ଫୁରସତ

ମାତ୍ର ପାଞ୍ଚ ମିନିଟରେ ମସ୍ତିଷ୍କରୁ ଉଭାନ ହୋଇଯାଏ ୯୫ପ୍ରତିଶତରୁ ଅଧିକ ସ୍ବପ୍ନ

ଏମିତି କେହି ନାହିଁ ଯିଏ ସ୍ବପ୍ନ ଦେଖେନାହିଁ। ମଣିଷ ତ ଶୋଇବା ମାତ୍ରେ ସ୍ବପ୍ନ ଦେଖେ। ତେବେ ପଶୁପକ୍ଷୀଙ୍କ ମସ୍ତିଷ୍କରେ ମଧ୍ୟ ସ୍ବପ୍ନର ଆଭାସ ଦେଖା ଦେଇଥାଏ। ସେମାନେ ମନେରଖିପାରନ୍ତି ନାହିଁ କିମ୍ବା ପ୍ରକାଶ କରିପାରନ୍ତି ନାହିଁ। ମାତ୍ର ମଣିଷ ତାହାକୁ…

ଚା’ ଲାଗିବ ବିୟର୍‌ ପରି

ସକାଳକୁ ତାଜା ଓ ସତେଜ କରେ କପେ ଚା’। ଏହା ବିନା ତ ଅନେକଙ୍କର ଦିନ ଆରମ୍ଭ ହୁଏନା। ତେବେ କାହାକୁ କେଉଁ ପ୍ରକାର ଚା’ ପସନ୍ଦ ଥାଏ। ସ୍ବାସ୍ଥ୍ୟ ସଚେତନ ବ୍ୟକ୍ତି ଗ୍ରୀନ୍‌ ଟି, ବ୍ଲାକ୍‌ ଟି ପିଉଥିବା ବେଳେ…

ବ୍ୟାଟମ୍ୟାନ୍‌ ହୋଇ ଦେଉଛନ୍ତି ବେସାହାରା ପ୍ରାଣୀଙ୍କୁ ସାହାରା

ଫ୍ଲୋରିଡାର ୨୭ ବର୍ଷୀୟ ଭାନ୍‌ ଡୋର୍ନଙ୍କୁ ଛୋଟବେଳୁ କାର୍ଟୁନ୍‌ ଚରିତ୍ର ବ୍ୟାଟମ୍ୟାନ ବହୁତ ଭଲ ଲାଗୁଥିଲା। ବଡ଼ ହେବା ପରେ ସେ ଅରଲାଣ୍ଡୋରେ ଏକ ଆନିମଲ୍‌ ରେସ୍କ୍ୟୁ ସଂସ୍ଥା ସହ ଜଡିତ ହେଲେ। ନିଷ୍ପତ୍ତି ନେଲେ ବ୍ୟାଟ୍‌ମ୍ୟାନ୍‌ ବେଶଭୂଷାରେ ରହି ସେ…

ସୁନା ଘୋଡ଼ା

ଖାଲି ଅଳଙ୍କାର ନୁହେଁ ସୁନାରେ ତିଆରି ସବୁ ଜିନିଷ ଲାଗେ ବେଶ୍‌ ଆକର୍ଷକ। ଠିକ୍‌ ଯେମିତି ଜାପାନରେ ତିଆରି ହୋଇଥିବା ଏକ ସୁନାର ଘୋଡା। ଉକ୍ତ ଘୋଡାଟି ସମ୍ପୂର୍ଣ୍ଣ ସତସତିକା ଘୋଡା ପରି ଲାଗେ। ଏହା ଏକ ଲାଇଫ୍‌ ସାଇଜ୍‌ ପ୍ରତିମୂର୍ତ୍ତି…

ଅଗଷ୍ଟ କ୍ରାନ୍ତି ମୈଦାନ

ମୁମ୍ବାଇସ୍ଥିତ ଯେଉଁ ମୈଦାନ ବା ପଡିଆରେ ଗାନ୍ଧିଜୀ ଭାରତ ଛାଡ ଆନ୍ଦୋଳନର ନାରାବାଜି ଦେଇଥିଲେ, ତାହା ପରବର୍ତ୍ତୀ ସମୟରେ ଅଗଷ୍ଟ କ୍ରାନ୍ତି ମୈଦାନ ଭାବେ ଜଣାଗଲା। ଅନ୍ୟପକ୍ଷେ ଏହା ଗୋଓ୍ବାଲିୟା ଟ୍ୟାଙ୍କ ମୈଦାନ ଭାବେ ବି ପରିଚିତ… ୧୯୪୨ ମସିହା ଅଗଷ୍ଟ…

ପରୀକ୍ଷା ଦିନ ନାତି ଶୋଇ ରହିବାରୁ ପୋଲିସ ଡାକିଲେ ଜେଜେମା

ଚୋରି, ଡକାୟତି କିମ୍ବା ଅନ୍ୟ କୌଣସି ଘଟଣା ଘଟିଲେ ପୋଲିସ ଡାକିବାକୁ ପଡ଼ିଥାଏ। କିନ୍ତୁ ନାତି ପରୀକ୍ଷା ଦିନ ଶୋଇ ରହିବାରୁ ଜେଜେମା ପୋଲିସକୁ ଡାକିବା ସହ ପରୀକ୍ଷା ହଲ୍‌ରେ ନେଇ ଛାଡ଼ିବାକୁ କହିବା ଯେତିକି ମଜାଦାର ସେତିକି ସମ୍ବେଦନଶୀଳ। ଏମିତି…

ଟ୍ରାଇ କଲର୍‌ ରାଖୀ

ଚଳିତ ମାସ ସ୍ବାଧୀନତା ଦିବସ ଓ ପବିତ୍ର ରାଖୀ ପୂର୍ଣ୍ଣିମା ଗୋଟିଏ ଦିନରେ ହିଁ ପଡୁଛି। ତେଣୁ ଏଭଳି ଏକ ଶୁଭ ଦିନରେ ଭାଇ ହାତରେ ରାଖୀ ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେବାକୁ ଭଉଣୀମାନଙ୍କ ପାଇଁ ଟ୍ରାଇ କଲର୍‌ ରାଖୀଠୁ ଆଉ…

ବ୍ୟକ୍ତିତ୍ୱ: ହ୍ୟୁଗୋ ଆଓ୍ବାର୍ଡ ପାଇଁ ମନୋନୀତ ଭାରତର ପ୍ରଥମ ଲେଖିକା ମିମି ମଣ୍ଡଲ

ମୋନିଦୀପା ମଣ୍ଡଲ ଓରଫ୍‌ ମିମି ହେଉଛନ୍ତି ଭାରତର ପ୍ରଥମ ଲେଖିକା (ରାଇଟର) ଯିଏ ସମ୍ମାନଜନକ ହ୍ୟୁଗୋ ଆଓ୍ବାର୍ଡ ପାଇଁ ମନୋନୀତ ହୋଇଥିଲେ। ସମ୍ପ୍ରତି ନ୍ୟୁୟର୍କରେ ରହୁଥିବ ମିମି ସାଧାରଣତଃ ଜଣେ ଫିକ୍ସନ୍‌ (ଗପ, ଉପନ୍ୟାସ ଇତ୍ୟାଦି)ର ଲେଖିକା। ସେ ବିବିଧ ପର୍ଯ୍ୟାୟର…

ଏକାଧିକଥର ଓଡ଼ିଶା ଆସିଥିଲେ ଗାନ୍ଧିଜୀ, ମିଳିଥିଲା ଅନେକ ଭେଟି: ଜାଣନ୍ତୁ ସେ ସମ୍ପର୍କରେ..

ବ୍ରିଟିଶ ଶାସନ କବଳରୁ ଦେଶକୁ ସ୍ବାଧୀନ କରିବା ପାଇଁ ଗାନ୍ଧିଜୀ ଅସହଯୋଗ ଆନ୍ଦୋଳନର ଡାକରା ଦେଇଥିଲେ । ଯେଉଁଥିପାଇଁ ସେ ସାରା ଦେଶର କୋଣଅନୁକୋଣରେ ବୁଲି ଲୋକଙ୍କୁ ଏକଜୁଟ୍‌ କରୁଥିଲେ । ଏହି ସମୟରେ ଲୋକମାନେ ଶ୍ରଦ୍ଧାରେ ତାଙ୍କୁ ବିଭିନ୍ନ ଭେଟି…

ଗଛ କ’ଣ ଭାବୁଛି ତାହା ଜାଣିହେବ

ଅସମ୍ଭବକୁ ସମ୍ଭବ କରିଛି ମୁଲ୍ଲେରଙ୍କ ସ୍ମାର୍ଟକୁଣ୍ଡ । ଗଛର ମନକଥା ଜଣାଉଥିବା ଏହି କୁଣ୍ଡ ବର୍ଷର ଶେଷ ଆଡକୁ ବଜାରକୁ ଆସିବ। ଗଛ ଭାବନା ବ୍ୟକ୍ତ କରିବ! ଏହା ଜାଣି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ, ହେଲେ ଏହାକୁ ସମ୍ଭବ କରିଛନ୍ତି…

ଲୋକସଂଖ୍ୟା ବଢାଇବାର ଲୋଭନୀୟ ଅଫର : ମାଗଣାରେ ପାଇବେ ଘର ଓ ମାସକୁ ୪୦ହଜାର ଟଙ୍କା

ଏଥେନ୍ସ: ଗ୍ରୀସର ଦ୍ୱୀପ ଏନ୍ତିକେଥେରାରେ ଲୋକସଂଖ୍ୟ। ବୃଦ୍ଧି କରିବା ପାଇଁ ସେଠାକାର ସରକାର ଏକ ଅଫର ଦେଇଛନ୍ତି। ସେହି ଦ୍ୱୀପରେ ରହିଲେ ମାଗଣାରେ ଘର ଓ ଜମି ପାଇବା ସହ ରହିବାର ପ୍ରଥମ ତିନି ମାସ ଯାଏ ପ୍ରତିମାସରେ ୫୬୫ ଡଲାର(…

ବୋତଲ ଦେଲେ ମିଳୁଛି ବସ୍‌ ଟିକେଟ

ଜାକର୍ତ୍ତା: ଲୋକେ ପ୍ଲାଷ୍ଟିକ ବୋତଲ ହେଉ ବି ଡିସ୍‌ପୋଜାଲ କପ୍‌ ଦେଇ ବସ ଟିକେଟ ନେଉଛନ୍ତି ଇଣ୍ଡୋନେସିଆରେ। ଦେଶରେ କେମିତି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ କମ୍‌ ହୋଇପାରିବ ସେଥିପାଇଁ ଇଣ୍ଡୋନେସିଆ ସରକାର ଏଭଳି ଏକ ବ୍ୟବସ୍ଥା କରିଛନ୍ତି। ସମୁଦ୍ରକୁ ପ୍ରଦୂଷିତ କରିବାରେ ଚାଇନା ପଛକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri