ଫୁରସତ

ଏହି ମନ୍ଦିରରେ ଅଭିଶାପରୁ ପୂଜା ପାଉଛନ୍ତି ଦେବୀ ଦୁର୍ଗା

ବିଶ୍ୱର ବିଭିନ୍ନ ସ୍ଥାନରେ ଭଗବାନ ଶଙ୍କରଙ୍କ ମନ୍ଦିର ରହିଛି। ଏଭଳି ଏକ ପ୍ରାଚୀନ ଶିବ ମନ୍ଦିର ଇଣ୍ଡୋନେସିଆରେ ମଧ୍ୟ ରହିଛି। ୧୦ମ ଶତାବ୍ଦୀରେ ନିର୍ମିତ ଏହି ଶିବ ମନ୍ଦିରର ନାମ ରହିଛି ପ୍ରମ୍ବାନନ। ସହରଠାରୁ ପ୍ରାୟ ୧୭ କିମି ଦୂରରେ ଅବସ୍ଥିତ…

ବାସୋପଯୋଗୀ ଗ୍ରହର ସନ୍ଧାନ କରିବ ବୃହତ୍ତମ ଟେଲିସ୍କୋପ୍‌

ବେଜିଂ: ବିଶ୍ୱର ସର୍ବବୃହତ୍‌ ରେଡିଓ ଟେଲିସ୍କୋପ୍‌ ମହାକାଶରେ ପୃଥିବୀ ଭଳି ଗ୍ରହର ସନ୍ଧାନ କରିବା ସହ ଏଲିଅନ୍‌ଙ୍କ ସଙ୍କେତକୁ ଖୋଜିପାଇବ। ଏହି ସେନ୍‌ସିଟିଭ୍‌ ଟେଲିସ୍କୋପ୍‌ ମହାକାଶରେ ପୃଥିବୀଠାରୁ ୧୦୦ ଆଲୋକ ବର୍ଷ ଦୂରରେ ପୃଥିବୀ ଭଳି ଚୁମ୍ବକୀୟ କ୍ଷେତ୍ର ରହିଥିବା ଅନ୍ୟ…

ଆପ୍‌ରୁ ନଦୀ ସମ୍ପର୍କରେ ଜାଣିହେବ ତଥ୍ୟ

ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ (ଓ୍ବାର୍ଲଡ ଓ୍ବାଇଲ୍ଡଲାଇଫ୍‌ ଫଣ୍ଡ୍‌) ରିଭର୍‌ ଆପ୍‌ ବାସ୍ତବ ଦୁନିଆର ଅନୁଭବ କରାଇ ପାରୁଥିବା ଏକ ଆପ୍‌ । ଏହା ମୁଖ୍ୟତଃ ନଦୀର ସୌନ୍ଦର୍ଯ୍ୟ ତଥା ବିଭିନ୍ନ ତଥ୍ୟ ସମ୍ପର୍କରେ ଜଣାଇଦେବ। ଏହା ନଦୀର ସମତଳ ଶଯ୍ୟାକୁ ପୂରା ଏକ ସୌନ୍ଦର୍ଯ୍ୟମୟ…

ନକଲି ମାର୍କଶିଟ୍‌ରେ ୩୮ ବର୍ଷ ଚାକିରି: ଅବସର ଦିନ ଧରାପଡ଼ିଲେ କର୍ମଚାରୀ

କୋଟା: ନକଲି ମାର୍କଶିଟ୍‌ ଦେଇ ଚାକିରି କରିବା ଘଟଣା ଭାରତରେ କିଛି ନୂଆ ନୁହେଁ। କିନ୍ତୁ ଚାକିରି କରିବା ପରେ ଏହି ଘଟଣା ସାମ୍ନାକୁ ଆସିବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଦୃଷ୍ଟାନ୍ତ ଦେଖିବାକୁ ମିଳେ। କିନ୍ତୁ ନକଲି…

ମନ୍ଦିରରେ ଯମରାଜା କରନ୍ତି ସ୍ବର୍ଗ କିମ୍ବା ନର୍କକୁ ଯିବାର ବିଚାର…

ସାଧାରଣରେ ବିଶ୍ୱାସ ରହିଛି ମନ୍ଦିର ବା ଦେବାଦେବୀଙ୍କ ପାଖକୁ ପ୍ରେତାତ୍ମା ଯାଆନ୍ତି ନାହିଁ। ହେଲେ ହିମାଚଳପ୍ରଦେଶର ଚମ୍ବାରେ ରହିଛି ଏଭଳି ମନ୍ଦିର ଯେଉଁଠିକୁ କେବଳ ପ୍ରେତାତ୍ମା ଯାଇଥାନ୍ତି ବୋଲି ଲୋକେ ବିଶ୍ୱାସ କରନ୍ତି॥ ରାଜଧାନୀ ଦିଲ୍ଲୀଠାରୁ ୫ ଶହ କିଲୋମିଟର ଦୂରରେ…

ଏହି ଗାଁରେ ପିଲାଠାରୁ ବୟସ୍କ ସମସ୍ତେ ମୂକ, ବଧିର

ଇଣ୍ଡୋନେସିଆର ଗାଁ ବେଙ୍ଗ୍‌କଲା। ଏଠାରେ ଥିବା ପ୍ରାୟ ସମସ୍ତେ କଥା କହିପାରନ୍ତି ନାହିଁ। କାରଣ ପିଲାଟି ଦିନରୁ ଏମାନେ ଭାଷା ସହ ଜଡିତ ନୁହଁନ୍ତି। ତେଣୁ ଏହି ଗାଁକୁ ‘ଡିପ୍‌ ଭିଲେଜ୍‌’ ମଧ୍ୟ କୁହାଯାଏ। ଏଠାକାର ବାସିନ୍ଦା ସାଙ୍କେତିକ ଭାଷାରେ କଥା…

୧୯୮୧ ଫୁଟ ଉଚ୍ଚରେ ତିଆରି ହେବ ହୋଟେଲ, ଯେତିକି ସୁନ୍ଦର ସେତିକି ଭୟଙ୍କର, ଜାଣନ୍ତୁ କେଉଁଠି…

ଏମିତି ଏକ ହୋଟେଲ ତିଆରି ହେବାକୁ ଯାଉଛି ଯାହା ଦେଖିବାକୁ ଯେତିକି ସୁନ୍ଦର ସେତିକି ଭୟଙ୍କର ମଧ୍ୟ। ଏମିତି ହୋଟେଲ ୟୁରୋପରେ ତିଆରି ହେବାକୁ ଯାଉଛି। ଏହି ହୋଟେଲକୁ ଦେଖିଲେ ଭୟରେ ଦେହ ଥରି ଉଠିବ। କିନ୍ତୁ ଏହାର ନିର୍ମାଣ ଶୈଳୀ…

ହସ୍ପିଟାଲର ୩୬ ଗର୍ଭବତୀ ନର୍ସଙ୍କ ମଧ୍ୟରୁ ୨୦ ଜଣ ମା’ହେଲେ

ଗୋଟିଏ ବର୍ଷରେ ଏକ ହସ୍ପିଟାଲର ୩୬ଜଣ ନର୍ସ ଗର୍ଭବତୀ ହୋଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସୋସିଆଲ ମିଡିଆରେ ମା’ ହୋଇସାରିଥିବା ୨୦ ଓ ଅବଶିଷ୍ଟ ୧୬ ନର୍ସଙ୍କ ଖବର ଭାଇରାଲ ହେବାରେ ଲାଗିଛି। ହସ୍ପିଟାଲ…

ନାଗପଞ୍ଚମୀ: ନାଗଦେବତାଙ୍କ ପୂଜାରେ ଅବଲମ୍ବନ କରନ୍ତୁ ଏହିସବୁ ସାବଧାନତା

ଶ୍ରାବଣ ମାସରେ ଅନେକ ପର୍ବପର୍ବାଣି ପଡ଼ିଥାଏ। ଏହି ମାସ ଭଗବାନ ଶିବଙ୍କ ପ୍ରିୟ ହୋଇଥିବାରୁ ବିଶେଷକରି ତାଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଏହାସହିତ ମାସର ପଞ୍ଚମୀ ତିଥିରେ ନାଗ ଦେବତାଙ୍କୁ ମଧ୍ୟ ପୂଜା କରାଯାଏ। ଏହାକୁ ନାଗପଞ୍ଚମୀ ବୋଲି କୁହାଯାଏ। ତେବେ ନାଗପଞ୍ଚମୀ…

କେସିଆରଙ୍କ ଯଜ୍ଞ ଚିନ୍ତା

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର୍‌)ସବୁବେଳେ ବାସ୍ତୁ ଉପରେ ବିଶ୍ୱାସ କରି ସବୁ କାର୍ଯ୍ୟ କରନ୍ତି। ତାଙ୍କ ଅଫିସଠାରୁ ଆରମ୍ଭ କରି ଘର, ସବୁଠି ବାସ୍ତୁ ଉପଯୋଗ କରାଯାଇଛି। ଏହା ପରେ ବି ସେ ବହୁତ ଯଜ୍ଞ କରନ୍ତି। ଏବେ ୧,୦୪୮…

ମାଡ଼ିଆସୁଛି ମହାଜାଗତିକ ବସ୍ତୁ: ଧ୍ୱଂସପାଇପାରେ ଗୋଟିଏ ଦେଶ

ନୂଆଦିଲ୍ଲୀ: ମହାକାଶରେ ଥିବା ବହୁ ମହାଜାଗତିକ ବସ୍ତୁର ଟାର୍ଗେଟରେ ରହିଆସିଛି ପୃଥିବୀ। ବହୁ ସମୟରେ ଏହିସବୁ ବସ୍ତୁ ପୃଥିବୀକୁ ଧକ୍କାଦେବାର ଆଶଙ୍କା ଉପୁଜିଛି। ସୌଭାଗ୍ୟକୁ ଅନେକ କ୍ଷେତ୍ରରେ ତାହା ଘଟିନାହିଁ, ପୃଥିବୀ ରକ୍ଷା ପାଇଯାଇଛି। କିନ୍ତୁ ଏବେ ନାସାର ବୈଜ୍ଞାନିକମାନେ ଏକ…

ପୃଥିବୀଠାରୁ ୭୩ ଆଲୋକବର୍ଷ ଦୂରରେ ବାସୋପଯୋଗୀ ଗ୍ରହର ସନ୍ଧାନ

ଓ୍ବାଶିଂଟନ:ଆମେରିକୀୟ ମହାକାଶ ସଂସ୍ଥା ନାସା ସୌରମଣ୍ଡଳ ବାହାରେ ତିନୋଟି ବାସୋପଯୋଗୀ ଗ୍ରହ ଠାବ କରିଛି। ପୃଥିବୀଠାରୁ ୭୩ ଆଲୋକବର୍ଷ ଦୂରରେ ଥିବା ଗ୍ରହଗୁଡିକ ଏକ ନକ୍ଷେତ୍ର ଚାରିପାଖରେ ଘୂରୁଛନ୍ତି। ଏହିି ତିନୋଟି ଗ୍ରହ ମଧ୍ୟରୁ ଗୋଟିଏରେ କଠିନ ପୃଷ୍ଠଭୂମି ଥିବାବେଳେ ଅନ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?