର୍ବରୁ ଉଭୟ କଠିନ ପରିଶ୍ରମ ଏବଂ ସମୟ ଅତିବାହିତ କରୁଥିଲୁ ତାହା ବର୍ତ୍ତମାନ ସହଜରେ ହୋଇପାରୁଛି। ଅନେକ ଘରୋଇ କାର୍ଯ୍ୟରେ ମେଶିନ ଆମକୁ ବହୁତ ସାହାଯ୍ୟ କରୁଛି। ଯାହା ସକାଳରୁ ସା ପର୍ଯ୍ୟନ୍ତ କରାଯାଇଥାଏ। ଏହିଯେମିତି ମସଲା ବାଟିବାଠାରୁ ଆରମ୍ଭ କରି ପରିବା କାଟିବା, ଲୁଗା ସଫା କରିବା, ଘର ସଫା କରିବା ଆଦି ଗୋଟିଏ ମିନିଟ୍‌ରେ ହୋଇଯାଉଛି।
ଏସବୁ କାର୍ଯ୍ୟ ସହଜ ହୋଇଥାଏ ସତ କିନ୍ତୁ ବିଦ୍ୟୁତ୍‌ ବିଲ୍‌ ମଧ୍ୟ ବଢ଼ିଥାଏ। ତଥାପି କିଛି ପ୍ରତିଭାଶାଳୀ ଏବଂ ଉତ୍ସାହିତ ବ୍ୟକ୍ତି ଅଛନ୍ତି ଯେଉଁମାନେ କମ୍‌ ଉତ୍ସ ସହିତ ବଡ଼ ଯୋଜନା କରନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଶୀ ଯୋଗାଡ଼ ଭିଡିଓ ଦେଖି ଆପଣ ମଧ୍ୟ ଏହାକୁ ପ୍ରଶଂସା କରିବେ। ଭିଡିଓରେ କିଛି କାଠକୁ ଫିଟ୍‌ କରି ଏହାକୁ ଏକ ଟୋକେଇ ପରି ବାନ୍ଧି ଦିଆଯାଇଛି। ଟୋକେଇଟି ଏପରି ସ୍ଥାନରେ ରଖାଯାଇଛି, ଯେଉଁଠାରେ ଜଳର ପ୍ରବାହ ବହୁତ ଦ୍ରୁତ ଅଟେ। ଏଥିରେ ଜଳ ପ୍ରବାହ ହେତୁ ଜଳ ଏତେ ବେଗରେ ଘୂର୍ଣ୍ଣନ କରୁଛି, ଯେଉଁ କାରଣରୁ ପୋଷାକ ସହଜରେ ଧୋଇଯାଉଛି।

ଏହି ଭିଡିଓଟି ମାତ୍ର ୯ ସେକେଣ୍ଡର। @ValaAfshar ନାମକ ଏକ ‘X’ ପେଜ୍‌ରେ ଶେୟାର କରାଯାଇଛି। ଏହି ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ଲକ୍ଷଲକ୍ଷ ଲୋକ ଦେଖିସାରିଲେଣି। ଲୋକମାନେ ଏହା ଉପରେ ରୋଚକ ପ୍ରତିକ୍ରିୟା ଦେଉଛନ୍ତି । କେହି କେହି ଏହାକୁ ସୁନ୍ଦର କହୁଥିବା ବେଳେ ଆଉ କିଛି ୟୁଜର ଟଙ୍କା ବଞ୍ଚିଗଲା ବୋଲି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘର କାମ ସାରି ବାହାରେ ଥିବାବେଳେ ଯୁବକଙ୍କୁଦୁଇ ରାଉଣ୍ଡ ଗୁଳି

ସୋରଡ଼ା, ୧୩।୯ (ରଜନୀ ମହାପାତ୍ର): ଗଞ୍ଜାମ ଜିଲାର ବଡ଼ଗଡ଼ ଥାନା ଅଧୀନ ଯୋଡ଼ାବନ୍ଧ ଛକ ନିକଟରେ ଗୁଳିକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ…

ନୂଆଁଖାଇରେ ସମ୍ବଲପୁରୀ ଲୁଗାର କ୍ରେଜ୍‌, ବଢ଼ୁଛି ବେପାର: ବଜାରରେ ଜମୁଛି ଭିଡ଼

ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ…

ବିରଳ ପ୍ରଜାତିର ସବୁଜ ଶାମୁକା, ଏଥିରୁ ପ୍ରସ୍ତୁତ ହୁଏ ବିଭିନ୍ନ ରୋଗର ମହୌଷଧି

ମହାକାଳପଡ଼ା,୧୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ନୀଳ ଜଳରାଶିର ସାମୁଦ୍ରିକ ବିରଳ ସବୁଜ ଶାମୁକା ଅନ୍ୟତମ। ଗହୀରମଥା ଅଞ୍ଚଳର…

ଚାଲିଗଲେ ହରି ନନା, ହାଣ୍ଡିରେ ରହିଗଲା ସ୍ୱାଦ: ଆଉ ମିଳିବନି…

ବଡ଼ଗାଁ, ୧୩।୯ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ ଆଖପାଖ ଅଞ୍ଚଳରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ବେଶ୍‌ ପରିଚିତ ରୋଷେୟା ହରିହର ବିଶି (୬୨)ଙ୍କ…

ପୁରୁଷୋତ୍ତମପୁରର ୩ ରେସଲର୍‌, ରାଜ୍ୟସ୍ତରରେ ଦେଖାଇବେ ଦମ୍‌: ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ…

ପୁରୁଷୋତ୍ତମପୁର, ୧୩/୯ (ସବିତା ମିଶ୍ର): ଗଞ୍ଜାମ ଜିଲାସ୍ତରୀୟ ରେସଲିଂ କ୍ରୀଡ଼ା ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ଆଖ୍ୟା ଅର୍ଜନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଯନ୍ତ୍ରଣା, ବାରଣ୍ଡା-ଚଟାଣରେ ଚାଲିଛି ସେବା: ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀମାନେ ଉତ୍ତମ…

ଗଣେଶ ପୂଜାରେ ସୃଷ୍ଟି ହେବ ବଡ଼ ରାଜଯୋଗ: ୪ ରାଶି ହେବେ ମାଲାମାଲ୍‌, ଚାକିରିରେ ମିଳିବ ବଡ଼ ଅଫର୍‌…

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ୱର ଏକ ସୱତନ୍ତ୍ର ମହତ୍ତ୍ୱ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଶୁଭ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?