ଏମିତି ରେଡିଓ ଷ୍ଟେଶନ, ଯେଉଁଠି ସିଧା ଯୋଗାଯୋଗ ହୋଇଥାଏ ଏଲିଅନ୍ଙ୍କ ସହ
ଋଷ୍: ଏହି ଦେଶର ସେଣ୍ଟ ପୋର୍ଟସବର୍ଗ ସହରଠାରୁ ଦୂର ଶୂନ୍ଶାନ୍ ସ୍ଥାନରେ ରହିଛି ଏକ ରେଡିଓ ଷ୍ଟେଶନ। ଏହି ରେଡିଓ ଷ୍ଟେଶନରୁ ଅନ୍ତରାଳରେ କିଛି ପ୍ରସାରଣ ହୋଇଥାଏ। ଯେତେବେଳେ ଅନ୍ୟ ରେଡିଓ ଷ୍ଟେଶନରୁ ପ୍ରସାରଣ ବନ୍ଦ ହୋଇଥାଏ ଠିକ୍ ଏହି...
ବିକଳ୍ପ ଶକ୍ତି ଭବିଷ୍ୟତର ଭରସା
ଜାତିସଂଘ: ବିଶ୍ୱରେ ୧୪ ଡିସେମ୍ବରରେ ବିଶ୍ୱ ଶକ୍ତି ସଂରକ୍ଷଣ ଦିବସ ପାଳନ କରାଯାଉଛି। ଶକ୍ତି କ୍ଷୟ ରୋକିବା ଓ ଏହାର ବିନିଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ ଏହି ଦିବସ। ଦୈନନ୍ଦିନ ଜୀବନରେ ଶକ୍ତିର ଉପଯୋଗ ଓ ପରିବେଶ ଉପରେ...
ପ୍ରଥମ ସାମୁଦ୍ରିକ କବରଖାନା
କୋଝିକୋଡ: ସମୁଦ୍ରର ଅଥଳ ଜଳରାଶିଠାରୁ ଆରମ୍ଭ କରି ଏଭେରଷ୍ଟ, ଆମାଜନର ଘଞ୍ଚ ଜଙ୍ଗଲରୁ ସାହାରାର ବିସ୍ତୀର୍ଣ୍ଣ ମରୁପ୍ରାନ୍ତ ଯାଏ ସବୁଠି ମନୁଷ୍ୟକୃତ ଆବର୍ଜନାର ପାହାଡ଼। ଜାଣତ କିମ୍ବା ଅଜାଣତରେ ପ୍ରାକୃତିକ ପରିବେଶରେ ଏପରି ହସ୍ତକ୍ଷେପ ଏବେ ମଣିଷ ଜାତି ପାଇଁ...
ଏହି ଦେଶର ମହାରାଣୀଙ୍କ ପାଖରେ ନାହିଁ ପାସପୋର୍ଟ: ବୁଲି ସାରିଲେଣି ଶହେରୁ ଊର୍ଦ୍ଧ୍ୱ ଦେଶ
ପାସପୋର୍ଟ ବା ଭିଜା ନ ଥିଲେ ଜଣେ ବ୍ୟକ୍ତି ନିଜ ଦେଶ ବ୍ୟତୀତ ବିଦେଶ ଭ୍ରମଣ କରିପାରିବ ନାହିଁ। ହେଲେ ବ୍ରିଟେନର ମହାରାଣୀ ଏଲିଜାବେଥ-୨ ଏକମାତ୍ର ମହିଳା ଯେ କି ବିନା ପାସପାର୍ଟ ବା ଭିଜାରେ ଶହେରୁ ଊର୍ଦ୍ଧ୍ୱ ଦେଶ...
ଏହି ଯୁବକଙ୍କ ପାଟିରୁ ନୁହେଁ, ଛାତିରୁ ଶୁଭୁଛି ସିଟି; କାରଣ ଜାଣି ଡାକ୍ତର ହେଲେ ଆଶ୍ଚର୍ଯ୍ୟ
ହିମାଚଳପ୍ରଦେଶ: ସାଧାରଣତଃ ଲୋକେ ପାଟିରେ ସିଟି ବା ହୁଇସିଲ୍ ବଜାଇଥା’ନ୍ତି। ମାତ୍ର ଜଣେ ବ୍ୟକ୍ତିଙ୍କ ଛାତିରୁ ସିଟି ବଜାଇବାର ଶବ୍ଦ ଶୁଭୁଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ହିମାଚଳପ୍ରଦେଶରେ ରହୁଥିବା ଜଣେ ଯୁବକଙ୍କଠାରେ ଏପରି ଦେଖିବାକୁ ମିଳିଛି। ହିମାଚଳ ସ୍ବାସ୍ଥ୍ୟ...
ଏମିତି ବହି: ଚାହିଁଲେ ମଧ୍ୟ ପଢ଼ିପାରିବେନି, ଜାଣନ୍ତୁ କାରଣ
ବିଶ୍ୱରେ ଅନେକ ଅଜବ ଜିନିଷ ଭରପୂର ହୋଇରହିଛି। ଯାହାର କାରଣ ଆଜି ମଧ୍ୟ ଅସ୍ପଷ୍ଟ। ସେହିପରି ଏକ ଅଜବ ବହି ଦେଖିବାକୁ ମିଳିଛି ଇଂଲଣ୍ଡରେ। ଯାହାକୁ ଆପଣ ଚାହିଁଲେ ମଧ୍ୟ ପଢ଼ିପାରିବେନି। ୨୪୦ ପୃଷ୍ଠାର ଏହି ବହିକୁ ଆଜିପର୍ଯ୍ୟନ୍ତ କେହି...
ସମର୍ପଣର ପ୍ରତୀକ ଆହ୍ଲାଦିନୀ
ଯେତିକି ଧର୍ମପ୍ରାଣା, ସେତିକି ପରୋପକାରୀ ଓ ମିଷ୍ଟଭାଷୀ ଥିଲେ ସ୍ବର୍ଗତା ଆହ୍ଲାଦିନୀ ମିଶ୍ର। ନିଜ କର୍ମମୟ ଜୀବନରେ ସମାଜ ପ୍ରତି ଥିଲା ତାଙ୍କର ଅନେକ ଅବଦାନ। ଏକ ରକ୍ଷଣଶୀଳ ବ୍ରାହ୍ମଣ ପରିବାରର ବୋହୂ ଥିଲେ ବି ଘରୁ ଗୋଡ଼ କାଢ଼ି...
ପୁରୁଷମାନଙ୍କୁ ଘରକୁ ଡାକନ୍ତି ଏହି ମହିଳା: ତାଙ୍କ କଥା ନ ମାନିଲେ କରିଥା’ନ୍ତି ଏପରି କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ବ୍ରିଟେନ୍ର ଜଣେ ମହିଳା ପ୍ରଥମେ ପୁରୁଷମାନଙ୍କୁ ପ୍ରେମ ଜାଲରେ ଫସାଇ ନିଜ ଘରକୁ ଡାକିଥା’ନ୍ତି। ପରେ ସେମାନଙ୍କୁ ଏପରି କିଛି ନିର୍ଦ୍ଦେଶ ଦେଇଥା’ନ୍ତି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଘରକୁ ଡାକୁଥିବା ପୁରୁଷମାନଙ୍କୁ ସେ ମହିଳାଙ୍କ ପୋଷାକ ପିନ୍ଧିବାକୁ କହିଥା’ନ୍ତି।...
ବିବାହ ପରେ ଯେଉଁଠି ନବଦମ୍ପତ୍ତିଙ୍କ ଦେହରେ ବୋଳାଯାଏ କାଦୁଅ…
ପୃଥିବୀର ଭିନ୍ନ ଭିନ୍ନ ଅଞ୍ଚଳରେ ନାନା ପ୍ରକାର ବିବାହ ପରମ୍ପରା ରହିଛି। ଏଭଳି ପରମ୍ପରା ପଛରେ କିଛି ରୋଚକ କାହାଣୀ ରହିଥାଏ । ସ୍କଟଲାଣ୍ଡ୍ରେ ବିବାହ ସମୟରେ ଏକ ଅଜବ ପରମ୍ପରା ପାଳିତ ହୋଇଥାଏ। ଏଠାରେ ବିବାହରେ ଯୋଗଦେବାକୁ ଆସିଥିବା...
ଗଛଲତାକୁ ବି ହୋଇଥାଏ କଷ୍ଟ: ରିସର୍ଚ୍ଚ ରିପୋର୍ଟ
ତେଲ୍ ଅଭିବ୍: ମଣିଷକୁ ଆଘାତ ଲାଗିଲେ କଷ୍ଟ ହୋଇଥାଏ। ଅନୁରୂପ ଭାବେ ଛୋଟ ବଡ଼ ସମସ୍ତ ପ୍ରାଣୀଙ୍କୁ ମଧ୍ୟ ଏଭଳି ଅନୁଭୁତି ହୋଇଥାଏ। ତେବେ ଗଛଲତାକୁ କାଟିଲେ ଅବା ପତ୍ର ଛିଣ୍ଡାଇଲେ କଷ୍ଟ ହୋଇଥାଏ। ଏନେଇ ଇସ୍ରାଏଲ୍ ତେଲ୍ ଅଭିବ୍...
୩୫ ଲକ୍ଷ ଟଙ୍କା ବୋନସ୍ ମିଳିବା ପରେ ବି କାନ୍ଦିଲେ କର୍ମଚାରୀ, ଜାଣନ୍ତୁ କାହିଁକି
ଓ୍ବାଶିଂଟନ୍,୧୨।୧୨: ବର୍ଷ ଶେଷ ହେବାକୁ ଆଉ କିଛି ଦିନ ବାକି ଅଛି। ଏହି ଉପଲକ୍ଷେ ବିଭିନ୍ନ କମ୍ପାନୀ କର୍ମଚାରୀଙ୍କୁ ଉପହାର ଦେବା ପାଇଁ ଘୋଷଣା କରିଛନ୍ତି। ଆମେରିକାର ଏକ ରିୟଲ୍ ଇଷ୍ଟେଟ୍ କମ୍ପାନୀ ପ୍ରତି କର୍ମଚାରୀଙ୍କୁ ୩୫ ଲକ୍ଷ ଟଙ୍କା...
ବିଶ୍ୱର ସବୁଠୁ ସୁରକ୍ଷିତ ଘର, ପରମାଣୁ ବୋମା ପଡ଼ିଲେ ବି ହେବ ନାହିଁ ନଷ୍ଟ
ନିଜ ଘରକୁ ସୁରକ୍ଷିତ ରଖିବାକୁ ସମସ୍ତେ ଚାହାନ୍ତି। ସେ ନେଇ ଘର ନିର୍ମାଣ ହେଉ କିମ୍ବା କିଣା ସମୟରେ ସୁରକ୍ଷା ନେଇ ଯୋଜନା ପ୍ରସ୍ତୁତ କରାଯାଇଥାଏ। ତେବେ ଆଜି ଏପରି ଏକ ଘର ବିଷୟରେ ଜଣାଇବୁ , ଯାହାକୁ ବିଶ୍ୱର...
Archives


