Posted inଫୁରସତ

ଭୟଙ୍କର ଦୃଶ୍ୟ: ବିଶାଳ ଆନାକୋଣ୍ଡା ଉପରେ ଚଢ଼ିବାକୁ ଯାଉଛି ଏହି ଜୀବ, ଭିଡିଓ ଦେଖିଲେ…

ଅନେକ ପ୍ରାଣୀଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। କିଛି ଭିଡିଓ ବହୁତ ଆଶ୍ଚର୍ଯ୍ୟଜନକ ହୋଇଥାଏ। ସିଂହ ଶିକାରର ଭିଡିଓ ହେଉ କିମ୍ବା କିଛି ବିପଜ୍ଜନକ ସାମୁଦ୍ରକ ପ୍ରାଣୀ। ଏହି ଭିଡିଓଗୁଡ଼ିକ ଅନେକ ସମୟରେ ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ବର୍ତ୍ତମାନ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏକ ବିଶାଳ ଆନାକୋଣ୍ଡା ଯାଉଥିବା ବେଳେ ଏକ ପ୍ରାଣୀ ତା’ ନିକଟରେ ନିର୍ଭୟ ସହକାରେ ଯାଉଛି।

 

ଭିଡିଓଟି X (ପୂର୍ବରୁ ଟୁଇଟର ଭାବେ ଜଣାଶୁଣା) @AMAZlNGNATURE ନାମକ ଏକ ପେଜ୍‌ରେ ଶେୟାର କରାଯାଇଛି। ଯେଉଁଥିରେ ଜଙ୍ଗଲରେ ଏକ ବିରାଟକାୟ ଆନାକୋଣ୍ଡା ଯାଉଛି। ଏହି ସମୟରେ ଏକ ପ୍ରାଣୀ ଏହି ଆନାକୋଣ୍ଡା ଉପରେ ଚଢ଼ିବାକୁ ଯାଉଛି। ତଥାପି ଆନାକୋଣ୍ଡା ଏହି ପ୍ରାଣୀର କିଛି କ୍ଷତି କରୁନାହିଁ।
ଏହି ବିରଳ ପ୍ରାଣୀଟି ଆମେରିକାରେ ବାସ କରୁଥିବା ଏକ ପ୍ରାଣୀ। ଯାହାକୁ ସ୍ଲଥ୍‌ କୁହାଯାଏ। ଯାହା ଅତି ଧିରେ ଧିରେ ଗତି କରେ ଏବଂ ଜୀବନର ଅଧିକାଂଶ ସମୟ ଗଛରେ ଝୁଲି ରହିଥାଏ। ଗଛର ଡାଳ, ପତ୍ର ପତ୍ର ଗୁଣ୍ଡ ଖାଇ ଜୀବନ ବଞ୍ଚାଇଥାନ୍ତି।

ଏହି ଭିଡିଓଟି ନଭେମ୍ବର ୨ରେ ଶେୟାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହାକୁ ୧୫ ମିଲିୟନରୁ ଅଧିକ ଭ୍ୟୁ ମିଳିଛି। ଭିଡିଓରେ ଲାଇକ୍‌, ଶେୟାର ଏବଂ କମେଣ୍ଟ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହି ଭିଡିଓଟି ୪୦ ସେକେଣ୍ଡର।

ଜଣେ ୟୁଜର ଲେଖିଛନ୍ତି, ‘ସାପ ଭୋକିଲା ନ ଥିଲା, ଭାଗ୍ୟଶାଳୀ ଲେଜି ପ୍ରାଣୀ। ସ୍ଲଥର ଦୃଷ୍ଟିଶକ୍ତି ବହୁତ କମ୍‌। ଧିର ଚିହ୍ନଟ ଏବଂ ଭୂମିରେ ଚାଲିବା ଅଭଜ୍ଞତା ନାହିଁ। ଅନ୍ୟ ଜଣେ ୟୁଜର କହିଛନ୍ତି, ‘ଆନାକୋଣ୍ଡା ପ୍ରଶ୍ନ କରୁଥିଲା ଯେ, ସ୍ଲଥ ଏହାର ମାଲିକ କିଏ ତାହା ଦେଖି ପାରିବ ନାହିଁ। ଆଉ ଜଣେ ୟୁଜର ଲେଖିଛନ୍ତି, ଆନାକୋଣ୍ଡା ସାମ୍ନାରେ ସ୍ଲଥ୍‌ ନିର୍ଭୟରେ ଦେଖାଯାଉଥିଲା। ଦ୍ରୁତଗତିରେ କଲେ, ସେମାନେ ପୃଥିବୀର ସବୁଠାରୁ ଭୟଭୀତ ପ୍ରାଣୀମାନଙ୍କ ମଧ୍ୟରୁ ଗୋଟିଏ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri