Posted inଫୁରସତ

‘ଏକ୍ସଟ୍ରିମ୍‌ ଆଇରନିଂ ଚାମ୍ପିୟନଶିପ୍‌’ ପ୍ରତିଯୋଗିତା: ଆଇରନ୍‌ କରିବେ କେଉଁଠି ବି କେମିତି ବି

ଆଇରନ୍‌ କରି ପୋଷାକ ପିନ୍ଧିବାର ଅନୁଭୂତି ପ୍ରାୟ ସମସ୍ତଙ୍କର ଥିବ। ତେବେ ଏହି ଆଇରନ୍‌ କରିବାକୁ ନେଇ ହେଉଥିବା ପ୍ରତିଯୋଗିତା ଓ ତଜ୍ଜ୍‌ନିତ ରୋମାଞ୍ଚର ଅନୁଭୂତିକୁ ହୁଏତ ଅନେକେ ଅଙ୍ଗେ ନିଭେଇ ନ ଥିବେ। ଏହି ପ୍ରତିଯୋଗିତାରେ ଦେଖାଇବାକୁ ପଡିଥାଏ ଅଦମ୍ୟ ସାହସ। କାରଣ ଏଥିରେ ପ୍ରତିଯୋଗୀଙ୍କୁ ବିଭିନ୍ନ ବିପଜ୍ଜନକ ସ୍ଥାନ ଯେମିତି କି କେବେ ପାଣି ଭିତରେ ତ କେବେ ପାହାଡର ଶୀର୍ଷ ଭାଗରେ, ଏମିତି କି ଗଛ ଉପରେ, ସର୍ଫିଂ କରିବା ସମୟରେ, ତୁଷାରାଚ୍ଛନ ଅଞ୍ଚଳରେ, ଚଳନ୍ତା ଗାଡି ଉପରେ ପୋଷାକ ଆଇରନ୍‌ କରିବାକୁ ହୋଇଥାଏ। ଏହି ପ୍ରତିଯୋଗିତାଟି ପରିଚିତ ‘ଏକ୍ସଟ୍ରିମ୍‌ ଆଇରନିଂ ଚାମ୍ପିୟନଶିପ୍‌’ଭାବେ। ଉକ୍ତ ପ୍ରତିଯୋଗିତା ୧୯୯୭, ୟୁକେର ଲିସେଷ୍ଟରରେ ପ୍ରଥମେ ଆରମ୍ଭ ହୋଇଥିଲା। ଏଥିରେ ପ୍ରତିଯୋଗୀଙ୍କୁ ସ୍କୁବା ଡାଇଭିଂ, ରକ୍‌ କ୍ଲାଇମ୍ବିଂ ଭଳି କଳାରେ ନିପୂଣ ହେବା ସହ ଆଇରନ୍‌ କରିବା ଜାଣିବା ଜରୁରୀ। ଏଥିରେ ବିପଦ ସହ ରୋମାଞ୍ଚ ଭରି ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ ଟଙ୍କାର ଚାକିରି ଛାଡ଼ି ଗାଁରେ ଉଠାଇଲେ ଗୋବର, ଆଜି ୮୦୦ କୋଟିର ସାମ୍ରାଜ୍ୟର ମାଲିକ ୨ ଭାଇ! ସଂଘର୍ଷର କାହାଣୀ ଶୁଣିଲେ…

ନୂଆଦିଲ୍ଲୀ, ୩୧।୭: ଆମ ଦେଶରେ ପ୍ରାୟତଃ ଏକ କଥା ବହୁତ ସହଜରେ କୁହାଯାଏ ଯେ ଚାଷବାସ ହେଉଛି ଏକ କ୍ଷତିର ସୌଦା। ଗାଁର ଯୁବକ ହେଉନ୍ତୁ କିମ୍ବା…

ଗୋଟିଏ ସ୍ତ୍ରୀ ସହିତ ୩ ଦିନ, ଅନ୍ୟ ସ୍ତ୍ରୀ ସହ ସ୍ବାମୀ ୩ ଦିନ ବିତାଇବା ପରେ ଘଟିଲା ଏପରି କାଣ୍ଡ…

ଲକ୍ଷ୍ନୌ,୩୧ା୭: ଉତ୍ତରପ୍ରଦେଶର ରାମପୁର ଜିଲାର ଦଢ଼ିୟାଲ ଚୌକି ଅଞ୍ଚଳରୁ ଏକ ଅଜବ ପାରିବାରିକ ବିବାଦ ସାମ୍ନାକୁ ଆସିଛି। ପୁଅ ପାଇଁ ଦୁଇଥର ବିବାହ କରିଥିବା ଜଣେ ବ୍ୟକ୍ତିଙ୍କ…

ସମୁଦ୍ର ଗଭୀରରେ ଭାରତର ସବୁଠାରୁ ବଡ଼ ସନ୍ଧାନ! ମିଳିବ କି ଶ୍ରୀକୃଷ୍ଣଙ୍କ ଦ୍ୱାରକା? ୨୦୩୦ ଯାଏଁ ଚାଲିବ…

ସମୁଦ୍ରର ଗଭୀରତାରେ ଲୁଚି ରହିଥିବା ଭାରତର ପ୍ରାଚୀନ ଇତିହାସକୁ ସାମ୍ନାକୁ ଆଣିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି। ବର୍ଷ ୨୦୩୦ ପର୍ଯ୍ୟନ୍ତ…

ଟ୍ରେନ୍‌ ଟ୍ରାକ୍‌କୁ ହଠାତ୍‌ ଚାଲିଆସିଲା ଏକ ସିଂହ, ଲୋକୋ ପାଇଲଟ୍‌ କଲେ ଏମିତି କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ଗୁଜରାଟର ଜୁନାଗଡ଼ ଶାସନଗିରି ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଲୋକୋ ପାଇଲଟଙ୍କ ସତର୍କତା ଯୋଗୁ ଏକ ବଡ଼ ବିପଦ ଟଳି ଯାଇଛି। ଭେରାଭଲ-ଜୁନାଗଡ଼ ପାସେଞ୍ଜର…

ଦିନ ହୋଇଯିବ ରାତି, ୨୭ ବର୍ଷ ପରେ ଅଗଷ୍ଟ ୧୨ରେ ଘଟିବାକୁ ଯାଉଛି ଏହି…

୨୭ ବର୍ଷ ପରେ ଏକ ଘଟଣା ଘଟିବାକୁ ଯାଉଛି। ଯାହା ଦିନ ରାତି ହୋଇଯିବ। ଏହା ୟୁରୋପ ଏବଂ ଆର୍କଟିକ୍‌ ଅଞ୍ଚଳରେ ପ୍ରଥମ ଘଟଣା ହେବ। ଏଠାରେ…

ଆକାଶରେ ଦେଖାଯାଉଥିବା ତାରା ଜିଅନ୍ତା ଅଟନ୍ତି? ସତ ଜାଣିଲେ ଚମକି ପଡିବେ…

ଆକାଶରେ ଚମକୁଥିବା ପ୍ରତ୍ୟେକ ତାରା ପଛରେ ଆଶ୍ଚର୍ଯ୍ୟଜନକ ରହସ୍ୟ ଲୁଚି ରହିଛି। ରାତିରେ ଆପଣ ଯେଉଁ ତାରାସବୁ ଦେଖନ୍ତି, ତାହା ହୁଏତ ସେଗୁଡ଼ିକର ବର୍ତ୍ତମାନ ନୁହେଁ ବରଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri