ଫୁରସତ

ଜେସିବି ମେଶିନର ନାଗିନ୍‌ ଡ୍ୟାନ୍ସ, ଦେଖନ୍ତୁ ଭିଡିଓ

ଆଜିକାଲି ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ସେହିପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେଉଁଥିରେ ଏକ ଜେସିବି ମେଶିନ୍‌ଟି ନାଗିନ୍‌ ଡ୍ୟାନ୍ସ କରୁଛି। ଏହି ମଜାଦାର ଭିଡିଓକୁ ଲକ୍ଷାଧିକ ଲୋକ ଲାଇକ୍‌…

୭୬ ବର୍ଷୀୟ ବୃଦ୍ଧଙ୍କ ଅଟୋ ଆମ୍ବୁଲାନ୍ସ ସେବା : ୯୦ ଦିନରେ ବଞ୍ଚାଇଛନ୍ତି ୧୦୦ ଜଣଙ୍କ ଜୀବନ

ହରଜିନ୍ଦର ସିଂହ ନାମକ ଜଣେ ୭୬ ବର୍ଷୀୟ ବୃଦ୍ଧ ଦିଲ୍ଲୀ ରାସ୍ତାରେ ଅଟୋ ଆମ୍ବୁଲାନ୍ସ ସେବା ଯୋଗାଉଛନ୍ତି। ସେ କୁହନ୍ତି, ଗତ ୩ ମାସ ଭିତରେ ୧୦୦ ଜଣଙ୍କ ଜୀବନ ବଞ୍ଚାଇଛନ୍ତି। ପ୍ରତିଦିନ ରାସ୍ତାରେ ଘଟୁଥିବା ଦୁର୍ଘଟଣାରେ ଆହତମାନଙ୍କୁ ସେବା ଯୋଗାଇଥାନ୍ତି।…

ମେସେଜ୍‌ରେ ଅପଶବ୍ଦ ବ୍ୟବହାରକାରୀଙ୍କୁ ଚିହ୍ନଟ କରିବ ହ୍ବାଟ୍ସଆପ, ପ୍ରତିମାସରେ ୨୦ ଲକ୍ଷ ୟୁଜରଙ୍କୁ କରାଯିବ ବ୍ଲକ୍‌

ବିଶ୍ୱରେ ପ୍ରାୟ ୧୫୦କୋଟି ଲୋକ ହ୍ବାଟ୍ସଆପ ବ୍ୟବହାର କରୁଛନ୍ତି। ଏଥିରେ ଅପଶବ୍ଦ ବ୍ୟବହାର କରୁଥିବା ଲୋକଙ୍କୁ ଖୁବ୍‌ଶୀଘ୍ର ଚିହ୍ନଟ କରାଯିବ। ୨୦୧୯ ଡିସେମ୍ବର ସୁଦ୍ଧା ଏପରି ପଦକ୍ଷେପ ନେବ ହ୍ବାଟ୍ସଆପ କମ୍ପାନୀ। ପ୍ରତି ମାସରେ ୨୦ ଲକ୍ଷ ୟୁଜରଙ୍କୁ ବାଦ୍‌ କରାଯିବ।…

ଯଦି ବାଟରେ ଯିବାବେଳେ ଟଙ୍କା ମିଳେ..

ବେଳେ ବେଳେ ରାସ୍ତାରେ ଗଲାବେଳେ ଟଙ୍କା ବା ନୋଟ୍‌ ପଡିଥିବାର ଦେଖିଥାନ୍ତି । କେତେ ଜଣ ଏହାକୁ ଗୋଟାଇ ନିଜ ପାଖରେ ରଖୁଥିବା ବେଳେ ଅନ୍ୟ କେହି ମନ୍ଦିରକୁ ବା ଭିକାରିଙ୍କୁ ଦାନ କରିଦେଇଥାନ୍ତି । ତେବେ ଏହା ପଛରେ ବି…

ଡିଜାଷ୍ଟର କାଫେ: ଖାଇଲାବେଳେ ଭୂମିକମ୍ପର ଅନୁଭୂତି

ଖାଇଲାବେଳେ ଭୂମିକମ୍ପର ଅନୁଭୂତି ନେବା ପାଇଁ ଚାହାନ୍ତି କି? ତେବେ ଏହି କାଫେ ହେଉଛି ଆପଣଙ୍କ ପାଇଁ ଉପଯୁକ୍ତ ସ୍ଥାନ। ସ୍ପେନ୍‌ର ଗିରୋନାଠାରେ ଥିବା ‘ଡିଜାଷ୍ଟର କାଫେ’ ଏହାର ଗ୍ରାହକମାନଙ୍କୁ ଦେଇଥାଏ ଏକ ନିଆରା ଅନୁଭୂତି । ଗୁମ୍ଫା ଆକୃତିର ହୋଇଥିବା…

ଏକତାର ନିଦର୍ଶନ ଏଇ ବ୍ରିଜ୍‌

ଭେନିସ୍‌ ସହର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବେଶ୍‌ ପ୍ରସିଦ୍ଧ। ଜଳମଗ୍ନ ଏହି ସହର ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଏଠାକାର ସ୍ଥାପତ୍ୟ ବି ବେଶ୍‌ ଉଚ୍ଚକୋଟୀର। ତେବେ ନିକଟରେ ଏଠି ଆଉ ଏକ ସ୍ଥାପତ୍ୟ ପାଲଟିଛି ଆକର୍ଷଣର କେନ୍ଦ୍ର। ସେ ହେଉଛି…

ମିଳିବ ପ୍ରାଣୀ-ପାଳନ ଛୁଟି

ଘରେ ଯଦି କେହି ପ୍ରାଣୀ ଅର୍ଥାତ ଗୃହପାଳିତ ପଶୁ ପାଳନ କରୁଛନ୍ତି ତା’ହେଲେ ସେମାନଙ୍କୁ ପ୍ରାଣୀ-ପାଳନ ଛୁଟି ମିଳିବ। ଅବଶ୍ୟ ଏଭଳି ଏକ ଛୁଟି ବିଷୟ ଆମ ଦେଶରେ ନୁହେଁ; ନରଓ୍ବେ, ସ୍ବିଡେନ୍‌, ଫିନ୍‌ଲାଣ୍ଡ ଭଳି ସ୍ଥାନରେ ଏଭଳି କଥା ଶୁଣିବାକୁ…

ଅଦୃଶ୍ୟ କାରିଗରି: ସୋୟା ସସ୍‌ ଢାଳିଲେ ଝଲସି ଉଠେ ଚମତ୍କାର ପେଣ୍ଟିଂ

ଆଜିକାଲି ଥ୍ରୀଡି ପେଣ୍ଟିଂର ବେଶ୍‌ ଚାହିଦା ରହିଛି। ଘର, ରାସ୍ତାଘାଟ ଏମିତିକି ଖାଦ୍ୟରେ ବି ଥ୍ରୀଡି ପେଣ୍ଟିଂ କରାଯାଉଛି। ତେବେ ଜାପାନର ଏକ ଡିଜାଇନ୍‌ ଷ୍ଟୁଡିଓ ଏବେ ତିଆରି କରିଛି ଏମିତି କିଛି ପାତ୍ର, ଯାହାକୁ ଦେଖିଲେ ସାଧାରଣ ଲାଗେ। ହେଲେ…

‘ଏକ୍ସଟ୍ରିମ୍‌ ଆଇରନିଂ ଚାମ୍ପିୟନଶିପ୍‌’ ପ୍ରତିଯୋଗିତା: ଆଇରନ୍‌ କରିବେ କେଉଁଠି ବି କେମିତି ବି

ଆଇରନ୍‌ କରି ପୋଷାକ ପିନ୍ଧିବାର ଅନୁଭୂତି ପ୍ରାୟ ସମସ୍ତଙ୍କର ଥିବ। ତେବେ ଏହି ଆଇରନ୍‌ କରିବାକୁ ନେଇ ହେଉଥିବା ପ୍ରତିଯୋଗିତା ଓ ତଜ୍ଜ୍‌ନିତ ରୋମାଞ୍ଚର ଅନୁଭୂତିକୁ ହୁଏତ ଅନେକେ ଅଙ୍ଗେ ନିଭେଇ ନ ଥିବେ। ଏହି ପ୍ରତିଯୋଗିତାରେ ଦେଖାଇବାକୁ ପଡିଥାଏ ଅଦମ୍ୟ…

ପର୍ଯ୍ୟଟନସ୍ଥଳୀ: ଭୀମବନ୍ଧ ବନ୍ୟପ୍ରାଣୀ ଅଭୟାରଣ୍ୟ; କେବେ ଯିବେ, କେମିତି ଯିବେ, କ’ଣ ଦେଖିବେ

ବିହାରର ମୁଙ୍ଗେର ଜିଲାରେ ଅବସ୍ଥିତ ଭୀମବନ୍ଧ ବନ୍ୟପ୍ରାଣୀ ଅଭୟାରଣ୍ୟ ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ଏହା ମୁଖ୍ୟତଃ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ ତଥା ବିରଳ ଜୀବଜନ୍ତୁଙ୍କ ପାଇଁ ପ୍ରସିଦ୍ଧି ଲାଭ କରିପାରିଛି। ପ୍ରାୟ ୬୮୧.୯୯ ବର୍ଗ କିମି ପରିବ୍ୟାପ୍ତ…

ମଞ୍ଚ ଚଢ଼ିବାକୁ ଡରୁଥିବା ଅଭିନେତ୍ରୀ

ଅମାଣ୍ଡା ମିସେଲ ସୈଫ୍ରିଡ୍‌। ସେ ମଞ୍ଚ ଚଢ଼ିବାକୁ ଡରନ୍ତି। ତା’ର କାରଣ ତାଙ୍କ ଭିତରେ ମଞ୍ଚ ଚଢ଼ିବାକୁ ନେଇ ଭୟ ରହିଛି। ମନ ଭିତରେ ସବୁବେଳେ ବ୍ୟଗ୍ରତା ଭରି ରହିଥାଏ। କିଛି ଗୋଟେ ଘଟିଯିବାର ଭୟ ତାଙ୍କୁ ଘାରୁଥାଏ… ସେ ଜଣେ…

ପ୍ରଥମ ବେତନରେ ବୃକ୍ଷରୋପଣ କରିଥିଲି: ସଂସ୍କୃତିପ୍ରେମୀ ନରେନ୍ଦ୍ର କୁମାର ପୃଷ୍ଟି

ଆଇନଜୀବୀ, ସମାଜସେବୀ ତଥା ସଂସ୍କୃତିପ୍ରେମୀ ନରେନ୍ଦ୍ର କୁମାର ପୃଷ୍ଟି ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ଖୋର୍ଦ୍ଧା ଜିଲା ଟାଙ୍ଗିଆପଡ଼ା ଗ୍ରାମପଞ୍ଚାୟତ ଅଧୀନ ଅରାଙ୍ଗ ଗଁାରେ ମୋର ଜନ୍ମ। ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ବିଦ୍ୟାଳୟରୁ ୧୯୭୮ ମସିହାରେ ଏକାଦଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri