ଏହି ଅଭିନେତ୍ରୀଙ୍କୁ ସରକାରୀ ଅଫିସର କରିବାକୁ ଚାହୁଁଥିଲେ ବାପା
‘ସିଟି ଲାଇଟ୍ସ୍’, ‘ଲଭ୍ ଗେମ୍ସ’ ପରି ଫିଲ୍ମରେ ଅଭିନୟ କରିସାରିଥିବା ଅଭିନେତ୍ରୀ ପତ୍ରଲେଖା ଫେବୃୟାରୀ ୨୦ରେ ନିଜର ୩୧ତମ ଜନ୍ମଦିନ ପାଳନ କରୁଛନ୍ତି। ମେଘାଳୟର ଶିଲଂରେ ସେ ଜନ୍ମଗ୍ରହଣ କରିଥିଲେ।ଅଭିନୟ ସାଙ୍ଗକୁ ଅଭିନେତା ରାଜକୁମାରଙ୍କ ସହ ରିଲେସନଶିପ୍କୁ ନେଇ ସବୁବେଳେ ଚର୍ଚ୍ଚାରେ…
ବିବାହର ୭ ବର୍ଷ ବିତିଲାଣି, ହେଲେ ବି ନବବିବାହିତାଙ୍କଠାରୁ କମ୍ ଲାଗନ୍ତି ନାହିଁ ଏହି ସେଲିବ୍ରିଟି ଯୋଡ଼ି
ବମ୍ବେ: ଟେଲି ପରଦାର ହିଟ୍ ଯୋଡ଼ି ମଧ୍ୟରୁ ରବି ଦୁବେ-ସରଗୁନ୍ ମେହେଟ୍ଟା ଅନ୍ୟତମ। ୧୨/୨୪ କରୋଲ ବାଗ୍ ଟେଲିଭିଜନ ଧାରାବାହିକ ସେଟ୍ରେ ସରଗୁନ୍ଙ୍କୁ ଭେଟିଥିଲେ ରବି। ପ୍ରଥମ ଦେଖାରେ ରବି ଖୁବ୍ ଶାନ୍ତ ସ୍ବଭାବର ପୁଅ ବୋଲି ସଗୁନ ଭାବିଥିଲେ। ଶୋ’ରେ…
ବିନା ହେଲମେଟରେ ସ୍ତ୍ରୀଙ୍କୁ ବାଇକ୍ରେ ବସାଇ ବୁଲିଲେ ବିବେକ: କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ମୁମ୍ବାଇ ପୋଲିସ
ବଲିଉଡ୍ ଅଭିନେତା ବିବେକ ଓବରୟଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଭାଲେଣ୍ଟାଇନସ୍ ଡେ ଅବସରର, ଯାହା ଏବେ ସାମ୍ନାକୁ ଆସିଛି। ଏହି ଭିଡିଓ ପାଇଁ ବିବେକ ଏବେ ଅସୁବିଧାରେ ପଡ଼ିଯାଇଛନ୍ତି। ବାସ୍ତବରେ,…
ଓସ୍କାର ଦୌଡ଼ରେ ‘କାଲିର ଅତୀତ’
ଭୁବନେଶ୍ୱର,୨୦।୨(ବ୍ୟୁରୋ): ନୀଳମାଧବ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ ଓସ୍କାର ଦୌଡ଼ରେ ସାମିଲ ହୋଇଛି। ଶ୍ରେଷ୍ଠ ଛବି, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ ସହ ଆହୁରି ଅନେକ କ୍ଷେତ୍ରରେ ଏହି ଚଳଚ୍ଚିତ୍ରଟି ଓସ୍କାର ଦୌଡ଼ର ସାଧାରଣ ବର୍ଗରେ ପ୍ରବେଶ କରିଛି।…
ବିବାହ ସମୟରେ କନ୍ୟାଦାନ ପାଇଁ ମନା କରିଥିଲେ ଦିୟା, ନିଜେ କଲେ ଖୁଲାସା
ମୁମ୍ବାଇ : ଫେବୃୟାରୀ ୧୫ରେ ଅଭିନେତ୍ରୀ ଦିୟା ମିର୍ଜା ପ୍ରତିଷ୍ଠିତ ବ୍ୟବସାୟୀ ବୈଭବ ରେଖୀଙ୍କୁ ବିବାହ କରିଛନ୍ତି। ଗୁରୁବାର ସକାଳେ ଦିୟା ଇନ୍ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ବିବାହ ସମୟର କିଛି କଥା ଖୋଲାଖୋଲି ପ୍ରକାଶ କରିଛନ୍ତି। ସେ କହିଛନ୍ତି,…
ଏକଦା ଲକ୍ଷେ ହୃଦୟର ନାୟକ ଥିଲେ ଏହି ଅଭିନେତା,ଏବେ ଚିହ୍ନିବା କଷ୍ଟକର
ବମ୍ବେ: ନବେ ଦଶକର କିଛି ଗୀତ ଆଜିବି ଦର୍ଶକଙ୍କ ହୃଦୟରେ ଘର କରି ରହିଛି। ଠିକ୍ ସେଭଳି କିଛି ଅଭିନେତାଙ୍କୁ ମଧ୍ୟ ପସନ୍ଦ କରାଯାଏ। ସେଥିରୁ ‘ଆଜା ନଚଲେ’ ଏବଂ ‘ଡୁବା ଡୁବା’ ଭଳି ଗୀତରେ ନଜର ଆସିଥିବା ମଡେଲ ତରୁଣ…
ସନ୍ନିଙ୍କ ସାଉଥ୍ ଇଣ୍ଡିଆନ୍ ଲୁକ୍
ମୁମ୍ବାଇ: ପର୍ନ ଷ୍ଟାରରୁ ବଲିଉଡ୍ ନାୟିକା ପାଲଟିଥିବା ସନ୍ନି ଲିଓନ ଏବେ ତାଙ୍କ ଅଗାମୀ ଫିଲ୍ମର ଶୁଟିଂ ପାଇଁ ବ୍ୟସ୍ତ ଅଛନ୍ତି । କେରଳରେ ତାଙ୍କ ଫିଲ୍ମର ଶୁଟିଂ ଚାଲିଥିବା ବେଳେ ସେଠାରୁ ସେ ବିଭିନ୍ନ ସମୟର ଫଟୋ ଓ ଭିଡିଓ…
ସନ୍ଦିପଙ୍କ ମୃତଦେହକୁ ଦେଖି ଚେତାଶୂନ୍ୟ ହେଲେ ମା’: କହିଲେ- ‘ମୋ ହିରୋ ଚାଲିଗଲା’
ବମ୍ବେ: ଅକ୍ଷୟ କୁମାରଙ୍କ ସହ ଫିଲ୍ମ ‘କେଶରୀ’ ଏବଂ ସୁଶାନ୍ତ ସିଂହଙ୍କ ସହ ଫିଲ୍ମ ଏମ୍ଏସ୍ ଧୋନୀରେ ନଜର ଆସିଥିଲେ ଅଭିନେତା ସନ୍ଦିପ ନାହର। ନିକଟରେ ସେ ଆତ୍ମହତ୍ୟା କରି ପ୍ରଶଂସକଙ୍କୁ ଚକିତ କରିଥିଲେ। ଏହାକୁ କିଛି ଦିନ ବିତିଥିଲେ ହେଁ…
ରୋମାଣ୍ଟିକ କମେଡି ଫିଲ୍ମରେ ନଜର ଆସିବେ ଶ୍ରଦ୍ଧା
ମୁମ୍ବାଇ: ‘ପ୍ୟାର କା ପଞ୍ଚନାମା’, ‘ସୋନୁ କେ ଟିଟୁକି ସ୍ୱିଟି’ ଭଳି ରୋମାଣ୍ଟିକ ଓ କମେଡି ଫିଲ୍ମ ନିର୍ଦ୍ଦେଶନା ଦେଉଥିବା ନିର୍ଦ୍ଦେଶକ ଲଭ ରଞ୍ଜନଙ୍କ ଆଗାମୀ ଫିଲ୍ମକୁ ଦର୍ଶକେ ବଡ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି । କାରଣ ଏହି ଫିଲ୍ମରେ…
ଏହି ଫିଲ୍ମ ନିର୍ମାତାଙ୍କ ଝିଅକୁ ମିଳିଥିଲା ବଳାତ୍କାର ଧମକ
ବଲିଉଡରେ ଅନେକ ସେଲିବ୍ରିଟି ଟ୍ରୋଲର ଶିକାର ହୋଇଥାନ୍ତି। କେବଳ ସେମାନେ ଏକା ନୁହଁନ୍ତି ବରଂ ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ହୋଇଥାନ୍ତି। ବଲିଉଡ ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ତାଙ୍କ ଟୁଇଟ୍ ଯୋଗୁ ଅନେକ ସମୟରେ ଟ୍ରୋଲ ହୋଇଥାନ୍ତି। ଅନୁରାଗ କାଶ୍ୟପଙ୍କ…
ନାଚୁଥିବା ବେଳେ ଏହି ଅଭିନେତ୍ରୀଙ୍କ ବଦଳିଗଲା ପୋଷାକ, ଭିଡିଓ ଭାଇରାଲ
ଟିଭି ସିରିଏଲ୍ର ଜଣାଶୁଣା ଅଭିନେତ୍ରୀ ହିନା ଖାନ ସୋସିଆଲ ମିଡିଆରେ ପ୍ରାୟ ସକ୍ରିୟ ଥାନ୍ତି। ସେ ପ୍ରଶଂସକଙ୍କ ପାଇଁ ଆକର୍ଷଣୀୟ ପୋଷ୍ଟ ଶେୟାର କରୁଛନ୍ତି। ଏ ନେଇ ହିନା ଜବରଦସ୍ତ ଆଲୋଚନାର ଶିକାର ହୋଇଛନ୍ତି। ହିନା ତାଙ୍କ ଇନ୍ଷ୍ଟାଗ୍ରାମରେ ଏପରି ଏକ…
ଦିଶାଙ୍କ ଲେହଙ୍ଗା ଫଟୋ ପାଇଁ ପାଗଳ ୟୁଜର୍ସ
ବଲିଉଡ୍ର ହଟ ଆକ୍ଟ୍ରସ ଦିଶା ପଟାନି ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। କେବେ ଅପକମିଂ ଫିଲ୍ମ ପାଇଁ ତ ଆଉ କେବେ ସୋସିଆଲ ମିଡିଆ ବିଭିନ୍ନ ପୋଷ୍ଟ ଲାଗି। କିନ୍ତୁ ତାଙ୍କୁ ଚର୍ଚ୍ଚାରେ ରହିବା ଜଣାଅଛି। ନିକଟରେ ଜଣେ ସାଙ୍ଗର ମ୍ୟାରେଜ ପାର୍ଟିରେ…
Archives


