ଫୁରସତ

ଲାଞ୍ଚଂ ଶରଣଂ ଗଚ୍ଛାମି

ଥରେ ଜୀବେ ଦୟା ବିଷୟରେ ପ୍ରବଚନ ଶୁଣିଲା ପରେ ଉଦବୁଦ୍ଧ ହୋଇ ବାଟରେ ଯାଉଥିବା ଗାଈକୁ ଟିକେ ଆଉଁସି ଦେଲି । ଜାଗା ଅଜାଗାରେ ହାତ ବାଜିଗଲା କି କ’ଣ ଗାଈର ନାତ ଖାଇ ଘରେ କିଛିଦିନ ଶଯ୍ୟାଶାୟୀ ହେଲି। ଜଣେ…

ମୋନାଲିସା ପେଣ୍ଟିଂ ଏତେ ପ୍ରସିଦ୍ଧ କ’ଣ ପାଇଁ? ଜାଣନ୍ତୁ ରହସ୍ୟ…

ଇଟାଲିର ମହାନ ଚିତ୍ରକର ଲିଓନାର୍ଡୋ ଦା ଭିନ୍ସିଙ୍କ ହାତର ଯାଦୁକରୀ ହେଉଛି ପୃଥିବୀ ପ୍ରସିଦ୍ଧ ମୋନାଲିସା ପେଣ୍ଟିଂ। ୧୫୦୩ରୁ ୧୫୦୬ ମସିହା ମଧ୍ୟରେ ତିଆରି ଆରମ୍ଭ ହୋଇଥିବା ଏହି ପେଣ୍ଟିଂ ସମ୍ପୂର୍ଣ୍ଣ ହେବା ଲାଗି ୧୪ ବଷର୍ର୍ ସମୟ ଲାଗିଥିଲା। ଏହା…

ପ୍ରଥମ ଦରମା ଥିଲା ୫୫୦ ଟଙ୍କା: କବି ଅଶୋକ ସାହୁ

ଗଞ୍ଜାମ ଜିଲା ହୁମ୍ମା ନିକଟସ୍ଥ ସୁବଳୟା ଗାଁରେ ମୋ ଜନ୍ମ। ଗାଁ ପ୍ରାଥମିକ ସ୍କୁଲରେ ପଞ୍ଚମ ଯାଏଁ ପଢିବା ପରେ ପ୍ରାୟ ୨ କି.ମି ଦୂରରେ ଥିବା ପାଲୁର ଜଙ୍କସନ୍‌ସ୍ଥିତ ସରକାରୀ ଆଶ୍ରମ ସ୍କୁଲରେ ଷଷ୍ଠ ଶ୍ରେଣୀରେ ନାଁ ଲେଖାଇଲି। ଏହା…

ପଣାନିଶାରେ…

ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି। ଏହାକୁ ଆମେ ପାଳନ କରିଥାଉ ଓଡ଼ିଆ ନବବର୍ଷ ଭାବେ। ଏହିଦିନ ମନ୍ଦିରଠୁ ଆରମ୍ଭ କରି ଘରେ ଘରେ ପ୍ରସ୍ତୁତ ହୁଏ ସ୍ବାଦିଷ୍ଟ ବେଲପଣା। କେବେ କେବେ ଏଥିରେ ବି ମିଶାଯାଏ…

ଯୁବବର୍ଗଙ୍କ ପାଇଁ ପ୍ରେରଣାର ଉତ୍ସ ଆମ୍ବେଡକର

ଆଜି ଅର୍ଥାତ୍‌ ଏପ୍ରିଲ ୧୪ରେ ସାମାଜିକ ନବୀକରଣର ଅଗ୍ରଦୂତ ଡକ୍ଟର ଭୀମରାଓ ଆମ୍ବେଡକରଙ୍କ ଜୟନ୍ତୀ। ଆମ୍ବେଡକର ଭାରତୀୟ ସମ୍ବିଧାନ ପ୍ରଣେତା ଅଟନ୍ତି। ଲୋକେ ଭୀମରାଓ ଆମ୍ବେଡକର ବା ବାବା ସାହେବଙ୍କ ଜନ୍ମ ବାର୍ଷିକୀକୁ ଉତ୍ସାହର ସହିତ ସାରା ଦେଶରେ ପାଳନ କରିଥାନ୍ତି।…

ବସ୍‌, ଟ୍ରେନ୍‌ରେ ପ୍ରତିଦିନ ୩୦ କି.ମି. ଯାତ୍ରା କରୁଛି ଏହି କୁକୁର, ଅଛନ୍ତି ହଜାର ହଜାର ଫଲୋଅର୍ସ

ଯଦି କୁହାଯାଏ, ଗୋଟିଏ କୁକୁର ପ୍ରତିଦିନ ୩୦ କିଲୋମିଟର ଏକୁଟିଆ ଯାତ୍ରା କରୁଛି। ତେବେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ ମାତ୍ର ଏହା ସତ। ଖାଲି ଏତିକି ନୁହେଁ, କୁକୁରଟି ବହୁ ସ୍ଥାନ ଭ୍ରମଣ ବି କରେ। କେବଳ ଏତିକି ନୁହେଁ, ଲୋକଙ୍କୁ…

ଭାରତ ଇତିହାସର ଏକ କଳାଦିନ

ପ୍ରତ୍ୟେକ ଦିନ କିଛି ନା କିଛି ଇତିହାସ ସହିତ ଜଡିତ, ଯାହା ଅନ୍ୟକୁ ଶିକ୍ଷା ଦିଏ। ସେହିଭଳି ଆଜିର ଦିନ ଅର୍ଥାତ୍‌ ୧୩ ଏପ୍ରିଲ ଭାରତ ଇତିହାସରେ ଏକ କଳା ଦିନ। ଏହି ଦିନ ଅମୃତସରର ସ୍ବର୍ଣ୍ଣମନ୍ଦିର ନିକଟ ଜାଲିଆନୱାଲାବାଗରେ ରକ୍ତର…

ଏତେ ବଡ଼ ନିମନ୍ତ୍ରଣ କାର୍ଡ, ଯାହାକୁ ନେବା ପାଇଁ ଆବଶ୍ୟକ ପଡ଼ିଲା ଟ୍ରକ୍‌, ଏଥିରେ ଲେଖାଅଛି ଏମିତି…

ପୁଣେ,୧୨ା୪: ବର୍ତ୍ତମାନ ବିବାହ ଋତୁ ସାଙ୍ଗକୁ ଲୋକ ସଭା ନିର୍ବାଚନର ପରିବେଶ ବେଶ୍‌ ପ୍ରାଧାନ୍ୟ ବିସ୍ତାର କରିଛି। ସବୁ ସ୍ଥାନରେ ନିର୍ବାଚନ ପ୍ରଚାର ଏବଂ ରାଲି ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ବିବାହ ଏବଂ ନିର୍ବାଚନର ମିଳନ ହେବା ଅନିବାର୍ଯ୍ୟ। ନିକଟରେ…

ମୃତ ସୈନିକଙ୍କ ଆତ୍ମାକୁ ବିବାହ କରିଛନ୍ତି ମହିଳା, ଭୂତଙ୍କ ସହ ହୁଅନ୍ତି କଥାବାର୍ତ୍ତା

ଲଣ୍ଡନ: ମଣିଷମାନେ ଭୂତମାନଙ୍କୁ କେତେ ଭୟ କରନ୍ତି ନିଶ୍ଚିତ ଭଲ ଭାବରେ ଜାଣିଥିବେ। ଏହି କାରଣରୁ ଲୋକମାନେ ରାତିରେ କବରସ୍ଥାନ କିମ୍ବା ଶବଦାହ ପରି ସ୍ଥାନକୁ ଯାଆନ୍ତି ନାହିଁ। କିନ୍ତୁ ଜଣେ ବ୍ରିଟିଶ ମହିଳା ଭୂତମାନଙ୍କ ସହ କଥା ହେବାକୁ ପସନ୍ଦ…

ବିବାହ କରିନାହାନ୍ତି କି ଗର୍ଭବତୀ ନାହାନ୍ତି ଏହି ଯୁବତୀ, ମାତ୍ର ପିଲାଙ୍କ ଡ୍ରେସ୍‌ରେ ଭର୍ତ୍ତି କରିଛନ୍ତି ଆଲମାରି

ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି। ସେମାନଙ୍କର ନିଜସ୍ବ ସଉକ୍‌ ମଧ୍ୟ ଅଲଗା ଅଲଗା। କିଛି ଲୋକ ରାଜକୀୟ ଢଙ୍ଗରେ ଜୀବନ ବିତାଇବାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ଲୋକ ନିଜ ଜୀବନକୁ ଅଶୁଭ ଭାବରେ ବିବେଚନା କରି ବଞ୍ଚିଥାନ୍ତି।…

ସ୍ତ୍ରୀଙ୍କ ପାଦ ଧୋଇ ପାଣି ପିଉଛନ୍ତି ସ୍ବାମୀ: କେବଳ ଏତିକି ନୁହେଁ, ଭିଡିଓ ଦେଖିଲେ ସମସ୍ତେ ହୋଇଯିବେ ଆଶ୍ଚର୍ଯ୍ୟ

ଆପଣ ନିଶ୍ଚିତ ଭାବରେ ‘ଜୋରୁ କା ଗୁଲାମ’ ନାମକ ଫିଲ୍ମ କଥା ଶୁଣିଥିବେ କିମ୍ବା ଦେଖିଥିବେ। ଏହାର ଅର୍ଥ ଜଣେ ବ୍ୟକ୍ତି ଯିଏ ନିଜ ସ୍ତ୍ରୀ ଯାହା କୁହନ୍ତି ତାହା ପାଳନ କରନ୍ତି ଏବଂ ତାଙ୍କ ନିର୍ଦ୍ଦେଶକୁ ଅନୁସରଣ କରନ୍ତ। ପାକିସ୍ତାନର…

ଜାଣନ୍ତି କି ଇଭିଏମ୍‌ରେ ଦେଉଥିବା ଭୋଟ୍‌ କେତେଦିନ ପର୍ଯ୍ୟନ୍ତ ରହେ ସୁରକ୍ଷିତ

ଆଜିକାଲି ସହଜ ଏବଂ ସୁବିଧା ପାଇଁ ନାଗରିକମାନେ ଇଭିଏମ୍‌ରେ ଭୋଟ୍‌ ଦେଉଛନ୍ତି। ତେବେ ଜାଣନ୍ତି କି ଏହି ଭୋଟ୍‌ କେତେଦିନ ପର୍ଯ୍ୟନ୍ତ ଇଭିଏମ୍‌ରେ ସୁରକ୍ଷିତ ରହିଥାଏ। ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ… ଏହି ଇଭିଏମ୍‌ରେ ଦୁଇଟି ୟୁନିଟ୍‌ ରହିଥାଏ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri