ବାପାଙ୍କ ଏହି ଶେଷ କଥା ଶୁଣି କାନ୍ଦିପକାଇ ଥିଲେ ରାଖୀ ସାୱନ୍ତ: ଡ୍ରାମା କୁଇନ୍ ଖୋଲିଲେ ଗୁମର
ବଲିଉଡର ଡ୍ରାମା କୁଇନ୍ ଭାବରେ ଜଣାଶୁଣା ଅଭିନେତ୍ରୀ ରାଖୀ ସାୱନ୍ତ ତାଙ୍କ କଥାପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ବର୍ତ୍ତମାନ ସେ ସଲମାନ ଖାନ୍ଙ୍କ ରିଆଲିଟି ଶୋ ବିଗ୍ ବସ୍ ୧୪କୁ ଯାଇଛନ୍ତି। ରାଖୀ ଏକ ଚ୍ୟାଲେଞ୍ଜର୍ ଭାବରେ ଶୋ’ରେ ପ୍ରବେଶ କରିଛନ୍ତି।…
ଲୋକଙ୍କୁ ଠକି ଗିରଫ ହେଲେ ଅଭିନେତା ସଲମାନ୍
ଟିଭି ସିରିଏଲରେ କାମ କରିସାରିଥିବା ୪୦ ବର୍ଷୀୟ ଅଭିନେତା ସଲମାନ ଅନସାରୀଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସର ଗିରଫ କରିଛି। ନକଲି ପୋଲିସ ସାଜି ସେ ଲୋକଙ୍କୁ ଠକୁଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ସଲମାନ ‘ଛତ୍ରପତି ରାଜା ଶିବାଜୀ’, ‘ସାବଧାନ…
ବିବାହ କରିବେ ଟେଲିଭିଜନ କୁଇନ୍ ଏକତା !
ବମ୍ବେ: ଟେଲିଭିଜନ କୁଇନ୍ ଏକତା କପୁର କରିବେ ବିବାହ। ୪୫ ବର୍ଷୀୟ ଏକତା ବନ୍ଧୁ ତନବୀର ବୁକଓ୍ବାଲାଙ୍କ ହାତ ଧରିବେ। ଖୋଲାଖୋଲି ନ ହେଲେ ବି ପ୍ରଶଂସକଙ୍କୁ ଇସାରା ଇସାରାରେ ଏହା କହିଛନ୍ତି ଏକତା। ଇନଷ୍ଟାଗ୍ରାମରେ ବେଶ୍ ଆକ୍ଟିଭ ଥିବା ଏକତା…
ଅଧାଘଣ୍ଟା କାନ୍ଦିଥିଲେ ସଲମାନ…
ମୁମ୍ବାଇ, ୧୬।୧୨: ବଲିଉଡ୍ର କମେଡ଼ିଆନ୍ ଲକ୍ଷ୍ମୀକାନ୍ତ ବର୍ଡେଙ୍କ ୧୬ତମ ଶ୍ରାଦ୍ଧ ବାର୍ଷିକୀ ବୁଧବାର ପାଳିତ ହେଉଛି। କିଡ଼ନୀ ଆକାମୀ ହେବା ଯୋଗୁ ତାଙ୍କର ମୃତ୍ୟୁ ୨୦୦୪ ଡିସେମ୍ବର ୧୬ରେ ହୋଇଥିଲା। ତାଙ୍କ ମୃତ୍ୟୁରେ ସଲମାନ ଖାଁ ଛୋଟ ପିଲାଙ୍କ ଭଳି କଇଁକଇଁ…
ମରଣ ମୁହଁରୁ ମୋ ଭାଇ ଫେରି ଆସିଛି
ବମ୍ବେ: ଖ୍ୟାତନାମା କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡିସୁଜା ଏବେ ଅସୁସ୍ଥ। ହୃଦଘାତ ଯୋଗୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ତାଙ୍କର ଏଜିଓପ୍ଲାଷ୍ଟି ସର୍ଜରୀ କରାଯାଇଥିଲା। ଏବେ ସେ ପୂର୍ବାପେକ୍ଷା ସୁସ୍ଥ ଅଛନ୍ତି ବୋଲି କୁହାଯାଉଛି। ରେମୋଙ୍କ…
ଅଭିନେତା ଅର୍ଜୁନଙ୍କୁ ଏନ୍ସିବିର ସମନ
ବମ୍ବେ: ବଲିଉଡ୍ରେ ଡ୍ରଗ୍ସ ମାମଲାର ଖୋଳତାଡ଼ କରୁଛି ଏନ୍ସିବି। ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ, କମେଡିଆନ୍ ଭାରତୀ ସିଂହଙ୍କ ପରେ ଏବେ ଅଭିନେତା ଅର୍ଜୁନ ରାମପାଲଙ୍କୁ ଏନ୍ସିବି କରିଛି ସମନ। ଡିସେମ୍ବର ୧୬ରେ ପଚରାଉଚରା କରିବା ପାଇଁ ଅର୍ଜୁନଙ୍କୁ ଡାକରା ଆସିଛି। ଗତ…
ସ୍ବାମୀ ସୈଫଙ୍କ ସହ ଦୁଇ ପୁଅଙ୍କ ଫଟୋ ଶେୟାର କଲେ କରିନା: ଲୋକେ କହୁଛନ୍ତି ଏପରି
ବମ୍ବେ: ଏକଦା ସୋସିଆଲ ମିଡିଆ ଉପରେ ଲୁଚିଲୁଚି ନଜର ରଖୁଥିବା ବେବୋ ଏବେ ବଦଳିଯାଇଛନ୍ତି। ଇନ୍ଷ୍ଟାଗ୍ରାମରେ ସ୍ବତନ୍ତ୍ର ଆକାଉଣ୍ଟ ଖୋଲି ଭଳିକି ଭଳି ପୋଷ୍ଟ ଶେୟାର କରୁଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଅଭିନେତ୍ରୀ କରିନା କପୁର ଖାନ୍ ଏବେ ସୋସିଆଲ…
ଜ୍ୟାକଲିନଙ୍କ ଜିମ୍ ଲୁକ୍
ମୁମ୍ବାଇ: ବଲିଉଡ୍ ନାୟିକା ଜ୍ୟାକଲିନ୍ ଫର୍ନାଡିଜ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଥାହାନ୍ତି ଚର୍ଚ୍ଚାରେ । ନିକଟରେ ସେ ତାଙ୍କ ଆଗାମୀ ଫିଲ୍ମ ‘ଭୁତ ପୋଲିସ’ ଓ ‘ବଚ୍ଚନ ପାଣ୍ଡେ’କୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ କିନ୍ତୁ…
ଅମିତାଭ, ଶାହାରୁଖଙ୍କୁ ଟକ୍କର ଦେଲେ ନେହା
ମୁମ୍ବାଇ: ମାତ୍ର ୩୨ ବର୍ଷ ବୟସରେ ବଲିଉଡ୍ ଗାୟିକା ନେହା କକ୍କଡ ଅନେକ ସମ୍ମାନର ଅଧିକାରିଣୀ ହୋଇ ପାରିଛନ୍ତି । ଏବେ ସେ ବଲିଉଡ୍ ଇଣ୍ଡଷ୍ଟ୍ରିର ଜଣେ ମୋଷ୍ଟ ସକସେସ୍ଫୁଲ ସିଙ୍ଗର ତାଲିକାରେ ରହିଛନ୍ତି । ଏବେ ନେହାଙ୍କ ନାମ ଫୋର୍ବସର…
ବିବାହ ପାଇଁ କାର୍ଡ ବଣ୍ଟା ସରିଥିଲା, ଏହି କାରଣରୁ ବେଦିରେ ବସିବାକୁ ମନା କରିଦେଇଥିଲେ ସଲମାନ ଖାନ୍
ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ବିବାହ ବିଷୟରେ ଅନେକ ସମୟରେ ପ୍ରଶ୍ନ ଉଠେ। ସେ କେବେ ବିବାହ କରିବେ, କାହାକୁ ବିବାହ କରିବେ ଏବଂ କରିବେ କିମ୍ବା କରିବେ ନାହିଁ ଏମିତି ଅନେକ ଗୁଡିଏ କଥା ଚର୍ଚ୍ଚା ହୁଏ। କିନ୍ତୁ ଏହାର…
ଫିଲ୍ମ ଛାଡି ସାବୁନ ତିଆରି କରୁଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ
୧୭ ବର୍ଷ ପୂର୍ବେ ୨୦୦୩ରେ ରିଲିଜ୍ ହୋଇଥିବା ସୁପରହିଟ୍ ଫିଲ୍ମ ‘କଲ ହୋ ନା ହୋ’ ରେ ପ୍ରିତି ଜିଣ୍ଟାଙ୍କ ସାନ ଭଉଣୀ ଜିୟା ଚରିତ୍ରରେ ଅଭିନୟ କରିଥିବା ଝନକ ଶୁକ୍ଲା ଏବେ ବହୁତ ବଡ଼ ହୋଇଯାଇଛନ୍ତି। ଏବେ ତାଙ୍କୁ ଚିହ୍ନିବା…
ଇଣ୍ଟିମେଣ୍ଟ ସିନ୍କୁ ନେଇ ଅଭିନେତ୍ରୀଙ୍କୁ ମାରିଦେଲେ ସ୍ବାମୀ: ଆଉ ତା ପରେ…
ସାଉଥ୍ ଅଭିନେତ୍ରୀ ଭିଜେ ଚିତ୍ରା ଗତ ଡିସେମ୍ବତ ୯ରେ ଆତ୍ମହତ୍ୟା କରିଥିଲେ। ଏକ ହୋଟେଲରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣାପରେ ପୋଲିସ ଚିତ୍ରାଙ୍କ ସ୍ବାମୀ ହେମନାଥଙ୍କୁ ପଚରାଉଚରା ଚଳାଇଥିଲା। ଏବେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ଚିତ୍ରାଙ୍କ ମୃତ୍ୟୁ…
Archives


