ଗର୍ଲଫ୍ରେଣ୍ଡଙ୍କୁ ଭେଟିବାକୁ ଆସି କୁଲର୍ ଭିତରେ ଲୁଚିଗଲେ ଯୁବକ, ତା’ପରେ ଘଟିଲା ଏମିତି
ଆଜିକାଲି ପ୍ରେମ ପାଇଁ ଯୁବତୀଯୁବକ କିଛି ବି କରିବାକୁ ପଛାଉନାହାନ୍ତି। ନିକଟରେ ଜଣେ ପ୍ରେମିକ ପ୍ରେମିକାଙ୍କୁ ତାଙ୍କ ଘରକୁ ଭେଟିବାକୁ ଯାଇ ହଟହଟା ହୋଇଛନ୍ତି। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯୁବକ ଜଣକ ମଧ୍ୟରାତ୍ରିରେ ନିଜ ଗର୍ଲଫ୍ରେଣ୍ଡଙ୍କୁ…
ପଢ଼ନ୍ତୁ ‘ତେଲମରା ଉପାଖ୍ୟାନ’
ତେଲମରା ଅର୍ଥାତ୍ ଚାମଚାଗିରି ବଡ଼ ବିଚିତ୍ର କିସମର ବେମାର। ଏହି ଦୁରାରୋଗ୍ୟ ବେମାରରେ ଅଳ୍ପ ଅଧିକେ ସମସ୍ତେ ଆକ୍ରାନ୍ତ। ରୋଗ କ୍ରନିକ ହେଲେ ଆରୋଗ୍ୟ ହେବାଟା ମୁସ୍କିଲ। ଏମାନେ ନିଜ ମହାନ୍ ଭ୍ରମର ଦୁର୍ଲଭ ଉପଲବ୍ଧି ପାଇଁ ଏକ ବିଶେଷ ପ୍ରକାରର…
ଶୀତ ଦିନ ଆଉ ଆସିବ ନାହିଁ, ଡିସେମ୍ବରରେ ବି ହେବ ପ୍ରବଳ ତାତି, ଚେତାବନୀ ଜାରି କଲେ ବୈଜ୍ଞାନିକ…
ନୂଆଦିଲ୍ଲୀ,୫।୧୧ : କ୍ରମାଗତ ପୃଥିବୀର ତାପମାତ୍ରା ବୃଦ୍ଧି ପାଇଁ ବୈଜ୍ଞାନିକମାନେ ଉଦବେଗ ପ୍ରକାଶ କରିଛନ୍ତି। କାରଣ ବିଶ୍ୱ ତାପମାତ୍ରାର କ୍ରମାଗତ ବୃଦ୍ଧି ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ପୁନର୍ବାର ବୈଜ୍ଞାନିକମାନେ ଏକ ଚେତାବନୀ ଦେଇଛନ୍ତି, ଯାହା ଅତ୍ୟନ୍ତ ଭୟାନକ ଅଟେ।…
ଛାଡ଼ପତ୍ର ପାର୍ଟିରେ ୪ ଲକ୍ଷ ଟଙ୍କା ଖର୍ଚ୍ଚ
ବ୍ରାସିଲିଆ: ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କ ବିଶ୍ୱାସ, ଭରସାରେ ବନ୍ଧା ହୋଇଥାଏ। ଯଦି ସେଥିରେ ଟିକେ କିଛି ଆଞ୍ଚ୍ ଆସିଲା ତେବେ ସେ ସମ୍ପର୍କ ଭାଙ୍ଗିଯାଏ। ଏହାପରେ ବିବାହରେ ଛାଡ଼ପତ୍ର ଦିଆଯାଇଥାଏ। ଭାରତୀୟ ପରମ୍ପରାରେ ଏହା ଏକ କଷ୍ଟଦାୟକ। ହେଲେ ଏବେ ଏହା ସାଧାରଣ…
ଭୟଙ୍କର ଦୃଶ୍ୟ: ବିଶାଳ ଆନାକୋଣ୍ଡା ଉପରେ ଚଢ଼ିବାକୁ ଯାଉଛି ଏହି ଜୀବ, ଭିଡିଓ ଦେଖିଲେ…
ଅନେକ ପ୍ରାଣୀଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। କିଛି ଭିଡିଓ ବହୁତ ଆଶ୍ଚର୍ଯ୍ୟଜନକ ହୋଇଥାଏ। ସିଂହ ଶିକାରର ଭିଡିଓ ହେଉ କିମ୍ବା କିଛି ବିପଜ୍ଜନକ ସାମୁଦ୍ରକ ପ୍ରାଣୀ। ଏହି ଭିଡିଓଗୁଡ଼ିକ ଅନେକ ସମୟରେ ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ବର୍ତ୍ତମାନ…
କ୍ଷୀର ପିଇବା ବୟସରେ ସିଗାରେଟ୍ ଟାଣି ଧୂଆଁ ଛାଡୁଛନ୍ତି ଏହି କୁନି ଶିଶୁ
ସିଗାରେଟ୍ ଟାଣିବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ। ଏ କଥା ସିଗାରେଟ୍ ପ୍ୟାକେଟ୍ରେ ମଧ୍ୟ ଲେଖାଯାଇଛି। ଲୋକମାନେ ଏହାକୁ ଦେଖି ମଧ୍ୟ ଅଣଦେଖା କରନ୍ତି। ଯୁବକମାନଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଅଧିକାଂଶ ଲୋକ ସିଗାରେଟ୍ ଟାଣୁଥିବାର ଦେଖିଥିବେ ନିଶ୍ଚିତ। ମାତ୍ର ଏକ…
ଏସିଆର ସର୍ବାଧିକ ପାରିଶ୍ରମିକ ପାଉଥିବା ଅଭିନେତା ରଜନୀକାନ୍ତ
ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ଏହି ନିକଟରେ ମୁକ୍ତିଲାଭ କରିଥିଲା, ଯାହା ବକ୍ସ ଅଫିସରେ ବ୍ଲକବୁଷ୍ଟର ହୋଇଥିଲା। ତେବେ ରଜନୀକାନ୍ତ ଏସିଆର ସର୍ବାଧିକ ପାରିଶ୍ରମିକ ପାଉଥିବା ଅଭିନେତା ହୋଇପାରିଛନ୍ତି। ଲୋକେଶ କାନଗରାଜଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ରଜନୀକାନ୍ତଙ୍କ ମହଙ୍ଗା ଫି’…
ସଚେତନତା ଦ୍ୱାରା ସୁରକ୍ଷା
ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ବହୁ କ୍ଷୟକ୍ଷତି ଘଟିଥାଏ। ତେବେ ସଚେତନତା ଦ୍ୱାରା ଏଥିରୁ ସୁରକ୍ଷିତ ରହି ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ସୁନାମି ନେଇ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବିଶ୍ୱ ସୁନାମି ସଚେତନତା…
ଜାଣନ୍ତି କି ହାଇ ଆସେ କାହିଁକି…
ଚିକିତ୍ସା ବିଜ୍ଞାନର ଜନକ ହିପୋକ୍ରେଟ୍ସ କହିଛନ୍ତି, ଫୁସ୍ଫୁସ୍ରୁ ଦୁଷିତ ବାୟୁ ବାହାର କରିବାର ଏକ ମାଧ୍ୟମ ହେଉଛି ହାଇ। ଅର୍ଥାତ୍ ଆମ ଶ୍ୱସନ ପ୍ରଣାଳୀର ଏକ କାର୍ଯ୍ୟ ହେଉଛି ହାଇ। ଗବେଷଣା କହେ, ରକ୍ତରେ ଯେବେ ଅମ୍ଳଜାନର ଆବଶ୍ୟକତା ହୁଏ ସେବେ…
ଦୀର୍ଘ ୭ଦଶନ୍ଧି ଧରି ଚାଲିଛି କଲମ, କୁହନ୍ତି – ପାଠକଙ୍କ ଭଲପାଇବାରେ ଈଶ୍ୱରୀୟ କୃପା ମିଳୁଛି…
ପେସାରେ ସେ ଜଣେ ଶିକ୍ଷାବିତ୍ କିନ୍ତୁ ରୁଚି ତାଙ୍କର ସାହିତ୍ୟ ଓ କଳାସଂସ୍କୃତି। ଏକାଧାରରେ ସେ ଜଣେ ସମାଜସେବୀ, ଚିକିତ୍ସକ, ଗାଳ୍ପିକ ଓ ଗବେଷକ। ଦୀର୍ଘ ୭ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଝରି ଯାଇଛି ବହୁ କାବ୍ୟ କବିତାର ଶବ୍ଦାବଳୀ।…
ପ୍ରଥମ ଦରମା ଟଙ୍କାକୁ ବୋଉ କାନିରେ ବାନ୍ଧି ଦେଇଥିଲି: ତ୍ରିଲୋଚନ ମହାନ୍ତି
ମୋର ଜନ୍ମ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ସନ୍ଥପଡ଼ା ଗ୍ରାମରେ ଏକ ସାଧାରଣ ପରିବାରରେ। ୨୦୧୦ ଅକ୍ଟୋବରରେ ଓଡ଼ିଶା ପ୍ରାଶାସନିକ ସେବାରେ ଯୋଗଦେଲି। ମୋ ବନ୍ଧୁମାନଙ୍କ ସହ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେଶନରେ ପ୍ରଶିକ୍ଷଣ ନେବା ସମୟରେ ପ୍ରଥମ…
ନୃତ୍ୟବେଳେ ମହାପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିଥାଏ: ମାହେଶ୍ୱରୀ ପ୍ରଧାନ
ପିଲାଟି ଦିନରୁ ସେ ମା’ଙ୍କଠାରୁ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ଶିକ୍ଷା ନେଉଥିଲେ। ଏହି କଳା ପରବର୍ତ୍ତୀ ସମୟରେ ତାଙ୍କୁ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ପରିଚୟ ଦେବା ସହିତ ତାଙ୍କ ପାଇଁ ଆଣିଦେଲା ଅନେକ ସ୍ବୀକୃତି ଓ ସମ୍ମାନ। ସେ…
Archives


