ଫୁରସତ

ପେଚା ସହିତ ଟିକ୍‌ଟକ୍‌ ଭିଡ଼ିଓ କରିବା ପଡ଼ିଲା ମହଙ୍ଗା: ବନ ବିଭାଗ ପକ୍ଷରୁ ୨୫ ହଜାର ଜରିମାନା ନୋଟିସ୍‌

ଅହମଦାବାଦ୍‌,୧୫।୨: ବନ୍ୟପ୍ରାଣୀଙ୍କ ସହିତ ଟିକ୍‌ ଟିକ୍‌ ଭିଡ଼ିଓ କରିବା ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ଗୁଜରାଟର ସୁରଟରେ ବାସ କରୁଥିବା ଟିକ୍‌ଟକ୍‌ ଷ୍ଟାର କୀର୍ତ୍ତି ପଟେଲ ଏକ ପେଚା ସହିତ ଭିଡ଼ିଓ କରି ଏହାକୁ ସୋସିଆଲ୍‌ ମିଡ଼ିଆରେ ଶେୟାର କରିଥିଲେ। ଏହାକୁ…

ବିନା ପାଣିରେ ଗୋଟିଏ ବର୍ଷ

ଜାକର୍ତ୍ତା,୧୫।୨: ପାଣି ବିନା କିଛି ଘଣ୍ଟା ବଞ୍ଚିବା ସମ୍ଭବ ହୋଇ ନ ଥାଏ। ତେବେ ଇଣ୍ଡୋନେସିଆର ଜଣେ ମହିଳା ଏକ ବର୍ଷ ଧରି ବିନା ପାଣିରେ ବଞ୍ଚି ରହିଛନ୍ତି। ସେ ହେଉଛନ୍ତି ୩୫ ବର୍ଷ ବୟସ୍କା ସୋଫି ପାର୍ତ୍ତିକ। ସ୍ଥାନୀୟ ବାଲିରେ…

୩୦୦ ଫୁଟ ମାଟି ତଳେ ବାସ କରୁଥିବା ବଡ଼ମାଛର ମିଳିଲା ସନ୍ଧାନ

ଶିଂଲ, ୧୫।୨: ଭୂପୃଷ୍ଠର ୩୦୦ଫୁଟ ତଳେ ବାସ କରୁଥିବା ବଡ଼ମାଛର ସନ୍ଧାନ ମିଳିଛି। ମେଘାଳୟର ପାହାଡ଼ିଆ ଅଞ୍ଚଳରେ ଥିବା ଏହି ପ୍ରଜାତିର ମାଛର ଓଜନ ପ୍ରାୟ ଏକ କିଲୋଗ୍ରାମ୍‌ ରହିଛି। ଏଠାରେ ୨୫୦ରୁ ଅଧିକ ପ୍ରଜାତିର ମାଛ ମାଟି ତଳେ ବାସ…

ଭାଲେଣ୍ଟାଇନ୍ସ ଡେ’ରେ ବିବାହ କଲେ ରାଣୀ-ରାଜା

ବେଙ୍ଗାଲୁରୁ,୧୪।୨: କର୍ନାଟକର କ୍ୟୁବାନ ପାର୍କରେ ଶୁକ୍ରବାର ଭାଲେଣ୍ଟାଇନ୍ସ ଡେ’ ଅବସରରେ ରାଣୀ ଓ ରାଜାଙ୍କର ବିବାହ ଅନୁଷ୍ଠିତ ହୋଇଛି। ସାଧାରଣ ବିବାହ ଭଳି ଉଭୟଙ୍କୁ ପାରମ୍ପରିକ ପୋଷାକରେ ସଜାଯିବା ସହ ବାଜା ବଜାଇ ଏହି ବିବାହ କରାଯାଇଛି। ତେବେ ରାଣୀ ଓ…

ଭାଲେଣ୍ଟାଇନ୍ସ ଡେ’ରେ ପିଲାମାନଙ୍କୁ ଶପଥ କରାଇଲେ ଶିକ୍ଷକ: କରିବେ ନାହି ପ୍ରେମ କି ପ୍ରେମ ବିବାହ

ଅମରାବତୀ,୧୪।୨: ମହାରାଷ୍ଟ୍ର ଅମରାବତୀ ଜିଲାରେ ଥିବା ଏକ ଆର୍ଟସ କଲେଜର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଠାରେ ଭାଲେଣ୍ଟାଇନ୍ସ ଡେ’ ଅବସରରେ ପିଲାମାନଙ୍କୁ ଶିକ୍ଷକ ପ୍ରେମ କରିବାକୁ ବାରଣ କରିଥିବା ବେଳେ ପ୍ରେମ ବିବାହ ନ କରିବାକୁ ଶପଥ…

୬୧ ହଜାର କିଲୋମିଟର ଯାତ୍ରା କରି, ମଥାରେ ଲଗାଇଲେ ୪୦ ଶହୀଦ ଯବାନଙ୍କ ଘରର ମାଟି

ଶ୍ରୀନଗର,୧୪।୨: ଗତବର୍ଷ ପୁଲଓ୍ବାମାରେ ଶହୀଦ ହୋଇଥିବା ୪୦ ଯବାନଙ୍କୁ ଶୁକ୍ରବାର ଶ୍ରୀନଗରରେ ଥିବା ସିଆର୍‌ପିଏଫ୍‌ର ଲେଥପୋରା ଶହୀଦ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ମହାରାଷ୍ଟ୍ରର ଉମେଶ ଗୋପିନାଥ ଯାଦବ ଏହି ଶ୍ରଦ୍ଧାଞ୍ଜଳି ଉତ୍ସବର ବିଶେଷ ଅତିଥି ଥିବା ସୂଚନା ମିଳିଛି। ଉମେଶ…

ଲାଇଭ୍‌ ବୁଲେଟିନ୍‌ରେ ଭାବବିହ୍ବଳ ହେଲେ ନ୍ୟୁଜ୍‌ ଆଙ୍କର, ଜାଣନ୍ତୁ କାରଣ

ଲାଇଭ୍‌ ବୁଲେଟିନ୍‌ ଚାଲିଥିବା ସମୟରେ ଜଣେ ନ୍ୟୁଜ୍‌ ଆଙ୍କର ଭାବବିହ୍ବଳ ହୋଇପଡ଼ିଛନ୍ତି। କାରଣ ଜାଣିଲେ ଆପଣ ମଧ୍ୟ ସାବାସ୍‌ କହିବେ। ଶ୍ରୀଜା ଶ୍ୟାମ୍‌ ନାମକ ଜଣେ ଆଙ୍କର ବୁଧବାର ଲାଇଭ୍‌ ବୁଲେଟିନ୍‌ରେ ଥିଲେ। ସେହି ସମୟରେ କେରଳ ସରକାରଙ୍କ ପକ୍ଷରୁ ୨୦୧୯…

ନଡ଼ିଆ ଷଢ଼େଇ ଗଛରେ ଟାଙ୍ଗି ପକ୍ଷୀଙ୍କୁ ଖାଦ୍ୟ-ପାନୀୟ ଦେଉଛନ୍ତି ଛାତ୍ରୀଛାତ୍ର

ବେଙ୍ଗାଲୁରୁ,୧୪।୨: ଦକ୍ଷିଣ କନ୍ନଡରେ ଥିବା ଏକ ସରକାରୀ ସ୍କୁଲରେ ପିଲାମାନେ ସ୍କୁଲ ନିକଟରେ ଥିବା ଗଛରେ ନଡିଆ ଷଢ଼େଇ ଟାଙ୍କି ପକ୍ଷୀମାନଙ୍କୁ ଖାଦ୍ୟ ପାନୀୟ ଦେଉଥିବା ଲକ୍ଷ୍ୟ କରାଯାଇଛି। ନଡିଆ ଷଢ଼େଇରେ ପାଣି ଓ ଖାଦ୍ୟ ରଖିବା ଫଳରେ ବିଭିନ୍ନ ପ୍ରକାରର…

ପ୍ରେମରୁ ମିଳିଲା ଦୃଷ୍ଟିଶକ୍ତି, ପରେ ଜିତିଲେ ଦୁନିଆ

ଔରଙ୍ଗାବାଦ୍‌: ଆଜି ଅର୍ଥାତ୍‌ ଫେବୃୟାରୀ ୧୪ରେ ସମଗ୍ର ଦେଶରେ ପ୍ରେମୀଯୁଗଳ ପାଳନ କରୁଛନ୍ତି ଭାଲେଣ୍ଟାଇନ୍‌ସ ଡେ’ ବା ପ୍ରେମ ଦିବସ। ଏହି ଖାସ୍‌ ଦିନରେ ଜାଣନ୍ତୁ ଜଣେ ଦିବ୍ୟାଙ୍ଗଙ୍କ ପ୍ରେମ କାହାଣୀ ସମ୍ପର୍କରେ… ମହାରାଷ୍ଟ୍ରର ଔରଙ୍ଗାବାଦ୍‌ର ରହୁଥିବା ୩୮ ବର୍ଷୀୟ ଜଣେ…

ସାଇ ବାବାଙ୍କ ମନ୍ଦିରକୁ ୮ ଲକ୍ଷ ଟଙ୍କା ଦାନ କଲେ ଭିକାରି

ବିଜୟଓ୍ବାଡା,୧୪।୨: ୟାଦି ରେଡ୍ଡି ନାମକ ଜଣେ ୭୩ ବର୍ଷିୟ ଭିକାରି ବିଜୟଓ୍ବାଡାରେ ଥିବା ସାଇ ବାବା ମନ୍ଦିରକୁ ୮ ଲକ୍ଷ ଟଙ୍କା ଦାନ କରି ଆସିଛନ୍ତି ଚର୍ଚ୍ଚାକୁ। ମନ୍ଦିର ଦ୍ୱାରରେ ପ୍ରତିଦିନ ବସି ହାତ ପାତୁଥିବା ୟାଦିଙ୍କ ଏହି ବଦାନ୍ୟତା ଏବେ…

୬୦୦ କିଲୋମିଟର ସାଇକେଲ ଚଳାଇ ସଲମାନ୍‌ଙ୍କୁ ଭେଟିଲେ ପ୍ରଶଂସକ

ଗୁଆହାଟି, ୧୪।୨: ଚଳିତବର୍ଷ ଫିଲ୍ମ ଫେୟାର ମୁମ୍ବାଇରେ ନ ହୋଇ ଆସାମର ରାଜଧାନୀ ଗୁଆହାଟିଠାରେ ଅନୁଷ୍ଠିତ ହେବ। ଫେବୃୟାରୀ ୧୫ ଏବଂ ୧୬ରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପୂର୍ବରୁ ବିଜେତାଙ୍କ ନାମ ଘୋଷଣା ହୋଇସାରିଛି। ଏହି କାର୍ଯ୍ୟକ୍ରମରେ ବଲିଉଡ୍‌ର ଅନ୍ୟ…

ପ୍ରେମ ପାଇଁ ଦିନଟିଏ…

ପ୍ରେମ ଶାଶ୍ୱତ, ଚିରନ୍ତନ। ଏହି ବାର୍ତ୍ତା ନେଇ ପ୍ରତିବର୍ଷ ଫେବୃୟାରୀ ୧୪ରେ ପାଳନ କରାଯାଇଥାଏ ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମ ଦିବସ। ବିଶେଷକରି ଯୁବପିଢ଼ି ଏହି ଦିନଟିକୁ ବେଶ୍‌ ଉତ୍ସାହର ସହ ପାଳନ କରିଥାନ୍ତି। ଫେବୃୟାରୀ ୭ ଅର୍ଥାତ୍‌ ରୋଜ୍‌ ଡେ’ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?