ଫୁରସତ

କୁକୁଡ଼ାଙ୍କ ପାଇଁ ସ୍ବେଟର

ପାଖେଇ ଆସିଲାଣି ଋତୁ। ଏହି ଋତୁରେ ମଣିଷ ତ ସ୍ବେଟର ପିନ୍ଧି ପ୍ରବଳ ଥଣ୍ଡାରୁ ରକ୍ଷା ପାଇଯାଆନ୍ତି। କେବେ ଭାବିଛନ୍ତି ଘରେ ଥିବା ପେଟ୍‌ ବା ପୋଷା ଜୀବଜନ୍ତୁଙ୍କୁ କିଭଳି ସୁରକ୍ଷା ଦେବେ। ବ୍ରିଟିଶ କଲମ୍ବିଆରେ ରହୁଥିବା ମୌରିନ୍‌ ସ୍କିମ୍‌ଡଙ୍କ ମା’…

ଇଣ୍ଟରନେଟ୍‌ରେ ଲୋକାଲ ଲାଙ୍ଗୁଏଜ୍‌

ଦିନ ଥିଲା ଇଣ୍ଟରନେଟ୍‌ରେ ଅନ୍ୟ ଦେଶଗୁଡିକ ଭଳି ଆମ ଦେଶରେ ମଧ୍ୟ କେବଳ ଇଣ୍ଟରନ୍ୟାଶନାଲ୍‌ ଲାଙ୍ଗୁଏଜ ଇଂଲିଶର ପ୍ରଚଳନ ଥିଲା। ହେଲେ ବର୍ତ୍ତମାନ ବିଭିନ୍ନ ଲୋକାଲ୍‌ ଲାଙ୍ଗୁଏଜ୍‌ ବା ଦେଶୀ ଭାଷାର ବ୍ୟବହାର ବହୁମାତ୍ରାରେ ବଢୁଥିବାର ଦେଖିବାକୁ ମିଳୁଛି… ଗୁଗୁଲ୍‌ର ଇଣ୍ଡିଆ…

ଯେଉଁଠି ଜନ୍ମ ନିଅନ୍ତି କେବଳ ଯାଆଁଳା ସନ୍ତାନ

ଯାଆଁଳା ପିଲାଙ୍କ କଥା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ହେଲେ କେରଳର ମଲ୍ଲମପୁର ଜିଲା କୋଡିନ୍ନା ଗାଁ ସବୁଠାରୁ ନିଆରା। ଏଠାରେ ଅଧିକାଂଶ ମାଆଙ୍କର ଜମଜ ସନ୍ତାନ ଜନ୍ମ ନେଇଥାଆନ୍ତି। ଏବେ ଏଠାରେ ପ୍ରାୟ ୩୫୦ ଯାଆଁଳା ସନ୍ତାନ ରହିଛନ୍ତି। ଏମାନଙ୍କ…

ଯାହା ମଣିଷ ପାରୁନି, ପ୍ରୟାସ କରୁଛି ମାଙ୍କଡ଼, ଭିଡିଓ ଭାଇରାଲ

ମଣିଷକୁ ଭଗବାନ ବୁଦ୍ଧି ବିବେକ ସବୁ ଦେଇଛନ୍ତି ମାତ୍ର କିଛି ଲୋକ ଏହାକୁ କାମରେ ଲଗାଇ ନ ଥାନ୍ତି। ମଣିଷ ସିନା ସଚେତନ ନୁହନ୍ତି, କିନ୍ତୁ ମାଙ୍କଡ଼ଟିଏ ସମ୍ପୂର୍ଣ୍ଣ ସଚେତନ। ଯାହାକୁ ମଣିଷ ଅଣଦେଖା କରି ଚାଲି ଯାଉଛନ୍ତି ସାମାନ୍ୟ ପଶୁଟିଏ…

ବିଶ୍ୱର ସବୁଠାରୁ ପୁରୁଣା ହୋଟେଲ: ଗୋଟିଏ ରାତି ପାଇଁ ଦେବାକୁ ପଡ଼େ ୩୩ ହଜାର, ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ପାଇଛି ସ୍ଥାନ

ବିଶ୍ୱରେ ଅନେକ ପୁରାତନ ହୋଟେଲମାନ ରହିଛି। ଯାହାକି ସମୟ ସାଙ୍ଗକୁ ପରିବର୍ତ୍ତନ ମଧ୍ୟ ହୋଇଥାଏ। ମାତ୍ର ଜାପାନରେ ଏମିତି ଏକ ହୋଟେଲ ରହିଛି, ଯାହା ଆଜି ଇତିହାସ ପାଲଟିିଛି। ‘ନିଶିୟାମା ଓନ୍‌ସେନ କ୍ୟୁନାକାନ୍‌’ ନାମକ ଏହି ହୋଟେଲ ବିଶ୍ୱର ସବୁଠାରୁ ପୁରାତନ।…

ନଦୀ ପାଣିରେ ତିଆରି ହୋଇଛି ଜୋତା, ଦାମ୍‌ ୨ ଲକ୍ଷ

ବଜାରରେ ଭିନ୍ନ ଭିନ୍ନ ରକମର ଜୋତା ବିକ୍ରି ହେଉଛି। କିନ୍ତୁ ନାଇକ୍‌ କମ୍ପାନୀ ସବୁବେଳେ ଗ୍ରାହକଙ୍କ ପାଇଁ ନୂଆ କିଛି କରି ବଜାରକୁ ଛାଡ଼ିଥାଏ। ଏବେ ଏହି କମ୍ପାନୀ ୯୭ ହଳ ନୂଆ ଜୋତା ବଜାରକୁ ଛାଡ଼ିଛି। ଜୋତାର ସ୍ବତନ୍ତ୍ରତା ଜାଣିଲେ…

ଭାଲୁ ପ୍ରେମରେ ‘ଭେରା’

ମସ୍କୋ: ମଣିଷ-ପ୍ରାଣୀ ମଧ୍ୟରେ ସମ୍ପର୍କ କାହିଁ କେଉଁ କାଳରୁ ରହିଆସିଛି। ହେଲେ ଯେବେ ଜଙ୍ଗଲୀ ଜନ୍ତୁ କଥା ଉଠେ, ତେବେ ଜଣେ ତା’ ସହ ଭାବ ବଢ଼ାଇବା ଆଗରୁ ନିଶ୍ଚିତ ଶହେ ଥର ଚିନ୍ତା କରିବ। ଏ କ୍ଷେତ୍ରରେ ଭେରା ବ୍ଲିଶ୍‌ଙ୍କ…

ବିବାହ ବାର୍ଷିକୀ ପାଳନ କରିବାକୁ ସମୁଦ୍ରକୂଳକୁ ଯାଇଥିଲେ ଦମ୍ପତି, କୂଳରୁ ଯାହା ପାଇଲେ ଲୋମ ଟାଙ୍କୁରି ଉଠିଲା

ଇଂଲଣ୍ଡରେ ରହୁଥିବା ଡେବରା ଓଲିବର ସ୍ବାମୀଙ୍କ ସହିତ ୪୨ତମ ବିବାହ ବାର୍ଷିକୀ ପାଳନ କରିବା ପାଇଁ ସମୁଦ୍ରକୂଳକୁ ଯାଇଥିଲେ। ଉଭୟ ଖୁସି ମନାଉଥିବାବେଳେ ସମୁଦ୍ରକୂଳରୁ ଏମିତି ଏକ ଜିନିଷ ପାଇଲେ, ଯାହା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସମୁଦ୍ର ଢେଉରେ ଏକ…

ଆଜି ବିଶ୍ୱ ଆର୍ଥ୍ରାଇଟିସ୍‌ ଦିବସ

ଆର୍ଥ୍ରାଇଟିସ୍‌ ହେଉଛି ଏକ ଅସ୍ଥିଜନିତ ରୋଗ। ଏଥିରେ ଆକ୍ରାନ୍ତ ହେଲେ ଅସ୍ଥିର ଯୋଡ଼ାସ୍ଥଳୀରେ ଅଧିକ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ଏହାର ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ଅଭିଜ୍ଞ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଆବଶ୍ୟକ। ଆର୍ଥ୍ରାଇଟିସ୍‌ ସମ୍ପର୍କରେ ଜନସଚେତନତା ସୃଷ୍ଟି…

୧୭୦୦ ବର୍ଷ ପୁରୁଣା: ଚାଇନା-ମାମଲ୍ଲାପୁରମ୍‌ ସମ୍ପର୍କ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନାର ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ଦ୍ୱିତୀୟଥର ପାଇଁ ଅନୌପଚାରିକ ଆଲୋଚନା ଚେନ୍ନାଇ ନିକଟସ୍ଥ ମାମଲ୍ଲାପୁରମ୍‌(ମହାବଲୀପୁରମ୍‌)ରେ କରାଯିବା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହାର ପ୍ରକୃତ କାରଣ ହେଲା ଚାଇନା ଏବଂ ମାମଲ୍ଲାପୁରମ୍‌ ମଧ୍ୟରେ ରହିଥିବା ଘନିଷ୍ଟ…

କିନ୍ନରଙ୍କୁ ଦାନ କରନ୍ତୁ କଉଡି

ସମାଜରେ ତୃତୀୟ ଲିଙ୍ଗ ଭାବେ ପରିଚିତ କିନ୍ନରଙ୍କ ଆଶୀର୍ବାଦ ହେଉ ଅବା ଅଭିଶାପ ଏହା ସାଧାରଣ ବ୍ୟକ୍ତିଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ ରହିଛି। ଜ୍ୟୋତିର୍ବିଦଙ୍କ ମତରେ ଏମାନଙ୍କୁ ଦାନ ଦେଲେ ଶୁଭଫଳ ପ୍ରାପ୍ତି ହୋଇଥାଏ। ମଙ୍ଗଳ ଓ…

ଏହି ୪ କାରଣ ଲାଗି ଅଭୁଲା ପ୍ରଥମ ପ୍ରେମ..

କୁହାଯାଏ ପ୍ରଥମ ପ୍ରେମ ଅଭୁଲା। ଯୌବନର ପ୍ରଥମ ଚରଣରେ ସାଥୀ ପାଇଁ ମନରେ ସୃଷ୍ଟି ହୋଇଥିବା ଆବେଗ ପ୍ରେମକୁ ସ୍ବତନ୍ତ୍ର କରିଥାଏ। ଏଥିପାଇଁ ପ୍ରଥମ ପ୍ରେମର ଅନେକ ମୁହୂର୍ତ୍ତ ଜୀବନର ସ୍ମୃତି ହୋଇରହିଯାଏ। ପ୍ରେମ ୫୦ ବର୍ଷ ପୂର୍ବର ହେଲେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?