୧୬ ବର୍ଷ ବାଳକ ହାତେ ଉଚ୍ଚା କାଠରେ ତିଆରି କଲେ ୪୦୦ ବର୍ଷ ପୁରୁଣା ଦରବାର ସାହିବ ମଡେଲ
ଭଟିଣ୍ଡା,୬।୨: ପ୍ରତିଭା କେବେ ମଧ୍ୟ ଲୁଚି ରହେନା। ପଞ୍ଜାବର ଜଣେ ୧୬ ବର୍ଷ ବୟସ୍କ ବାଳକଙ୍କ ପ୍ରତିଭା ଏବେ ତାଙ୍କୁ ଗିନିଜ୍ ବୁକ୍ରେ ସ୍ଥାନୀତ କରିଛି। ଭଟିଣ୍ଡା ଜିଲାର ମୈଡ଼ ମଣ୍ଡିରେ ବାସ କରୁଥିବା ଆକାଶ ହାତେ ଉଚ୍ଚା କାଠରେ...
ସୋଲାର ପ୍ଲାଣ୍ଟରୁ ମାସକୁ ଆୟ ୪ ଲକ୍ଷ ଟଙ୍କା
ପୌଡ଼ି: ‘ଆମେ ନିଜେ କିଛି କରିବୁ’ ଏଭଳି ବିଚାର କରୁଥିବା ଯୁବକମାନଙ୍କୁ ଧୀରେନ୍ଦ୍ର ସିଂ ରାଓତଙ୍କ ଠାରୁ କିଛି ଶିଖିବାକୁ ପଡିବ। ୩୧ ବର୍ଷ ଧରି ଦିଲ୍ଲୀ ଓ ନୋଏଡାରେ ଜୀବିକା ପାଇଁ ସଂଗ୍ରାମ କରିବା ପରେ ନିଜ ଗଁ।କୁ...
ଜନସଂଖ୍ୟା ବଢ଼ାଇବାକୁ ‘ବେବି ବୋନସ’
ଏଥେନ୍ସ: ୭୫୦କୋଟି ଟପିଲାଣି ପୃଥିବୀର ଜନସଂଖ୍ୟା। ଏହାକୁ ରୋକିବା ଲାଗି କ୍ରମାଗତ ଭାବେ ଉଦ୍ୟମ କରି ଆସୁଛନ୍ତି ବିକଶିତ ଏବଂ ବିକାଶଶୀଳ ଦେଶ। ହେଲେ ଗ୍ରୀସ୍ରେ ଏହାର ବିପରୀତ ଦୃଶ୍ୟ ସାମ୍ନାକୁ ଆସିଛି। ଐତିହ୍ୟ, ପରମ୍ପରାକୁ ନେଇ ସମୃଦ୍ଧ ଏହି...
ରୋଷେଇ ଘର ପାଣି ପାଇପରୁ ବାହାରିଲା ମଦ: ଲୋକେ ଆଶ୍ଚର୍ଯ୍ୟ
ତ୍ରିଶୂର,୬।୨: ଘରକୁ ଦିଆଯାଇଥିବା ପାଣି ପାଇପରୁ ପାଣି ବଦଳରେ ମଦ ବାହାରିବା ଦେଖି ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। ତେବେ କେରଳର ତ୍ରିଶୂର ଜିଲାରେ ଏମିତି ଦୃଶ୍ୟ ଦେଖିବାକୁ ମିିଳିଛି। ତ୍ରିଶୂର ଚଲାକୁଡି ଅଞ୍ଚଳରେ ଥିବା ଏକ...
୧୦୫ ବର୍ଷରେ ପରୀକ୍ଷା ପାସ୍ କଲେ ବୃଦ୍ଧା
ଥିରୁଭାନନ୍ତପୁରମ,୬।୧: କେରଳର ୧୦୫ ବର୍ଷର ଜଣେ ବୃଦ୍ଧା ଚତୁର୍ଥ ଶ୍ରେଣୀ ପାସ୍ କରିଛନ୍ତି। ଭଗୀରଥି ଆମ୍ମା ନାମ୍ନୀ ଏହି ବୃଦ୍ଧା ଜଣଙ୍କ ଭାରତର ସବୁଠୁ ବୟସ୍କ ବିଦ୍ୟାର୍ଥୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଗତବର୍ଷ ରାଜ୍ୟ ସାକ୍ଷରତା ଅଭିଯାନ ଦ୍ୱାରା...
ମହିଳାଙ୍କ ମୁହଁରେ ହସ ଫୁଟାଉଛି ଗୋଲାପି ବସ୍, ଏଥିରେ ରହିଛି ଅନେକ ସୁବିଧା
ପୁଣେ ସହରରେ ଗୋଲାପି ରଙ୍ଗର ବସ୍ ମହିଳାଙ୍କ ମୁହଁରେ ବେଶ୍ ହସ ଫୁଟାଇଛି। କାରଣ ଏଥିରେ ମହିଳାଙ୍କ ପାଇଁ ଶୌଚାଳୟ, କ୍ୟାଣ୍ଟିନ୍, ଫିଡିଂ ରୁମ୍ ଏବଂ ପିଲାଙ୍କ ସାନିଟାରୀ ନାପ୍କିନ୍ର ସୁବିଧା ରହିଛି। ବର୍ତ୍ତମାନ ଭିଡ଼ ଏବଂ ଲମ୍ବା ଯାତ୍ରାକୁ...
ଚିତାର ବେଗ ଘଣ୍ଟାକୁ ୧୦୨ କି.ମି., ଭିଡିଓ ଭାଇରାଲ
ସୋସିଆଲ ମିଡିଆରେ ପ୍ରାୟ ସମୟରେ ଅନେକ ଜୀବଜନ୍ତୁଙ୍କ ଭିଡିଓ ଭାଇରାଲ ହୋଇଥାଏ। ଆଉ ଏହାକୁ ଲୋକମାନେ ମଧ୍ୟ ବେଶ୍ ପସନ୍ଦ କରିଥାନ୍ତି। ଜୀବମାନଙ୍କ ମଧ୍ୟରେ ଚିତା ଖୁବ୍ ବେଗରେ ଦୌଡ଼ିପାରେ। ନିଜର ଫୂର୍ତ୍ତି ଓ ବେଗ ପାଇଁ ପରିଚିତ। ନିକଟରେ...
ସିଂହଛୁଆକୁ ଧରି ଗଛରେ ଚଢ଼ିଗଲା ମାଙ୍କଡ଼, ଫଟୋ ଭାଇରାଲ
ଜୋହାନ୍ସ୍ବର୍ଗ: ଦକ୍ଷିଣଆଫ୍ରିକାର କ୍ରୁଗୁର ନ୍ୟାଶନାଲ ପାର୍କରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଗୋଟିଏ ମାଙ୍କଡ଼ ଏକ ସିଂହ ଛୁଆକୁ ଟେକି ନେଇ ଗଛ ଉପରକୁ ଚଢ଼ିଯାଇଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସିଂହଛୁଆଟିକୁ ମାଙ୍କଡ଼...
ଏହି ଦେଶରେ ୧୦ ବର୍ଷର ପିଲାଙ୍କ ପାଖରେ ରହିଛି ସ୍ମାର୍ଟଫୋନ
ଲଣ୍ଡନ: ବ୍ରିଟେନ୍ରେ ୧୦ ବର୍ଷରୁ ଅଧିକ ପିଲାଙ୍କ ପାଖରେ ୫୦% ସ୍ମାର୍ଟଫୋନ ରହିଛି। ସେହିପରି ୩/୪ ବର୍ଷର ପିଲାଙ୍କ ନିକଟରେ ଟ୍ୟାବ୍ଲେଟ୍ ରହିଛି। ମିଡିିଆ ରେଗୁଲେଟର ଅଫ୍କମ୍ ଅନୁଯାୟୀ, ପିଲାଙ୍କ ପ୍ରଥମ ପସନ୍ଦ ହେଲା ସ୍ମାର୍ଟଫୋନ୍। ଆଜିକାଲି ପିଲା ବିନା...
ଜୀବନର ଶେଷ ଇଚ୍ଛା ପୂରଣ କରନ୍ତି ଦମ୍ପତି
ଆଜିକାଲିର ବ୍ୟସ୍ତବହୁଳ ଜୀବନ ଭିତରେ ଏମିତି କିଛି ଇଚ୍ଛା ଥାଏ, ଯାହା ପୂରଣ ହୋଇପାରେ ନାହିଁ। ଜୀବନର ଅନ୍ତିମ ପର୍ଯ୍ୟାୟରେ ଥିବାବେଳେ ବେଳେବେଳେ ମନରେ ଆସେ ମୁଁ ଏହି କାମଟି ପୂରଣ କରିପାରିଥାନ୍ତି କି? କିନ୍ତୁ ସେତେବେଳେ ଶରୀର ଏହା...
ଭାସମାନ ହୋଟେଲ, ଗୋଟିଏ ରାତିରେ ଦେବାକୁ ପଡେ…
ସ୍ବିଡେନ୍ର ଉତ୍ତର ଭାଗ ଲ୍ୟାପଲାଣ୍ଡ୍ରେ ଲ୍ୟୁଲ ନଦୀରେ ତିଆରି ହୋଇଛି ଭାସମାନ ହୋଟେଲ ‘ଦ ଆର୍କେଟିକ୍ ବାଥ୍’। ଯାହା ଲୋକଙ୍କ ପାଇଁ ମଙ୍ଗଳବାରଠାରୁ ଖୋଲାଯାଇଛି। ଏଠାକୁ ଯିବା ପାଇଁ ହେଲେ ବୋଟ୍ ଏବଂ ଲୁହାରେ ତିଆରି ହୋଇଥିବା ରାସ୍ତା ଏକମାତ୍ର...
୨୦୦ ଫୁଟ ଉଚ୍ଚ ବିଦ୍ୟୁତ୍ ଟାଓ୍ବାରରେ ଚଢ଼ି ସେଲଫି ନେଲେ ବିଦେଶୀ ପର୍ଯ୍ୟଟକ
ବାରାଣସୀ,୫।୨: ଉତ୍ତରପ୍ରଦେଶ ବାରାଣସୀରେ ଜଣେ ବିଦେଶୀ ପର୍ଯ୍ୟଟକ ୨୦୦ ଫୁଟ ଉଚ୍ଚ ବିଦ୍ୟୁତ୍ ଟାଓ୍ବାରରେ ଚଢ଼ି ସେଲଫି ନେବା ପରେ ପାରାଚ୍ୟୁଟ୍ରେ ତଳକୁ ଡେଇଁଛନ୍ତି। ଏବେ ଏହାର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ରାମନଗର ଅଞ୍ଚଳର...
Archives


