ସଞ୍ଜୟ ଦତ୍ତଙ୍କ ଆଗାମୀ ଫିଲ୍ମ ତୋରବାଜ’ର ଟ୍ରେଲର ରିଲିଜ୍
ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଆଗାମୀ ଫିଲ୍ମ ’ତୋରବାଜ’ର ଟ୍ରେଲର ଶନିବାର ରିଲିଜ୍ ହୋଇଛି। ଫିଲ୍ମର ଟ୍ରେଲର ଭିଡିଓ ନେଟଫ୍ଲିକ୍ସ ଇଣ୍ଡିଆର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ ହୋଇଛି। ୨ ମିନିଟ ୧୪ ସେକେଣ୍ଡର ଏହି ଭିଡିଓକୁ ଦର୍ଶକଙ୍କ ଭଲ ରେସପନ୍ସ…
ମାଳଦ୍ୱୀପରେ ପରିବାର ସହ ଛୁଟି କାଟୁଛନ୍ତି ବଲିଉଡର ଏହି ଚର୍ଚ୍ଚିତ ଅଭିନେତ୍ରୀ
ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ବର୍ତ୍ତମାନ ରକୁଲ ନିଜର ଇନ୍ଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି। ମାଳଦ୍ୱୀପରେ ପରିବାର ସହ…
ଆସନ୍ତା ବର୍ଷ ଇଦ୍ରେ ପୁଣି ଆସିବ ସଲମାନଙ୍କ ଅଭିନୀତ ଫିଲ୍ମ
ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲମାନ ଖାଁଙ୍କ ପ୍ରଶଂସକ ବଡ ଉତ୍ସୁକତାର ସହ ତାଙ୍କ ଆଗାମୀ ଫିଲ୍ମକୁ ଅପେକ୍ଷା ରଖିଛନ୍ତି । ସଲମାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ରାଧେ: ଇୟୋର ମୋଷ୍ଟ ୱାଣ୍ଟେଡ ଭାଇ ଗତ ମେ’ ମାସ ଅର୍ଥାତ୍ ଇଦ୍ରେ ରିଲିଜ୍…
ଡ୍ରଗ୍ସ ମାମଲା: କମେଡିଆନ ଭାରତି ସିଂଙ୍କ ଫ୍ଲାଟରୁ ମିଳିଲା ଗଞ୍ଜେଇ!
ମୁମ୍ବାଇ,୨୧ ।୧୧: ବଲିଉଡ୍ ଡ୍ରଗ୍ସ ମାମଲାରେ ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ଯାଞ୍ଚ ଜାରି ରଖିଛି । ଏଥିରେ ଜଣକ ପରେ ଜଣେ ବଲିଉଡ୍ ସେଲିବ୍ରିଟିଙ୍କ ନାଁ ଆସୁଥିବା ବେଳେ ଶନିବାର କମେଡିଆନ୍ ଭାରତି ସିଂଙ୍କ ଘରେ ଏନ୍ସିବି ଚଢାଉ କରିଛି ।…
ବଲିଉଡ୍ର ଏହି ଅଭିନେତ୍ରୀ ଭାଗଲପୁର କଂଗ୍ରେସ ବିଧାୟନଙ୍କ ଝିଅ; ପିଲାଦିନେ ଥିଲା ଏଭଳି ଜଟିଳ ରୋଗ
ବମ୍ବେ: ୟଙ୍ଗିସ୍ତାନ, ମୁବାରକା, ତୁମ ବିନ୍-୨ ଭଳି ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ନେହା ଶର୍ମାଙ୍କ ଆଜି ଜନ୍ମଦିନ। ୧୯୮୭ ମସିହା ନଭେମ୍ବର ୨୧ରେ ବିହାରର ଭାଗଲପୁରରେ ଜନ୍ମଗ୍ରହଣ କରିଥିଲେ ନେହା। ରାଜନୈତିକ ପରିବାରର ହୋଇଥିବା ସତ୍ତ୍ୱେ ଅଭିନୟକୁ…
ଏନ୍ସିବି ପଞ୍ଝାରେ ଏହି ଲୋକପ୍ରିୟ କମେଡିଆନ୍; ଘରେ ଚାଲିଛି ଅଚାନକ ଚଢ଼ାଉ
ବମ୍ବେ: ଗୋଟିଏ ପରେ ଗୋଟିଏ କଳାକାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ପଞ୍ଝାରେ। ଏବେ ଏହି ଜାଲରେ ଫସିଛନ୍ତି ଲୋକପ୍ରିୟ କମେଡିଆନ୍ ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆ। ଏନ୍ସିବି ପକ୍ଷରୁ ତାଙ୍କ ଘରେ ଅଚାନକ ଚଢ଼ାଉ କରାଯାଇଛି। ଡ୍ରଗ୍ସ…
ଥିଏଟରରେ ରିଲିଜ୍ ହେବ କିଆରାଙ୍କ ଅଭିନୀତ ଫିଲ୍ମ
ମୁମ୍ବାଇ: କରୋନା କାଳ ମଧ୍ୟରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଦର୍ଶକଙ୍କ ମନୋରଞ୍ଜନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସିନେମା ହଲ୍ ଖୋଲିବାକୁ ଅନୁମତି ଦେଇଛନ୍ତି। ଏଭଳି ସ୍ଥିତିରେ ବଲିଉଡ୍ ଫିଲ୍ମ ଅନ୍ଲାଇନ୍ ପରିବର୍ତ୍ତେ ଏବେ ବଡ଼ ପରଦାରେ ରିଲିଜ୍ ହେବ।…
ସାମ୍ନାକୁ ଆସିଲା ‘ସୂର୍ଯ୍ୟବଂଶୀ’, ‘୮୩’ ର ନୂଆ ରିଲିଜ୍ ଡେଟ୍!
ମୁମ୍ବାଇ: ଏବେ ବଲିଉଡ୍ରେ କିଛି ବଡ ଫିଲ୍ମକୁ ନେଇ ଚର୍ଚ୍ଚା ଚାଲିଛି । ଅକ୍ଷୟ କୁମାରଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ଓ ରଣବୀର କପୁରଙ୍କ ଫିଲ୍ମ ‘୮୩’ ରହୁଛି ସବୁଠାରୁ ଆଗରେ । କରୋନା ଭାଇରସ ସଂକ୍ରମଣ କାରଣରୁ ଦୁଇଟି ଯାକ ଫିଲ୍ମର…
ସୋନାକ୍ଷୀଙ୍କ ଭିନ୍ନ ଲୁକ୍
ମୁମ୍ବାଇ: କାନ୍ଧ ପର୍ଯ୍ୟନ୍ତ ଲମ୍ବିଥିବା ଝୁମ୍କା, ଧଳା ରଙ୍ଗର ପଲାଜୋ ଶୁଟ୍, ଗୋଲାପି ମ୍ୟାଟ ଲିପଷ୍ଟିକ, ହାତରେ ମୋଟା ସୁନା ମୁଦି ଏମିତି ଲୁକ୍ରେ ଦେଖାଦେଇଛନ୍ତି ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ତଥା ବଲିଉଡ୍ ବିୟୁଟି ସୋନାକ୍ଷୀ ସିହ୍ନା । ଏହାର ଫଟୋ…
ବଲିଉଡ୍ ଅଭିନେତ୍ରୀଙ୍କଠାରୁ ବେଶି ଚମକନ୍ତି ଟେଲି ପରଦାର ଏସବୁ ନାୟିକା
ଛୋଟ ପରଦା ଓ ବଲିଉଡ୍ ମଧ୍ୟରେ ଅନେକ ଫରକ୍ । ଅନେକ ଚଳଚ୍ଚିତ୍ର ଅଭିନେତା ଛୋଟ ପରଦାରେ କାମ କରିବାକୁ ପସନ୍ଦ କରନ୍ତି ନାହିଁ। ତେବେ କନ୍ ବନେଗା କୋରୋଡ ପତି ଶୋ’ର ଲୋକପ୍ରିୟତା ପରେ ଅନେକ ଜଣାଶୁଣା କଳାକାର ସ୍ବତଃ…
କେବିସିରେ ଏକ କୋଟି ଜିତିବା ପରେ ମ୍ୟାଗିରୁ ବାହାରିଲା ୨ ମସଲା ପ୍ୟାକେଟ୍; ମୋହିତା କହିଲେ ‘ମୁଁ ଆଜି ଭାଗ୍ୟବତୀ’
ନୂଆଦିଲ୍ଲୀ: କେବିସି-୧୨ ସିଜନ୍ର ଦ୍ୱିତୀୟ କୋଟିପତି ହେବାର ଗୌରବ ଅର୍ଜନ କରିଥିଲେ ଆଇପିଏସ୍ ମୋହିତା ଶର୍ମା। ନଭେମ୍ବର ୧୭ରେ ପ୍ରସାରିତ ହୋଇଥିବା ଏପିସୋଡରେ ମୋହିତା ୧ କୋଟି ଟଙ୍କା ଜିତିଥିଲେ। ବିଗ୍ ବି ଅମିତାଭ ବଚ୍ଚନ ମଧ୍ୟ ତାଙ୍କର ପ୍ରଶଂସା କରିଥିବା…
ରାସ୍ତାରେ ନାଚିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ: ଭିକାରୀ ଭାବି ଲୋକେ ଦେଇଥିଲେ ଟଙ୍କା
ପଟୌଦୀ ପରିବାରର ଅଲିଅଳି କନ୍ୟା ତଥା ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ଫଟୋ ଏବଂ ଭିଡିଓ ଅଧିକାଂଶ ସମୟରେ ଭାଇରାଲ ହୋଇଥାଏ। ଏହାରି ମଧ୍ୟରେ ସାରାଙ୍କ ଆଉ ଏକ ଭିଡିଓ ଏବେ ଚର୍ଚ୍ଚାରେ ରହିଛି।…
Archives


