ଏମିତି ସହର, ଦେଖିବାକୁ ଶିବଲିଙ୍ଗ ଆକାରର
ବିଶ୍ୱରେ ଏମିତି ଏକ ସହର ରହିଛି ଯାହା ଦେଖିବାକୁ ପୂରା ଶିବଲିଙ୍ଗ ଆକାରର। ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ। ଏମିତି ଏକ ସହର ହେଉଛି ୟୁରୋପର ଭାଟିକାନ୍ ସିଟି ବା ସହର। ଏହା ଦେଖିବାକୁ ଅବିକଳ ‘ଶିବଲିଙ୍ଗ’ ଆକାରର। ଐତିହାସିକ…
ବିଶ୍ୱର ସବୁଠୁ ଲମ୍ବା ଜିଭ ଥିବା ବ୍ୟକ୍ତି
ଦୁନିଆରେ ଏଭଳି କିଛି ଲୋକଙ୍କୁ ଦେଖିଥିବେ, ଯେଉଁମାନେ ନିଜର ଅଦ୍ଭୁତ କଳା କାର୍ନାମା ପାଇଁ ବିଶ୍ୱବାସୀଙ୍କୁ ଚକିତ କରି ରଖିଥାନ୍ତି। ଏମିତି ଜଣେ ବ୍ୟକ୍ତି ହେଲେ ନେପାଳର ଯଜ୍ଞ ବାହାଦୂର କଟୁୱାଲ୍। ଶୁଣିବାକୁ ମିଳୁଛି, ବ୍ୟକ୍ତିଙ୍କ ଜିଭ ଏତେ ଲମ୍ବା ଯେ…
ବିଚିତ୍ର ପରମ୍ପରା: ଭିଲ୍ ଜନଜାତିର ଗବରି ପର୍ବ
ଉଦୟପୁର: ରାଜସ୍ଥାନର ମେବାର ଅଞ୍ଚଳରେ ରହନ୍ତି ଭିଲ ସମ୍ପ୍ରଦାୟର ଜନଜାତି। ଏମାନଙ୍କୁ ମାନବ ଜାତିର ସବୁଠୁ ପୁରୁଣା ଜାତି ବୋଲି କୁହାଯାଏ। ଏହି ସମ୍ପ୍ରଦାୟର ଲୋକମାନେ ଭାଦ୍ରବ ମାସରେ ଲୋକନୃତ୍ୟନାଟିକା ଗବରି ପାଳନ କରନ୍ତି। ବାଂସବାଡା,ଡୁଙ୍ଗରପୁର, ରାଜସମନ୍ଦ ଓ ଉଦୟପୁରର କିଛି…
ରୂପକୁଣ୍ଡ କଙ୍କାଳର ରହସ୍ୟ ଜଣାପଡ଼ିଲା
ହାଇଦ୍ରାବାଦ:ହିମାଳୟରେ ବହୁ ପ୍ରାକୃତିକ ହ୍ରଦ ଓ କୁଣ୍ଡ ମଧ୍ୟରେ ରୂପକୁଣ୍ଡ ହ୍ରଦ ପୂରା ଭିନ୍ନ। ହିମାଳୟର ୫,୦୨୯ ମିଟର ଉଚ୍ଚରେ ଥିବା ଏହି ହ୍ରଦ ଭିତରେ ଓ ତା’ କୂଳରେ ମାନବ ଅସ୍ଥି କଙ୍କାଳ ସବୁ ପଡିରହିଛି। ଏଣୁ ଏହାକୁ ମଧ୍ୟ…
ଘର ପାଖ ପାର୍କ ମାନସିକ ସ୍ବାସ୍ଥ୍ୟ ପାଇଁ ଭଲ
ଲଣ୍ଡନ: ସହରାଞ୍ଚଳରେ ଘର ପାଖରୁ ୩୦୦ ମିଟର ମଧ୍ୟରେ ପାର୍କ କିମ୍ବା ସବୁଜ ପରିବେଶ ରହିଲେ ତାହା ବ୍ୟକ୍ତିଙ୍କୁ ସୁଖଦ ଅନୁଭବ ଦେଇଥାଏ।ଏହାଦ୍ୱାରା ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ଭଲ ରହେ ବୋଲି ଗବେଷକମାନେ କହିଛନ୍ତି। ଇଂଲଣ୍ଡର ବାର୍ଷିକ ଜନସଂଖ୍ୟା ସର୍ଭେରେ ଦର୍ଶାଯାଇଥିବା…
ପ୍ଲାଷ୍ଟିକମୁକ୍ତ ହେବ ଏଭରେଷ୍ଟ୍
କାଠମାଣ୍ଡୁ: ଏଭରେଷ୍ଟ୍ରେ ପ୍ଲାଷ୍ଟିକ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଏହାକୁ ୨୦୨୦ ସୁଦ୍ଧା ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି ଖୁମ୍ବୁ ପାସଙ୍ଗଲାମୁୁ ରୁରାଲ୍ ମ୍ୟୁନିସିପାଲିଟି(ସୋଲୁଖୁମ୍ବୁ ଜିଲା, ନେପାଳ)ର କାର୍ଯ୍ୟନିର୍ବାହୀ ପରିଷଦ । ସେଠାରେ ପ୍ଲାଷ୍ଟିିକ ବ୍ୟାଗ୍,ଷ୍ଟ୍ର,ସୋଡା ଏବଂ ପାଣି…
ଶୁଦ୍ଧ ବାୟୁମଣ୍ଡଳର ଦେଶ ଫିନ୍ଲ୍ୟାଣ୍ଡ୍
ଭାରତର ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଏବେ ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି। କେବଳ ଦିଲ୍ଲୀ ନୁହେଁ, ବାୟୁପ୍ରଦୂଷଣ ଦୃଷ୍ଟିରେ ଦୁନିଆର ସବୁଠୁ ଅଧିକ ପ୍ରଦୂଷିତ ୨୦ ସହର ମଧ୍ୟରେ ୧୦ଟି ଭାରତରେ ରହିଛି। ଏହି ବିଷାକ୍ତ ବାୟୁ ଯୋଗୁ ଲୋକେ…
ମାନସିକ ପୂରଣ ପାଇଁ ଛୋଟପିଲାଙ୍କୁ ମାଙ୍କଡ଼ ବେଶରେ ସଜାଯାଏ…
ପଞ୍ଜାବ ଅମୃତସର ନିକଟରେ ଥିବା ପାବ୍ ଅଞ୍ଚଳରେ ରହିଛି ଏକ ମନ୍ଦିର। ଏଠାରେ ମାନସିକ ପୂରଣ ପାଇଁ ଛୋଟପିଲାଙ୍କୁ ମାଙ୍କଡ଼ ବେଶ କରାଯାଇଥାଏ। ଏହି ହନୁମାନ ମନ୍ଦିରରେ ପ୍ରତିବର୍ଷ କାର୍ତ୍ତିକ ମାସରେ ୧୦ ଦିନ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲେ। ଏହାକୁ…
୭୦ ବର୍ଷ ଧରି ଟ୍ରାଫିକ୍ ଜାମ୍
ଟ୍ରାଫିକ୍ ଜାମ୍ ସମସ୍ୟାକୁ ସମସ୍ତେ ଉଣା ଅଧିକେ ଅଙ୍ଗେଲିଭାଇ ଥିବେ। ହେଲେ ଏମିତି ଏକ ଟ୍ରାଫିକ୍ ଜାମ୍ର କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। କାରଣ ଏଠି ଦୀର୍ଘ ପ୍ରାୟ ୭୪ ବର୍ଷ ହେବ ଲାଗିଛି ଟ୍ରାଫିକ୍ ଜାମ୍। ହଁ ବେଲଜିୟମର ଏକ…
ମାଲିକଙ୍କ ମୃତ୍ୟୁର ୧୫ ମିନିଟ ଭିତରେ ଜୀବନ ହାରିଲା ପୋଷା କୁକୁର
ମଣିଷ-ପଶୁ ସମ୍ପର୍କ ସବୁବେଳେ ସ୍ବତନ୍ତ୍ର। ଏହା ଏପରି ସମ୍ପର୍କ, ଯାହା କେବେ ସ୍ବାର୍ଥ ଦେଖେନାହଁି ନା ଏଥିରେ ଥାଏ ଛନ୍ଦ କପଟ! ଏଭଳି ଏକ ନିଆରା ସମ୍ପର୍କର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ସ୍କଟଲାଣ୍ଡରେ। ଉଲ୍ଲେଖଯୋଗ୍ୟ, ମାଲିକଙ୍କ ମୃତ୍ୟୁର ୧୫ ମିନିଟ୍…
ନ୍ୟୁୟର୍କରୁ ମିଳିଲା ଦୋମୁହାଁ ମାଛ
ନ୍ୟୁୟର୍କ, ୨୨।୮: ନ୍ୟୁର୍କରେ ଜଣେ ମାଛ ଧରାଳି ଦୋମୁହାଁ ମାଛ ଧରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ହୋଇଛି। ନ୍ୟୁୟର୍କରେ ଡେବୀ ଗେଡେସ୍ ନାମକ ଜଣେ ମହିଳା ସମଦ୍ରକୁ ମାଛ ଧରିବାକୁ ଯାଇଥିବାବେଳେ ତାଙ୍କ ଜାଲରେ ଏକ…
କାର୍ଯ୍ୟସ୍ଥଳରେ ଶୋଇପଡ଼ିବା ପାଇଁ ୮୬ ପ୍ରତିଶତ ଭାରତୀୟ ଚାହିଁଥାନ୍ତି
ସାଧାରଣତଃ ଭାରତୀୟମାନେ ଶୋଇବାକୁ ପସନ୍ଦ କରିଥାନ୍ତି। ଏହା ଏକ ସର୍ଭେରୁ ଜଣାପଡ଼ିଛି। ଅନ୍ଲାଇନ୍ ରିସର୍ଚ୍ଚ ଷ୍ଟାର୍ଟଅପ୍ ବେକାଫିଟ୍ ଅନୁସାରେ, ପ୍ରାୟ ୮୬ ପ୍ରତିଶତ ଭାରତୀୟ ଚାହିଁଥାନ୍ତି କାର୍ଯ୍ୟକ୍ଷେତ୍ରରେ କିଛି ସମୟ ପାଇଁ ଶୋଇପଡ଼ିବେ। ସର୍ଭେ ‘ରାଇଟ୍ ଟୁ ଓ୍ବାର୍କ ନାପ୍ସ’ରେ ୧୫୦୦…
Archives


