ଫୁରସତ

Metaverse gangrape: ଶରୀରକୁ ନ ଛୁଇଁ ଗଣବଳାତ୍କାର ! ଅନଲାଇନ ଅବତାରର ପ୍ରଥମ ବଳାତ୍କାର ମାମଲା ରୁଜୁ…

ଲଣ୍ଡନ,୩।୧ : ମେଟାଭର୍ସ ବଳାତ୍କାରର ପ୍ରଥମ ମାମଲା ବ୍ରିଟେନରେ ପଞ୍ଜିକୃତ ହୋଇଛି। ଅନଲାଇନ ମେଟାଭର୍ସରେ ୧୬ ବର୍ଷର ବାଳିକାକୁ ଗଣବଳାତ୍କାର ମାମଲାର ତଦନ୍ତ ଆରମ୍ଭ କରିଛି ପୋଲିସ। ପୋଲିସ ମଧ୍ୟ ଏକ ମାମଲା ରୁଜୁ କରିଛି। ଏହି ଅଭିଯୋଗ ଆଣିଥିବା ନାବାଳିକା…

କ୍ୟାନସର ଔଷଧରେ ହେବ ଡାଇବେଟିସ ଚିକିତ୍ସା: ଦୁଇ ଔଷଧ ମିଶାଇ ହେଲା ବିକଶିତ…

ମେଲବୋର୍ନ,୩।୧ : ଏବେ କ୍ୟାନସର ଔଷଧରେ ଡାଇବେଟିସ ଚିକିତ୍ସା କରାଯିବ। ଅଷ୍ଟ୍ରେଲିଆର ବେକର୍‌ ହାର୍ଟ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ସେମାନଙ୍କର ଅନୁସନ୍ଧାନ ସମୟରେ ଅଗ୍ନାଶୟ ଷ୍ଟେମ କୋଷରେ ଏପରି ପରିବର୍ତ୍ତନ ଆଣିବାରେ ସଫଳ ହୋଇଛନ୍ତି। ଏହା ପରେ କୋଷଗୁଡ଼ିକ ଅଧିକ ଇନସୁଲିନ ଉତ୍ପାଦନ…

୨ ଯାଆଁଳାଙ୍କ ଜନ୍ମ ଭିନ୍ନ ବର୍ଷରେ

ଟ୍ରେନଟନ୍‌: ଆମେରିକାର ଏକ ରିପୋର୍ଟ ମୁତାବକ, ପ୍ରତିଦିନ ପୃଥିବୀରେ ୩.୮ ଲକ୍ଷ ପିଲା ଜନ୍ମ ହେଉଛନ୍ତି। ନିକଟରେ ନ୍ୟୁ ଜର୍ସିରେ ୨ ଯାଆଁଳା ପିଲା ଜନ୍ମ ହୋଇଛନ୍ତି, ହେଲେ ୨ ଭିନ୍ନ ବର୍ଷରେ। ରିପୋର୍ଟ ଅନୁଯାୟୀ, ନ୍ୟୁ ଜର୍ସିର ଏକ ଦମ୍ପତି…

୨ଟି ପୋଲରେ ବିଶ୍ୱକୁ ସଂଯୋଗ

ଏଥେନ୍ସ: ଗ୍ରୀସ୍‌ର ପଶ୍ଚିମରେ ଏକ ସୁନ୍ଦର ଦ୍ୱୀପ ରହିଛି। ସେହି ଦ୍ୱୀପଟି କେବଳ ୨ଟି ପୋଲ ସାହାଯ୍ୟରେ ଅନ୍ୟ ସ୍ଥାନ ସହିତ ଯୋଡ଼ି ହେଉଛି। ଏଠାରେ ଥିବା ଐତିହାସିକ କାନ୍ଥ, ନ୍ୟାଶନାଲ ପାର୍କ, ଏକ ଚର୍ଚ୍ଚ ଏଠାକାର ସୌନ୍ଦର୍ଯ୍ୟକୁ ଅଧିକ ବଢାଉଛି।…

ଗଛ ଭଳି ଖାଦ୍ୟ ପ୍ରସ୍ତୁତ କରେ ସମୁଦ୍ର ସ୍ଲଗ୍‌

ୱାଶିଂଟନ: ସମୁଦ୍ରରେ ଅନେକ ଜୀବ ଅଛନ୍ତି। ବହୁତ ଜୀବଙ୍କ ବାବଦରେ ଏ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ଭଲ ଭାବରେ ଜାଣିପାରି ନାହାନ୍ତି। ବୈଜ୍ଞାନିକମାନେ ସମୁଦ୍ରରେ ଏପରି ଏକ ଜୀବକୁ ପାଇଛନ୍ତି, ଯିଏ ଅନ୍ୟ ଜୀବଙ୍କୁ ଖାଇ ଗଛ ପରି ଖାଦ୍ୟ ପ୍ରସ୍ତୁତ କରିଥାଏ।…

ରାମଲାଲାଙ୍କ ପାଇଁ ସୁନା କଲମ, ଜାମନଗରରୁ ଆସିବ ଅଯୋଧ୍ୟା, ଭିଡ଼ିଓ ଭାଇରାଲ….

ଅଯୋଧ୍ୟା,୨।୧ : ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଜାନୁୟାରୀ ୨୨ ଉଦଘାଟନ ହେବାକୁ ଯାଉଛି। ରାମଲାଲାଙ୍କ ପାଇଁ ଗୁଜରାଟର ଜାମନଗରରୁ ଅଯୋଧ୍ୟାକୁ ଏକ ବିଶେଷ ଉପହାର ମଧ୍ୟ ପଠାଯାଉଛି। ଜାମନଗରର ରାୱଲଜୀ ସୁନା ଓ ରୂପାରେ ଏକ ସ୍ବତନ୍ତ୍ର କଲମ ତିଆରି…

Finding Aliens Location In 2024: ଏଲିଅନ ରହୁଥିବା ସ୍ଥାନର ସନ୍ଧାନରେ ନାସା…

ଓ୍ବାଶିଂଟନ,୨।୧ : ଏଲିଅନଙ୍କ ଅସ୍ତିତ୍ୱ ଏବଂ ସେମାନଙ୍କୁ ଦେଖିବାର ଅନେକ ଦାବି ରହିଛି। ଏହି ବିଷୟରେ ଲୋକଙ୍କ ଭିନ୍ନ ମତ ଥାଇପାରେ, କିନ୍ତୁ ଦାବି କରାଯାଉଛି ବର୍ତ୍ତମାନ ସେମାନେ ରହୁଥିବା ସ୍ଥାନରେ ପହଞ୍ଚିବାକୁ ଆଉ ଅଧିକ ସମୟ ଲାଗିବ ନାହିଁ। ବିଶେଷଜ୍ଞମାନେ…

‘ପାର୍ଟି ଚାଲିଛି, ଅଫିସ ଆସିପାରିବି ନାହିଁ’…ସିଇଓଙ୍କୁ ମେସେଜ କଲେ କର୍ମଚାରୀ, ଚମତ୍କାର ଉତ୍ତର ଦେଲେ ବସ୍‌

ଅଧିକାଂଶ ସମୟରେ ଆପଣ ଶୁଣିଥିବେ ବିଶେଷ କରି କର୍ପୋରେଟିଭ ଚାକିରୀରେ କର୍ମଚାରୀଙ୍କୁ ଛୁଟି ମିଳିବାରେ ଅସୁବିଧା ହୁଏ। ଛୁଟି ପାଇଁ ଲୋକଙ୍କୁ ଦୁର୍ଘଟଣା କିମ୍ବା ଦେହ ଖରାପ ହେବା ଠାରୁ ଆରମ୍ଭ କରି ବଡ ବଡ ମିଛ କହିବାକୁ ପଡେ। ତେବେ…

ବିରିୟାନୀକୁ ନେଇ ବିବାଦ: ଗ୍ରାହକଙ୍କୁ ଲାଠିଚାର୍ଜ କଲେ ହୋଟେଲର ଓ୍ବେଟର, ଭିଡିଓ ଭାଇରାଲ

ହାଇଦ୍ରାବାଦ,୨।୧: ବିରିୟାନୀକୁ ନେଇ ତୁମୁଳ କାଣ୍ଡ। ଘଟଣା ଏପରି ହେଲା କି, ହୋଟେଲର ଓ୍ବେଟରମାନେ ଗ୍ରାହକଙ୍କ ଉପରେ ଲାଠିଚାର୍ଜ କରିଛନ୍ତି। ନୂଆବର୍ଷରେ ଲୋକେ ରେଷ୍ଟୁରାଣ୍ଟ, କ୍ଲବ କିମ୍ବା ପବ୍‌କୁ ଯାଇ ପାଳନ କରୁଥିବାବେଳେ ଗୋଟିଏ ହୋଟେଲରେ ଏପରି ଅଭାବନୀୟ ଘଟଣା ଦେଖିବାକୁ…

୧୦୫ବର୍ଷ ପୂର୍ବେ ପାଣି ନୁହେଁ ହୋଇଥିଲା ‘ଗୁଡ’ର ଭୟଙ୍କର ସୁନାମି, ଚାଲିଯାଇଥିଲା ୨୧ଜଣଙ୍କ ଜୀବନ

ବୋଷ୍ଟନ,୨।୧: ଇତିହାସରେ ଏପରି ଅନେକ ଘଟଣା ଘଟିଛି, ଯାହା କେବଳ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ନାହିଁ ବରଂ ଏପରି ଘଟଣା ଯାହା ଲୋକଙ୍କୁ ଅସ୍ବାଭାବିକ ଭାବେ ଭାବିବାକୁ ବାଧ୍ୟ କରିଦେଇଛି। ସୁନାମି ଘଟଣା ସମ୍ପର୍କରେ ନିଶ୍ଚୟ ଶୁଣିଥିବେ। ସାରା ବିଶ୍ୱରେ ସୁନାମି…

ରାସ୍ତାରେ ପଡ଼ିଥିଲା ୧୦୦ ଟଙ୍କିଆ ନୋଟ, ଉଠାଇବା ପରେ ବ୍ୟକ୍ତି ଯାହା ଦେଖିଲେ…

ଯଦି ରାସ୍ତାରେ ଟଙ୍କା ପଡ଼ିଥିବା କିଏ ଦେଖନ୍ତି, କେହିବି ଏହାକୁ ଅଣଦେଖା କରନ୍ତି ନାହିଁ। ଯେ କେହି ଏହାକୁ ଉଠାଇଥାନ୍ତି। ବହୁତ୍‌ କମ୍‌ ଲୋକ ଅଛନ୍ତି ଯେ, ଏହାକୁ ଦେଖି ନ ଦେଖିଲା ପରି ଚାଲିଯାନ୍ତି। ବର୍ତ୍ତମାନ ଏକ ଭିଡିଓ ଭାଇରାଲ…

Viral Video: କିଛି ଏଭଳି ଭାବେ ପ୍ରସ୍ତୁତ ହେଉଛି ମୁଢ଼ି, ଭିଡିଓ ଦେଖିଲେ କହିବେ-‘ଖାଇବା ଛାଡ଼ିଦେବି’

ଖାଦ୍ୟରେ ମୁଢ଼ି ଅନେକଙ୍କୁ ପସନ୍ଦ। ଏହା କେବେ ସକାଳର ଜଳଖିଆ ପାଲଟେ ତ କେବେ ସନ୍ଧ୍ୟାର ଚଟପଟା ସ୍ନାକ୍ସ। ଗଳିକନ୍ଦିରେ ଝାଲମୁଢ଼ି ବିକ୍ରେତାଙ୍କ ପାଖରେ ଭିଡ ଜମେ। ସେହିଭଳି ଭୋଜିରେ ମୁଢ଼ି ମାଂସ ଅନେକଙ୍କୁ ପସନ୍ଦ ଥାଏ। ଦିନ ଥିଲା ମୁଢ଼ିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?