ସ୍ଥାପତ୍ୟ କହେ କରୁଣ କାହାଣୀ
ମାନବ ଇତିହାସରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଉଛି ଏକ କଳଙ୍କିତ ଅଧ୍ୟାୟ। ଏହା ନେଇଥିଲା ଲକ୍ଷ ଲକ୍ଷ ନିରୀହ ଜୀବନ। ଉଭୟ ନାଜି ଓ ସୋଭିଏଟ ୟୁନିୟନ୍ ନିଷ୍ଠୁର ଗଣହତ୍ୟା ଓ ନୃଶଂସକାଣ୍ଡମାନ ଘଟାଇଥିଲେ। ତାହା ମଧ୍ୟରେ ଗୋଟିଏ ଘଟଣା ଥିଲା ଅତ୍ୟନ୍ତ…
ଅଧେ ମଣିଷ ଅଧେ କୁକୁର
ଅଧେ ପଶୁ ଅଧେ ମଣିଷ। ଯେମିତିକି ଅଧେ ମଣିଷ ଅଧେ ସିଂହ, ଅଧେ ମଣିଷ ଅଧେ ଘୋଡ଼ା ଅଥବା ଅଧେ ମଣିଷ ଅଧେ ଛେଳି – ଏସବୁ ପୁରାଣ କାହାଣୀରେ ଅଥବା ଫାଣ୍ଟାସୀ ଫିଲ୍ମରେ ଦେଖିବାକୁ ମିଳିଥାଏ। ତାହାକୁ ମଣିଷ ମନର…
ହମିଂ ବାର୍ଡ ଭଳି ଫୁଲ
କ୍ରୋଟାଲାରିଆ କନିଂହାମି ଉତ୍ତର ଅଷ୍ଟ୍ରେଲିଆର ଏକ ଫୁଲ। ଏହି ଫୁଲଟି ଆଉ ଏକ ନାମରେ ବି ପରିଚିତ, ତାହା ହେଉଛି ‘ଗ୍ରୀନ୍ ବାର୍ଡ ଫ୍ଲାଓ୍ବାର’। କାରଣ ଏହାର ସବୁଜ ଫୁଲ ଛୋଟିଆ ହମିଂ ବାର୍ଡ ପରି ଦେଖାଯାଇଥାଏ, ଯାହାର ମୁନିଆ ଲମ୍ବା…
କୁକୁଡ଼ାଙ୍କ ପାଇଁ ଡ୍ରେସ୍
ଯଦି ଆପଣ ପୋଷା କୁକୁଡା ରଖିଛନ୍ତି ଓ ତାକୁ ସୁନ୍ଦର ଭାବେ ସଜାଇବାକୁ ଚାହୁଁଛନ୍ତି, ତେବେ କୁକୁଡାଙ୍କ ପାଇଁ ଆସିଥିବା ଏହି ଡ୍ରେସ୍କୁ ନିହାତି ବ୍ୟବହାର କରିବାକୁ ଚାହିଁବେ। ଉକ୍ତ ଡ୍ରେସ୍ର ନାମ ହେଉଛି ‘ଟୁଟୁ’। ଉକ୍ତ ଡ୍ରେସ୍କୁ ସାଧାରଣତଃ ବାଲେଟ୍…
୩ଟି କରତକୁ ନେଇ ବିପଜ୍ଜନକ ଜଗଲିଂ: ଜେନ୍ ମୁଷ୍ଟୋନେନ୍ଙ୍କ ରେକର୍ଡ
ସର୍କସ୍ରେ ଜୋକର୍ ଏକାଧିକ ବଲ୍କୁ ଦୁଇ ହାତରେ ଜଗଲିଂ କରିବା ସମୟରେ ବେଶ୍ ମଜା ଲାଗିଥାଏ। ତେବେ ଜଣେ ଏଭଳି ଜିନିଷକୁ ଧରି ଜଗଲିଂ କରିଛନ୍ତି, ଯାହାକୁ ଦେଖିଲେ ଡର ଲାଗେ। ଫିନ୍ଲାଣ୍ଡର ଜେନ୍ ମୁଷ୍ଟୋନେନ୍ ନାମକ ଏହି ବ୍ୟକ୍ତି ଜଣକ…
ଗ୍ରୀନ୍ ପାରିକୁଦ ଅଭିଯାନରେ ହିମାଂଶୁ
ଚିଲିକା ଓ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସର୍ବଦା ବନ୍ୟା,ବାତ୍ୟାପରି ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ରହିଥାଏ। ବିଭିନ୍ନ ସମୟରେ ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟରେ ଏହି ଅଞ୍ଚଳରେ ବୃକ୍ଷଗୁଡ଼ିକର ବ୍ୟାପକ କ୍ଷୟକ୍ଷତି ଯୋଗୁ ଦିନକୁ ଦିନ ବୃକ୍ଷଲତା କମିବାରୁ ପରିବେଶ ସନ୍ତୁଳନରେ ବାଧା ସୃଷ୍ଟି…
ପର୍ଯ୍ୟଟନସ୍ଥଳୀ ‘ଯୋଗ ଜଳପ୍ରପାତ’: କେବେ ଯିବେ, କେମିତି ଯିବେ, କ’ଣ ଦେଖିବେ
କର୍ନାଟକସ୍ଥିତ ଯୋଗ ଜଳପ୍ରପାତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ବେଶ୍ ଲୋକପ୍ରିୟ। ସ୍ଥାନୀୟ ଭାଷାରେ ଏହା ଗେରୁସୋପ୍ପେ ଜଳପ୍ରପାତ ନାଁରେ ପରିଚିତ। ପ୍ରାୟ ୨୫୩ ମିଟର ଉଚ୍ଚତା ବିଶିଷ୍ଟ ଏହି ଜଳପ୍ରପାତଟି ସରାବତୀ ନଦୀଧାରରୁ ସୃଷ୍ଟି ହୋଇଛି… କର୍ନାଟକର ସାଗର ନାମକ…
ପ୍ରଥମ ରୋଜଗାର ଟଙ୍କାରେ ବାପାଙ୍କ ଚିକିତ୍ସା ହେଉଥିଲା: ପ୍ରାବନ୍ଧିକ ସତ୍ୟନାରାୟଣ ମିଶ୍ର
ବରିଷ୍ଠ ବ୍ୟାଙ୍କ ପ୍ରବନ୍ଧକ ତଥା ପ୍ରାବନ୍ଧିକ ସତ୍ୟନାରାୟଣ ମିଶ୍ର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ ଗଙ୍ଗାନାରାୟଣପୁର ଗାଁରେ ମୋ ଜନ୍ମ। ଭାର୍ଗବୀ ଉଚ୍ଚ ବିଦ୍ୟାଳୟରୁ ୧୯୬୮ରେ ଏକାଦଶ ପାସ୍ କରି ଏସ୍ସିଏସ୍…
ବ୍ୟକ୍ତିତ୍ୱ: ଭାରତୀୟ ନାରୀ ଲେଖିକା ନବନୀତା ଦେବସେନ୍
ଭାରତୀୟ ନାରୀ ଲେଖିକାଙ୍କ ମଧ୍ୟରେ ନବନୀତା ଦେବସେନ୍ ଏକ ଅତି ପରିଚିତ ନାମ। ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଏହି ଲେଖିକା ଜଣେ ବହୁମୁଖୀ ପ୍ରତିଭାର ଅଧିକାରିଣୀ। କଲିକତାର ଏକ ବଙ୍ଗାଳୀ ପରିବାରରେ ୧୯୩୮ ମସିହା ଜାନୁୟାରୀ ୧୩ ତାରିଖରେ ତାଙ୍କର ଜନ୍ମ। ବାପା…
ମାଛ ବିବିଧା: କିଛି ବିରଳ ଆଉ ଦୁର୍ମୂଲ୍ୟ ମାଛ
ଜଳଭାଗ ହେଉ କି ସ୍ଥଳଭାଗ – ସବୁଠି ରହିଛି ବିବିଧ ସମ୍ପଦର ଗନ୍ତାଘର। ଯେତେବେଳେ ଜଳଭାଗ କଥା ଉଠେ, ସେତେବେଳେ ବହୁବିଧ ଜଳଜୀବଙ୍କ ଦୃଶ୍ୟ ଆଖି ଆଗରେ ନାଚିଯାଏ। ଯେଉଁମାନଙ୍କ ମଧ୍ୟରେ ମୁଖ୍ୟ ହେଉଛି ମାଛ। ତେବେ ମାଛ ଭିତରେ କିଛି…
ଚିକୁନଗୁନିଆକୁ ରୋକିବ ଯନ୍ତ୍ର
ନ୍ୟୁୟର୍କ: ୟୁଏସ୍ ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ୍ ପ୍ରିଭେନଶନ(ସିଡିଓ)ର ଗବେଷକମାନେ ଏକ ଡିଭାଇସ୍ ବିକାଶ କରିଛନ୍ତି ଯାହା ମାଈ ମଶାଙ୍କୁ ଆକର୍ଷିତ କରିପାରିବ। ମଶା ଅଣ୍ଡା ଦେବାକୁ ଜାଗା ଖୋଜୁଥିବା ସମୟରେ ଏହି ଯନ୍ତ୍ର ମଶାକୁ ଟ୍ରାପ୍ କରିିବ। ଜର୍ନାଲ…
ବିଶ୍ୱର ସବୁଠାରୁ ଭୟଙ୍କର ସ୍ଥାନ: ମାଟିତଳେ ରହିଛି ୬୦ଲକ୍ଷ ଖପୁରି
ବିଶ୍ୱରେ ଏମିତି ସ୍ଥାନ ଅଛି ଯେଉଁଠିକି ଯିବାକୁ ଦିନରେ ମଧ୍ୟ ଭୟ ଲାଗିବ। ଆଉ ଏମିତି ବି କିଛି ସ୍ଥାନ ରହିଛି ଯାହାକୁ ଦେଖିଲେ ବା ଯାହା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ଫ୍ରାନ୍ସର ପ୍ୟାରିସଠାରେ ରହିଛି ଏମିତି ଏକ ସ୍ଥାନ।…
Archives


