ଫୁରସତ

ଜୀବନସାଥୀ ଖୋଜିବା ପାଇଁ ଦେବାକୁ ପଡ଼େ ୫୫ ହଜାର ଟଙ୍କା

ଡିଏନ୍‌ଏ ଟେଷ୍ଟ ପରେ ମିଳୁଛନ୍ତି ଜୀବନସାଥୀ। ତାହା ପୁଣି ହଜାର ହଜାର ଟଙ୍କା ଖର୍ଚ୍ଚ କରି। ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା। ଆଶ୍ଚର୍ଯ୍ୟ ହେଲେ ବି ସତ। ଜାପାନର ‘ନୋଜେ’ ନାମକ ଏକ କମ୍ପାନୀ ଜୀବନସାଥୀ ଖୋଜିବା ପାଇଁ ୫୫...

ଏପରି କିଛି ବିପଦସଙ୍କୁଳ ହ୍ରଦ: ଯେଉଁଠିକୁ ଯିବା ମୃତ୍ୟୁକୁ ଆଲିଙ୍ଗନ କରିବା ସହ ସମାନ

ଦୁନିଆରେ ଏପରି କିଛି ସ୍ଥାନ ରହିଛି, ଯେଉଁ ସ୍ଥାନକୁ ଯିବା ବ୍ୟକ୍ତିଙ୍କ ପାଇଁ ବିପଦ ହୋଇଥାଏ। କେଉଁଠି ପାହାଡ଼ ତ କେଉଁଠି ଜଙ୍ଗଲ ବିପଦସଙ୍କୁଳ ସ୍ଥାନ ହୋଇଥାଏ। ଏସବୁ ସ୍ଥାନରେ ଟିକିଏ ଭୁଲ୍‌ରେ ଜୀବନ ଯିବାର ଆଶଙ୍କା ଥାଏ। ଏଠାକୁ...

୨୧ ବର୍ଷରେ ୧୯୬ଟି ଦେଶ ବୁଲି ରେକର୍ଡ କଲେ ଯୁବତୀ

ଆମେରିକାର ୨୧ ବର୍ଷୀୟା ଯୁବତୀ ଲେକ୍ସି ଅଲଫର୍ଡ଼ ୧୯୬ଟି ଦେଶ ବୁଲି ରେକର୍ଡ ସୃଷ୍ଟି କରିଛନ୍ତି। ଲେକ୍ସିଙ୍କ ଏହି ଯାତ୍ରା ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇଛି। ଲେକ୍ସିଙ୍କ ମତରେ ଇଣ୍ଟରନେଟ୍‌ଠାରୁ ଦୂରରେ ଥିଲେ, ମାତ୍ର ସାରା ଦୁନିଆ ସହ ଯୋଡ଼ି...

ଝିଅ ବିବାହ ପୂର୍ବରୁ ବାପାଙ୍କୁ ମୃତ ଘୋଷଣା କଲେ ଡାକ୍ତର: ବିଦା ପରେ ଜୀବନ ଫେରିଲା

କୌଣସି ବ୍ୟକ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିବାର କିଛି ସମୟ ପରେ ପୁଣି ଥରେ ତାଙ୍କର ନିଃଶ୍ୱାସପ୍ରଶ୍ୱାସ ଚାଲିବା ଘଟଣା ଆମେ ବହୁବାର ଶୁଣିବାକୁ ପାଇଛୁ। ମାତ୍ର କୌଣସି ବ୍ୟକ୍ତି ମରିବାର କିଛି ସମୟ ପରେ ପୁଣିଥରେ ଜୀବିତ ହୋଇଯିବା...

ଏହି ମନ୍ଦିରରେ ଦିନରେ ୩ ଥର ରୂପ ବଦଳାନ୍ତି ହନୁମାନ…

ଭାରତରେ ବିଭିନ୍ନ ମନ୍ଦିରରେ ଭିନ୍ନ ଭିନ୍ନ ରହସ୍ୟ ରହିଛି। ମଧ୍ୟପ୍ରଦେଶ ପୁରବା ଗାଁ ନିକଟରେ ଥିବା ସୂରଜକୁଣ୍ଡରେ ହନୁମାନ ମନ୍ଦିର ରହିଛି। ଏଠାରେ ଠାକୁର ଗୋଟିଏ ଦିନର ୨୪ ଘଣ୍ଟା ମଧ୍ୟରେ ୩ ଥର ନିଜର ସ୍ବରୂପ ଆପେ ଆପେ...

ପିଲାଙ୍କୁ ପାଠ ପଢାଇବାକୁ ଆସୁଛି ସ୍କୁଲ

ମୁମ୍ବାଇର ଝୁଙ୍ଗିଆ ଇଲାକାର ବସ୍ତି ଅଞ୍ଚଳରେ ରହୁଥିବା ଗରିବ ପିଲାମାନେ ସ୍କୁଲ୍‌ ପଢ଼ିବାକୁ ନୁହଁ ବରଂ ସ୍କୁଲ୍‌ ଏମାନଙ୍କୁ ପଢ଼ାଇବାକୁ ଆସିଥାଏ। ‘ସ୍କୁଲ୍‌-ଅନ୍‌-ହ୍ବିଲ୍‌ସ’ ନାମରେ ଚାଲିଥିବା ଏହି ବସ୍‌ରେ ପାଠ ପଢ଼ାଯାଏ। ଏହି ସ୍କୁଲ୍‌ରେ ୩ ବର୍ଷରୁ ନେଇ ୧୬...

ଯେଉଁଠି ମୃତ ବ୍ୟକ୍ତିଙ୍କୁ ପୋଡ଼ାଯାଏ ନାହିଁ କି, ପୋତା ଯାଏ ନାହିଁ

ଆଫ୍ରିକାର ମସାଈ ଜନଜାତି ନିଜ ପରମ୍ପରା ପାଇଁ ବେଶ୍‌ ଚର୍ଚ୍ଚିତ। ହଜାର ହଜାର ବର୍ଷ ବିତିଯାଇଥିଲେ ସୁଦ୍ଧା ସେମାନେ ନିଜକୁ ଆଧୁନିକତାଠାରୁ ସମ୍ପୂର୍ଣ୍ଣ ଦୂରରେ ରଖିଛନ୍ତି। ଏମାନେ ଶକ୍ତିଶାଳୀ ଯୋଦ୍ଧା ଭାବେ ବେଶ୍‌ ପରିଚିତ। ଏହି ଜନଜାତି ତାଞ୍ଜାନିଆ ଏବଂ...

ସମସ୍ତଙ୍କଠାରୁ ଭିନ୍ନ ଦେଖାଯିବା ଲାଗି ଗ୍ରେସ୍‌ଙ୍କ ଅଜବ କାମ: ପୂରା ଶରୀରରେ କଲେ ଟାଟୁ, ଦୁଇଫାଳ କଲେ ଜିଭ

ସୁନ୍ଦର ଦେଖାଯିବା ଲାଗି ମହିଳାମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥା’ନ୍ତି। ଭିନ୍ନ ଭିନ୍ନ ପ୍ରସାଧନ ସାମଗ୍ରୀଠାରୁ ଆରମ୍ଭ କରି ଟାଟୁ କରିବା, ସର୍ଜରି କରିବାକୁ ସେମାନେ ପଛାନ୍ତି ନାହିଁ। କିନ୍ତୁ ସମସ୍ତଙ୍କଠାରୁ ଅଲଗା ଦେଖାଯିବା ଲାଗି ଜଣେ ମହିଳା ଏଭଳି...

୬ ଅଙ୍ଗୁଳି ଥିବା ବ୍ୟକ୍ତି ଭାଗ୍ୟଶାଳୀ

ଅଧିକାଂଶ ଲୋକଙ୍କ ମନରେ ଧାରଣା ଥାଏ ଯେଉଁମାନଙ୍କର ୬ଟି ଅଙ୍ଗୁଳି ସେମାନଙ୍କୁ କାମ କରିବାରେ ଅସୁବିଧା ହେଉଥିବ। କିନ୍ତୁ ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯାହାର ୬ଟି ଅଙ୍ଗୁଳି ସେମାନେ ପାଞ୍ଚ ଅଙ୍ଗୁଳି ଥିବା ବ୍ୟକ୍ତିଙ୍କଠାରୁ ଶୀଘ୍ର ଆଉ ସହଜରେ କାମ...

ଦୋକାନୀଙ୍କ ତାଗିଦ ଆମକୁ ସଚେତନ କରିଥିଲା

ଡ.ବିଜୟ କୁମାର ମହାରଣା, ଦେବଗଡ଼ ମଡେଲ କଲେଜର ଅଧ୍ୟକ୍ଷ। କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭଗତପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ବିଜୟଙ୍କ ପ୍ରାଥମିକ ଶିକ୍ଷା ଗାଁ ସ୍କୁଲରୁ ହିଁ ଆରମ୍ଭ ହୋଇଥିଲା। ଏହାପରେ କଙ୍ଗେଇପୁର ଗ୍ରାମ ପଞ୍ଚାୟତ ହାଇସ୍କୁଲରେ...

ଯେଉଁଠି ପ୍ରତିଘରେ ଜଣେ ମହିଳାଙ୍କର ରହିଛନ୍ତି ଏକାଧିକ ସ୍ବାମୀ

ମହାଭାରତରେ ଦ୍ରୌପଦୀଙ୍କ କଥା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ଯାହାଙ୍କର ୫ ଜଣ ସ୍ବାମୀ ଥିଲେ। ହେଲେ ରାଜସ୍ଥାନ ଓ ମଧ୍ୟପ୍ରଦେଶ ସୀମାରେ ଥିବା ଏକ ଗାଁ ମୁରୈନାରେ ପ୍ରତି ମହିଳାଙ୍କର ଏକାଧିକ ସ୍ବାମୀ ରହିଥିବା କଥା ଅନେକଙ୍କୁ ଜଣା...

ସବୁଜ ମିଶନରେ ଲାଗିପଡିଛନ୍ତି ପାରା ଆଥଲେଟ୍‌ ଟି ଭି ସୁବ୍ରମଣୀ

ଅନ୍ତର୍ଜାତୀୟ ପାରା ଆଥଲେଟିକ୍‌ ଚାମ୍ପିଅନସିପରେ ଦୁଇଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଙ୍ଗାଲୁରୁ ନିବାସୀ ୩୯ ବର୍ଷୀୟ ଟି ଭି ସୁବ୍ରମଣୀ ନିଜ ଗାଁରେ ସବୁଜ ମିଶନ୍‌ ଆରମ୍ଭ କରିଛନ୍ତି। ନିଜ ଦମ୍‌ରେ ଗାଁକୁ ସବୁଜ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri