୨ ଗର୍ଭାଶୟରେ ୨ ଶିଶୁ
ମଣ୍ଟେଗୋମେରି ମା’ ହେବା ପ୍ରତ୍ୟେକ ମହିଳାଙ୍କ ପାଇଁ ବେଶ୍ ନିଆରା ଅନୁଭୂତି ହୋଇଥାଏ। ନିକଟରେ ଆମେରିକାର ଜଣେ ମହିଳା ଗର୍ଭବତୀ ଅଛନ୍ତି। ତେବେ ସେହି ମହିଳା ତାଙ୍କ ଗର୍ଭରେ ଦୁଇଟି ଶିଶୁଙ୍କୁ ଧାରଣ କରିଛନ୍ତି। ହେଲେ ଉକ୍ତ ଦୁଇ ଶିଶୁ ଯାଆଁଳା…
ସର୍ବାଧିକ ସମୟ ରୋଷେଇ କରି ୨ ବିଶ୍ୱ ରେକର୍ଡ
ଟୋକିଓ: ନିକଟରେ ଜାପାନର ସେଫ୍ ଆଲାନ ଫିଶର ରୋଷେଇକରି ୨ଟି ବିଶ୍ୱ ରେକର୍ଡ ହାସଲ କରିଛନ୍ତି। ମାଟ୍ସୁସ୍ଥିତ ନିଜ ଆଇରିଶ ଥିମ୍ଡ ରେଷ୍ଟୁରାଣ୍ଟରେ ସେ ୧୧୯ ଘଣ୍ଟା ୫୭ ମିନିଟ୍ ସର୍ବାଧିକ ସମୟ ରୋଷେଇକରି ବିଶ୍ୱ ରେକର୍ଡ କରିଛନ୍ତି। ପୂର୍ବରେ ବିଶ୍ୱ…
ବାଇକରେ ରକେଟ ଲଗାଇ ଷ୍ଟଣ୍ଟ କଲେ ଯୁବକ, ଭିଡିଓ ଭାଇରାଲ…
ଚେନ୍ନାଇ,୧୪।୧୧ : ତିରୁଚିରାପଲ୍ଲୀ ପୋଲିସ ମଙ୍ଗଳବାର ଦିନ ଆଇପିସିର ବିଭିନ୍ନ ବିଭାଗ ଏବଂ ମୋଟର ଯାନ ଅଧିନିୟମ ଅନ୍ତର୍ଗତ ୧୦ ଜଣଙ୍କୁ ମୋଟରସାଇକେଲ ଚଲାଇ ବାଣ ଫୁଟାଉଥିବା ବେଳେ ବିପଜ୍ଜନକ ଷ୍ଟଣ୍ଟ ପ୍ରଦର୍ଶନ କରୁଥିବା ଅଭିଯୋଗରେ ଗିରଫ କରିଛି। ତ୍ରିଚି ଏସପି…
କୋଟିପତିଙ୍କ ନିକଟରେ ଥାଏ ଏହି ୩ ଗୁଣ, ଆପଣାଇଲେ ଆପଣ ବି ହୋଇପାରିବେ କୋଟିପତି
ଭାରତରେ ଦୀପାବଳି ପାଳନ କରାଯାଇଛି। ଯଦି ଆପଣ ମଧ୍ୟ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ଚାହାଁନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଲାଭ ଦେବ। ସୋସିଆଲ ମିଡିଆରେ ଜଣେ ବ୍ୟକ୍ତି ସେହି ତିନୋଟି ମନ୍ତ୍ରକୁ କହିଛନ୍ତି, ଯାହାକୁ ଆପଣ ଗ୍ରହଣ…
ବଡ଼ପଣ ଦେଖାଇଲେ ଧୋନୀ, ପ୍ରଶଂସକଙ୍କୁ ଖୁସିକରିବାକୁ ବିଏମ୍ଡବ୍ଲ୍ୟୁରେ…
କ୍ୟାପଟେନ କୁଲ୍ଙ୍କୁ ଦେଖିବା ପାଇଁ ତାଙ୍କ ପ୍ରଶଂସକମାନେ ବେଶ୍ ଆଗ୍ରହୀ। ମହେନ୍ଦ୍ର ସିଂ ଧୋନୀଙ୍କ ଅବସର ପରେ ମଧ୍ୟ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା କମିନାହିଁ। ଏବେ ତାଙ୍କ କ୍ରେଜ ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇଛି। ମାହି ମଧ୍ୟ ତାଙ୍କ ପ୍ରଶଂସକଙ୍କୁ…
ହାଡ଼, କଙ୍କାଳ, ଖପୁରି ମଝିଲେ ହେଲା ବାହାଘର
ପ୍ୟାରିସ୍: ଲୋକେ ତାଙ୍କ ବିବାହକୁ ସ୍ମରଣୀୟ କରିବାକୁ ଅନେକ ଯୋଜନା କରିଥାନ୍ତି। ଆଗରୁ ଘରେ, ମନ୍ଦିରରେ ବିବାହ କରୁଥିବାବେଳେ ଏବେ ସେମାନେ କିଛି ନୂଆ ସ୍ଥାନକୁ ବାଛୁଛନ୍ତି। ମୁଖ୍ୟତଃ ଲୋକେ ପବିତ୍ର ସ୍ଥାନରେ ବିବାହ କରିଥାନ୍ତି। ହେଲେ ନିକଟରେ ଆମେରିକାର ଏକ…
ବ୍ୟକ୍ତିଙ୍କ ଦେଶୀ ଯୋଗାଡ଼: ନଳକୂପରୁ ବାହାରୁଛି ପାଣି, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥି ମଧ୍ୟରେ କେତେକ ଦେଶୀ ଯୋଗାଡ଼ ମଧ୍ୟ ରହିଛି। ଯାହାକୁ ବ୍ୟବହାର କରି ଅନେକ ଲୋକ ଉପକୃତ ହୋଇପାରିବେ। ବର୍ତ୍ତମାନ ଇଣ୍ଟରନେଟ୍ରେ ଏକ ଭିଡିଓ ଭାଇରାଲ ହୋଉଛି।…
ଦୁନିଆର ସବୁଠୁ କଷ୍ଟ ଡ୍ୟାନ୍ସ, ଭିଡିଓ ଦେଖିଲେ ଘୂରିଯିବ ମୁଣ୍ଡ
ମଣିଷ ଏବଂ ମେଶିନ ମଧ୍ୟରେ ଏକ ମୌଳିକ ପାର୍ଥକ୍ୟ ରହିଛି। ତାହା ହେଲା ମଣିଷ କିଛି ଭୁଲିଯାଇପାରେ କିନ୍ତୁ ଯଦି ମେଶିନର ପ୍ରୋଗ୍ରାମିଂ ସେଟ୍ ହୋଇଥାଏ ଯାହା ଭୁଲ୍ ହୁଏନାହିଁ। କିଛି ବୈଷୟିକ ତ୍ରୁଟି ନ ହେବା ପର୍ଯ୍ୟନ୍ତ ଏଥିରେ ଭୁଲ୍…
ଜାଣନ୍ତି କି ମୃତଦେହ ପାଣିରେ ନ ବୁଡ଼ି ଭାସିଥାଏ କାହିଁକି
ଆମ ଜୀବନରେ ଅନେକ କଥା ଅଛି, ଯାହାକୁ ଆମେ ଛୋଟବେଳୁ ଜାଣିଥାଉ। ମାତ୍ର ଏଥିମଧ୍ୟରୁ କିଛି ବିଷୟରେ ଆମେ ଆଦୌ ଜାଣି ନ ଥାଉ। କିଛି ବିଷୟରେ ବି ସାମାନ୍ୟ ଧାରଣା ଥାଏ ମାତ୍ର ସମ୍ପୂର୍ଣ୍ଣ ଜାଣି ନ ଥାଉ। ଯେମିତି…
ମନ୍ଦିରରେ ପହଞ୍ଚିଲେ ସିଂହ ପଲ, ଅଡୁଆରେ ପଡିଲେ ପୁରୋହିତ , ଭିଡିଓ ଭାଇରାଲ…
ଅହମଦାବାଦ,୧୩।୧୧ : ଗୁଜରାଟର ଗିରର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ ସିଂହମାନଙ୍କର ଏକ ପଲ ଗିର ଗାଁରେ ଅବସ୍ଥିତ ଏକ ମନ୍ଦିର ପରିସରରେ ପହଞ୍ଚିଥିଲେ। ଏହା ସକାଳ ସମୟ ଥିଲା । ପୁରୋହିତ…
ସାବଧାନ! ଏହା ଦୁନିଆର ସବୁଠୁ ବିଷାକ୍ତ ସ୍ପାଇଡର, କାମୁଡ଼ିଲେ ଚାଲିଯିବ ଜୀବନ
ବ୍ରାଜିଲର ଓ୍ବାଇଣ୍ଡିଂ ସ୍ପାଇଡର୍ ଯାହା ଦୁନିଆର ସବୁଠାରୁ ବିଷାକ୍ତ। ଯାହା କାମୁଡ଼ିଲେ ବହୁତ ଯନ୍ତ୍ରଣା ହୋଇଥାଏ। ଏପରିକି ଏହି ସ୍ପାଇଡର କାମୁଡ଼ିବା ଦ୍ୱାରା ଲୋକଙ୍କ ଜୀବନ ମଧ୍ୟ ଚାଲିଯାଇଥାଏ। ତେଣୁ ଏହାକୁ ଦେଖିବା ମାତ୍ରେ ଏଥିରୁ ଦୂରେଇ ରହିବା ଉଚିତ। ଏହାର…
ସର୍କସରୁ ଖସି ରାସ୍ତାରେ ବୁଲିଲା ସିଂହ, ଘରେ ଲୁଚିଲେ ଲୋକେ, ଭିଡିଓ ଭାଇରାଲ…
ରୋମ,୧୩।୧୧ : ସିଂହ ସର୍କସରୁ ଖସିଯିବା ପରେ ଇଟାଲୀର ଲାଡିସପୋଲି ସହରରେ ଆତଙ୍କ ଖେଳିଯାଇଥିଲା। ସିଂହ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଲୋକେ ଆତଙ୍କିତ ହୋଇ ଜୀବନ ବିକଳରେ ନିଜ ଘରେ ଲୁଚିବାକୁ ବାଧ୍ୟ ହୋଇଥିଲେ। ବହୁ ପରିଶ୍ରମ ପରେ ସିଂହକୁ…
Archives


