ନଦୀ ପାଣିରେ ତିଆରି ହୋଇଛି ଜୋତା, ଦାମ୍ ୨ ଲକ୍ଷ
ବଜାରରେ ଭିନ୍ନ ଭିନ୍ନ ରକମର ଜୋତା ବିକ୍ରି ହେଉଛି। କିନ୍ତୁ ନାଇକ୍ କମ୍ପାନୀ ସବୁବେଳେ ଗ୍ରାହକଙ୍କ ପାଇଁ ନୂଆ କିଛି କରି ବଜାରକୁ ଛାଡ଼ିଥାଏ। ଏବେ ଏହି କମ୍ପାନୀ ୯୭ ହଳ ନୂଆ ଜୋତା ବଜାରକୁ ଛାଡ଼ିଛି। ଜୋତାର ସ୍ବତନ୍ତ୍ରତା...
ଭାଲୁ ପ୍ରେମରେ ‘ଭେରା’
ମସ୍କୋ: ମଣିଷ-ପ୍ରାଣୀ ମଧ୍ୟରେ ସମ୍ପର୍କ କାହିଁ କେଉଁ କାଳରୁ ରହିଆସିଛି। ହେଲେ ଯେବେ ଜଙ୍ଗଲୀ ଜନ୍ତୁ କଥା ଉଠେ, ତେବେ ଜଣେ ତା’ ସହ ଭାବ ବଢ଼ାଇବା ଆଗରୁ ନିଶ୍ଚିତ ଶହେ ଥର ଚିନ୍ତା କରିବ। ଏ କ୍ଷେତ୍ରରେ ଭେରା...
ବିବାହ ବାର୍ଷିକୀ ପାଳନ କରିବାକୁ ସମୁଦ୍ରକୂଳକୁ ଯାଇଥିଲେ ଦମ୍ପତି, କୂଳରୁ ଯାହା ପାଇଲେ ଲୋମ ଟାଙ୍କୁରି ଉଠିଲା
ଇଂଲଣ୍ଡରେ ରହୁଥିବା ଡେବରା ଓଲିବର ସ୍ବାମୀଙ୍କ ସହିତ ୪୨ତମ ବିବାହ ବାର୍ଷିକୀ ପାଳନ କରିବା ପାଇଁ ସମୁଦ୍ରକୂଳକୁ ଯାଇଥିଲେ। ଉଭୟ ଖୁସି ମନାଉଥିବାବେଳେ ସମୁଦ୍ରକୂଳରୁ ଏମିତି ଏକ ଜିନିଷ ପାଇଲେ, ଯାହା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସମୁଦ୍ର ଢେଉରେ...
ଆଜି ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ
ଆର୍ଥ୍ରାଇଟିସ୍ ହେଉଛି ଏକ ଅସ୍ଥିଜନିତ ରୋଗ। ଏଥିରେ ଆକ୍ରାନ୍ତ ହେଲେ ଅସ୍ଥିର ଯୋଡ଼ାସ୍ଥଳୀରେ ଅଧିକ ଯନ୍ତ୍ରଣା ଅନୁଭୂତ ହୋଇଥାଏ। ଏହାର ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ଅଭିଜ୍ଞ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଆବଶ୍ୟକ। ଆର୍ଥ୍ରାଇଟିସ୍ ସମ୍ପର୍କରେ ଜନସଚେତନତା...
୧୭୦୦ ବର୍ଷ ପୁରୁଣା: ଚାଇନା-ମାମଲ୍ଲାପୁରମ୍ ସମ୍ପର୍କ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନାର ରାଷ୍ଟ୍ରପତି ଜିନ୍ପିଙ୍ଗ୍ ଦ୍ୱିତୀୟଥର ପାଇଁ ଅନୌପଚାରିକ ଆଲୋଚନା ଚେନ୍ନାଇ ନିକଟସ୍ଥ ମାମଲ୍ଲାପୁରମ୍(ମହାବଲୀପୁରମ୍)ରେ କରାଯିବା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହାର ପ୍ରକୃତ କାରଣ ହେଲା ଚାଇନା ଏବଂ ମାମଲ୍ଲାପୁରମ୍ ମଧ୍ୟରେ ରହିଥିବା...
କିନ୍ନରଙ୍କୁ ଦାନ କରନ୍ତୁ କଉଡି
ସମାଜରେ ତୃତୀୟ ଲିଙ୍ଗ ଭାବେ ପରିଚିତ କିନ୍ନରଙ୍କ ଆଶୀର୍ବାଦ ହେଉ ଅବା ଅଭିଶାପ ଏହା ସାଧାରଣ ବ୍ୟକ୍ତିଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ ରହିଛି। ଜ୍ୟୋତିର୍ବିଦଙ୍କ ମତରେ ଏମାନଙ୍କୁ ଦାନ ଦେଲେ ଶୁଭଫଳ ପ୍ରାପ୍ତି ହୋଇଥାଏ। ମଙ୍ଗଳ...
ଏହି ୪ କାରଣ ଲାଗି ଅଭୁଲା ପ୍ରଥମ ପ୍ରେମ..
କୁହାଯାଏ ପ୍ରଥମ ପ୍ରେମ ଅଭୁଲା। ଯୌବନର ପ୍ରଥମ ଚରଣରେ ସାଥୀ ପାଇଁ ମନରେ ସୃଷ୍ଟି ହୋଇଥିବା ଆବେଗ ପ୍ରେମକୁ ସ୍ବତନ୍ତ୍ର କରିଥାଏ। ଏଥିପାଇଁ ପ୍ରଥମ ପ୍ରେମର ଅନେକ ମୁହୂର୍ତ୍ତ ଜୀବନର ସ୍ମୃତି ହୋଇରହିଯାଏ। ପ୍ରେମ ୫୦ ବର୍ଷ ପୂର୍ବର ହେଲେ...
ପ୍ରଥମ ଦେଖାର ୪ଘଣ୍ଟା ମଧ୍ୟରେ ଦୁର୍ଗାମଣ୍ଡପରେ ବିବାହ କଲେ ପ୍ରେମୀଯୁଗଳ
ଝିଅ ପୁଅଙ୍କ ବିବାହ ପୂର୍ବରୁ ହିଁ ସ୍ବର୍ଗରେ ନିଷ୍ପତ୍ତି ହୋଇଥାଏ। ବିଶ୍ୱରେ କାହା ପାଇଁ କିଏ ନା କିଏ ନିଶ୍ଚୟ ଗଢ଼ା ହୋଇଛି। ଖାଲି ସମୟ ହେଲେ ଦୁଇ ଜଣ ଏକାଠି ହେବାର ଅପେକ୍ଷା ଥାଏ ବୋଲି କୁହାଯାଏ। ବହୁଥିର...
ଆସାଇନ୍ମେଣ୍ଟ ବଦଳରେ ଚିରା କାଗଜ ଦେଇ ଛାତ୍ର ପାଇଲେ ‘ଏ’ ଗ୍ରେଡ୍, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ସ୍କୁଲ,କଲେଜରେ ପଢ଼ିବା ସମୟରେ ଆପଣଙ୍କୁ ଆସାଇନ୍ମେଣ୍ଟ ଲେଖିବାକୁ କୁହାଯାଇଥିବ ନିଶ୍ଚିତ। ଅଧିକ ନମ୍ବର ପାଇବା ପାଇଁ ଦିନରାତି ଏକ କରି ଆସାଇନ୍ମେଣ୍ଟ ଲେଖିବାକୁ ପଡ଼ିଥାଏ। କିନ୍ତୁ ଜଣେ ଛାତ୍ର ତାଙ୍କ ଶିକ୍ଷୟିତ୍ରୀଙ୍କୁ କିଛି ଚିରା କାଗଜର ଆସାଇନ୍ମେଣ୍ଟ ଧରାଇଥିଲେ ମଧ୍ୟ...
ସପ୍ତଫେଣୀ ସାପ କାତି ଦେଖି ଲୋକଙ୍କ ପୂଜାର୍ଚ୍ଚନା
କର୍ନାଟକର କନକାପୁରା ନାମକ ଗାଁର ଲୋକେ ସପ୍ତଫେଣୀ ସାପର କାତି ଦେଖିଥିବା କହିଛନ୍ତି। ଏହି ଗାଁର ଲୋକମାନେ ବୁଧବାର ସକାଳୁ ଏପରି ବିରଳ ସାପ କାତି ଦେଖିଥିବା କହିଛନ୍ତି। ହିନ୍ଦୁ ପୌରାଣିକ ଶାସ୍ତ୍ରରେ ଏପରି ସପ୍ତଫେଣୀ ସାପ କଥା ବର୍ଣ୍ଣିତ...
ବିବାହର ଦିନକୁ ପୂର୍ବରୁ ଏମିତି କଲେ ଭାବି ସ୍ବାମୀ, ଜେଲ ପଠାଇଲେ ଭାବି ସ୍ତ୍ରୀ
ଲୋକେ ନିଜ ମନପସନ୍ଦର ବ୍ୟକ୍ତିଙ୍କୁ ବିବାହ କରିବା ପାଇଁ କିଛି ବି କରିପାରନ୍ତି। ସେମିତି କିଛି କରିଛନ୍ତି ଆମେରିକାର ଟେକ୍ସାସ୍ରେ ରହୁଥିବା ଜଣେ ବ୍ୟକ୍ତି। ନିଜ ନିର୍ବନ୍ଧ ସରିଥିବା ଯୁବତୀଙ୍କୁ ବିବାହ କରିବା ପାଇଁ ସେ ବ୍ୟାଙ୍କ୍ ଲୁଟ୍ କରିଛନ୍ତି।...
ନୂଆ ଟ୍ରେଣ୍ଡ୍ : ଟ୍ରାଇବାଲ ଆର୍ଟ
ଭୁବନେଶ୍ୱର,୧୧।୧୦(ବ୍ୟୁରୋ) : ପଞ୍ଚତାରକା ହୋଟେଲରୁ ଆରମ୍ଭକରି ନାମୀଦାମୀ ଅଫିସର ଲବି ପର୍ଯ୍ୟନ୍ତ, ଲ୍ୟାଭିସ୍ ରେସ୍ତୋରାଁରୁ ଲୋକଙ୍କ ଡ୍ରଇଂ ରୁମ୍ ପର୍ଯ୍ୟନ୍ତ, ଆଜିକାଲି ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳୁଛି ଟ୍ରାଇବାଲ ଆର୍ଟର ଆକର୍ଷଣୀୟ ଚିତ୍ରକଳା। ସଉରା ହେଉ କି ଗଣ୍ଡ ପେଣ୍ଟିଂ,...
Archives


