ପୁଣି ଚର୍ଚ୍ଚାରେ ସୋନୁ ସୁଦ : ଗରିବ ଲୋକଙ୍କୁ ବାଣ୍ଟିବେ ଇ-ରିକ୍ସା
ନୂଆଦିଲ୍ଲୀ,୧୩।୧୨-ପୁଣି ଥରେ ଚର୍ଚ୍ଚାରେ ବଲିଉଡ ଅଭିନେତା ସୋନୁ ସୁଦ। କୋରନା ସମୟରେ ପ୍ରବାସୀଙ୍କୁ ସାହାଯ୍ୟ କରି ପ୍ରତ୍ୟେକ ଭାରତୀୟଙ୍କ ମନ ଜିଣିଥିବା ସୋନୁ ବର୍ତ୍ତମାନ ନିଜର ନୂତନ ପଦକ୍ଷେପ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ମହାମାରୀ କରୋନା ଲକ୍ଡାଉନ ଓ ଶଟ୍ଡାଉନରେ ଚାକିରି…
ଶାହାରୁଖ ଖାନଙ୍କ ନାୟିକା କରୋନା ପଜିଟିଭ
ମୁମ୍ବାଇ,୧୩।୧୨-ପାକିସ୍ତାନୀ ଅଭିନେତ୍ରୀ ମହିରା ଖାନ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି। ଏ ନେଇ ନିଜେ ମାହିରା ରବିବାର ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତ ପରେ ବର୍ତ୍ତମାନ ସେ ଆଇସୋଲେଶନରେ ଅଛନ୍ତି।…
ବିରାଟ କୋହଲି, ଅନୁଷ୍କା ଶର୍ମାଙ୍କ ପାଇଁ ଖୁସି ଖବର
ବଲିଉଡ ଏବଂ କ୍ରୀଡା ଇଣ୍ଡଷ୍ଟ୍ରିର ସବୁଠାରୁ ଚର୍ଚ୍ଚିତ ତଥା ସୁନ୍ଦର ଦମ୍ପତିମାନଙ୍କ ମଧ୍ୟରୁ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଅନ୍ୟତମ। କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଦୁହଁିଙ୍କ ପ୍ରଶଂସକ ଅଛନ୍ତି। ନିକଟରେ ଟପ୍ ୩୫ ଗ୍ଲୋବାଲ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର…
ଅମୃତାଙ୍କୁ ହାତ ଧରିବା ବେଳେ ୧୧ ବର୍ଷର ଥିଲେ କରିନା: କହିଥିଲେ ‘ ବିବାହର ଶୁଭେଚ୍ଛା ସୈଫ ଅଙ୍କଲ’
ବମ୍ବେ: ବଲିଉଡ୍ର ବେବୋଙ୍କ ହାତ ଧରିବା ପୂର୍ବରୁ ନିଜଠାରୁ ବାର ବର୍ଷ ବଡ଼ ଅଭିନେତ୍ରୀ ଅମୃତା ସିଂହଙ୍କୁ ବିବାହ କରିଥିଲେ ନବାବ ସୈଫ ଅଲ୍ଲୀ ଖାନ। ଏପରିକି ସେ ବିବାହ କରିବା ସମୟରେ କରିନାଙ୍କୁ ହୋଇଥିଲା ମାତ୍ର ୧୧ବର୍ଷ। ବିବାହରେ ଯୋଗଦେଇ…
ଏଭଳି ଢ଼ଙ୍ଗରେ ସ୍ବାମୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସନା ଖାନ୍: କହିଲେ ମିଳିଛି ‘ଶ୍ରେଷ୍ଠ ସ୍ବାମୀ’
ବମ୍ବେ: ବିବାହ ପରେ ଏବେ ହନିମୁନ୍ରେ ବିଗ୍ବସ୍ ଫେମ୍ ସନା ଖାନ୍। ଅଭିନୟଜଗତକୁ ବାଏ ବାଏ କହିବା ପରେ ଏବେ ମୁଫ୍ତି ଅନସ ସଈଦଙ୍କ ହାତ ସେ ଧରିଛନ୍ତି। ନୂଆ ନୂଆ ବିବାହ ଯୋଗୁ ସ୍ବାମୀଙ୍କ ସହ ସମୟ ବିତାଇବା ସ୍ବାଭାବିକ…
ଓୟେ ଗୀଟାର
ଗୀତ ଗାଇ ସୁନାମ ଅର୍ଜନ କରିବାକୁ ଅନେକେ ନିଜ ମନରେ ଆଶା ରଖିଥାଆନ୍ତି। ନିଜ ଆଶାକୁ ପୂରଣ କରିବା ପାଇଁ ସେମାନେ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ତାହାକୁ ସାହସର ସହ ସାମ୍ନା କରିଥାଆନ୍ତି। ଠିକ୍ ସେହିପରି ଦିନେ ଗାୟିକା ହେବାର…
ଶେଷ ବିଦାୟରେ ରଖିଲେ ଅନୁରୋଧ: ସ୍ମିତା ପାଟିଲଙ୍କୁ ଶୁଆଇ ବୋହୂବେଶରେ କଲେ ମେକ୍ଅପ୍
ମୁମ୍ବାଇ, ୧୩।୧୨: ବଲିଉଡ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ୩୪ତମ ପୁଣ୍ୟତିଥି ରବିବାର ପାଳିତ ହେଉଛି। ସ୍ମିତା ୧୯୫୫ ଅକ୍ଟୋବର ୧୭ରେ ପୁଣେଠାରେ ଜନ୍ମଗ୍ରହଣ କରିଥିଲେ। ଏକ ଫିଲ୍ମ ସେଟ୍ରେ ଅଭିନେତା ରାଜକୁମାର ମେକ୍ଅପ୍ କରିବାକୁ ଡେରି କରୁଥିଲେ। କାରଣ ଜାଣିବା ପାଇଁ…
ସାମ୍ନାକୁ ଆସିଲା ଫିଲ୍ମ ’ମଇଦାନ’ର ରିଲିଜ ତାରିଖ
ମୁମ୍ବାଇ,୧୨।୧୨-ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅପକମିଂ ଫିଲ୍ମ ’ମଇଦାନ’ର ରିଲିଜ୍ ତାରିଖ ସାମ୍ନାକୁ ଆସିଛି। ୨୦୨୧ ଅକ୍ଟୋବର ୧୫ ରେ ଏହି ଫିଲ୍ମ ମୁକ୍ତିଲାଭ କରିବ। ଏ ନେଇ ଶନିବାର ଅଜୟ ଟୁଇଟ କରି ସୂଚନା ଦେବା ସହ ଫିଲ୍ମର ପୋଷ୍ଟର…
ବେବି ଡଲ ବି ସାମ୍ନା କରିଥିଲେ ବଡ଼ ଦୁର୍ଘଟଣା: ମରୁ ମରୁ ବଞ୍ଚିଗଲେ ସେ ଓ ତାଙ୍କ ସ୍ବାମୀ
ଅନେକ ଥର ଦେଖିଥିବେ ଫିଲ୍ମରେ, ଅଭିନେତ୍ରୀମାନେ ଗୁରୁତର ଦୁର୍ଘଟଣାର ଶିକାର ହୁଅନ୍ତି। କିନ୍ତୁ ସେମାନେ ମୃତ୍ୟୁ ମୁଖରୁ ବଞ୍ଚିକି ଆସିଥାନ୍ତି। ମାତ୍ର ଆପଣ କ’ଣ ଜାଣନ୍ତି ବାସ୍ତବ ଜୀବନରେ ନନେକ କଳାକାରଙ୍କ ସହିତ ମଧ୍ୟ ଏହା ଘଟିଛି। ଅନେକ ତାରକା ଅଛନ୍ତି…
ଶୁଟିଂସେଟ୍ରେ ଅସୁସ୍ଥ ହୋଇପଡ଼ିଥିଲେ ରଜନୀକାନ୍ତ; ସପ୍ତାହେ ଯାଏ ବ୍ରତ ରଖି ସାଇବାବାଙ୍କ ପୂଜା କରିଥିଲେ ଏହି ଅଭିନେତ୍ରୀ
ବମ୍ବେ: ସୁପରଷ୍ଟାର ରଜନୀକାନ୍ତ ‘ଥଲାଇଭା’ ନାମରେ ବେଶ୍ ଲୋକପ୍ରିୟ । ଆଜି ତାଙ୍କର ହାପି ବର୍ଥ ଡେ। ଏହି ଉପଲକ୍ଷେ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଅନେକ ବଡ଼ ବଡ଼ ସେଲିବ୍ରିଟି, ପ୍ରଶଂସକ…
ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେଶନରେ ପହଞ୍ଚିଲେ ହ୍ରିତିକ୍ ରୋଶନଙ୍କ ପୂର୍ବପତ୍ନୀ
ଅଭିନେତା ହ୍ରିତିକ ରୋଶନଙ୍କ ପୂର୍ବପତ୍ନୀ ସୁଜୈନ ଖାନ୍ ପେସାରେ ଜଣେ ଇଣ୍ଟେରିୟର ଡିଜାଇନର। ସେ ଏବେ ବାନ୍ଦ୍ରା ପୋଲିସ ଷ୍ଟେଶନକୁ ନୂଆ ରୂପ ଦେବାରେ ଲାଗିପଡ଼ିଛନ୍ତି। ଶନିବାର ତାଙ୍କୁ ଷ୍ଟେଶନ ବାହାରେ ଦେଖାଯାଇଥିଲା। ସୁଜୈନଙ୍କ ସହ ତାଙ୍କ ପୁରା ଟିମ୍ ମଧ୍ୟ…
ପ୍ରେମିକଙ୍କ ମୃତ୍ୟୁକୁ ଏବେ ବି ଗ୍ରହଣ କରିପାରୁନାହାନ୍ତି ସଞ୍ଜୟ ଦତ୍ତଙ୍କ ଝିଅ, କହିଲେ ‘ଦେହରେ ଜୀବନ ନ ଥିବା ଭଳି ଲାଗୁଛି’
ବମ୍ବେ: ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଳା ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ। ଫିଲ୍ମଜଗତ ସହ ତାଙ୍କର କୌଣସି ସମ୍ପର୍କ ନ ଥିଲେ ହେଁ ସୋସିଆଲ ପ୍ଲାଟଫର୍ମରେ ତାଙ୍କର ବହୁତ ପ୍ରଶଂସକ ଅଛନ୍ତି। ତ୍ରିଶାଳା ମଝିରେ ମଝିରେ ପ୍ରଶଂସକଙ୍କ ସହ…
Archives


