ଲୁଣ ଖଣିରେ ସ୍ପା
ମନ, ଶରୀରକୁ ରିଲାକ୍ସ କରିବା ପାଇଁ ଆଜିକାଲି ବିଭିନ୍ନ ବିୟୁଟି ଥେରାପି ସଂସ୍ଥା ବିଭିନ୍ନ ସ୍ପା ସେବା ପ୍ରଦାନ କରିଥାନ୍ତି। ତେବେ ୟୁରୋପର ବେଲାରୁଷଠାରେ ରହିଛି ଏଭଳି କିଛି ଲୁଣ ଖଣି ଯେଉଁଠାରେ ପର୍ଯ୍ୟଟକମାନଙ୍କୁ ଏକ ନିଆରା ସ୍ପାର ଅନୁଭୂତି...
ଶରୀର କଳାଜାଇରେ ଭରା, ତଥାପି ହେଲେ ମଡେଲ
ବ୍ରିଙ୍ଗହାମ୍ର ଚେରିଲ ସ’ ଏକ ବିରଳ ଚର୍ମ ରୋଗ କଞ୍ଜେନିଟାଲ ମାଲାନୋସାଇଟିସ୍ରେ ଆକ୍ରାନ୍ତ ହୋଇଥିଲେ। ଫଳରେ ତାଙ୍କ ଶରୀର ସାରା ବଡ ବଡ କଳା ଜାଇ ହୋଇଯାଇଥିଲା। ସେଥିପାଇଁ ପିଲାଦିନୁ ସେ ସମାଜର ଅନେକ ଗଞ୍ଜଣା ଶୁଣିଛନ୍ତି। କିଏ ତାଙ୍କୁ...
ବେଲୁନ୍ ଲ୍ୟାମ୍ପ: ଉଚ୍ଚତା ୩୫ ସେ.ମି., ମୂଲ୍ୟ ୩୭ ଡଲାର
ହରର୍ ମୁଭି ଦେଖିବାକୁ ଭଲ ପାଉଥିବା ବ୍ୟକ୍ତି ନିଶ୍ଚିତଭାବେ ୨୦୧୭ରେ ଆସିଥିବା ଷ୍ଟିଫେନ୍ କିଙ୍ଗଙ୍କ ଉପନ୍ୟାସ ‘ଇଟ୍’ ଉପରେ ଆଧାରିତ ଚଳଚ୍ଚିତ୍ର ଦେଖିଥିବେ। ସେଥିରେ ମୁଖ୍ୟ ଖଳନାୟକ ଚରିତ୍ରରେ ଅଭିନୟ କରୁଥିବା ଜୋକର୍ ହାତରେ ଏକ ଲାଲ ରଙ୍ଗର ବେଲୁନ୍...
ତାପମାତ୍ରାକୁ ଅନୁଭବ କରିପାରୁଥିବା ଟେବୁଲ
ଆଜିକାଲି ଅନେକ ପ୍ରକାରର ଆସବାବପତ୍ର ଆସିଗଲାଣି। ଫୋଲ୍ଡିଂ ଆସବାବ ସହ ବିଭିନ୍ନ ଅଜବ ଆସବାବ ବି ରହିଛି। ନିକଟରେ ଆଉ ଏକ ପ୍ରକାରର ଅଜବ ଆସବାବପତ୍ର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ୟୁକେ, ଅକ୍ସଫୋର୍ଡର ଡିଜାଇନର୍ ଜେ’ ଓ୍ବାଟସନ୍ ତିଆରି...
ବାୟୋନିକ ହାତ ଦେଇଛି ନୂଆ ଜୀବନ
ଆଠ ବର୍ଷ ବୟସର ଫ୍ରେଡି ପେନ୍। ଜନ୍ମରୁ ତାଙ୍କର ଡାହାଣ ହାତ ନ ଥିଲା। ତେଣୁ ବିଭିନ୍ନ କାମ ପାଇଁ ତାଙ୍କୁ ଅନ୍ୟ ଉପରେ ନିର୍ଭର କରିବାକୁ ପଡୁଥିଲା। ନା ପ୍ରିୟ ସ୍କୁଟର ଚଳାଇପାରୁ ଥିଲେ ନା ଦୁଇ ହାତରେ...
ଭିନ୍ନ ଏହି କ୍ୟାମ୍ପିଙ୍ଗ୍ ସାମଗ୍ରୀ
ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି କିଛି ରୋମାଞ୍ଚକର ଅନୁଭୂତି ପାଇବା ପାଇଁ କେତେ ଲୋକ କ୍ୟାମ୍ପିଙ୍ଗ୍ରେ ଯିବାକୁ ପସନ୍ଦ କରିଥାନ୍ତି। ତେବେ ଏହି କ୍ୟାମ୍ପିଙ୍ଗ୍କୁ ଯିବା ପୂର୍ବରୁ ଆବଶ୍ୟକ ତଥା ସୁରକ୍ଷା ଦୃଷ୍ଟିରୁ କିଛି ଖାସ୍ ସାମଗ୍ରୀକୁ ସାଙ୍ଗରେ...
ପର୍ଯ୍ୟଟନସ୍ଥଳୀ: ତାମିଲନାଡୁର ଅମ୍ବାସମୁଦ୍ରମ୍
ତାମିଲନାଡୁର ଏକ ଧାର୍ମିକ ପର୍ଯ୍ୟଟନସ୍ଥଳୀ ଭାବେ ଅମ୍ବାସମୁଦ୍ରମ୍ର ଭଲ ନାଁ ରହିଛି। ଦେବସ୍ଥଳୀ ବ୍ୟତୀତ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଅନେକ ଜଳପ୍ରପାତ, ଡ୍ୟାମ୍ ତଥା ଅଭୟାରଣ୍ୟ ବି ଅଛି। ଖାସ୍ ସେଥିପାଇଁ ବର୍ଷସାରା ଏଠାରେ ଆଗନ୍ତୁକଙ୍କର...
ଛାତ୍ରୀଛାତ୍ରଙ୍କ ବହିକିଣାରେ ପ୍ରଥମ ଦରମା ଟଙ୍କା ଖର୍ଚ୍ଚ ହୋଇଥିଲା: ଶିକ୍ଷାବିତ୍ ସ୍ବାଧୀନ ଶେଖର ଷଡ଼ଙ୍ଗୀ
ଶିକ୍ଷାବିତ୍ ତଥା ସାମାଜିକ କର୍ମୀ ସ୍ବାଧୀନ ଶେଖର ଷଡ଼ଙ୍ଗୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… କଟକ ସଦର ୪୨ ମୌଜା ଅନ୍ତର୍ଗତ ଏରଞ୍ଚ ଗାଁରେ ମୋ ଜନ୍ମ। ବେଣ୍ଟକାର ଉଚ୍ଚବିଦ୍ୟାଳୟରୁ ୧୯୭୬ରେ ଏକାଦଶ ପାସ୍ କରିବା ପରେ...
ସମାଜ ପାଇଁ ଉଦାହରଣ: ମାଗଣାରେ ଟ୍ରେନିଂ ଦେଇ ଶିକ୍ଷାର୍ଥୀଙ୍କୁ ସ୍ବାବଲମ୍ବୀ କରୁଥିବା ମଣିଷ
ସମାଜରେ ଏମିତି କେତେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ କି ନିଜସ୍ବ ଉଦ୍ୟମରେ କିଛି ନିଆରା କାର୍ଯ୍ୟ କରିଥାନ୍ତି। ଦିନେ କି ଦୁଇଦିନ ନୁହେଁ, ଅନେକ ଦିନଧରି ଚାଲୁ ରଖିଥାଆନ୍ତି କେତେକ ଗଠନମୂଳକ ସାମାଜିକ କାର୍ଯ୍ୟ। ଏଥିପାଇଁ କାହାରିକୁ କେବେ କିଛି...
ସ୍ବଚ୍ଛତାର ଅଜବ ତରିକା
କାନପୁର: ସ୍ବଚ୍ଛ ଭାରତ ଯୋଜନାକୁ କେମିତି ସଫଳତା ମିଳିବ ତାହା ପାଇଁ ସରକାରୀ ତଥା ବ୍ୟକ୍ତିଗତ ସ୍ତରରେ ଦେଶର ସବୁଆଡେ ଚେଷ୍ଟା କରାଯାଉଛି। କିନ୍ତୁ ଛତିଶଗଡ଼ ଭିଲାଇର ଓ୍ବେଲ୍ଫେୟାର ଫାଉଣ୍ଡେଶନ ଯେଉଁ ଉପାୟ ଆପଣାଇଛିି ତାହା ସାରା ଦେଶକୁ ଏକ...
ହ୍ବାଟ୍ସ୍ଆପ୍ ମେସେଜ୍ରେ ବଢୁଛି ଶର୍ଟଫର୍ମର ବ୍ୟବହାର, କେଉଁଟି କ’ଣ ସୂଚାଏ ଜାଣନ୍ତୁ…
ଆଜିକାଲି ହ୍ବାଟ୍ସ୍ଆପ୍ର ବହୁଳ ବ୍ୟବହାର କରାଯାଉଛି। ଏଥିରେ ଇଂରାଜୀ ହେଉ କି ହିନ୍ଦୀ, ସବୁଥିରେ ଶର୍ଟଫର୍ମ ବ୍ୟବହାର କରାଯାଇ ମେସେଜ୍ ପଠାଯାଉଛି। ଯଦି କିଛି ମଜାଳିଆ କଥା କୁହାଯାଏ ତେବେ ପାଟିରୁ ସ୍ବତଃ ପ୍ରବୃତ୍ତ ଭାବେ LoL ବାହାରିପଡ଼େ। ସେମିତି...
ଅଭିଶପ୍ତ ଗାଁ: ଯେଉଁଠି ରୁହନ୍ତି ଗୋଟିଏ ସର୍ନେମ୍ର ଲୋକେ
ଗୁଜରାଟର ମୋରବି ଜିଲା ଅନ୍ତର୍ଗତ ଏକ ଗାଁକୁ ଅଭିଶପ୍ତ ଗାଁ ବୋଲି କୁହାଯାଏ। କାରଣ ଏଠାରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଗୋଟିଏ ସରନେମ ବା ସାଜ୍ଞା। ପ୍ରାୟ ୭ଶହ ଲୋକ ଏହି ଗାଁରେ ରହୁଥିବା ବେଳେ ସମସ୍ତଙ୍କ ସର୍ନେମ୍ ‘ଚରବାଡିଆ’।...
Archives


