ହାରିବାନି ହରାଇବା
ଅପସ୍ମାର ଭଳି ସମସ୍ୟା କ୍ଷେତ୍ରରେ ସଚେତନତାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଚିକିତ୍ସକମାନେ ମତପୋଷଣ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଫେବୃୟାରୀ ମାସର ଦ୍ୱିତୀୟ ସୋମବାରକୁ ଅନ୍ତର୍ଜାତୀୟ ଅପସ୍ମାର ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହା ଫେବୃଆରୀ ୧୨ ତାରିଖରେ ପଡୁଛି।…
ଜୈବ ବିବର୍ତ୍ତନବାଦ
ବୈଜ୍ଞାନିକ ଚାଲର୍ସ ରବୋର୍ଟ ଡାର୍ଓ୍ବିନ ପୃଥିବୀକୁ ପ୍ରଦାନ କରିଥିବା ଅବଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ। ତାଙ୍କର ଜୀବତତ୍ତ୍ୱର ଉତ୍ପତ୍ତି ମତବାଦ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥାଏ। ଜୈବ ବିବର୍ତ୍ତନ ତତ୍ତ୍ୱ ମାନବ ପ୍ରଜାତିର ଉତ୍ପତ୍ତି ଉପରେ ବହୁ ଗୁରୁତ୍ୱପୂର୍ଣ୍ଣ…
ଜାଣନ୍ତି ପ୍ରେମୀଯୁଗଳ କାହିଁକି ପାଳନ କରନ୍ତି ହଗ୍ ଡେ’
ଯଦିଓ ପ୍ରେମ ପାଇଁ ନିର୍ଦ୍ଦିଷ୍ଟ ଦିନ,ବାର, ତିଥି ନାହିଁ ତଥାପି ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ପ୍ରେମ ଋତୁ। ଫେବୃୟାରୀ ୭ରୁ ଏହା ଆରମ୍ଭ ହୋଇଥିବା ବେଳେ ଭାଲେଣ୍ଟାଇନ ଡେ’ ଅର୍ଥାତ୍ ୧୪ ତାରିଖରେ ଶେଷ ହେବ। ଭାଲେଣ୍ଟାଇନ୍ ସପ୍ତାହର ଷଷ୍ଠ…
ଲକ୍ଷେ ୩୩ ହଜାର କିଲୋ ଚିକେନ ଚୋରାଇ ନେଇ କିଣିଲେ ଟିଭି, ଫ୍ରିଜ, ଏସି
କ୍ୱିବା: ଆର୍ଥିକ ଅସ୍ଥିରତା ଏବଂ ଖାଦ୍ୟ ଅଭାବ ସହ କ୍ୟୁବା ବର୍ତ୍ତମାନ ସଂଘର୍ଷ କରୁଛି। ଏହି ସମୟରେ ଏଠାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ୩୦ ଜଣ ଲୋକ ୧୩୩ ଟନ (୧,୩୩,୦୦୦ କିଲୋଗ୍ରାମ) ଚିକେନ ଚୋରି କରି ଏହାକୁ ବିକ୍ରି…
ଏହି ଟେଲିଫୋନ ବାଜିଲେ ବିଶ୍ୱ ଯୁଦ୍ଧରେ ଫୁଟୁଥିଲା ଗୁଳି, ଓ୍ବାର୍ଲଡ ଓ୍ବାରରେ ବ୍ୟବହାର କରିଥିଲେ ହିଟଲର
ଜୟପୁର: ବସ୍ତୁ ଯେତେ ପୁରୁଣା ହୁଏ, ଏହାର ମୂଲ୍ୟ ଅଧିକ ବଢେ। ଲୋକମାନେ ଏହିପରି ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ଭାବରେ ରଖନ୍ତି। ଜୟପୁରର ଏଭଳି ଅନନ୍ୟ କଳାକାର ହେଉଛନ୍ତି ବିନୟ ଶର୍ମା, ଯିଏକି ତାଙ୍କ ଜୀବନର ୪୦ ବର୍ଷ ଲଗାତାର ତାଙ୍କ…
ଲଭ ମ୍ୟାରେଜ ଯୋଗୁ ହେଉଛି ଅଧିକ ବିବାହ ବିଚ୍ଛେଦ!
ରାୟପୁର: ସମସ୍ତଙ୍କ ଜୀବନରେ ପାରିବାରିକ ଜୀବନର ବିଶେଷ ଗୁରୁତ୍ୱ ରହିଛି। ପାରିବାରିକ ଜୀବନରେ ଆଗକୁ ବଢିବାକୁ ହେଲେ ଜଣଙ୍କୁ ବିବାହ କରିବାକୁ ପଡିବ। ବିବାହ ହେଉଛି ଦୁଇ ଜଣଙ୍କ ମଧ୍ୟରେ ଜୀବନର ବନ୍ଧନ। ବିବାହ ପରେ ଜଣେ ପୁଅ ଏବଂ ଝିଅ…
ସହକର୍ମୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଚାଲିଗଲେ କର୍ମଚାରୀ, ୧୪୭ ଟ୍ରେନ ହେଲା ବାତିଲ…
ମୁମ୍ବାଇ,୧୧।୨ : କୁହାଯାଏ କର୍ତ୍ତବ୍ୟ ହେଉଛି କର୍ମଚାରୀଙ୍କ ପାଇଁ ସର୍ବୋତ୍ତମ ଏବଂ ଗୁରୁତ୍ୱପୂର୍ଣ୍ଣ। ମାତ୍ର ବେଳେବେଳେ ପ୍ରଥା ପରମ୍ପରା ଆଗରେ ଏହି କର୍ତ୍ତବ୍ୟବୋଧ ତୁଛ ପାଲଟି ଯାଇଥାଏ। ଏହାର କିଛି ମୂଲ୍ୟ ରୁହେନା। ଏହା ସଦ୍ୟତମ ଉଦାହାରଣ କେନ୍ଦ୍ରୀୟ ରେଳ ମୁମ୍ବାଇ…
ରୁପା ହାତୁଡ଼ି, ସୁନା ନିହଣ ଫଟୋ ଶେୟାର କଲେ ଅରୁଣ ଯୋଗୀରାଜ, ଯେଉଁଥିରେ ତିଆରି ହୋଇଛି ରାମଲାଲାଙ୍କ ଐଶ୍ୱରୀୟ ଆଖି
ଅଯୋଧ୍ୟା,୧୧ା୨: ଅଯୋଧ୍ୟାରେ ଜାନୁଆରୀ ୨୨ରୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଛି। ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଅଯୋଧ୍ୟାକୁ ରାମଲାଲାଙ୍କ ଦର୍ଶନ କରିବାକୁ ଆସୁଛନ୍ତି। ରାମମନ୍ଦିରରେ ପ୍ରଭୁ ରାମଙ୍କ ମୂର୍ତ୍ତିର ମହାନତା ଦେଖିବା ଯୋଗ୍ୟ । ମୂର୍ତ୍ତି ଶିଳ୍ପୀ ଅରୁଣ ଯୋଗୀରାଜ…
ଟ୍ରେନ୍ରେ ଘରକୁ ପଠାଇବେ ବାଇକ୍, ଜାଣନ୍ତୁ କେତେ ହେବ ଖର୍ଚ୍ଚ
ନୂଆଦିଲ୍ଲୀ,୧୧।୨: ଯେତେବେଳେ ଲୋକମାନେ ଗୋଟିଏ ସହର ଛାଡି ଅନ୍ୟ ସହରକୁ ଯାଆନ୍ତି, ସେତେବେଳେ ସେମାନେ ସେମାନଙ୍କର ସବୁ ଜିନିଷ ସହିତ ନିଜର ସ୍କୁଟି କିମ୍ବା ବାଇକ୍ ମଧ୍ୟ ସିଫ୍ଟ କରିଥା’ନ୍ତ। ଏଥିପାଇଁ ଲୋକଙ୍କୁ ଗାଡି ବୁକ୍ କରି କିମ୍ବା ବହୁ ହଇରାଣ…
କିଏ ଗ୍ରାଜୁଏଟ ତ କିଏ ଅଧାରୁ ଛାଡିଛନ୍ତି ପାଠ, ଜାଣନ୍ତୁ କେତେ ପଢିଛନ୍ତି ବିଶ୍ୱର ଟପ୍ ୧୦ ଧନୀ
ନୂଆଦିଲ୍ଲୀ,୧୧।୨: ଜୀବନରେ ଶିକ୍ଷାର ମହତ୍ତ୍ୱ କେତେ ଜରୁରୀ ସେ ସମ୍ପର୍କରେ ସମସ୍ତେ ଜାଣନ୍ତି। ସମସ୍ତେ ଶିକ୍ଷା ମାଧ୍ୟମରେ ଅମାପ ଧନ ଏବଂ ଖ୍ୟାତି ଅର୍ଜନ କରିବାକୁ ଚାହାନ୍ତି। କିନ୍ତୁ ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି ଯାହାଙ୍କର ସ୍ବଳ୍ପ ଶିକ୍ଷାଗତ ଯୋଗ୍ୟତା…
ଏହି ଦେଶରେ ରୁହନ୍ତି ସବୁଠୁ ସୁନ୍ଦରୀ ଯୁବତୀ
ବାସ୍ତବରେ ସବୁଠାରୁ ସୁନ୍ଦରୀ ଯୁବତୀମାନଙ୍କ ବିଷୟରେ କୌଣସି ମନ୍ତବ୍ୟ ଦିଆଯାଇପାରିବ ନାହିଁ। କାରଣ ପ୍ରତ୍ୟେକ ଯୁବତୀ ନିଜ ନିଜ ଷ୍ଟାଇଲ୍ରେ ସୁନ୍ଦର ଅଟନ୍ତି। ଏହା ସତ୍ତ୍ୱେ ଦୁନିଆରେ କିଛି ଦେଶ ଅଛି, ଯେଉଁଠାରେ ଯୁବତୀମାନେ ସେମାନଙ୍କର ବିଭିନ୍ନ ପ୍ରକାରର ସୌନ୍ଦର୍ଯ୍ୟ ପାଇଁ…
ଶିଶୁକୁ ଶୁଆଇବା ପରିବର୍ତ୍ତେ ଭୁଲ୍ରେ ମାଇକ୍ରୋ ଓଭାନରେ ରଖିଦେଲେ ମା’, ଆଉ ତା’ ପରେ…
ଓ୍ବାଶିଂଟନ,୧୧ା୨: ଆଜିକାଲି ଦେଶ ତଥା ବିଶ୍ୱର ଅନେକ ସ୍ଥାନରେ ଏମିତି କିଛି ଘଟଣା ଘଟୁଛି ଯାହା ଅଜବ ଏବଂ ଚକିତ କରିଦେଉଛି। ଆମେରିକାର ମିଜୁରୀରେ ମଧ୍ୟ ଏହିପରି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମା’ ହଠାତ୍ ନିଜ ଶିଶୁକୁ…
Archives


