ଫୁରସତ

 ପାଣି ରଖିବା ଡିସ୍‌ପେନସର ବିକ୍ରି ପାଇଁ ମହିଳା ପୋଷ୍ଟ ସୋସିଆଲ ମଡିଆରେ ପକାଇଲା  ଚହଳ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ…

ଜଣେ ମହିଳାଙ୍କ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ବାସ୍ତବରେ ମହିଳା ଜଣକ ଏକ ପୁରୁଣା ଡିସପେନସର୍‌ ବିକ୍ରି କରବାକୁ ପୋଷ୍ଟ କରିଥିଲେ। ଏହାର ଦାମ୍‌ ଜାଣି ସୋସିଆଲ ମିଡିଆ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଛି ଲୋକ ଏହା…

ଏଠାରେ ବୁଲୁଛି ଆତ୍ମା, ପୂଜା ପାଉଛି ବୁଲେଟ

ଚୋଟିଲା,୨୨।୧୨: ବୁଲେଟ ଗାଡିକୁ ବହୁ ଲୋକ ନିଜ ପସନ୍ଦର ଗାଡି ବୋଲି କହିଥାନ୍ତି। ତେବେ ଏହି ଗାଡି ଶୋ ରୁମରେ ପୂଜା ପାଇବା ବଦଳରେ ମନ୍ଦିରରେ ପୂଜା ହେଉଥିବା ଶୁଣି ଆପଣ ତାଜୁବ ହୋଇଯାଉଥିବେ। ରାଜସ୍ଥାନରେ ଏକ ଏପରି ମନ୍ଦିର ଅଛି,…

ସ୍ତ୍ରୀଙ୍କ ସହ ଝଗଡା ହେବାରୁ ୨୦ଟି କାର୍‌ ଭାଙ୍ଗିଦେଲେ ସ୍ବାମୀ

ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଉଥିବା ଛୋଟ ଛୋଟ କଥାକୁ ନେଇ ଝଗଡା ସମ୍ପର୍କରେ ତିକ୍ତତା ଆଣିଥାଏ। ମନୋମାଳିନ୍ୟତ ସବୁଠି ହୋଇଥାଏ ହେଲେ ସାମନ୍ୟ ବଚସାରୁ ଆରମ୍ଭ ଝଗଡା ଉଗ୍ର ରୂପ ନେଲେ କୋର୍ଟ ଯାଏଁ କଥା ପହଞ୍ଚିବା ନିଶ୍ଚୟ ଶୁଣିଥିବେ। ନିକଟରେ ସ୍ବାମୀ-ସ୍ତ୍ରୀଙ୍କ…

ସ୍ତ୍ରୀଙ୍କ ସହ ଝଗଡ଼ା କରି ୨୦ଟି କାର ଭାଙ୍ଗିଦେଲେ ବ୍ୟକ୍ତି, ପୂରା ଘଟଣା ଜାଣିଲେ …

ସ୍ତ୍ରୀଙ୍କ  ସାଙ୍ଗରେ ଝଗଡ଼ା କରି  ଗୋଟିଏ କି ଦୁଇଟି ନୁହେଁ ଭାଙ୍ଗିଦେଲେ  କୋଡ଼ିଏ କୋଡ଼ିଏଟି କାର। ଏଭଳି ଏକ ଘଟଣା ଘଟିଛି  ଚେନ୍ନାଇରେ। ନିକଟରେ ଏହି ଘଟଣା ଘଟିଥିବା ବେଳେ ଗ୍ୟାରେଜ ନିକଟ ପାର୍କିଂ  ଏରିଆରେ ଲାଗିଥିବା  ସିସିଟିଭିରୁ  ଏହା ଜଣାପଡ଼ିଥିଲା।…

ପ୍ରି-ଓ୍ବେଡିଂ ଫଟୋଶୁଟ କରୁଥିଲେ ଭାବି ସ୍ତ୍ରୀ-ସ୍ବାମୀ, ଆସିଲା ସାପ: ଆଉ ତା’ପରେ ଘଟିଲା..ଦେଖନ୍ତୁ ଭିଡ଼ିଓ

ଆଜିକାଲି ପ୍ରି-ଓ୍ବେଡିଂ ଫଟୋଶୁଟ ସାଧାରଣ କଥା ହୋଇଗଲାଣି। ବିବାହ ପୂର୍ବରୁ ବିଭିନ୍ନ ସ୍ଥାନରେ ବିଭିନ୍ନ ଶୈଳୀରେ ଫଟୋଶୁଟ୍‌ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଭାବି ସ୍ତ୍ରୀ-ସ୍ବାମୀ। ଏଥିପାଇଁ କେହି କେହି ଖୋଲା ସ୍ଥାନକୁ, କେହି ଜଣେ ମନ୍ଦିରକୁ, କେହି କେହି ତାଜମହଲ…

ଟ୍ରେନ୍‌ରେ ବସିବାକୁ ମିଳିଲାନି ଜାଗା, ଯୁବକ ଆପଣାଇଲେ ଦେଶୀ ଯୋଗାଡ଼, ଭିଡିଓ ଦେଖିଲେ…

ଏସି କୋଚ୍‌ କିମ୍ବା ଟ୍ରେନର ସ୍ଲିପର କୋଚ୍‌ରେ ଯାତ୍ରା କରିବା ସହଜ, କିନ୍ତୁ ସାଧାରଣ କୋଚ୍‌ରେ ଯାତ୍ରା କରିବା ବହୁତ କଷ୍ଟ। ଜେନେରାଲ କୋଚ୍‌ର ଯାତ୍ରା ଏକ ଅଭିଜ୍ଞତାଠାରୁ କମ୍‌ ନୁହେଁ। ଏଠାରୁ ହିଁ ଲୋକମାନେ ଭିଡ଼କୁ ସାମ୍ନା କରୁଥିବା ବେଳେ…

ଅକ୍ଟୋପସ୍‌ ସହ ମଜା କରୁଥିଲେ ଯୁବକ, ଏମିତି ପାଇଲେ ପାନେ, ଭିଡିଓ ଦେଖିଲେ…

ଭଗବାନ ଦୁନିଆରେ ଅନେକ ପ୍ରକାରର ଜୀବ ସୃଷ୍ଟି କରିଛନ୍ତି। ଏହା ସତ ଯେ, ସବୁ ପ୍ରାଣୀଙ୍କଠାରୁ ମଣିଷକୁ ବୁଦ୍ଧିମାନ କରି ପଠାଇଛନ୍ତି। ଏହି କାରଣରୁ ମଣିଷ ଆଜି ବାକି ସବୁ ଜିନିଷ ଉପରେ ନିଜର ଉପସ୍ଥିତି ଜାହିର କରୁଛି। କିନ୍ତୁ ଅନେକ…

ଛାଡ଼ପତ୍ର ଚାହୁଁଛ ତ ଶୁଆ ଫେରାଇଦିଅ: ଦମ୍ପତିଙ୍କ ଛାଡ଼ପତ୍ରର ଅଜବ କାରଣ

ପୁଣେ,୨୨।୧୨: ଶୁଆ ପାଇଁ ଛାଡପତ୍ର। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ପୁଣେରେ ମଧ୍ୟ ଏଭଳି ମାମଲା ସାମ୍ନାକୁ ଆସିଛି। ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେବା ପାଇଁ ଆଫ୍ରିକୀୟ ଧୂସର ଶୁଆକୁ ଫେରାଇବାକୁ ଦାବି କରିଥିଲେ। ବିବାହ ପୂର୍ବରୁ…

ଭାରତର ଏଭଳି ମନ୍ଦିର ଯେଉଁଠି ପୁରୁଷଙ୍କୁ ଯିବା ମନା; କେବଳ ମହିଳାଙ୍କୁ ମିଳେ ଏଣ୍ଟ୍ରି

ଭାରତର କିଛି ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ରହିଛି। ସେହିଭଳି ଏଭଳି କିଛି ମନ୍ଦିର ରହିଛି, ଯେଉଁଠି ପୁରୁଷଙ୍କୁ ଯିବାକୁ ଅନୁମତି ନାହିଁ ନଚେତ ଏକ ସ୍ବତନ୍ତ୍ର ସମୟରେ ତାଙ୍କ ପାଇଁ ଦ୍ୱାର ଖୋଲାଥାଏ। ଆଶ୍ଚର୍ଯ୍ୟ ଲାଗିଲେ ହେଁ କଥାଟି…

ବିବାହ ଭୋଜିରେ ପନିର୍‌କୁ ନେଇ ଖଣ୍ଡଯୁଦ୍ଧ: ମଣ୍ଡପରେ ଉଡ଼ିଲା ଚେୟାର, ଟେବୁଲ, ଭିଡିଓ ଦେଖିଲେ…

ଘରେ ଯେତେ ପନିର ଖାଆନ୍ତୁନା କାହିଁକି ବଡ଼ ରେଷ୍ଟୁରାଣ୍ଟକୁ ଯାଇ ପନିର ଡିସ୍‌ ଅର୍ଡର କଲେ ମଧ୍ୟ ବିବାହରେ ପନିର ଖାଇବାର ଆନନ୍ଦ କିଛି ଅଲଗା ଥାଏ। ଏହି କାରଣରୁ ଆପଣ ଦେଖିବେ ଧନୀ ଲୋକମାନେ ମଧ୍ୟ ବିବାହ ସମୟରେ ପନିପରିବାଠାରୁ…

କେବେ ହେବ ମୃତ୍ୟୁ, ଆଗୁଆ କହିବ ଏଆଇ ଟୁଲ୍ସ…

ଓ୍ବାଶିଂଟନ,୨୧।୧୨ : ଅଧିକାଂଶ ଲୋକ ଜାଣିବାକୁ ଚାହାନ୍ତି ସେମାନେ ଆଉ କେତେ ଦିନ ବଞ୍ଚିବେ। ତେବେ ଏଭଳି ପ୍ରଶ୍ନର ଉତ୍ତର ଦେବାକୁ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟୁଲ (ଏଆଇ ଟୁଲ) ବିକଶିତ କରାଯାଇଛି। ଏହା ଦ୍ୱାରା ଜଣଙ୍କର କେବେ ମୃତ୍ୟୁ ହେବ…

ଚାକିରି ଛାଡିବା ପୂର୍ବରୁ କମ୍ପାନୀର ସବୁ କମ୍ପ୍ୟୁଟରର ଇମେଲ-ପାସଓ୍ବାର୍ଡ ବଦଳାଇଦେଲେ ଯୁବତୀ

ଚାକିରି କ୍ଷେତ୍ରରେ ଅଧିକାଂଶ ଲୋକ ନିଜ ମାଲିକ କିମ୍ବା ଟିମ୍‌ ସଦସ୍ୟଙ୍କ ଉପରେ କିଛି କଥାକୁ ନେଇ ଖପ୍ପା ରହିଥାନ୍ତି। ଏହାକୁ ନେଇ ବହୁଜଣ ଚାକିରି ମଧ୍ୟ ଛାଡିଦେଇଥାନ୍ତି। ଆଉ କିଛିଙ୍କର ପ୍ରତିଦିନ କିଛି କିଛି କଥାକୁ ନେଇ ବଚସା ହୋଇଥାଏ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri