ଗୋଟିଏ ମିନିଟରେ ୭୭ ଥଣ୍ଡା ବୋତଲ କ୍ୟାପ ଖୋଲିଦେଲେ ଏହି ବ୍ୟକ୍ତି: ସମସ୍ତେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ
ଅନେକ ଥର ଲୋକମାନେ ଏତେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି, ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିବା କଷ୍ଟକର ହୋଇଯାଏ। ସାଧାରଣତଃ ଏହିପରି ଭିଡିଓଗୁଡ଼ିକ ପ୍ରାୟତଃ ଭାଇରାଲ ହୁଏ। ସମ୍ପ୍ରତି ଏହିପରି ଗୋଟିଏ ଭିଡିଓ ନିକଟରେ ଭାଇରାଲ ହେଉଛି। ନିକଟରେ ଜଣେ…
ଭୁଲ୍ ବାଟ ଦେଖାଇଲା ଗୁଗଲ୍ ମ୍ୟାପ୍
କାନ୍ବେରା: କୌଣସି ଜାଣି ନ ଥିବା ସ୍ଥାନକୁ ଯିବା ପାଇଁ ଆଜିର ଦିନରେ ଅଧିକାଂଶ ଲୋକ ଗୁଗଲ୍ ମ୍ୟାପ୍ ଆପ୍ଲିକେଶନ୍କୁ ବହୁଳ ଭବେ ବ୍ୟବହାର କରୁଛନ୍ତି। ତେବେ ବେଳେବେଳେ ଗୁଗଲ୍ ମ୍ୟାପ୍ ଭୁଲ ନିର୍ଦ୍ଦେଶ ଦେବା ସହ ମଣିଷକୁ ଦିଗହୀନ କରିଦେଇଥିବାର…
କୋଟିପତି ସ୍ତ୍ରୀଙ୍କ ନଖରାମି, ୨.୬ କୋଟି ଦେଲେ ପ୍ରସବ କରିବି ସନ୍ତାନ
ଦୁବଇ: ଦୁଇ ମନ ଦୁଇ ହୃଦୟ ମିଶିଲେ ବିବାହ ଭଳି ପବିତ୍ର କାର୍ଯ୍ୟ ସମ୍ପନ୍ନ ହୋଇଥାଏ। ଏହାପରେ ପରିବାର ବଢିଥାଏ। କେତେବେଳେ ଏବଂ କିପରି ସେମାନେ ନିଜ ପରିବାରକୁ ଆଗକୁ ନେବେ ତାହା ସେମାନଙ୍କର ନିଜସ୍ବ ପସନ୍ଦ। ପିଲାମାନଙ୍କର ଜନ୍ମ ଏବଂ…
କର୍ନେଲରୁ ଅବସର ନେବା ପରେ କୃଷକ ସାଜିଛନ୍ତି ଏହି ବ୍ୟକ୍ତି, ପରିବା ଚାଷ କରି ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା
ଲକ୍ଷ୍ନୌ,୩ା୩: ଉତ୍ତରପ୍ରଦେଶର ବାରବାଙ୍କିର ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କି ପ୍ରଥମେ ଦେଶ ସେବା କରିବା ପରେ ଏବେ ନିଜ ଦେଶର ମାଟିରେ ବିଭିନ୍ନ ପ୍ରକାରର ଚାଷକାର୍ଯ୍ୟ କରିଛନ୍ତି। ବାସ୍ତବରେ ଆମେ କର୍ନେଲ ହରିଚନ୍ଦ୍ରଙ୍କ ବିଷୟରେ କହୁଛୁ। ଯିଏ କି…
ଏହି ଦେଶରେ ଘର ଆଗରେ ସ୍ତ୍ରୀଙ୍କ ଫଟୋ ସହିତ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇବା ବାଧ୍ୟତାମୂଳକ, ଜାଣନ୍ତୁ…
ବ୍ରୁନେଇ ବ୍ରୁନେଇ ହେଉଛି ପୃଥିବୀର ଧନୀ ଦେଶଗୁଡ଼ିକ ମଧ୍ୟରେ ଅନ୍ୟତମ। ଦକ୍ଷିଣ-ପୂର୍ବ ଏସୀୟ ଏହି ବିକାଶଶୀଳ ଦେଶଟି କେତେକ ସ୍ବତନ୍ତ୍ର କାରଣ ପାଇଁ ଅନ୍ୟମାନଙ୍କଠାରୁ ଭିନ୍ନ । ଜାଣନ୍ତୁ ଏହି ଦେଶ ସମ୍ପର୍କରେ… * ଦକ୍ଷିଣ-ପୂର୍ବ ଏସିଆରେ ବ୍ରୁନେଇ ହେଉଛି ସର୍ବାଧିକ…
ଜବ୍ ଖୋଜୁଝନ୍ତି କି,ଚେକ୍ କରନ୍ତୁ ଏସବୁ ସାଇଟ୍
ଦିନଥିଲା, ଭଲ ଜବ୍ଟିଏ ଖୋଜିବା ଥିଲା ଏକ କଷ୍ଟକର କାର୍ଯ୍ୟ। କେବେ ଖବରକାଗଜରେ ବିଜ୍ଞାପନକୁ ଅପେକ୍ଷା କରିବାକୁ ପଡ଼ୁଥିଲା ତ ଆଉ କେବେ ବାୟୋଡାଟା ଏବଂ ସାର୍ଟିଫିକେଟ୍ ଧରି ଏ ଅଫିସ୍ରୁ ସେ ଅଫିସ୍କୁ ଧାଇଁବାକୁ ପଡ଼ୁଥିଲା। ହେଲେ ବର୍ତ୍ତମାନର ଇଣ୍ଟରନେଟ୍…
ହାତ ନାହିଁ, ଏମିତି କାର୍ ଚଲାନ୍ତି ଯେ ଅବାକ୍ ହୋଇଯିବେ…
ସାଧାରଣ ମଣିଷ ପକ୍ଷେ ଯାହା କରିବା ଅସମ୍ଭବ ମନେହୁଏ, ଅନେକ ସମୟରେ ହାତ ଗୋଡ ନ ଥିବା ମଣିଷମାନେ ନିଜର ଦୃଢ ମନୋବଳ ଦ୍ୱାରା ସମ୍ଭବ କରି ଦେଖାନ୍ତି। ଏଇ ଯେମିତି କେରଳ, ଇଡୁକିର ଜୁଲିମୋଲ ମାରିଏଟ୍। ଜୁଲିମୋଲଙ୍କର ଜନ୍ମରୁ ଦୁଇ…
ଫୁଟ୍ବଲର ହେବାକୁ ଚାହୁଁଥିଲେ ଟାଇଗର
ମୁମ୍ବାଇ: ବଲିଉଡ୍ରେ ଅନେକ ଉଦୀୟମାନ ତାରକା ରହିଥିବା ବେଳେ ବରିଷ୍ଠ ଅଭିନେତା ଜ୍ୟାକି ଶ୍ରଫ୍ଙ୍କ ପୁଅ ଟାଇଗର ଶ୍ରଫ୍ ସେମାନଙ୍କ ମଧ୍ୟରୁ ଅନ୍ୟତମ। ବଲିଉଡ୍ର ଏହି ଷ୍ଟାର ସନ୍ତାନ ଖୁବ୍ଶୀଘ୍ର ସଫଳତାର ଶୀର୍ଷକୁ ସ୍ପର୍ଶ କରିଛନ୍ତି। ଜୀବନରେ ଅନେକ ଉତ୍ଥାନ-ପତନ ଦେଇ…
ନେଟ୍ଫ୍ଲିକ୍ସରେ ‘ଦି ଇନ୍ଦ୍ରାଣୀ ମୁଖାର୍ଜିଆ ଷ୍ଟୋରି: ବରିଡ୍ ଟ୍ରୁଥ୍’
ନୂଆଦିଲ୍ଲୀ,୩।୩କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇର ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିଦେବା ପରେ ‘ଦି ଇନ୍ଦ୍ରାଣୀ ମୁର୍ଖାଜିଆ ଷ୍ଟୋରି: ବରିଡ୍ ଟ୍ରୁଥ୍’ ସିରିଜ୍ର ପ୍ରସାରଣ ଓଟିଟି ପ୍ଲାଟ୍ଫର୍ମ ନେଟ୍ଫ୍ଲିକ୍ସରେ ଆରମ୍ଭ ହୋଇଛି। ଝିଅ ଶିନା ବୋରାଙ୍କୁ ହତ୍ୟା ମାମଲାରେ ଇନ୍ଦ୍ରାଣୀ ମୁଖାର୍ଜିଆ…
ପ୍ୟାଡ ଓମେନ ମାୟା ବିଶ୍ୱକର୍ମା
ମଧ୍ୟପ୍ରଦେଶ ନରସିଂହପୁର ଜିଲାର ମାୟା ବିଶ୍ୱକର୍ମା ସାରା ଭାରତରେ ବେଶ୍ ପରିଚିତ ‘ପ୍ୟାଡ ଓମେନ୍’ ଭାବେ। ସେ ମଧ୍ୟପ୍ରଦେଶର ଆଦିବାସୀ ଅଞ୍ଚଳକୁ ଯାଇ ଲୋକଙ୍କୁ ମାସିକ ଧର୍ମ ଓ ତା’ସହ ଜଡ଼ିତ ସ୍ବଚ୍ଛତା ସମ୍ପର୍କରେ ସଜାଗ କରାଉଛନ୍ତି। ମାୟା କୁହନ୍ତି,‘୨୬ ବର୍ଷ…
ସ୍ବାଧୀନତା… ଜନ୍ମଗତ ଅଧିକାର
ନାକୁଆଟା ନାକରା ପିଲା ନୁହଁ, ମାତ୍ର ତା’ ନାକ ଅଗରେ ରାଗ l ସିଏ ଯାହା ବୁଝିଥିବ ସେଇଆ l ତା’ କଥା ଉପରେ କିଏ କଥା କହିଲେ, ତା’ର ମଥା ବିନ୍ଧେ l ମନ୍ଦଗୁଣ ବାଛିଲେ… ମୁଣ୍ଡକୁ ପିତ୍ତ ଚଢ଼େ…
ନାକରେ ଦିଆସିଲି କାଠି ପୁରାଇ ଗିନିଜ ଓ୍ବାର୍ଲଡ ରେକର୍ଡ!
ଆଜିକାଲି ଲୋକେ ଫେମସ୍ ହେବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହେଇଯାଉଛନ୍ତି। ଜୀବନ ପ୍ରତି ବିପଦ ଥିଲେ ବି ପଛଘୁଞ୍ଚା ଦେଉ ନାହାନ୍ତି। ଏଇ ଯେମିତି ଡ଼େନମାର୍କର ଜଣେ ବ୍ୟକ୍ତି ଫେମସ୍ ହେବା ପାଇଁ ନିଜ ନାକରେ ଗୋଟେ କି…
Archives


