ଶିବରାତ୍ରୀରେ ମହାଦେବଙ୍କୁ ଜଳ ଲାଗି କରନ୍ତି ମୁସଲମାନ୍ ମହିଳା…
ଭାରତରେ ଭିନ୍ନତା ମଧ୍ୟରେ ସବୁବେଳେ ଏକତା ଦୃଷ୍ଟିଗୋଚର ହୋଇଥାଏ। ଭାଇଚାରା ଏବଂ ସାମ୍ପ୍ରଦାୟିକ ସଦ୍ଭାବ ହିଁ ଭାରତୀୟଙ୍କୁ ଏକାଠି ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ମର୍ମରେ ଉତ୍ତରପ୍ରଦେଶ କନୌଜରେ ଥିବା ମହାଦେବଙ୍କ ମନ୍ଦିର ପାଲଟିଛି ସର୍ବଧର୍ମ ସମନ୍ବୟର...
ହାତୀ ସହ ଗୋଟିଏ ଥାଳିରେ ଖାଦ୍ୟ ଖାଇଲେ ଏହି ବ୍ୟକ୍ତିି
ମନୁଷ୍ୟ ଏବଂ ଜୀବଜନ୍ତୁଙ୍କ ମଧ୍ୟରେ ବନ୍ଧୁତା କାହିଁ କେଉଁ କାଳରୁ ରହିଆସିଛି। ନିକଟରେ ଏହାର ଆଉ ଏକ ଉଦାହରଣ କେରଳରେ ଦେଖିବାକୁ ମିଳିଛି। ଏଠାରେ ଏକ ହାତୀ ସହ ଜଣେ ବ୍ୟକ୍ତି ସହ ଗୋଟିଏ ଥାଳିରେ ଖାଦ୍ୟ ଖାଉଥିବା ଭିଡିଓ...
ଅଣ ମୁସଲମାନ୍ଙ୍କ ପାଇଁ ଖୋଲିଲା ମୋଦି ମସଜିଦ୍
ବଙ୍ଗୋଲୁରୁ,୨୧।୧: କର୍ନାଟକର ବେଙ୍ଗାଲୁରୁର ଟସ୍କର ଟାଉନରେ ଥିବା ମୋଦି ଅବଦୁଲ୍ ଗଫୁର ମସଜିଦ୍କୁ ଅଣ ମୁସଲମାନଙ୍କ ପାଇଁ ଖୋଲା ଯାଇଛି। ୧୭୦ ବର୍ଷ ମଧ୍ୟରେ ପ୍ରଥମ କରି ମସଜିଦ୍ରେ ଅଣ ମୁସଲମାନ ପ୍ରବେଶ କରିଛନ୍ତି। ରବିବାର ଏହା ଖୋଲା ଯାଇଥିଲା।...
୭ ପୋଷ୍ୟ କନ୍ୟାଙ୍କ ରାଜକୀୟ ବିବାହ: ଉପହାର ମିଳିଲା ୫ ଲକ୍ଷ ଏଫ୍ଡ଼ି ଓ ଘର ପାଇଁ ପ୍ଲଟ୍
ରାଜକୋଟ,୨୧।୧: ଗୁଜରାଟ ରାଜକୋଟ ଜିଲା ଗୋଣ୍ଡଲରେ ଥିବା ମହାରାଜା ସର ଭଗବତ୍ ସିଂଜୀ ବାଳାଶ୍ରମରେ ୭ ପୋଷ୍ୟ କନ୍ୟାଙ୍କ ବିବାହ ରାଜକୀୟ ଶୈଳୀରେ ହୋଇଛି। ଏଥିରେ ପ୍ରତି କନ୍ୟାଙ୍କୁ ୩ରୁ ୫ ଲକ୍ଷ ଟଙ୍କାର ଏଫ୍ଡି, ଘର ପାଇଁ ପ୍ଲଟ୍...
୧୧କି.ମି. ଦୌଡ଼ି ବିବାହ କରିବାକୁ ପହଞ୍ଚିଲେ ବର
ଇନ୍ଦୋର,୨୧।୧: ବର୍ତ୍ତମାନର ଖାଦ୍ୟପେୟ ଓ ଦୂଷିତ ପରିବେଶକୁ ଆଖି ଆଗରେ ରଖି ଶରୀରକୁ ସୁସ୍ଥ ରଖିବା ପାଇଁ ଲୋକମାନେ ଏବେ ସଜାଗ ହେଲେଣି। ନିଜକୁ ଫିଟ୍ ରଖିବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଯୋଗ ସହ ଜିମ୍ ଯାଉଥିବା ବେଳେ...
ଜଙ୍ଗଲ ରାଜାକୁ ମିଳୁନି ଖାଦ୍ୟ: ବ୍ୟଥିତ କରୁଛି ଭାଇରାଲ ଫଟୋ
ଖାର୍ତୁମ,୨୧।୧: ନର୍ଥ ଆଫିକ୍ରାର ସୁଦାନରେ ଥିବା ଏକ ଚିଡିଆଘରର ଦୃଶ୍ୟ ଏବେ ସମସ୍ତଙ୍କୁ ବ୍ୟଥିତ କରିଛି। ସିଂହ ଜଙ୍ଗଲର ରାଜା ହୋଇଥିବା ବେଳେ ସୁଦାନର ଖାର୍ତୁମରେ ଥିବା ଏକ ଚିଡିଆଖାନାରେ ଏମାନେ ଯେମିତି ଅସହାୟ ହୋଇପଡିଛନ୍ତି। ଏମିତି କିଛି ଫଟୋ...
ପାଣି, ପବନ ଓ ବିଦ୍ୟୁତ୍ ଶକ୍ତିରୁ ତିଆରି ହେଲା ବିକଳ୍ପ ଖାଦ୍ୟ: ରହିବେନି କେହି ଭୋକିଲା
ହେଲସିଙ୍କି,୨୧।୧: ଆଗାମୀ ଦିନରେ ପୃଥିବୀର ଖାଦ୍ୟ ସମସ୍ୟା କିଭଳି ଦୂର କରାଯିବ ସେ ନେଇ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ଏହି ମର୍ମରେ ଫିନ୍ଲାଣ୍ଡର ବୈଜ୍ଞାନିକ ପାଣି, ପବନ ଏବଂ ବିଦ୍ୟୁତ୍ ଶକ୍ତିରୁ ବିକଳ୍ପ ଖାଦ୍ୟ ସୋଲେନ୍ ତିଆରି କରିଥିବା...
ସଚିନ୍ ତେନ୍ଦୁଲକର ରିକି ପଣ୍ଟିଂଙ୍କ ଦଳକୁ ଦେବେ କୋଚିଂ
ସିଡ୍ନୀ,୨୧।୧: ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ସଚିନ୍ ତେନ୍ଦୁଲକରଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସଚିନ୍ ଖୁବ୍ ଶୀଘ୍ର କୋଚ୍ ଭୂମିକାରେ ଦେଖାଦେବେ। ମଙ୍ଗଳବାର ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ପକ୍ଷରୁ କୁହାଯାଇଛି ଯେ, ସଚିନ୍ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ...
ଏଠି ଭଗବାନଙ୍କୁ ଅର୍ପଣ କରାଯାଏ ଜୀବନ୍ତ କଙ୍କଡା
ଭଗବାନଙ୍କ ନିକଟରେ କିଏ କେତେ କ’ଣ କାମନାକରି ବିଭିନ୍ନ ପ୍ରକାର ଫୁଲ ଫଳ ଅବା ଭୋଗ ଅର୍ପଣ କରିଥାଆନ୍ତି। ହେଲେ ସୁରଟର ଏକ ମନ୍ଦିରରେ ଭଗବାନଙ୍କୁ ଜିଅନ୍ତା କଙ୍କଡ଼ା ଅର୍ପଣ କରାଯାଇଥାଏ ବୋଲି କୁହାଯାଏ। ସୁରଟର ରୁନ୍ଧନାଥ ଶିବମନ୍ଦିରରେ ଜିଅନ୍ତା...
ସ୍ତ୍ରୀଙ୍କ ପାଇଁ ବିମାନ ଭଳି ଘର ନିର୍ମାଣ କଲେ ସ୍ବାମୀ, ଜାଣନ୍ତୁ କାହିଁକ
ପ୍ରେମକୁ ଜୀବନ୍ତ କରିବା ପାଇଁ କିଏ ମନ୍ଦିର ତୋଳିଛନ୍ତି ତ, ଆଉ କିଏ ବଗିଚା ନିର୍ମାଣ କରିଛନ୍ତି। ନାଇଜେରିଆରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ପାଇଁ ବିମାନ ଭଳି ଏକ ଘର ନିର୍ମାଣ କରିଛନ୍ତି। ଜମାଲ ନାମକ ଏହି ବ୍ୟକ୍ତି ଜଣଙ୍କ...
ବରଫରେ ସ୍ପୋର୍ଟସ କାର୍ ନିର୍ମାଣ କଲେ ଯୁବକ
ଶ୍ରୀନଗର, ୨୦।୧: ଜମ୍ମୁ-କଶ୍ମୀରରେ ପ୍ରବଳ ଥଣ୍ଡା ସାଙ୍ଗକୁ ବରଫପାତ ହେଉଛି। ଜୁବୈର ଅହମ୍ମଦ ନାମକ ଜଣେ ଯୁବକ ଏହି ବରଫରେ ଏକ ଅଦ୍ଭୁତ କଳା ପ୍ରଦର୍ଶନ କରିଛନ୍ତି। ସେ ବରଫରେ ଏକ ସ୍ପୋର୍ଟସ କାର୍ ନିର୍ମାଣ କରିଛନ୍ତି। ବଡଗାମର ରାସ୍ତା...
ବିବାହରେ ଅତିଥିମାନଙ୍କ ପାଇଁ ପ୍ରବେଶ ଫି ରଖିଲେ ଯୁବତୀ: ସୋସିଆଲ୍ ମିଡ଼ିଆରେ ହେଲେ ଟ୍ରୋଲ୍
ନ୍ୟୁୟର୍କ,୨୦।୧: ବିବାହରେ ନବ ବିବାହିତ ଯୋଡ଼ାଙ୍କୁ ଆଶୀର୍ବାଦ ଦେବା ପାଇଁ ଅତିଥିମାନେ ଆସିଥାନ୍ତି। ଏଥି ଲାଗି କୌଣସି ପ୍ରବେଶ ଫି ନ ଥାଏ। ତେବେ ଆମେରିକାର ଜଣେ ୨୬ ବର୍ଷ ବୟସ୍କା ଯୁବତୀ ତାଙ୍କ ବିବାହରେ ଅତିଥିମାନଙ୍କ ପାଇଁ ୫୦...
Archives


