ମନୋରଞ୍ଜନ

ସଙ୍ଗୀତଜ୍ଞ ଶାର୍ଦ୍ଦୂଳ ସିକନ୍ଦରଙ୍କ ପରଲୋକ

ନୂଆଦିଲ୍ଲୀ, ୨୫ା୨: ପ୍ରସିଦ୍ଧ ପଞ୍ଜାବୀ ସଙ୍ଗୀତଜ୍ଞ ଶାର୍ଦ୍ଦୂଳ ସିକନ୍ଦରଙ୍କ ବୁଧବାର ପରଲୋକ ଘଟିଛି। ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। କୋଭିଡ୍‌-୧୯ରେ ସଂକ୍ରମିତ ହୋଇ ସେ ମୋହାଲିର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁରେ ସଙ୍ଗୀତ ଦୁନିଆରେ ଶୋକର ଛାୟା…

ମାଫିଆ କୁଇନ୍‌ ଆଲିୟା

ନୂଆଦିଲ୍ଲୀ, ୨୫ା୨: ନିର୍ଦ୍ଦେଶକ ସଞ୍ଜୟଲୀଲା ଭଁସାଲିଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଙ୍ଗୁବାଈ କାଠିଆଓ୍ବାଡି’ର ଟ୍ରେଲର ରିଲିଜ ହୋଇଛି। ଫିଲ୍ମଟି କେତେ ଦମ୍‌ଦାର ହୋଇଥିବା ତାହାର ଝଲକ ଟିଜରରେ ଦେଖିବାକୁ ମିଳିଛି। ଆଲିୟା ଭଟ୍ଟ ସମ୍ପୂର୍ଣ୍ଣ ଅଲଗା ଅବତାରରେ ଏଥିରେ ନଜର ଆସିଛନ୍ତି।…

କୌଣସି ମଣ୍ଡପରେ ନୁହେଁ, ବରଂ ଘର ଛାତ ଉପରେ ହୋଇଥିଲା ଏହି ଲୋକପ୍ରିୟ ଅଭିନେତାଙ୍କ ବିବାହ

ବଲିଉଡ ଅଭିନେତା ଅଜୟ ଦେବ୍‌ଗନ୍‌ ଓ ବଭିନେତ୍ରୀ ଭିନେତ୍ରୀ କାଜଲ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କପଲଙ୍କ ମଧ୍ୟରେ ଅନ୍ୟତମ। ତେବେ ଉଭୟଙ୍କ ଯୋଡିକୁ ଦର୍ଶକ ଖୁବ୍‌ ପସନ୍ଦ କରନ୍ତି। ଉଭୟ ଗୁଣ୍ଡାରାଜ୍‌ ଶୁଟିଂଶେଟ୍‌ରେ ପରସ୍ପରକୁ ଭେଟିଥିଲେ। ଅଜୟ ସେତେବେଳେ କାହା ସହିତ ଅଧିକ…

ଶେଷରେ ମୀରାଙ୍କ ହାତ ଧରିଥିଲେ ଶାହିଦ୍‌…

ମୁମ୍ବାଇ: ବଲିଉଡ ଷ୍ଟାର ଶାହିଦ କପୁରଙ୍କୁ ଗୁରୁବାର ୪୦ ବର୍ଷ ପୂରଣ ହୋଇଛି। ୧୯୮୧ ଫେବୃୟାରୀ ୨୫ରେ ସେ ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ଅଭିନୟ ପ୍ରତି ତାଙ୍କର ପିଲାଦିନରୁ ପ୍ରବଳ ଆଗ୍ରହ ଥିଲା। ୨୦୦୩ରେ ସେ ରମେଶ ତୈରାନିଙ୍କ ଫିଲ୍ମ ଇଶ୍କ…

ଡ୍ୟାନି‌ଙ୍କ ପ୍ରେମରେ ପାଗଳ ଥିଲେ ଗାଓ୍ବା…

ମୁମ୍ବାଇ: ବଲିଉଡ ଖଳନାୟକ ଡ୍ୟାନି ଡେଞ୍ଜୋଙ୍ଗପାଙ୍କୁ ଗୁରୁବାର ୭୩ ବର୍ଷ ପୂରଣ ହୋଇଛି। ୧୯୪୮ ଫେବୃୟାରୀ ୨୫ରେ ସେ ସିକିମ୍‌ର ଗ୍ୟାଙ୍ଗଟକଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପ୍ରକୃତ ନାମ ଥେସରିଙ୍ଗ ଫିଣ୍ଟୋସ ଡେଞ୍ଜୋଙ୍ଗପା ଥିଲା। ଘରେ ମନାକରିବା ପରେ ମଧ୍ୟ ସେ…

ପ୍ରିୟଙ୍କା ପିନ୍ଧିଲେ ଏମିତି ଡ୍ରେସ୍‌, ଥମୁନି ଚର୍ଚ୍ଚା

ବଲିଉଡ୍‌ ପରେ ହଲିଉଡ୍‌ରେ ଜଲଓ୍ବା ଦେଖାଇଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଫ୍ୟାଶନ ଏବଂ ଅଭିନୟ ଦୃଷ୍ଟିରୁ ସେ ଅତୁଳନୀୟ। ସେ ବେଳେବେଳେ କିଛି ଅଲଗା କରିବାକୁ ଚେଷ୍ଟା କରନ୍ତି। ଅଜବ ଡ୍ରେସିଂ ଷ୍ଟାଇଲ୍‌ ପାଇଁ ସେ ଅନେକ ଥର ଟ୍ରୋଲର ସମ୍ମୁଖୀନ…

ବିବାହ କଥା ଉଠିବାରୁ ଏହି ଅଭିନେତ୍ରୀଙ୍କ ସହ କଥା ହେଉ ନ ଥିଲେ ବାପା

ଆଜି ବଲିଉଡ୍‌ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲଙ୍କ ବିବାହ ବାର୍ଷିକୀ। ଉଭୟ ୧୯୯୯ ମସିହା ଫେବୃୟାରୀ ୨୪ ତାରିଖରେ ବିବାହ କରିଥିଲେ। ମାତ୍ର ଉଭୟଙ୍କ ଏହି ବିବାହା ପ୍ରସ୍ତାବକୁ ପ୍ରଥମେ କାଜଲଙ୍କ ବାପା ଗ୍ରହଣ କରି ନ ଥିଲେ।…

କାହା ସହ କଥା ହେଉ ନ ଥିଲେ ସୁଦ୍ଧା ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଅଜୟ ଦେବଗନ୍‌

ବଲିଉଡ୍‌ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କପଲଙ୍କ ମଧ୍ୟରେ ଅନ୍ୟତମ। ୧୯୯୯ ମସିହା ଫେବୃୟାରୀ ୨୪ ତାରିଖରେ ଉଭୟ ବିବାହ କରିଥିଲେ। ଆଜି ତାଙ୍କ ବିବାହ ବାର୍ଷିକୀ ଅବସରରେ ଜାଣନ୍ତୁ କିଛି ବିଶେଷ କଥା। ଅଜୟ…

ପରଲୋକରେ ପ୍ରସିଦ୍ଧ ଗାୟକ

ପ୍ରସିଦ୍ଧ ପଞ୍ଜାବୀ ଗାୟକ ସରଦୁର୍‌ ସିକନ୍ଦରଙ୍କ ପରଳୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। କିଡନୀ ସମସ୍ୟା ଯୋଗୁ ତାଙ୍କୁ ଗତ ସପ୍ତାହରେ ମୋହାଲିର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର କିଡନୀ ଅପରେସନ ଏଠାରେ ସଫଳ ହୋଇଥିଲା,…

ବୟସରେ ୩ ବର୍ଷ ସାନ, ପୂର୍ବରୁ ଦୁଇଟି ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିବା କରନ୍‌ଙ୍କ ପ୍ରେମରେ ପଡ଼ିଥିଲେ ଏହି ଅଭିନେତ୍ରୀ, କିଛି ଏଭଳି ଥିଲା ଲଭ୍‌ଷ୍ଟୋରୀ

ବମ୍ବେ: ଇଚ୍ଛା ନ ଥିଲା ବିବାହ ପାଇଁ। ହେଲେ ପ୍ରେମରେ ପଡ଼ିଯାଇଥିଲେ। ଶେଷରେ ହାତକୁ ଦୁଇ ହାତ ହେବାକୁ ବାଧ୍ୟ ହୋଇଥିଲେ। ଏଭଳି କିଛି କାହାଣୀ ହେଉଛି ବଲିଉଡ୍‌ ବ୍ଲାକ୍‌ ବିଉଟି ବିପାସା ବାସୁଙ୍କର। ଅଭିନେତା କରନ୍‌ ସିଂ ଗ୍ରୋଭରଙ୍କ ସହ…

ମା’ଙ୍କୁ କ୍ୟାନ୍‌ସର, ଆରୋଗ୍ୟ ଲାଗି ପ୍ରାର୍ଥନା କରିବାକୁ ଗୁହାରି କଲେ ଡ୍ରାମା କୁଇନ୍‌

ବମ୍ବେ: କ୍ୟାନ୍‌ସର ସହ ଲଢ଼ୁଛନ୍ତି ଆଲବମ୍‌ କୁଇନ୍‌ଙ୍କ ମା’। ନିକଟରେ ବିଗ୍‌ ବସ୍‌-୧୪ରେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଦେଇ ଚର୍ଚ୍ଚାକୁ ଆସିଥିବା ରାକ୍ଷୀ ସାଓ୍ବନ୍ତଙ୍କ ମା’ ଅସୁସ୍ଥ ଅଛନ୍ତି। ଅଭିନେତ୍ରୀଜଣଙ୍କ ନିଜର ସୋସିଆଲ ପୃଷ୍ଠାରେ ମା’ଙ୍କ ଫଟୋ ଶେୟାର କରି…

ଏକଦା ବିବାହ କରିବାକୁ କହିଥିଲେ ଦୀପିକା, ଏବେ ୫୭ ବର୍ଷରେ ବି ଅବିବାହିତ ଅଛନ୍ତି ଏହି ଲୋକପ୍ରିୟ ଫିଲ୍ମ ନିର୍ମାତା

ବମ୍ବେ: ବଲିଉଡ୍‌ର ଲୋକପ୍ରିୟ ଫିଲ୍ମନିର୍ମାତାଙ୍କ ମଧ୍ୟରୁ ସଞ୍ଜୟ ଲୀଲା ଭନଶାଲୀ ଅନ୍ୟତମ। ସେ ତାଙ୍କର ପ୍ରତିଟି ଫିଲ୍ମରେ ନିଆରା ଛାପ ଦେଇଥାନ୍ତି। ‘ହମ୍‌ ଦିଲ ଦେ ଚୁକେ ସନମ, ସାଓ୍ବରିୟା, ବାଜିରାଓ ମସ୍ତାନୀ, ପଦ୍ମାବତ’ ଭଳି ଫିଲ୍ମକୁ ଉଦାହରଣ ଭାବେ ନେଇପାରିବେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri