ଫୁରସତ

୭୦୦ ଫୁଟ ତଳୁ ମିଳିଲା କ୍ଷୀରରେ ଭରା ରହସ୍ୟମୟ ପୋଖରୀ

ଆମେରିକାର ନିଉ ମେକ୍ସିକୋ ରାଜ୍ୟରେ କ୍ଷୀରରେ ପରିପୂର୍ଣ୍ଣ ଏକ ରହସ୍ୟମୟ ପୋଖରୀ ଦେଖିବାକୁ ମିଳିଛି। ଯାହା କାର୍ଲସବାଡ୍‌ ଗୁମ୍ଫାରୁ ୭୦୦ ଫୁଟ ତଳେ ଲେଚୁଗୁଏଲା ଗୁମ୍ଫା ଭିତରୁ ଆବିଷ୍କୃତ ହୋଇଛି। ଏହା ଦୁନିଆର ସବୁଠାରୁ ବଡ଼ ଏବଂ ଗଭୀର ଜଣାଶୁଣା ଗୁମ୍ଫା…

୧୭ ଚୁଲିରେ ୧୨ ରାନ୍ଧୁଣିଆ ପ୍ରସ୍ତୁତ କରିବେ ୧୫୧ କିଲୋଗ୍ରାମର ବିଶାଳକାୟ ରୁଟି, ଅକ୍ଟୋବର ୮କୁ ଅପେକ୍ଷା…

ଭିଲଓ୍ବାରା,୨୫।୯ : ମେୱାରର ଗେଟୱେ ଭାବରେ ଜଣାଶୁଣା ଭିଲୱାରା ବର୍ତ୍ତମାନ ପର୍ଯ୍ୟନ୍ତ ଟେକ୍ସଟାଇଲ ସିଟି ଏବଂ ଇଣ୍ଡଷ୍ଟ୍ରିଆଲ ସିଟି ଭାବରେ ଜଣାଶୁଣା ଥିଲା। କିନ୍ତୁ ଆଗାମୀ ଦିନରେ ଭିଲୱାରା ଏକ ନୂତନ ରେକର୍ଡ ସୃଷ୍ଟି କରିବାକୁ ଯାଉଛି। ଆସନ୍ତା ମାସର ପ୍ରଥମ…

ବାଃ ଧର୍ମପଦ ବାଃ…

ଏବେ ଆମେ ଆଲୋଚନା କରିବା ବାରମ୍ବାର ଶ୍ରୀପଦ୍ମକେଶର ମନ୍ଦିରର ମୁଣ୍ଡି ମରାଯାଇଥିଲେ ମଧ୍ୟ ତାହା ରହି ନ ଥିଲା। ସୂତ୍ରଧର ସେହି ଚିନ୍ତାରେ ଅବସାଦଗ୍ରସ୍ତ ହୋଇ ଅସୁସ୍ଥ ହୋଇପଡ଼ିଥିଲେ। କଠିନ ପରିଶ୍ରମ କରି ସେ ସଫଳ ନ ହେବାରୁ ଶିଳ୍ପୀମାନଙ୍କ ମଧ୍ୟରେ…

ସୃଷ୍ଟି ହୁଏ ୨୭ ପ୍ରକାର ପ୍ରେମ ଆବେଗ

ନୂଆଦିଲ୍ଲୀ,୨୫ା୯ (ପି.ଟି.): ମାନବ ଶରୀରର ବିଭିନ୍ନ ସ୍ଥାନରେ ୨୭ ପ୍ରକାର ପ୍ରେମର ଅନୁଭୂତି ଓ ଏହାର ଆବେଗତା ଅନୁଭୂତ ହୋଇଥାଏ। ଗବେଷକମାନେ ଏକ ନୂତନ ଅଧ୍ୟୟନରୁ ଆବେଗ ସୃଷ୍ଟି ହେଉଥିବା ନିର୍ଦ୍ଦିଷ୍ଟ ସ୍ଥାନକୁ ଚିହ୍ନଟ କରିଛନ୍ତି। ଏହି ମ୍ୟାପ୍‌ ପ୍ରସ୍ତୁତି ଲାଗି…

ମାଛ ଭିତରେ ମାଛ

ଘରେ ଛୋଟ ଛୋଟ ଆକ୍ୱାରିୟମ୍‌ ରଖିବାକୁ ଅନେକେ ପସନ୍ଦ କରନ୍ତି। ସୁନ୍ଦର ରଙ୍ଗିନ ମାଛ ଗୁଡ଼ିକୁ ଦେଖିଦେଲେ ଅବସାଦ, ଦୁଃଖ ଅନେକାଂଶରେ କମିଯାଏ। ସେଥିପାଇଁ ବିଭିନ୍ନ ପ୍ରକାର ଡିଜାଇନ୍‌ର ଆକ୍ୱାରିୟମ ବଜାରରେ ଉପଲବ୍ଧ ହୁଏ। ତେବେ ଜମ୍ମୁରେ ଅଛି ଏଭଳି ଏକ…

ବୟଫ୍ରେଣ୍ଡ ତକିଆ

ଅନେକ ସମୟରେ ଯେବେ ବ୍ରେକ୍‌ଅପ୍‌ ହୋଇଯାଏ, ଭାରି ଏକଲା ଅନୁଭବ ହୁଏ। ଲାଗେ ସତେ ଯେମିତି ସବୁ ସରିଗଲା। ପୁରୁଣା ଦିନଗୁଡିକର କଥା ଭାରି ମନେ ପଡେ। ରାତି କଟେନା। ଏହାକୁ ନଜରରେ ରଖି ଆସିଛି ‘ବୟଫ୍ରେଣ୍ଡ ପିଲ୍ଲୋ’ ବା ‘ପୁରୁଷବନ୍ଧୁ…

ସ୍ବେଟରର ଦାମ ୯ କୋଟି

ଆଗକୁ ଶୀତଦିନ ଆସୁଛି। ଏମିତିରେ ତ ସମସ୍ତଙ୍କର ସ୍ବେଟର ଥାଏ। ତଥାପି କେହି କେହି ଲାଟେଷ୍ଟ ଡିଜାଇନ୍‌ର ସ୍ବେଟର ପାଇଁ ନୂଆ ସ୍ବେଟର ବି କିଣନ୍ତି। ଆଉ ବଜାରରେ ଶସ୍ତା ମହଙ୍ଗା ବିଭିନ୍ନ ପ୍ରକାରର ସ୍ବେଟର ମିଳେ। ତେବେ କେବେ ୯…

ଆତ୍ମସମର୍ପଣ ଓ ଧଳା ପତାକା

ଯୁଦ୍ଧକ୍ଷେତ୍ରରେ ଦୁଇ ଶତ୍ରୁ ଦେଶଙ୍କ ଭିତରେ ଚାଲିଛି ଘମାଘୋଟ ଲଢେଇ। ଗୁଳି ବର୍ଷଣ ସହ ତୋପର ଗୋଳା ମାଡ। ଲାଗେ ସତେ ଯେମିତି ଏ ଯୁଦ୍ଧର ଅନ୍ତ ନାହିଁି। କିନ୍ତୁ ହଠାତ୍‌ ଏମିତି କିଛି ପରିସ୍ଥିତି ଉପୁଜେ ଯେଉଁଥିପାଇଁ ଗୋଟିଏ ପକ୍ଷର…

ବନ୍ୟପ୍ରାଣୀ ଅଭୟାରଣ୍ୟ

ରାଜସ୍ଥାନର ଚୁରୁ ଜିଲାରେ ଥିବା ତାଲ ଛାପର ବନ୍ୟପ୍ରାଣୀ ଅଭୟାରଣ୍ୟ ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ମୁଖ୍ୟତଃ କୃଷ୍ଣସାର ମୃଗଙ୍କୁ ଏଠାରେ ବହୁ ମାତ୍ରାରେ ଦେଖିବାକୁ ମିଳିଥାଏ। ତା’ସହିତ ଅନ୍ୟାନ୍ୟ ବିରଳ ପଶୁପକ୍ଷୀଙ୍କୁ ଦେଖିବା ସହିତ ପର୍ଯ୍ୟଟକ ଏଠାରେ ସଫାରୀର…

ଦଶ ଟଙ୍କା ପାଇ ବେଶ୍‌ ଖୁସି ଥିଲା ମୋ ରିକ୍ସା ଚାଳକ

୧୯୮୬ ମସିହାର କଥା। ଏମ୍‌.ଏ. ସରିଥାଏ। ଫଳାଫଳ ପ୍ରକାଶ ପାଇ ନ ଥାଏ ତେଣୁ ଘରେ ଥାଏ। ଫାଙ୍କା ଥାଏ। ସାମଲ ମଉସା ଯିଏ କି ଆମ ପରିବାରର ଜଣେ ଶୁଭାକାଂକ୍ଷୀ, ବାପାଙ୍କ ସହ କଥା ପ୍ରସଙ୍ଗରେ ପାଖରେ ଥିବା ଅରବିନ୍ଦ…

ପ୍ରତିଭାର ବିଭିନ୍ନ ଅଧ୍ୟାୟ

ପ୍ରକୃତିଦତ୍ତ ପ୍ରତିଭାକୁ ବହୁମୁଖୀ କରାଇବା ପାଇଁ ଆଉ ଏକ ବିଶେଷ ପ୍ରତିଭାର ଆବଶ୍ୟକତା ଥାଏ l ସେହି ପ୍ରତିଭା ଜଣେ ଗୁଣଗ୍ରାହୀ ମାର୍ଗଦର୍ଶକର ଥାଏ; ଯେଉଁମାନେ ପରିଚିତିର ଦୁନିଆ ଆଡ଼କୁ ରାସ୍ତା ଦେଖାଉ ଦେଖାଉ ନିଜେ ରାସ୍ତା ପାଲଟିଯାଆନ୍ତି। ଏକ ନିର୍ଦ୍ଦିଷ୍ଟ…

ଲଟକନ୍‌ ଫ୍ୟାଶନ

ଲଟକନ୍‌ ଯାହା ସିମ୍ପଲ ଦେଖାଯାଉଥିବା ବ୍ଲାଉଜ୍‌, ଲେହେଙ୍ଗା ଆଉ ସୁଟ୍‌ର ଗ୍ରେସ୍‌ ବଢାଇଦିଏ। ବିଶେଷକରି ବାହାଘର, ପୂଜାପର୍ବ ଆଦି ସମୟରେ ଯେଉଁ ଟ୍ରାଡିସନାଲ୍‌ ଆଉଟ୍‌ଫିଟ୍‌ ପିନ୍ଧାଯାଏ, ତାହା ଦେଖିବାକୁ ସୁନ୍ଦର ଲାଗୁଥିଲେ ବି ଯଦି ସେଥିରେ ଲଟକନ୍‌ ଲଗାଇ ଦିଆଯାଏ, ତା’ହେଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri