ଜ୍ୱାଳାମୁଖୀ ନିକଟରେ ବିବାହ କଲେ ବରକନ୍ୟା
ମନିଲା: ଫିଲିପାଇନ୍ସର ଏକ ସକ୍ରିୟ ଜ୍ୱାଳାମୁଖୀ ହେଉଛି ‘ତାଲ୍’। ରବିବାର ଏହାର ଆଖପାଖ ଅଞ୍ଚଳରେ ପରିସ୍ଥିତି ଜଟିଳ ହୋଇପଡ଼ିଥିଲା। ଏହା ସତ୍ତ୍ୱେ ଜ୍ୱାଳାମୁଖୀ ନିକଟରେ ବିବାହ କରିଛନ୍ତି ବରକନ୍ୟା। ଏହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ...
ହାରମୋନିୟମ୍ର ତାଳେତାଳେ କୁକୁର ଗାଇଲା ଗୀତ: ସୋସିଆଲ୍ ମିଡିଆରେ ଭାଇରାଲ
ନୂଆଦିଲ୍ଲୀ,୧୫।୧: ମଣିଷ ବିଭିନ୍ନ ବାଦ୍ୟ ଯନ୍ତ୍ରର ତାଳେତାଳେ ଗୀତ ଗାଇବା ଦେଖାଯାଇଥାଏ। ତେବେ ଏବେ ସୋସିଆଲ୍ ମିଡିଆରେ ହାରମୋନିୟମ୍ର ତାଳେତାଳେ ଏକ କୁକୁର ତେରେ ବିନ୍…ଗୀତ ଗାଉଥିବାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଏହାକୁ ଫେସ୍ବୁକ୍ରେ ସୁବିର୍ ଖାଁ...
ଆରବ ସାଗରରେ ୩୫୦ ବର୍ଷର ପୁରୁଣା କିଲ୍ଲା: ମିଳୁଛି ମଧୁର ଜଳ
ମୁମ୍ବାଇ: ଭାରତର କେତେକ ସ୍ଥାନରେ ରହସ୍ୟମୟ ପୁରୁଣା କିଲ୍ଲା ରହିଛି। ସେଥିମଧ୍ୟରୁ ମହାରାଷ୍ଟ୍ରର ରାୟଗଡ଼ ଜିଲାର ଉପକୂଳବର୍ତ୍ତୀ ଗାଁ ମୁରୁଦଠାରେ ଏକ ରହସ୍ୟମୟ ୩୫୦ ବର୍ଷର ପୁରୁଣା କିଲ୍ଲା ରହିଛି। ଆରବ ସାଗର ମଧ୍ୟରେ ଥିବା ଏହି କିଲ୍ଲାକୁ ଲୋକେ...
ସ୍କୁଲ ଯିବା ପାଇଁ ୧୦ କିମି ରାସ୍ତା ମରାମତି କଲେ ୮୫ ଛାତ୍ରୀଛାତ୍ର: ସୋସିଆଲ୍ ମିଡ଼ିଆରେ ଭାଇରାଲ
ଔରଙ୍ଗାବାଦ୍,୧୫।୧: ପାଠପଢ଼ାକୁ ସମାଜ ମଙ୍ଗଳ କାର୍ଯ୍ୟରେ ଲଗାଇବା ଅତି ଗୁରୁତ୍ୱପୂର୍ଣ୍ଣ। କେତେକ ଏଥିରେ ଅସଫଳ ରହିଥାନ୍ତି। ତେବେ ମହାରାଷ୍ଟ୍ରର ଔରଙ୍ଗାବାଦ୍ ଜିଲାର ଡଭଣ୍ଡି ଗାଁରେ ସ୍କୁଲକୁ ଯିବା ପାଇଁ ରାସ୍ତା ଖରାପ ଥିବାରୁ ୮୫ ଜଣ ଛାତ୍ରୀଛାତ୍ର କାହାର ସହାୟତା...
ଏଭରେଷ୍ଟ ଚାରିପାଖରେ ବୃଦ୍ଧିପାଉଛି ବନସ୍ପତି
ନୂଆଦିଲ୍ଲୀ: ବିଶ୍ୱ ତାପନ ପ୍ରଭାବରେ ଏଭରେଷ୍ଟ୍ର ହିମ ଉପତ୍ୟକା ତରଳିବା ପରିବେଶବିତଙ୍କୁ ଚିନ୍ତାରେ ପକାଇଥିବାବେଳେ ଏବେ ଏକ ଭଲ ଖବର ସାମ୍ନାକୁ ଆସିଛି। ଏଭରେଷ୍ଟ ଚାରିପାଖରେ ବନସ୍ପତି ( ଘାସ ଓ ବୁଦା ଜାତୀୟ ଗଛ)ବଢିବା ସହ ଏହାର ପରିସୀମା...
୧୯୯୫ କିଲୋ ଖେଚୁଡି ରାନ୍ଧିି ଗିନିଜ୍ ରେକର୍ଡ
ଶିମ୍ଲା: ହିମାଚଳ ପ୍ରଦେଶ ମଣ୍ଡି ଜିଲାର ତତ୍ତାପାଣିରେ ମକର ସଂକ୍ରାନ୍ତି ଉତ୍ସବ ବହୁ ଆଡମ୍ବରରେ ପାଳିତ ହୋଇଛି। ଏହି ଅବସରରେ ଏଠାରେ ଏକ ସମୟରେ ଗୋଟିଏ ବାସନରେ ୧୯୯୫ କିଲୋ ଖେଚୁଡି ପ୍ରସ୍ତୁତ କରାଯାଇଥିଲା। ଏହା ଏବେ ଗିନିଜ୍ ଓ୍ବାଲ୍ଡ...
ଭାରତୀୟ ସେନା ଦିବସ: ଶାନ୍ତି, ସୁରକ୍ଷା ଓ ଏକତା ସୁନିଶ୍ଚିତ କରେ ସେନା
ପରମବୀର ଚକ୍ର କ୍ୟାପଟେନ ବିକ୍ରମ ବାତ୍ରା ଥରେ କହିଥିଲେ, ‘ମୁଁ ତ୍ରିରଙ୍ଗା ଉଡ଼ାଇ ଫେରିପାରେ କିମ୍ବା ସେଥିରେ ଆଚ୍ଛାଦିତ ହୋଇ ଫେରିପାରେ, କିନ୍ତୁ ମୁଁ ନିଶ୍ଚିତ ଫେରିବି’। ତାଙ୍କର ଏହି ଉକ୍ତିରୁ ଜଣାପଡେ ଦେଶର ପ୍ରକୃତ ବୀର ହେଉଛନ୍ତି ସେନାର...
ପ୍ରଥମ ଧାଡ଼ି ପଢ଼ି ବହି ବିଷୟରେ ସମ୍ପୂର୍ଣ୍ଣ କହି ଦିଅନ୍ତି…
ଓ୍ବାଶିଂଟନ, ୧୫।୧: କୁହାଯାଏ ବଣ ମଲ୍ଲୀର ବାସରେ ଚଉଦିଗ ସୁବାସିତ ହୋଇଯାଇଥାଏ। ସେହିପରି ପ୍ରତିଭା ଦିନେ ନା ଦିନେ ଲୋକଲୋଚନକୁ ଆସିପାରିଥାଏ। ଆମେରିକାର ଜଣେ ୧୪ ବର୍ଷ ବୟସ୍କ ବାଳକ ମୋଣ୍ଟି ଲର୍ଡଙ୍କ ପାଖରେ ଏପରି ପ୍ରତିଭା ରହିଛି। ପୁସ୍ତକର...
କମିଂ ଅଫ୍ ଏଜ୍ ଡେ’: ୧୨.୨ ଲକ୍ଷ ଯୁବପିଢ଼ିଙ୍କୁ ସ୍ବତନ୍ତ୍ର ଅଧିକାର
ଟୋକିଓ: ସ୍ବାଧୀନତା ମନୁଷ୍ୟର ଜନ୍ମସିଦ୍ଧ ଅଧିକାର। ସ୍ବାଧୀନତାର ସ୍ବାଦ ଟିକେ ପାଇବାକୁ ବିଶ୍ୱ ଦେଖିଛି ଅନେକ ଯୁଦ୍ଧ, ରକ୍ତପାତ, ନରସଂହାର। ଠିକ୍ ସେମିତି ମନର ଭାବନା ପରିପ୍ରକାଶ କରିବାକୁ ସମସ୍ତେ ଖୋଜବସନ୍ତି ଅବସର। ଏହା ନ ମିଳିଲେ ମଣିଷ ନିଜ...
ଆଜି ମକର: ନିଆରା ଗଣପର୍ବ
ସକଳ ଶକ୍ତିର ଆଧାର ସୂର୍ଯ୍ୟ। ସୂର୍ଯ୍ୟଦେବଙ୍କୁ ଆରାଧନାର ପବିତ୍ର ଦିନ ଭାବେ ବିବେଚିତ ମକର ସଂକ୍ରାନ୍ତି। ମୟୂରଭଞ୍ଜ ଜିଲାରେ ଏକ ନିଆରା ଢଙ୍ଗରେ ପାଳିତ ହୋଇଥାଏ ଏହି ଗଣପର୍ବ। ମକର ଦିନ କୁଡୁମୀ ସମ୍ପ୍ରଦାୟରେ ଲୋକେ କରିଥାନ୍ତି ଏକ ସ୍ବତନ୍ତ୍ର...
ବୈଜ୍ଞାନିକ ତିଆରି କଲେ ନିଆରା ମେଶିନ: ଏକ ସପ୍ତାହ ପର୍ଯ୍ୟନ୍ତ ବାହାରେ ଜୀବନ୍ତ ରହିପାରିବ ଲିଭର
ଲଣ୍ଡନ,୧୪।୧: ମଣିଷର କୌଣସି ଅଙ୍ଗକୁ ଡୋନରଙ୍କ ଶରୀରରୁ ବାହାର କରିବା ପରେ ୬ରୁ ୧୨ ଘଣ୍ଟା ମଧ୍ୟରେ ଟ୍ରାନ୍ସପ୍ଲାଣ୍ଟ କରିଦିଆଯାଇଥିବା କୁହାଯାଏ। ବିଶେଷଜ୍ଞଙ୍କ ମତରେ ଲିଭର ବାହାର କରିବାର ୬ ଘଣ୍ଟା ଭିତରେ ଓ କିଡ୍ନୀ ବାହାର କରିବାର ୧୨...
ହଜାରେ ଦିନରେ ହଜାରେ ଗୀତ ଲେଖି ରେକର୍ଡ କଲେ ଭାରତୀୟ ମହିଳା
ହଜାରେ ଦିନରେ ହଜାରେ ଗୀତ ଲେଖି ରେକର୍ଡ କରିଛନ୍ତି ଭାରତୀୟ ମହିଳା ସ୍ବପ୍ନା ଆବ୍ରାହମ୍। ତାଙ୍କ ନାମ ଗୋଲ୍ଡେନ୍ ବୁକ୍ ଅଫ୍ ଓ୍ବାଲର୍ଡ ରେକର୍ଡରେ ସାମିଲ ହୋଇଛି। ସ୍ବପ୍ନା ଗୋଟିଏ ଦିନରେ ୧ ହଜାର ଦିନରେ ହଜାରେ ଗୀତ ଲେଖିବା...
Archives


