ସୁପରଷ୍ଟାରଙ୍କ ଠାରୁ ଅଧିକ ଫିସ୍ ନେଇଥାନ୍ତି ଏହି ଅଭିନେତା
ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ କଳାକାର ହେଉଛନ୍ତି ହାସ୍ୟ ଅଭିନେତା ବ୍ରହ୍ମାନନ୍ଦମ। ସାଉଥ୍ର ପ୍ରାୟ ସମସ୍ତ ସିନେମାରେ ଦେଖିବାକୁ ମିଳୁଥିବା ଏହି କମେଡି କଳାକାର ବ୍ରହ୍ମାନନ୍ଦମ ଟଲିଉଡ୍ର ସୁପରଷ୍ଟାରଙ୍କ ଠାରୁ ମଧ୍ୟ ଅଧିକ ଫିସ୍ ନେଇଥାନ୍ତି। ଆଜି ଏହି ଅଭିନେତା…
କେବଳ ଏହି କାରଣ ପାଇଁ ଝିଅର ନାମ ‘ଭାମିକା’ ରଖିଲେ ବିରୁଷ୍କା
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ୨୦୨୧ ଜାନୁୟାରୀ ୧୧ରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ତେବେ ବିରାଟ ଏବଂ ଅନୁଷ୍କା ଶର୍ମାଙ୍କ ଝିଅ ଜନ୍ମ ହେବା ଦିନଠାରୁ ପ୍ରଶଂସକମାନେ ତାଙ୍କୁ…
ପ୍ରଥମଥର ପାଇଁ ସୋସିଆଲ ମିଡିଆରେ ଝିଅର ଫଟୋ ଶେୟାର କଲେ ଅନୁଷ୍କା, ଲେଖିଲେ ଏମିତି କିଛି…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି ୧୧ ଜାନୁୟାରୀ ୨୦୨୧ରେ ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ବର୍ତ୍ତମାନ ଅନୁଷ୍କା ଝିଅର ପ୍ରଥମ ଫଟୋ ଫ୍ୟାନ୍ ତଥା ପ୍ରଶଂସକମାନଙ୍କ ପାଇଁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।…
ପୁଣି ଥରେ ପିତା ହେଲେ କମେଡି କିଙ୍ଗ୍, ଟୁଇଟ୍ କରି ଦେଲେ ସୂଚନା
ମୁମ୍ବାଇ: କମେଡି କିଙ୍ଗ୍ କପିଲ ଶର୍ମା ଫ୍ୟାନ୍ମାନଙ୍କୁ ଖୁସି ଖବର ଦେଇଛନ୍ତି। ଏହି ଖୁସିଟି ହେଲା କପିଲ ପୁଣି ଥରେ ପିତା ହୋଇଛନ୍ତି। ତାଙ୍କ ସ୍ତ୍ରୀ ଗିନି ଚତରଥ ସୋମବାର ସକାଳେ ଏକ ପୁତ୍ରସନ୍ତାନ ଜନ୍ମ ଦେଇଛନ୍ତି। ଏ ବିଷୟରେ କପିଲ…
ରେକର୍ଡ କଲା ଓଣ୍ଡର ଓମ୍ୟାନ୍
ମୁମ୍ବାଇ, ୧ା୨: ହଲିଉଡ ଷ୍ଟାର ଗାଲ ଗାଡୋଟ୍ଙ୍କ ଅଭିନୀତ‘ ଓଣ୍ଡର ଓମ୍ୟାନ ୧୯୮୪’ ଚଳଚ୍ଚିତ୍ର ରେକର୍ଡ କରିଛି। ‘ଓଣ୍ଡର ଓମ୍ୟାନ’ର ଏହି ସିକ୍ୱେଲ ପ୍ରିମିୟର ଏଚ୍ବିଓ ମାକ୍ସରେ ଡିସେମ୍ବର ୨୫ରେ ରିଲିଜ ହୋଇଥିବାବେଳେ ସର୍ବାଧିକ ସମୟ ଦେଖାଯାଇଥିବା ଚଳଚ୍ଚିତ୍ର ର଼୍ୟାଙ୍କିଙ୍ଗରେ ପ୍ରଥମ…
ପରିନ୍ଦା ଫିଲ୍ମରେ ଅନୀଲଙ୍କୁ ୧୭ ଥର ଚଟକଣି ମାରିଥିଲେ ଜ୍ୟାକି
ମୁମ୍ବାଇ, ୧।୨: ଜଗୁ ଦାଦାରୁ ବଲିଉଡ ଷ୍ଟାର ପାଲଟିଥିବା ଜ୍ୟାକି ଶ୍ରଫଙ୍କୁ ସୋମବାର ୬୪ ବର୍ଷ ପୂରଣ ହୋଇଛି। ସେ ୬୫ ବର୍ଷରେ ପାଦ ଦେଇଛନ୍ତି। ୧୯୫୭ ଫେବୃୟାରୀ ୧ରେ ସେ ବମ୍ବେରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଜୟ…
କ୍ରିକେଟ ଖେଳିଲେ ଜାହ୍ନବୀ
ମୁମ୍ବାଇ: ଜାହ୍ନବୀ କପୁର ଏବେ ଖୁବ୍ ଚର୍ଚ୍ଚାରେ । ଶ୍ରୀଦେବୀ ଓ ବୋନି କପୁରଙ୍କ ଝିଅ ଜାହ୍ନବୀ ବଲିଉଡ୍ରେ ଏଣ୍ଟ୍ରି କରିସାରିଥିବା ବେଳେ ସେ ତାଙ୍କ ଅଭିନୟକୁ ନେଇ ସେ ଯେତିକି ଚର୍ଚ୍ଚିତ ତାଙ୍କ ପର୍ସନାଲ ଲାଇଫକୁ ନେଇ ମଧ୍ୟ ସେତିକି…
ନୋରାଙ୍କ ଦେଶୀ ଅବତାର
ମୁମ୍ବାଇ: ବଲିଉଡ୍ରେ କ୍ୟାରିୟର ଆରମ୍ଭ କରିସାରିଥିବା ନୋରା ଫତେହି ନିଜର ଡ୍ୟାନ୍ସ ପାଇଁ ବେଶ୍ ପରିଚିତ । ଏବେ ଏହି ଅଭିନେତ୍ରୀ ଲକ୍ଷେ ଦିଲ କି ଧଡ୍କନ୍ ପାଲଟି ଯାଇଛନ୍ତି । ନିଜର ଫ୍ୟାଶନ ସେନ୍ସ ଓ ଡ୍ୟାନ୍ସକୁ ଦେଖି ମତୁଆଲା…
ଭାଇଜାନ୍ ହେଲେ ଟ୍ରୋଲ୍ : ଆଉ କାହା ପାଇଁ ନୁହେଁ ରାଖୀ ସାଓ୍ବନ୍ତଙ୍କ ଲାଗି
କିଛି ସପ୍ତାହ ପୂର୍ବରୁ ରାକ୍ଷୀ ବିଗ୍ ବସ୍ରେ ରୁବିନା ଦିଲାଇକ୍ଙ୍କ ସ୍ବାମୀ ତଥା ଅଭିନେତା ଅଭିନବ ଶୁକ୍ଳାଙ୍କ ସହ ପ୍ରେମ ଆରମ୍ଭ କରିଥିଲେ। ଯାହାକୁ ଅଭିନବ ଏବଂ ରୁବିନା ପସନ୍ଦ କରନ୍ତି ନାହିଁ। ନିକଟରେ ଅଭିନବ ରାଖୀଙ୍କ ଉପରେ ଏତେ ରାଗିଯାଇଥିଲେ…
୧୨ ବର୍ଷ ପୂର୍ବେ ୩୪ ଝିଅଙ୍କ ମା’ ହୋଇଥିଲେ ଏହି ଅଭିନେତ୍ରୀ
ବଲିଉଡ୍ର ଡିମ୍ପଲ ଗର୍ଲ ତଥା ଅଭିନେତ୍ରୀ ପ୍ରୀତି ଜିଣ୍ଟା ୩୧ ଜାନୁୟାରୀରେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି। ୯୦ ଦଶକର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ପ୍ରୀତି ଆଜି ତାଙ୍କର ୪୬ ତମ ଜନ୍ମଦିନ ପାଳନ କରୁଛନ୍ତି। ଶାହରୁଖ ଖାନଙ୍କ ସହ ‘ଦିଲ…
ଏହି ଅଭିନେତାଙ୍କୁ ରାତିଅଧରେ ଦେଖା କରିବାକୁ ଯାଇଥିଲେ କିଆରା, ଏମିତି ପଡିଲେ ଧରା
ବଲିଉଡ୍ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ ଅଭିନେତ୍ରୀ କିଆରା ଆଡଭାନୀ ସେମାନଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ମାତ୍ର ଦୁହେଁ ଏପର୍ଯ୍ୟନ୍ତ ଏହି ସମ୍ପର୍କକୁ ଗ୍ରହଣ କରିନାହାନ୍ତି। କିନ୍ତୁ ପ୍ରାୟତଃ ଏକାଠି ନଜର ଆସିଥାନ୍ତି। ନିକଟରେ ଦୁହେଁ ମାଲଦ୍ୱୀପରୁ ଫେରିବା…
ପ୍ରୀତି ଜିଣ୍ଟାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଏହି କ୍ରିକେଟର,ଲେଖିଲେ ଏମିତି କିଛି…
ମୁମ୍ବାଇ: ଆଜି ହେଉଛନ୍ତି ବଲିଉଡ୍ ଅଭିନେତ୍ରୀ ତଥା ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟାଙ୍କ ଜନ୍ମଦିନ। ଏହି ଅବସରରେ ପ୍ରୀତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କ୍ରିକେଟର ଯୁବରାଜ ସିଂହ। ସେ କ୍ୟାପଶନ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା, ତୁମ ପାଇଁ ଆଗାମୀ ଦିନଗୁଡ଼ିକ ଶୁଭଙ୍କର…
Archives


