ଫୁରସତ

ଏହି ବ୍ୟାଟ୍‌କୁ ପସନ୍ଦ କରନ୍ତି ସମସ୍ତ କ୍ରିକେଟର, ୧୨୯ ବର୍ଷ ଧରି ଏହି ପରିବାର କରିଆସୁଛନ୍ତି…

ଏବେ ଚାରିଆଡେ ଆଇସିସି ବିଶ୍ୱକପ୍‌ ୨୦୨୩ର କ୍ରେଜ୍‌। କ୍ରିକେଟର ଏହି ମହାକୁମ୍ଭରେ ବ୍ୟାଟ୍ସମ୍ୟାନମାନେ ପସନ୍ଦର ବ୍ୟାଟ୍‌ଗୁଡ଼ିକୁ ବ୍ୟବହାର କରୁଥିବା ଦେଖାଯାଇଛି। ହେଲେ ଦୁନିଆର ସବୁଠାରୁ ପୁରୁଣା କ୍ରିକେଟ ବ୍ୟାଟ୍‌ କମ୍ପାନୀ ସମ୍ପର୍କରେ କ’ଣ ଆପଣ ଜାଣନ୍ତି? ହୁଏତ ନା। ୧୮୯୪ରେ...

ଇନ୍ଦ୍ରଧନୁର ଗଛ

ପ୍ରକୃତି ଆମକୁ ଅନେକ ଜିନିଷ ଦେଇଛି, ଯାହା ଆମକୁ ଆଶ୍ଚର୍ଯ୍ୟ କରେ। ଅନେକ ଚମତ୍କାର ଜିନିଷ ପୃଥିବୀରେ ରହିଛି। ଏହିପରି ଏକ ଆଶ୍ଚର୍ଯ୍ୟ ହେଉଛି ଏକ ଗଛ ଯାହା ଇନ୍ଦ୍ରଧନୁ ପରି ରଙ୍ଗରେ ସଜେଇ ହୋଇଥାଏ। ସୋସିଆଲ ମିଡିଆରେ ଇନ୍ଦ୍ରଧନୁ...

ଜାଣନ୍ତି ଇଲେକ୍ଟ୍ରିରେ ଟ୍ରେନ୍‌ ଚାଲିଲେ ମଧ୍ୟ କାହିଁକି ମାରେନି କରେଣ୍ଟ

ଆଜିର ସମୟରେ ସୋସିଆଲ ମିଡିଆ କେବଳ ମନୋରଞ୍ଜନ ପାଇଁ ବ୍ୟବହୃତ ହୁଏ ନାହିଁ। ଲୋକଙ୍କ ଜ୍ଞାନ ବଢ଼ାଇବାରେ ମଧ୍ୟ ସହାୟକ ହୁଏ। ଭାରତର ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଟ୍ରେନ୍‌ ନେଟଓ୍ବାର୍କ ଅଧିକାଂଶ ସ୍ଥାନକୁ ଯାଇଛି।...

କର୍ମଚାରୀଙ୍କ ମାନସିକ ଚାପ ଅର୍ଥନୀତିରେ ବ୍ୟାପକ କ୍ଷତି ଘଟାଉଛି, ପ୍ରତିବର୍ଷ କୋଟି କୋଟି ଟଙ୍କା କ୍ଷତି…

ଓ୍ବାଶିଂଟନ,୧୧।୧୦ : କର୍ମଚାରୀଙ୍କ ଚାପ କେବଳ ସେମାନଙ୍କର କାର୍ଯ୍ୟ ଦକ୍ଷତା ଉପରେ ପ୍ରଭାବ ପକାଇବ ନାହିଁ, ବରଂ ଏହା ସମଗ୍ର କମ୍ପାନୀର ବାଲାନ୍ସ ସିଟ ମଧ୍ୟ ନଷ୍ଟ କରୁଛି। ଚାପ ଯୋଗୁଁ ସମଗ୍ର ଦେଶର ଅର୍ଥନୀତି ମଧ୍ୟ ହ୍ରାସ ପାଇଛି।...

ଦିଲ୍ଲୀ ମେଟ୍ରୋ ଟ୍ରେନ୍‌ରେ ଯୁବତୀ-ଯୁବକଙ୍କ ଅଜବ କାଣ୍ଡ, ଯିଏ ଦେଖିଲେ, ସିଏ କହିଲେ

ବର୍ତ୍ତମାନ ଦିଲ୍ଲୀ ମେଟ୍ରୋ ଚର୍ଚ୍ଚାରେ ରହିଛି। ସୋସିଆଲ ମିଡିଆରେ ଏହାର ସେବା ଅପେକ୍ଷା କିଛି ଯାତ୍ରୀଙ୍କ ଅଜବ କାଣ୍ଡ ଚର୍ଚ୍ଚାରେ ରହିଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ନେଇ ୟୁଜର୍ସ ତାଙ୍କ ପ୍ରତିକ୍ରିୟାରେ ଅସନ୍ତୋଷ ବ୍ୟକ୍ତ...

ଇସ୍ରାଏଲରେ ବିଗୁଡିଛି ଅବସ୍ଥା, ସେନାରେ ସାମିଲ ହେବାର ଗୋଟିଏ ଦିନ ପୂର୍ବରୁ ନେଲେ ଏଭଳି ନିଷ୍ପତ୍ତି…

ଜେରୁଜେଲମ,୧୧।୧୦: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ହୋଇଥିବା ରକ୍ତ ଯୁଦ୍ଧ ବର୍ତ୍ତମାନ ଏକ ଭୟଙ୍କର ରୂପ ନେଇଛି। ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଆହତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଉଭୟଙ୍କ ମଧ୍ୟରୁ କେହି ପଛକୁ ହଟିବାର...

ପୃଥିବୀକୁ ମାଡି ଆସୁଛି ବିପଦ, କୋଟି କୋଟି ଲୋକଙ୍କର ହେବ ମୃତ୍ୟୁ

ଭବିଷ୍ୟତରେ ପୃଥିବୀରେ ଏତେ ଗରମ ଅନୁଭବ ହେବ ଯେ ମଣିଷ ସେଠାରେ ରହିବା ଅସମ୍ଭବ ହୋଇଯିବ। ଏହାର ସବୁଠାରୁ ବଡ ପ୍ରଭାବ ସେହି ଅଞ୍ଚଳରେ ହେବାକୁ ଯାଉଛି, ଯେଉଁଠାରେ ବିଶ୍ୱର ଅଧାରୁ ଅଧିକ ଲୋକ ବାସ କରୁଛନ୍ତି। ଉତ୍ତର ଏବଂ...

ସପ୍ତାହରେ ଖର୍ଚ୍ଚ କରୁଛନ୍ତି ୧୦ କୋଟି

ଦୁବାଇ: ଅନେକ ଝିଅ ଏପରି ପରିବାରରେ ବିବାହ କରିବାକୁ ଚାହାନ୍ତି, ଯେଉଁଠାରେ ଟଙ୍କାର କିଛି ଅଭାବ ନ ଥିବ। ସେ ଭଲରେ ଚଳିପାରୁଥିବେ। ଜଣେ ମହିଳାଙ୍କ ସ୍ବାମୀ କୋଟିପତି ହୋଇଥିବାରୁ ସେ ଏହାର ଅଧିକ ଫାଇଦା ଉଠାଉଛନ୍ତି। ତାଙ୍କର ଏହି...

୨୯୮ କେ.ଜି.ର ମଣିଷ

ଲଣ୍ଡନ: ମୋଟାପା ହେଉଛି ଅନେକ ରୋଗର ଗନ୍ତାଘର। ସେଥିପାଇଁ ଲୋକେ ଏବେ ଫିଟ୍‌ନେସ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ନିକଟରେ ବ୍ରିଟେନର ଜଣେ ବ୍ୟକ୍ତି ତାଙ୍କ ମୋଟାପା କାରଣରୁ ଚର୍ଚ୍ଚାରେ ଅଛନ୍ତି। ୩୩ ବର୍ଷୀୟ ଜଶନ ହଲଟନଙ୍କ ଓଜନ ୨୯୮...

ବାଳିକା ସବୁ କ୍ଷେତ୍ରରେ ଆଗୁଆ

ଏବେ ସବୁ କ୍ଷେତ୍ରରେ ବାଳିକାମାନେ ଆଗୁଆ। ଜୀବନର ସମସ୍ତ ଆହ୍ବାନକୁ ସେମାନେ ସହଜରେ ଗ୍ରହଣ କରିବାକୁ ସକ୍ଷମ। ଭବିଷ୍ୟତରେ ବଡ଼ ହୋଇ ପରିବାର ସମ୍ଭାଳିବାଠାରୁ ଆରମ୍ଭ କରି ଦେଶର ନେତୃତ୍ୱ, ଦେଶରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପ୍ରତିପାଦନ କରିବା ଭଳି...

ଗୋଟିଏ ବାଇକ୍‌ରେ ୭ ଲୋକ, ୨ କୁକୁର, କୁକୁଡା; ବ୍ୟକ୍ତିଙ୍କ ଦେଶୀ ଯୋଗାଡ଼ ଦେଖିଲେ ମୁଣ୍ଡରେ ହାତ ଦେବେ 

ଗୋଟିଏ ବାଇକ୍‌ରେ କେତେଜଣ ଲୋକ ବସିପାରିବେ? ଅଧିକରୁ ଅଧିକ ହେଲେ ତିନି। ବାଇକ୍‌ରେ ୩ ଜଣ ବସିଲେ ବି ଟ୍ରାଫିକ୍‌ ଚାଲାଣ କଟିବାର ମଧ୍ୟ ଭୟ ଥାଏ। ହେଲେ ଯଦି ଆମେ ବାଇକ୍‌ରେ ୭ଜଣ ଲୋକ ଯାତ୍ରା କରୁଥିବା କହୁ,ତେବେ...

ମଣିଷ ମାଂସ ଖାଏ ଏହି ଫଳ ! ମାସକରେ ମିଳିବ ଜିରୋଫିଗର…

ନୂଆଦିଲ୍ଲୀ : ପ୍ରକୃତି ଅନେକ ଜିନିଷ ସୃଷ୍ଟି କରିଛି ଏବଂ ସେମାନଙ୍କର ଏପରି ବିଶେଷ ଗୁଣ ଅଛି ଯାହା ମଣିଷ ଶୁଣି ଆଶ୍ଚର୍ଯ୍ୟ ହୋଇପାରେ। ଆମ ଚାରିପାଖରେ ଏପରି ଅନେକ ଜିନିଷ ଅଛି, ଯାହାକୁ ଆମେ ବ୍ୟବହାର କଲେ ବହୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri