ଫୁରସତ

ଏଠି ହୋଇଥାଏ ଅସ୍ଥାୟୀ ବିବାହ

ବିବାହ ସର୍ବଦା ସ୍ଥାୟୀ ବୋଲି କୁହାଯାଏ। ହେଲେ ବିଶ୍ୱରେ ଏମିତି ଏକ ଦେଶ ଅଛି ଯେଉଁଠି ଅସ୍ଥାୟୀ ବିବାହ କରାଯାଏ। ବେଳେବେଳେ ମାତ୍ର କିଛି ଘଣ୍ଟା ପାଇଁ ମଧ୍ୟ ବିବାହର ଆୟୋଜନ କରାଯାଇଥାଏ। ଇରାନରେ ଏଭଳି ବିବାହ ଦେଖିବାକୁ ମିଳେ।...

ରହସ୍ୟମୟୀ ଦ୍ୱୀପ : ଏଠାକୁ ଥରେ ଗଲେ ଫେରନ୍ତିନି ଲୋକେ

ଦୁନିଆରେ ଏମିତି କିଛି ସ୍ଥାନ ଅଛି, ଯାହା ଆଜି ବି ରହସ୍ୟମୟ। ନା ସେ ସ୍ଥାନ ସମ୍ପର୍କରେ ପ୍ରକୃତ ତଥ୍ୟ କେହି ଜାଣିପାରନ୍ତି ନା କିଛି ଦେଖିପାରନ୍ତି। ଏମିତି ଏକ ଦ୍ୱୀପ ରହିଛି ସ୍କଟ୍‌ଲାଣ୍ଡ୍‌ରେ। ଏହାର ନାଁ ‘ଆଇନହାଲୋ’। ଦ୍ୱୀପଟି...

ଲମ୍ବା ନାକ ଲାଗି ଭାଙ୍ଗିଗଲା ବାହାଘର

ବେଙ୍ଗାଲୁରୁ: ସାଧାରଣତଃ ଯୌତୁକ ପାଇଁ ବାହାଘର ଭାଙ୍ଗି ଯାଇଥାଏ ବୋଲି ଉଣା ଅଧିକେ ସମସ୍ତେ ଜାଣନ୍ତି। ମାତ୍ର ଜଣେ ଯୁବକଙ୍କ ଲମ୍ବା ନାକ ଯୋଗୁ ବାହାଘର ଭାଙ୍ଗିଯିବା କଥା ଆଶ୍ଚର୍ଯ୍ୟଜନକ। କିନ୍ତୁ ଏପରି ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ। ଏଠାରେ...

ପ୍ରପୋଜ କରିବାର ୫ ଦିନ ପରେ ହେଲା ଝଗଡା, ଗର୍ଲଫ୍ରେଣ୍ଡ୍‌ଙ୍କୁ ହତ୍ୟା କଲେ ଯୁବକ

ଟେକ୍ସାସ, ୫।୧: ଆମେରିକାର ଟେକ୍ସାସ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରପୋଜ କରିବାର ୫ ଦିନ ପରେ ଜଣେ ଯୁବକ ନିଜ ଗର୍ଲଫ୍ରେଣ୍ଡ୍‌ଙ୍କୁ ହତ୍ୟା କରିଛନ୍ତି। ୩୯ ବର୍ଷ ଅଭିଯୁକ୍ତ କେଣ୍ଡ୍ରିକ୍‌ ଅକିନ୍ସଙ୍କୁ ପୋଲିସ ଗିରଫ କରିଛି। ନୂଆବର୍ଷର...

ପର୍ଯ୍ୟଟନ ଚିନ୍ତା

ଦିନେ ନୁହେଁ କିମାସେ ନୁହେଁ,ବର୍ଷବର୍ଷ ଧରି ଏମାନେ ଜାରିରଖିଛନ୍ତି ତାଙ୍କ ସାଧନା। କିଏ ପାହାଡ଼ କାଟି ତ କିଏ ମନ୍ଦିର ନିର୍ମାଣ କରି ପୁଣି ଆଉ କିଏ ଲୋକଙ୍କ ପାଇଁ କରିଛନ୍ତି ପର୍ଯ୍ୟଟନସ୍ଥଳୀ… ସମାଜରେ ବିଭିନ୍ନ ବ୍ୟକ୍ତିଙ୍କ ରୁଚି ଥାଏ...

ଏଠି ସବୁ ସମୟରେ ମାରିଥାଏ ବିଜୁଳି, କାରଣ ଖୋଜି ପାଉନାହାନ୍ତି ବୈଜ୍ଞାନିକ

ଆଜିର ସମୟରେ ବିଜ୍ଞାନର ବହୁ ଅଗ୍ରଗତି ହୋଇଛି ସତ କିନ୍ତୁ ବିଶ୍ୱରେ ଏମିତି କିଛି ରହସ୍ୟମୟ ଘଟଣା ରହିଛି, ଯାହାର କାରଣ ବୈଜ୍ଞାନିକମାନେ ମଧ୍ୟ ଖୋଜି ପାଉନାହାନ୍ତି। ସେହିପରି ଦକ୍ଷିଣ ଆମେରିକା ଭେନିଜୁଏଲାର ଏକ ଝରଣା ଉପରେ ସବୁ ସମୟରେ...

ନବ୍ୟ ଆନ୍ଦୋଳନର ସାରଥି

ଭାରତୀୟ ସାହିତ୍ୟରେ ଯେଉଁ କେତେଜଣ ସ୍ରଷ୍ଟା ନବ୍ୟ ଆନ୍ଦୋଳନର ସୂତ୍ରପାତ କରିଥିଲେ, ସେମାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ। କନ୍ନଡ଼ ଭାଷାର ଷଷ୍ଠ ଲେଖକ ଭାବରେ ସେ ପାଇଥିଲେ ଭାରତର ସର୍ବୋଚ୍ଚ ତଥା ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର। ସେ ହେଉଛନ୍ତି...

ପ୍ରଥମ ରୋଜଗାର ପ୍ରଥମ ଦରମାରେ ପୁସ୍ତକ କିଣିଥିଲି

କବି, ଗାଳ୍ପିକ ତଥା ସ୍ତମ୍ଭକାର ଶରତ କୁମାର ଦାସ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ଅବିଭକ୍ତ କଟକ ବର୍ତ୍ତମାନର ଯାଜପୁର ଜିଲା ଅନ୍ତର୍ଗତ ବାଇଁଶିରିଆ ଗ୍ରାମପଞ୍ଚାୟତର ବାଲିଆପାଳ ଗାଁରେ ମୋ ଜନ୍ମ। ବାପାଙ୍କର ବଦଳି ଚାକିରି ଥିବାରୁ...

ଚା’ର ମଜା ବଢାଇବ ଏହି ଟି’ପଟ୍‌

ଶୀତଦିନ ସକାଳେ ଚା’ ପିଇବାର ମଜା ଅଲଗା। ଆଉ ଯଦି ଟି’ ଆସେସରିଜ୍‌ ଖାସ୍‌ ହୋଇଥାଏ ତେବେ ସୌଖୀନରେ ବସି ଚା’ ପିଇବାରେ ଯେଉଁ ନିଆରା ଅନୁଭୂତି ମିଳିବ ତାହା ହୋଇଯିବ ଅବର୍ଣ୍ଣନୀୟ। ଠିକ୍‌ ଯେମିତି ଏହି ସବୁ ଟି’ପଟ୍‌।...

କମେଡି ଯୋଡ଼ି

ଓଡ଼ିଆ ଯାତ୍ରାଜଗତରେ ବାପି-ଟୁକୁ ଏକ ଜଣାଶୁଣା ଯୋଡ଼ି। ବାପି-ଟୁକୁ ମଞ୍ଚକୁ ଆସିଲେ ତଳେ ବସିଥିବା ଦର୍ଶକଙ୍କ ଓଠରେ ମନକୁ ମନ ହସ ଫୁଟିଉଠେ। ଆଜିକୁ ପ୍ରାୟ ପନ୍ଦରବର୍ଷ ତଳେ ଏହି ଯୋଡ଼ିଙ୍କର ପ୍ରଥମ ଦେଖା ହୋଇଥିଲା। ସେତେବେଳେ ବାପି ‘ପଞ୍ଚସଖା...

ବରେଲୀରେ ହେଉଛି ଝୁମ୍‌କା ଛକ

ମେରା ସାୟା ଚଳଚ୍ଚିତ୍ରର ‘ଝୁମ୍‌କା ଗିରାରେ ବରେଲୀ କେ ବାଜାର ମୈ…’ ଗୀତଟି ସମସ୍ତେ ଶୁଣିଥିବେ। ଏଇ ଗୀତ ପାଇଁ ଦିନେ ବରେଲୀ ପ୍ରସିଦ୍ଧ ହୋଇଯାଇଥିଲା। ତେଣୁ ସେଇ ବରେଲୀରେ ନିର୍ମାଣ ହେଉଛି ଝୁମ୍‌କାର ଏକ ବିରାଟ ସ୍ଥାପତ୍ୟ, ଯାହା...

ଜିଞ୍ଜର ବ୍ରେଡ୍‌ ସ୍ଥାପତ୍ୟ

ଆପଣ ଦେଖୁଥିବା ଡ୍ରାଗନ୍‌, ଡାଇନୋସର୍‌, ଟ୍ରିମ୍ୟାନର ଏହି ସ୍ଥାପତ୍ୟଗୁଡ଼ିକ କୌଣସି ଧାତୁ କିମ୍ବା ମାଟିରେ ତିଆରି ହୋଇନାହିଁ। ବରଂ ଏହା ତିଆରି ହୋଇଛି ଜିଞ୍ଜର ବ୍ରେଡ୍‌(ଏକ ପ୍ରକାରର ମସଲା ବ୍ରେଡ୍‌)ରେ। ନରଓ୍ବେର କେକ୍‌ ଆର୍ଟିଷ୍ଟ କାରୋଲିନ୍‌ ଏରିକ୍‌ସନ୍‌ ଏହାକୁ ତିଆରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri