ବେଦିରେ ବସିଥିବାବେଳେ କନ୍ୟାଙ୍କୁ ଆସିଲା ନିଦ: ତାଙ୍କୁ ଉଠାଇବା ପାଇଁ ବର କଲେ ଏମିତି କାମ, ଦେଖନ୍ତୁ ଭିଡିଓ
ବେଦିରେ ବସିଥିବାବେଳେ କନ୍ୟାଙ୍କୁ ଆସିଲା ନିଦ: ତାଙ୍କୁ ଉଠାଇବା ପାଇଁ ବର କଲେ ଏମିତି କାମ, ଦେଖନ୍ତୁ ଭିଡିଓ ଆଜିକାଲି ବିବାହ ସିଜିନ୍ ଚାଲିଛି। ଏହା ସହ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିକଟରେ ଏମିତି…
ଯଦି ପେଡ଼ା ଖାଉଛନ୍ତି ତେବେ ଥରେ ଏହି ଭିଡିଓ ଦେଖନ୍ତୁ, କିଣିବା ବି ଭୁଲିଯିବେ…
କିଛି ମିଠା ଅଛି ଯାହା ମହଙ୍ଗା ହୋଇ ନ ପାରେ କିନ୍ତୁ ଲୋକମାନେ ଏହାକୁ ଖାଇବାକୁ ପସନ୍ଦ କରନ୍ତି। ସ୍ବାସ୍ଥ୍ୟ ଦୃଷ୍ଟିକୋଣରୁ ଏଗୁଡ଼ିକ ମଧ୍ୟ ଭଲ। ଏପରି ଏକ ମିଠା ହେଉଛି ପେଡ଼ା। ଏହାକୁ ପ୍ରସାଦ ଭାବରେ ଦିଆଯାଇଥାଏ। କିମ୍ବା ସମୟ…
ଖାଦ୍ୟ ଖାଇ କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା, ଜାଣନ୍ତୁ ଏହି ‘ପ୍ରଫେଶନାଲ ଇଟର’ ଯୁବତୀଙ୍କ ବିଷୟରେ
ଖାଇବା ସମୟରେ ଧିରେସୁସ୍ଥେ ଖାଦ୍ୟ ଖାଇବାକୁ କୁହାଯାଉଥାଏ। ଚୋବାଇ ଚୋବାଇ ଖାଇବା ଦ୍ୱାରା ଖାଦ୍ୟ ହଜମ ହେବା ସହ ଜୀର୍ଣ୍ଣ ମଧ୍ୟ ହୋଇଥାଏ। ସେଥିପାଇଁ ଖାଇବା ସମୟରେ ଟିଭି ଓ ମୋବାଇଲ ଦେଖିବାକୁ ପରିବାର ଲୋକେ ବାରଣ କରିଥାନ୍ତି। ହେଲେ ନିକଟରେ…
ସଡକ ଦୁର୍ଘଟଣାରେ ଓଲଟିଲା କୁକୁଡା ବୋଝେଇ ଗାଡି, ବୋହିନେଲେ ଲୋକ, ଭିଡିଓ ଭାଇରାଲ
ଆଗ୍ରା,୨୭।୧୨: ଉତ୍ତର ପ୍ରଦେଶର ଆଗ୍ରାରେ ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା ଘଟିଛି। ସ୍ଥିତି ଏପରି ହେଲା କି ଏକାଧିକ ଗାଡି ପଛକୁ ପଛ ବାଡେଇ ହୋଇ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ହେବାରୁ ଜାତୀୟ ରାଜପଥରେ ବହୁ ଗାଡି ଅଟକି ରହିଥିଲା।…
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୮୪ ସେକେଣ୍ଡର ସୁକ୍ଷ୍ମ ଅଭିଜିତ ଶୁଭ ମୁହୁର୍ତ୍ତ…
ଅଯୋଧ୍ୟା,୨୭।୧୨ : ଅଯୋଧ୍ୟାରେ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚାଲିଛି। ଯେଉଁଥି ପାଇଁ ୨୨ ଜାନୁଆରୀ ୨୦୨୪ ତାରିଖ ସ୍ଥିର କରାଯାଇଛି। କିନ୍ତୁ ବିଶେଷ କଥା ହେଉଛି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ୮୪ ସେକେଣ୍ଡର ସୁକ୍ଷ୍ମ ଶୁଭ…
ଏଲିଅନ୍ସଙ୍କ ଭାଷା ବୁଝିବା ହେବ ସହଜ, ‘ଏଲିଅନ୍ସ ଡିକ୍ସନାରି’ ପ୍ରସ୍ତୁତ କଲେ ବୈଜ୍ଞାନିକ
ଏଲିଅନ୍ସ କିମ୍ବା ଅନ୍ୟ ଗ୍ରହରେ ଜୀବନ ଠାବ କରିବା ପାଇଁ ବିଭିନ୍ନ ପ୍ରକାର ଗବେଷଣା କରାଯାଉଛି। ବୈଜ୍ଞାନିକମାନେ ଏନେଇ ବିଭିନ୍ନ ପ୍ରକାର ଅଧ୍ୟନ କରିବା ସହ ସେମାନଙ୍କ ଜୀବସତ୍ତା ନେଇ ଭିନ୍ନ ମତ ଦେଉଛନ୍ତି। ସେମାନଙ୍କ ଅସ୍ତିତ୍ୱ ଅଛି କି ନାହିଁ…
ରାପିଡୋ ଡ୍ରାଇଭର ବାହାରିଲେ ଏକ ବଡ କମ୍ପାନୀର କର୍ପୋରେଟ ମ୍ୟାନେଜର, ମହିଳା କହିଲେ ଆଶ୍ଚର୍ଯ୍ୟକର କାହାଣୀ…
ବେଙ୍ଗାଲୁରୁ,୨୭।୧୨: ‘ୟେ ବେଙ୍ଗାଲୁରୁ ହେ ଭୟା, ୟହାଁ କୁଛ ଭି ସମ୍ଭବ ହେ’… ସୋସିଆଲ ମିଡିଆ ଏକ୍ସରେ ଏପରି ପୋଷ୍ଟ କରି କିଛି ଆଶ୍ଚର୍ଯ୍ୟକର କାହାଣୀର ଖୁଲାସା କରିଛନ୍ତି ଶ୍ରୁତି ବସବା ନାମକ ମହିଳା। ମହିଳା ଜଣକ ପୋଷ୍ଟରେ କହିଛନ୍ତି, ନିକଟରେ…
ବିଶ୍ୱର ସବୁଠାରୁ କଡା କଫି, ରହିଛି ମାତ୍ରାଧିକ କ୍ୟାଫିନ
ବିଶ୍ୱର ସବୁଠାରୁ କଡା କଫି ଭାବେ ଜଣାଶୁଣା ବାୟୋହାଜାର୍ଡ। ଏହି କଫିର ଏକ ୧୨ଆଉନ୍ସ ବିଶିଷ୍ଟ କପ୍ରେ ୯୨୮ ମିଲିଗ୍ରାମ କ୍ୟାଫିନ ରହିଛି। ଏହା ଦୈନିକ କ୍ୟାଫିନ ସେବନ ପରିମାଣର ପ୍ରାୟ ଦୁଇଗୁଣ। ସୂଚନା ଥାଉ କି, ଗତ ଏକ ଦଶନ୍ଧି…
ନାବାଳକଙ୍କୁ ଜୀବିତ କରିବା ପାଇଁ ଲୁଣ ବସ୍ତାରେ ଭର୍ତ୍ତି କଲେ ମୃତଦେହ, ସୋସିଆଲ ମିଡିଆରୁ ମିଳିଲା ଆଇଡିଆ, ତା’ ପରେ…
ବେଙ୍ଗାଲୁରୁ,୨୭।୧୨: ବିଂଶ ଶତାଦ୍ଦୀର ଆଧୁନିକ ଯୁଗରେ ପହଞ୍ଚିଲେ ବି ମଣିଷ ଆଜି ବି ଅନ୍ଧବିଶ୍ୱାସକୁ ମାନିଥାଏ। ଅନ୍ଧବିଶ୍ୱାସର ମିଛ ମାୟାରେ ଫସି ରହି ଧନ୍ଦି ହେବା ସହ ମିଛ ପ୍ରଳାପ କରେ। ଅନ୍ଧ ବିଶ୍ୱାସରୁ ଆହୁରି କ୍ଷତିକାରକ ହ୍ବାଟସଆପ ୟୁନିଭରସିଟିରୁ ଆସୁଥିବା…
ଡିସେମ୍ବର ୨୫ରେ ୟୁକ୍ରେନ୍ ପାଳିଲା ଖ୍ରୀଷ୍ଟମାସ୍
କ୍ୱିଭ୍: ୟୁକ୍ରେନ୍ ପ୍ରଥମଥର ପାଇଁ ଚଳିତବର୍ଷ ଡିସେମ୍ବର ୨୫କୁ ଖ୍ରୀଷ୍ଟମାସ୍ ଭାବେ ପାଳନ କରିଛି। ରୁଷିଆରେ ଅର୍ଥୋଡକ୍ସ ବିଶ୍ୱାସୀ ପ୍ରତିବର୍ଷ ଏହି ଦିନକୁ ଜାନୁୟାରୀ ୭ରେ ପାଳୁଥିଲେ। ତେବେ ୟୁକ୍ରେନ୍ ସରକାର ଗତ ଜୁଲାଇରେ ଏକ ଆଇନ ପାସ୍ କରି ଏହି…
ଦେବତାଙ୍କୁ ଖୁସି କରିବା ଲାଗି ଆଙ୍ଗୁଳି କାଟୁଥିଲେ ପ୍ରାଚୀନ ମଣିଷ, ଅଧ୍ୟୟନରୁ ସ୍ପଷ୍ଟ
ନୂଆଦିଲ୍ଲୀ,୨୬।୧୨:ବର୍ତ୍ତମାନ ବଡି ମୋଡିଫିକେଶନକୁ ନେଇ ଅନେକ ମାମଲା ସାମ୍ନାକୁ ଆସୁଛି। ଭିନ୍ନ ଦେଖାଯିବାକୁ ଲୋକ ଓଠରେ ଲିପ ଫିଲର କରି ଓଠକୁ ମୋଟା କରିବା ସହ ଆକର୍ଷଣୀୟ କରୁଛନ୍ତି ତ କିଏ ନିଜ ଜିଭକୁ ଦି ଭାଗ କରୁଛନ୍ତି ତ କେହି…
ଓଢଣା ତଳେ ଗୁଟଖା ଖାଉଛନ୍ତି ବୋହୂ, ଅଭିଯୋଗ ନେଇ ଥାନାରେ ପହଞ୍ଚିଲେ ଶାଶୁଘର ଲୋକ
ଆଗ୍ରା,୨୬।୧୨: ଉତ୍ତର ପ୍ରଦେଶ ଆଗ୍ରାସ୍ଥିତ ପରାମର୍ଶ କେନ୍ଦ୍ରରେ ଏକ ଅଜବ ମାମଲା ଦେଖିବାକୁ ମିଳିଛି। ନୂଆବୋହୂର ଗୁଟଖା ଖାଇବା ନିଶା ଦେଖି ଶାଶୁଘରେ ଚହଳ ପଡିଛି। ସ୍ଥିତି ଏମିତି ଯେ ଛାଡପତ୍ର ଯାଏଁ କଥା ପହଞ୍ଚିଲାଣି। ସ୍ବାମୀ ସମେତ ଶାଶୁଘର ଲୋକ…

