ଜମିରୁ କୃଷକ ପାଇଲେ ପ୍ରାଚୀନ ମୂର୍ତ୍ତି, ଦାମ୍ କୋଟିଏରୁ ଊର୍ଦ୍ଧ୍ୱ
ପାଟନା: ବିହାରର ଜଣେ କୃଷକ ଜମିରେ ଗାତ ଖୋଳୁଥିବା ସମୟରେ ଏକ ପ୍ରାଚୀନ ମୂର୍ତ୍ତି ପାଇଛନ୍ତି। ଯାହାର ଦାମ୍ କୋଟିଏରୁ ଊର୍ଦ୍ଧ୍ୱ ହେବ। ଏହି ମୂର୍ତ୍ତିକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଲାଗିଛି। କୃଷକ ଜଣକ ପ୍ରତିଦିନ ଜମିରେ...
ସରନେମ୍ ବ୍ୟବହାର ପାଇଁ ବିବାହରେ କଏନ୍ ଟସ୍ କଲେ ଦମ୍ପତି…
ସାଧାରଣତଃ ବିବାହ ପରେ ସ୍ବାମୀଙ୍କ ସରନେମ୍ ସ୍ତ୍ରୀମାନେ ବ୍ୟବହାର କରିଥାନ୍ତି। ତେବେ ନିକଟରେ ଫ୍ଲୋରିଡ଼ାରେ ଏକ ରୋଚକ ଘଟଣା ଘଟିଛି। କନ୍ୟାବର ବିବାହ କରିବାକୁ ଚର୍ଚ୍ଚରେ ପହଞ୍ଚିଥିଲେ। ସେଠାରେ ବିବାହ ପରେ କିଏ କାହାର ସରନେମ୍ ବ୍ୟବହାର କରିବ ସେ...
ଶୀତରେ ବି ଯୁବତୀଙ୍କ ଶରୀରରୁ ବୋହିଥାଏ ପ୍ରବଳ ଝାଳ: ପ୍ରତି ଘଣ୍ଟାରେ ସେ ବଦଳାନ୍ତି ପୋଷାକ …
ପୃଥିବୀର କେତେକ ଲୋକଙ୍କଠାରେ ବିରଳ ସମସ୍ୟା ଦେଖିବାକୁ ମିଳିଥାଏ। ଏପରି ଜଣେ ଯୁବତୀ ଆମେରିକାର ଟେକ୍ସାସ୍ରେ ଅଛନ୍ତି। ତାଙ୍କ ଶରୀରରୁ ବର୍ଷସାରା ପ୍ରବଳ ଝାଳ ବାହାରିଥାଏ। ଶୀତଦିନରେ ବି ପ୍ରବଳ ଝାଳ ଯୋଗୁ ସେ ପ୍ରତି ଘଣ୍ଟାରେ ପୋଷାକ ବଦଳାଇଥାନ୍ତି।...
ପ୍ରବଳ ଥଣ୍ଡା: ଏଠି ହାତୁଡ଼ିରେ ଫଟାଯାଉଛି ଅଣ୍ଡା; ଗାଡ଼ିରେ ବନ୍ଧାହେଉଛି ଲୁହା ଚେନ୍
ନୂଆଦିଲ୍ଲୀ,୨।୧: ସିଆଚେନ୍ରେ ପ୍ରବଳ ଥଣ୍ଡା ଅନୁଭୁତ ହୋଇଥାଏ। ଏଠାରେ ତାପମାତ୍ରା ମାଇନସ୍ ୪୦ ଡିଗ୍ରୀ ସେଲସିୟସ୍ରୁ ମଧ୍ୟ କମ୍ ରହିଥାଏ। ଏଠାରେ ପ୍ରାୟ ୩ରୁ ୪ ହଜାର ଭାରତୀୟ ଯବାନଙ୍କୁ ମୁତୟନ କରାଯାଇଛି। ଏଠାରେ ଟମାଟୋ ପ୍ରବଳ ଥଣ୍ଡାଯୋଗୁ ପଥର...
ଯେଉଁ ଦେଶର ମହିଳା ଖରା,ବର୍ଷାରେ ବାହାରନ୍ତିନି ବାହାରକୁ
ତାଇଓ୍ବାନ୍: ଛୋଟବେଳେ ଶୀଘ୍ରଶୀଘ୍ର ବଡ଼ ହୋଇଯିବାକୁ ସମସ୍ତଙ୍କର ଇଚ୍ଛା ହେଉଥିବା ବେଳେ ଯୁବାବସ୍ଥାରେ ପହଞ୍ଚିବା ପରେ ପ୍ରୌଢ଼ ଏବଂ ବାର୍ଦ୍ଧକ୍ୟକୁ କେହି ପସନ୍ଦ କରି ନ ଥା’ନ୍ତି। ଖାସ୍ ଏଥିପାଇଁ କିଏ କେତେ ଅର୍ଥ ବ୍ୟୟ କରି ଯୁବାବସ୍ଥାକୁ ବଜାୟ...
ମାଟି ତଳୁ ମିଳିଲା ୧୨ ଶହ ବର୍ଷ ପୁରୁଣା ସ୍ବର୍ଣ୍ଣମୁଦ୍ରା
ଜେରୁଜେଲମ୍,୨।୧: ଇସ୍ରାଏଲର ୟଓ୍ବନ ସହରରୁ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା କରାଯାଉଥିବା ଏକ ଖନନ ସମୟରେ ୧୨ ଶହ ବର୍ଷ ପୁରୁଣା ସ୍ବର୍ଣ୍ଣମୁଦ୍ରା ମିଳିଛି। ଏକ ଛୋଟ ମାଟି ପାତ୍ରରେ ସ୍ବର୍ଣ୍ଣମୁଦ୍ରା ଗୁଡ଼ିକ ଭର୍ତ୍ତି ହୋଇ ରହିଥିବା ସ୍ଥାନୀୟ ଆଣ୍ଟିକ୍ୱିଜ୍ ଅଥରିଟି...
୧୪ ମହଲା ବିଲ୍ଡିଂରେ ରହିଛି ଛୋଟ ସହର…
ଆମେରିକାର ଉତ୍ତରରେ ଥିବା ଆଲାସ୍କାର ହ୍ବିଟିୟରରେ ଏକ ୧୪ ମହଲା ବିଲ୍ଡିଂ ରହିଛି। ଏହି ବିଲ୍ଡିଂ ଏକ ଛୋଟ ସହର ସହିତ ସମାନ। ଏଠାରେ ୨ଶହ ପରିବାର ବାସ କରୁଛନ୍ତି। ଲୋକମାନଙ୍କ ପାଇଁ ଆବଶ୍ୟକ ସମସ୍ତ ସାଧାରଣ ବ୍ୟବସ୍ଥା ଏହି...
ଅଟା ଫିଙ୍ଗା ପର୍ବ, ନିୟମ ଭାଙ୍ଗିଲେ ଦେବାକୁ ପଡ଼େ…
ସ୍ପେନ୍: ୨୦୦ ବର୍ଷ ଧରି ସ୍ପେନ୍ରେ ଏକ ଭିନ୍ନ ପର୍ବ ପାଳନ କରାଯାଇଆସୁଛି। ଏହାକୁ ଫୁଡ୍ ଫେଷ୍ଟିଭାଲ୍ ମଧ୍ୟ କୁହାଯାଏ। ଏହି ପର୍ବରେ ଲୋକେ ଅଟା ଏବଂ ହର୍ବାଲ ରଙ୍ଗକୁ ବ୍ୟବହାର କରି ଖେଳିଥା’ନ୍ତି। ପ୍ରତିବର୍ଷ ଡିସେମ୍ବର ୨୮ରେ ସ୍ପେନ୍ର...
ଓବାମାଙ୍କ ଫେଭରାଇଟ୍ ମ୍ୟୁଜିକ୍ ତାଲିକାରେ ପ୍ରତୀକଙ୍କ ଆଲ୍ବମ୍
ନୂଆଦିଲ୍ଲୀ: ସଙ୍ଗୀତ ବିନା ଜୀବନ ରଙ୍ଗହୀନ। ଏହାର ଯାଦୁରେ ସମସ୍ତେ ମତୁଆଲା। ମନରେ ନୂଆ ଆନନ୍ଦ ଆଣିଦେଇଥାଏ ସଙ୍ଗୀତ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ମଧ୍ୟ ଜଣେ ସଙ୍ଗୀତପ୍ରେମୀ। ସମଗ୍ର ବିଶ୍ୱର ଲୋକପ୍ରିୟ ଗାୟକଙ୍କ ଗୀତ ସେ ଶୁଣିଥାନ୍ତି।...
ପିଲାଙ୍କୁ ପସନ୍ଦ ଡିଜିଟାଲ୍ ଲର୍ନିଂ
ଓ୍ମାଶିଂଟନ୍: ସ୍ମାର୍ଟଫୋନ୍, ଇ-ବୁକ୍ସ ଓ ଟାବଲେଟ୍ ପ୍ରତି ଛୋଟ ପିଲାମାନେ ଅଧିକ ଆକର୍ଷିତ ହେଉଛନ୍ତି। କିନ୍ତୁ ଏସବୁର ବ୍ୟବହାର ଦ୍ୱାରା ପିଲାମାନେ କିଛି ଶିଖି ପାରିବେ ନାହିଁ ବୋଲି ଅଭିଭାବକ ଚିନ୍ତାରେ ରହୁଛନ୍ତି। ହେଲେ ସ୍ମାର୍ଟଫୋନ୍ରେ ଯଦି ପିଲାଙ୍କୁ ଆକର୍ଷିତ...
କେବେ ନାରଙ୍ଗୀ ରଙ୍ଗର ଟୋପି ତ କେବେ କଳା ଚଷମା, ୨୦୧୯ରେ ଚର୍ଚ୍ଚାରେ ଥିଲା ମୋଦିଙ୍କ ଏହି ଲୁକ୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଗି ବର୍ଷ ୨୦୧୯ ସ୍ମରଣୀୟ ରହିଥିଲା। ସାଧାରଣ ନିର୍ବାଚନରେ ଭାଜପାର ସଫଳତା ଯୋଗୁ ଉକ୍ତ ବର୍ଷ ସେ ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ହୋଇଥିଲେ। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ଥିବା ପ୍ରଧାନମନ୍ତ୍ରୀଙ୍କ...
ପ୍ରତି ୬ ମାସରେ ବଦଳିଥାଏ ଏହି ଦ୍ୱୀପର ମାଲିକାନା
ବିଶ୍ୱରେ ଏମିତି ଏକ ଦ୍ୱୀପ ଅଛି, ଯାହାର ମାଲିକାନା ପ୍ରତି ୬ ମାସରେ ବଦଳିଥାଏ। ଦ୍ୱୀପଟି ଫ୍ରାନ୍ସ ଏବଂ ସ୍ପେନ୍ ମଝିରେ ଅବସ୍ଥିତ। ଯେଉଁଥିପାଇଁ ପ୍ରତି ୬ ମାସରେ ଦ୍ୱୀପଟି ଦେଶ ବଦଳାଇଥାଏ। ଏହି ଦୁଇ ଦେଶ ୬ ମାସ...
Archives


