ଫୁରସତ

କାହାକୁ ବିଦାୟ ଦେବା ସମୟରେ କାହିଁକି କୁହାଯାଏ ଟା ଟା, ପ୍ରକୃତ କାରଣ ଜାଣିଲେ…

ଯେତେବେଳେ ଆମେ କାହାକୁ ବିଦାୟ ଦେଇଥାଉ ଆମେ ଟା ଟା କହିଥାଉ। ଏପରିକି ଆମେ ଆମର ପରିବାର ସଦସ୍ୟ ଏବଂ ସାଙ୍ଗମାନଙ୍କ ପାଇଁ ଏହି ଶବ୍ଦ ବ୍ୟବହାର କରିଥାଉ। ଏହା ନୁହେଁ ଯେ, କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳର ଲୋକମାନେ ଏହା କରନ୍ତି,…

ଛତୁ ଦ୍ୱାରା ହେବ ମାନସିକ ରୋଗର ଚିକିତ୍ସା, କାନାଡା ସମେତ ଅନେକ ଦେଶ ଏହି ଚିକିତ୍ସା ଉପରେ ଦେଲେ ମଞ୍ଜୁରୀ

ଓ୍ବାଶିଂଟନ୍‌,୭।୧୦: ମସରୁମ(ଛତୁ) ମାନସିକ ରୋଗ ଭଲ କରିବାରେ ସହାୟକ ହୋଇପାରେ। ଏଥିରେ ମିଳୁଥିବା ମୁଖ୍ୟ ଉପାଦାନ ସିଲୋସାଇବିନ, ମାଇକ୍ରୋ-ଡୋଜିଂ ମାଧ୍ୟମରେ ମାନସିକ ରୋଗର ଚିକିତ୍ସା କରାଯାଇପାରିବ। ଦକ୍ଷିଣ ଡେନମାର୍କ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଏହି ପ୍ରସଙ୍ଗରେ ଅନୁସନ୍ଧାନ କରି ନୂଆ ତଥ୍ୟ ପାଇଥିଲେ।…

ଆମେରିକାର ହ୍ବାଇଟ ସ୍ୟାଣ୍ଡ ନ୍ୟାସନାଲ ପାର୍କରେ ମିଳିଲା ୨୩ହଜାର ପୁରୁଣା ମଣିଷ ପାଦଚିହ୍ନ

ଓ୍ବାଶିଂଟନ୍‌,୭।୧୦: ଆମେରିକାର ନ୍ୟୁ ମେକ୍ସିକୋର ହ୍ବାଇଟ ସ୍ୟାଣ୍ଡ ନ୍ୟାସନାଲ ପାର୍କରେ ୨୩ହଜାର ପୁରୁଣା ମଣିଷ ପାଦ ଚିହ୍ନ ମିଳିଛି। ଏକ ଅଧ୍ୟୟନରେ କୁହାଯାଇଛି ଯେ ଆମେରିକାରେ ଏପର୍ଯ୍ୟନ୍ତ ମିଳିଥିବା ପୁରାତନ ମଣିଷର ଅଂଶବିଶେଷ ମଧ୍ୟରୁ ଏହା ଅନ୍ୟତମ। ଏହି ପାଦଚିହ୍ନଗୁଡିକ ସେହି…

ଯାତାୟାତର ମାଧ୍ୟମ କୁକୁର

ଆପଣ ଏପରି ଏକ ଦେଶ ବିଷୟରେ କେବେ କଳ୍ପନା କରିଛନ୍ତି କି? ଯେଉଁଠି ଗାଡ଼ି ରାସ୍ତା ନାହିଁ କି ରେଳରାସ୍ତା ମଧ୍ୟ ନାହିଁ। ଲୋକମାନେ କୁକୁର ଉପରେ ବସି ଯାତ୍ରା କରିଥାନ୍ତି। ଏପରି ଏକ ଦେଶ ହେଉଛି ଗ୍ରୀନ୍‌ଲାଣ୍ଡ। ଆର୍କଟିକ୍‌ର ଏକ…

ବାପାଙ୍କୁ ବିକ୍ରି କରିବେ ୮ ବର୍ଷର ଝିଅ, ଘର ବାହାରେ ମାରିଲେ ପୋଷ୍ଟର

ବିଦେଶରେ ମା’ବାପା କିଛି କଲେ ପିଲା ପୋଲିସ ଡାକିବାର ନଜିର ରହିଛି। କିଛି ଏଭଳି ଘଟଣାକ୍ରମରେ ୮ ବର୍ଷର ଝିଅ ନିଜ ବାପାଙ୍କୁ ବିକ୍ରି କରିବାକୁ ବିଜ୍ଞାପନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏ ସଂକ୍ରାନ୍ତରେ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ…

ଋତୁ ବଦଳିବା ସହ ରଙ୍ଗ ବଦଳାଏ ଏହି ନଦୀ, ନାଁ ବି ଇନ୍ଦ୍ରଧନୁ…

ଦୁନିଆରେ ଅନେକ ପ୍ରକାରର ନଦୀ ରହିଛି, ଯାହାର ନିଜର ସ୍ବତନ୍ତ୍ରତା ରହିଛି। ସେଗୁଡ଼ିକ ମଧ୍ୟରୁ ଗୋଟିଏ ନଦୀ ଏଭଳି ଅଛି, ଯାହା ବେଶ ନିଆରା। କାରଣ ଏହା ଦେଖିବାକୁ ବିଲକୁଲ୍‌ ଇନ୍ଦ୍ରଧନୁ ଭଳି। ଏହି ନଦୀର ନାମ ହେଉଛି କାନୋ କ୍ରିଷ୍ଟାଲ୍ସ…

ଉଚ୍ଚତା ସାଢେ ୩ ଫୁଟ, ହେଲେ ଆକାଶ ଛୁଇଁବାର ନିଶା; ବେଶ ପ୍ରେରଣାଦାୟୀ ଆଇଏଏସ୍‌ ଅଫିସର ଆରତୀଙ୍କ ଜୀବନକାହାଣୀ…

ଉଚ୍ଚତା ସାଢ଼େ ୩ ଫୁଟ। ହେଲେ ଆକାଶକୁ ଛୁଇଁବା ନିଶା। ଆଜି ଆମେ ଏଭଳି ଜଣେ ଆଇଏଏସ୍‌ ଅଫିସରଙ୍କ କାହାଣୀ ବିଷୟରେ କହିବୁ ଯିଏ ସମସ୍ତଙ୍କଠାରୁ ଭିନ୍ନ, ଯାହାଙ୍କ ଉଚ୍ଚତା ନୁହେଁ ବରଂ କାମ କଥା କହିଥାଏ। ସେ ହେଉଛନ୍ତି ଆଇଏଏସ୍‌…

କୁମ୍ଭକର୍ଣ୍ଣ ପରି ଶୁଅନ୍ତି ଏହି ମହିଳା, ଜନ୍ମଦିନ ବି ଭୁଲିଯାନ୍ତି, କାରଣ ଜାଣିଲେ…

ଆପଣ କୁମ୍ଭକର୍ଣ୍ଣଙ୍କ ବିଷୟରେ ଶୁଣିଥିବେ ନିଶ୍ଚୟ। ଯିଏ ଗୋଟିଏ ବର୍ଷରେ ୬ ମାସ ପର୍ଯ୍ୟନ୍ତ ଶୁଅନ୍ତି। ସେ ଭଗବାନ ବ୍ରହ୍ମାଙ୍କଠାରୁ ଏପରି ବର ପାଇଥିଲେ। ଥରେ ସେ ଶୋଇବାକୁ ଗଲେ, ତାଙ୍କ ନିଦ କେବେ ଭାଙ୍ଗି ନ ଥିଲା। ପୁରାଣରେ ଏହା…

୧୦୪ ବର୍ଷୀୟାଙ୍କ ସ୍କାଏଡାଇଭିଂ

ଲଣ୍ଡନ: ବର୍ତ୍ତମାନ ସମୟରେ ୬୦ ବର୍ଷ ପରେ ଅଣ୍ଟା ସଳଖି ଚାଲିବା ଲୋକଙ୍କ ପକ୍ଷେ କଷ୍ଟକର ହୋଇପଡୁଛି। ଆଉ ଫିଟ୍‌ ହୋଇ ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବା କେତେଜଣଙ୍କ ପକ୍ଷରେ ସମ୍ଭବ ହେଉଛି। ତେବେ ନିକଟରେ ଜଣେ ୧୦୪ ବର୍ଷୀୟା ନିଜ…

୨ ଲକ୍ଷ ପାଇଁ ପିଇଲେ ୧ ଲିଟର ମଦ

ବେଜିଂ: ଲୋକେ ପ୍ରତିଯୋଗିତା ପାଇଁ ବିଭିନ୍ନ ସ୍ତରକୁ ପାର କରିଯା’ନ୍ତି। ଏଥିପାଇଁ ସେମାନଙ୍କୁ ଅନେକ କ୍ଷତି ମଧ୍ୟ ସହିବାକୁ ପଡ଼ିଥାଏ। ନିକଟରେ ୨ ଲକ୍ଷ ପୁରସ୍କାର ପାଇଁ ଜଣେ ବ୍ୟକ୍ତି ଏକାଥରେ ୧ ଲିଟର ମଦ ପିଇଥିବା ଜଣାପଡ଼ିଛି। ପରେ ସ୍ବାସ୍ଥ୍ୟାବସ୍ଥା…

ଆଣ୍ଟାର୍କଟିକାର ବରଫାବୃତ ଅଞ୍ଚଳକୁ ଏକା ପାର କରିବେ

ଲଣ୍ଡନ: ଲୋକେ ନଁା କରିବାକୁ ବିଭିନ୍ନ ସ୍ତରକୁ ଯାଇପାରନ୍ତି। ତେବେ ବ୍ରିଟେନର ଜଣେ ବ୍ୟକ୍ତି ନିଜକୁ ଲୌହମାନବ ପ୍ରମାଣିତ କରିବାକୁ ଉଦ୍ୟମ ଚଳାଇଛନ୍ତି। ସେ ପ୍ରାୟତଃ ଏକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବାକୁ ପଣ କରିଛନ୍ତି। ସେ ଦୁନିଆର ସବୁଠୁ ଥଣ୍ଡା…

‘ମୋତେ ସାବୁନ ପସନ୍ଦ’ କହି ଖାଇବାକୁ ଲାଗିଲେ ମହିଳା, ଭିଡିଓ ଭାଇରାଲ ହେବା ପରେ ଜଣାପଡ଼ିଲା ସତ

ମୋତେ ସାବୁନ ପସନ୍ଦ । ଏଭଳି କହି ଜଣେ ମହିଳା ସାବୁନକୁ ଦୁଇଖଣ୍ଡ କରି କାଟିଲେ। ପରେ ଏହାକୁ ବେଶ ଆଗ୍ରହର ସହ ଚୋବେଇବାକୁ ଲାଗିଲେ। ସୋସିଆଲ ମିଡିଆରେ ମହିଳାଙ୍କର ଏଭଳି କାରନାମାର ଭିଡିଓ ଭାଇରାଲ ହେବା ପରେ ଯେକେହି ଚକିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri