ଇ-ବ୍ୟାଙ୍କିଙ୍ଗ ବ୍ୟବହାର କରୁଥିଲେ ନିଶ୍ଚୟ ଜାଣନ୍ତୁ
ବର୍ତ୍ତମାନ ଚୋରି, ଡକାୟତି ଇତ୍ୟାଦି ଭୟରେ ଅନେକେ କ୍ୟାଶ୍ ବଦଳରେ ମୋବାଇଲ୍ରେ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ବା ଇ-ୱାଲେଟ୍ ବ୍ୟବହାର କରୁଛନ୍ତି। ହେଲେ ଏଥିରେ ମଧ୍ୟ ସାମାନ୍ୟ ଅବହେଳା ବଡ଼ ସମସ୍ୟାର କାରଣ ସାଜିପାରେ। ତେଣୁ ଏହାକୁ ସୁରକ୍ଷିତ କରିବା ଲାଗି ଜାଣିରଖନ୍ତୁ…
କ୍ଷୀରର ରଙ୍ଗ ଧଳା କାହିଁକି?
କ୍ଷୀର ଧଳାରଙ୍ଗର ହୋଇଥାଏ ଏଥିରେ ଥିବା ଧଳାରଙ୍ଗର କ୍ୟାସିନ୍ ଯୋଗୁ। କ୍ୟାସିନ ହେଉଛି କ୍ଷୀରରେ ଥିବା ମୁଖ୍ୟ ପ୍ରୋଟିନ ଭିତରୁ ଗୋଟିଏ। ଏହି କ୍ୟାସିନ କ୍ଷୀରରେ ଥିବା କ୍ୟାଲସିୟମ ଏବଂ ଫସଫେଟ୍ ସହ ମିଶି ଛୋଟ ଛୋଟ କଣିକା ତିଆରି କରିଥାଏ,…
ବୟସ ୭୦, ଲାଗନ୍ତି ଯୁବକ; ଫିଟନେସ୍- ଫୂର୍ତ୍ତିକୁ ଦେଖିଲେ…
କୁହାଯାଏ ଯୁବାବସ୍ଥାରେ ହିଁ ମଣିଷ ଅଧିକ ଆକ୍ଟିଭ ରୁହନ୍ତି। କଠିନରୁ କଠିନ କାମ କରିପାରନ୍ତି। ଦୌଡା ଦୌଡି, ଡିଆଁଡେଇଁ ସବୁ କରିପାରନ୍ତି। ହେଲେ ବୟସ ବଢିବା ସହ ଶରୀରର ବଳ କମିବାକୁ ଲାଗେ। ବିଭିନ୍ନ ପ୍ରକାରର ରୋଗ ମାଡିବସେ। ବସିବା ଉଠିବା…
ଗରିବ ପିଲାଙ୍କ ନୃତ୍ୟ ଗୁରୁ ଇତିଶ୍ରୀ ନାୟକ, ନିଃଶୁଳ୍କ ଭାବରେ ଦେଉଛନ୍ତି ଶିକ୍ଷା
ପିଲାଟିବେଳୁ ତାଙ୍କର ନୃତ୍ୟ ପ୍ରତି ରହିଥିଲା ପ୍ରବଳ ଦୁର୍ବଳତା। ସାତବର୍ଷ ବୟସ ହୋଇଥିବା ବେଳେ ସେ ମା’ଙ୍କ ପ୍ରୋତ୍ସାହନରେ ନୃତ୍ୟ ଶିକ୍ଷା କରିଥିଲେ। ସମୟକ୍ରମେ ବିଭିନ୍ନ ମଞ୍ଚରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଲେ। ସେ ହେଲେ ଇତିଶ୍ରୀ ନାୟକ। ପିତା- ବୈରାଗୀ…
ପ୍ରଥମ ରୋଜଗାରରେ ବହି ଛାପିଥିଲି: ସାହିତି୍ୟକ ଡକ୍ଟର ଗୌରହରି ରାଉତ
ଅବିଭକ୍ତ କଟକ ଜିଲା(ବର୍ତ୍ତମାନ କେନ୍ଦ୍ରାପଡ଼ା ଜିଲା)ର ରାଜନଗର ବ୍ଲକ ଅନ୍ତର୍ଗତ ପ୍ରାକୃତିକ ପରିବେଶଘେରା ସମୁଦ୍ରକୂଳିଆ ଗାଁ ଏଣ୍ଡୁଳାପୁରରେ ମୋର ଜନ୍ମ। ବାପା ଉତ୍ତମ ଚରଣ ରାଉତ ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ। ପିଲାବେଳେ ବଡ଼ବାପା ନାରାୟଣ ରାଉତ ମୋ ଖେଳିବା ପାଇଁ…
ଇଜ୍ୟା ପାଇଁ ପରିଚିତା ପାରମିତା
ସ୍କୁଲ ବୟସରୁ ହିଁ ସେ ଗପ, କବିତା ଲେଖିବା ଆରମ୍ଭ କରିଥିଲେ। ପରେ ପରେ ଓଡ଼ିଆ ଓ ହିନ୍ଦୀ ଭାଷାରେ କବିତା ଲେଖିବା ସହ ଅନୁବାଦ ବି କଲେ। ସେ ହେଲେ ପାରମିତା ଷଡ଼ଙ୍ଗୀ। ମା’ କବିତା ଷଡ଼ଙ୍ଗୀ ଓ ପିତା…
ବଢୁଛି ଭେଜ ଥାଳିର ଦାମ, କମୁଛି ନନଭେଜ
ନୂଆଦିଲ୍ଲୀ,୯।୩: ଗତ ମାସରେ ଭାରତରେ ଶାକାହାରୀ ଖାଦ୍ୟର ମୂଲ୍ୟ ବୃଦ୍ଧି ପାଇଥିବାବେଳେ ନନ୍ଭେଜ ଥାଲିର ମୂଲ୍ୟ ହ୍ରାସ ପାଇଥିଲା। କ୍ରିସିଲ ମାର୍କେଟ ଇଣ୍ଟେଲିଜେନ୍ସ ଆଣ୍ଡ ଆନାଲିଟିକ୍ସ’ (CRISIL) ଦ୍ୱାରା କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଫେବୃଆରୀରେ ବାର୍ଷିକ ଭିତ୍ତିରେ ଭେଜ ଥାଲିର…
ରାସ୍ତାକଡ଼ରେ ମା’-ଛୁଆ ପ୍ରେମର ହୃଦୟଛୁଆଁ ଭିଡିଓ ଭାଇରାଲ
ଦୁନିଆରେ ପ୍ରେମ ସବୁଠାରୁ ମୂଲ୍ୟବାନ ବୋଲି ବିବେଚନା କରାଯାଏ। ଜଣେ ମା’ ନିଜ ସନ୍ତାନକୁ ଯେତିକି ଭଲ ପାଏ, ବୋଧହୁଏ ଆଉ କେହି କରିପାରିବେନି। ମା’ ନିଜ ପିଲାମାନଙ୍କର ସମସ୍ତ ଆବଶ୍ୟକତା ପୂରଣ କରେ ଏବଂ ପ୍ରତ୍ୟେକ ଅସୁବିଧାରେ ସେମାନଙ୍କ ପାଖରେ…
କନ୍ୟାଙ୍କ ଅଜବ ସର୍ତ୍ତ: ଯଦି ମୁଁ ଶାଶୁଘର ଯିବି ମୋ ପୁରୁଣା ପ୍ରେମିକଙ୍କୁ ସାଥୀରେ ନେବି, କାରଣ ଜାଣିଲେ…
ଆପଣ ନିଶ୍ଚିତ ଭାବରେ ଧ୍ୟାନ ଦେଇଥିବେ, ଯେତେବେଳେ ଏକ ବିବାହ ସ୍ଥିର ହୁଏ, ସେତେବେଳେ ବିଭିନ୍ନ ସର୍ତ୍ତ ରହିଥାଏ। ସମସ୍ତ ବିଷୟ ଉଭୟ ପରିବାର ଦ୍ୱାରା ସ୍ଥିର ହୋଇଥାଏ। ଏଥିରେ ପୁଅଙ୍କ ପରିବାର ପକ୍ଷରୁ ଅଧିକ ସର୍ତ୍ତ ରହିଥାଏ। ମାତ୍ର ଆଜି…
ଝରଣା ଶୁଖିଲେ ପ୍ରାକୃତିକ ବିପତ୍ତିର ସୂଚନା ମିଳେ
ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବରୁଣାବନ୍ତ ପାହାଡ ପାଦଦେଶରେ ତଥା ଚଣ୍ଡିଖୋଲ ଛକଠାରୁ ମାତ୍ର ୪ କିମି ଦୂରରେ ରହିଛି ମହାବିନାୟକ ମନ୍ଦିର। ଏହି ପୀଠକୁ ବିଭିନ୍ନ ପ୍ରାନ୍ତରୁ ଭକ୍ତ ଆସିଥାନ୍ତି। ଏଠାକାର ନିଆରା କଥା ହେଲା ମହାପ୍ରଭୁଙ୍କ ମନ୍ଦିର…
ମହିଳା ରିପୋର୍ଟରଙ୍କୁ ରୋବୋର ଅଶ୍ଳୀଳ ଆଚରଣ
ରିୟାଧ: ସାମ୍ପ୍ରତିକ ପରିସ୍ଥିତିରେ ବିଭିନ୍ନ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯାଇ ଅସମ୍ଭବକୁ ସମ୍ଭବ କରାଯାଇପାରୁଛି। ଏହି କ୍ରମରେ ଏବେ ରୋବଟ୍ମାନେ ମଣିଷର ବିକଳ୍ପ ଭାବେ କେତେକ କ୍ଷେତ୍ରରେ କାର୍ଯ୍ୟ କରିପାରୁଛନ୍ତି। କିନ୍ତୁ ବହୁ ସମୟରେ ରୋବଟ୍ଗୁଡ଼ିକୁ ତିଆରି କରିବା ବେଳେ ମେଶିନ୍ରେ…
Viral Video: ଦାମୀ ଡ୍ରେସ୍ ପିନ୍ଧି ସାରା ଦୁନିଆ ବୁଲୁଛି ଏହି କୁକୁର, ଫାଇଭ୍ ଷ୍ଟାର୍ ହୋଟେଲରେ ଖାଉଛି ମହଙ୍ଗା ଖାଦ୍ୟ
ସାଧାରଣତଃ ମଣିଷ ବିଳାସପୂର୍ଣ୍ଣ ଜୀବନ ବିତାଇବାକୁ ପସନ୍ଦ କରିଥାଏ। ମାତ୍ର ଏବେ ସୋସିଆଲ ମିଡିଆରେ ଏକ କୁକରର ଫଟୋ ଭାଇରାଲ ହେଉଛି। ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। କୁକୁରଟି ଦୁନିଆର ଅନେକ ସ୍ଥାନ ଭ୍ରମଣ କରିବା ସହିତ ଦାମୀଦାମୀ ଡ୍ରେସ୍…
Archives


