୫୦ ଲକ୍ଷ ନକଲି ଟଙ୍କା ସହ ଧରାପଡ଼ିଲେ ଏହି ଅଭିନେତା, କରୁଥିଲେ ବାଇକ୍ ଚୋରି କାମ
କରୋନା ଯୋଗୁ ଜାରି ରହିଥିବା ଲକ୍ଡାଉନ୍ ପାଇଁ ଅନେକ ଲୋକ ବେରୋଜଗାର ହୋଇଥିଲେ। ଏହି କାରଣରୁ ଅନେକ ଚୋରି କାମ ମଧ୍ୟ ଆରମ୍ଭ କରିଥିଲେ। ଏହି ତାଲିକାରେ ଏବେ ଶାମିଲ ହୋଇଯାଇଛି ଜଣେ ଅଭିନେତାଙ୍କ ନାମ। ସେ ହେଲେ ଭୋଜପୁରୀ ଅଭିନେତା…
ଖୋଲା ଜିପ୍ରେ ସଫାରୀ ପାଇଁ ବାହାରିଲେ ସଲମାନ୍
ବଲିଉଡ୍ର ସୁପରଷ୍ଟାର ସଲମାନ୍ ଖାନ୍ ପ୍ରକୃତିକୁ ବହୁତ ଭଲ ପାଆନ୍ତି। ଯେତେବେଳେ ବି ସୁଯୋଗ ମିଳେ ସଲମାନ ପ୍ରକୃତି ମଧ୍ୟରେ ସମୟ ବିତାଇବାକୁ ପସନ୍ଦ କରନ୍ତି। ପୁରା ଲକ୍ଡାଉନ୍ରେ ସେ ନିଜ ଫାର୍ମହାଉସ୍ରେ ରହିଥିଲେ। କେତେବେଳେ ଚାଷ କରୁଥିଲେ ତ ଆଉ…
ଗୋଟିଏ ବିଜ୍ଞାପନ ପାଇଁ ସଲମାନ ନେଇଥାନ୍ତି ଏତିକି କୋଟି
ମୁମ୍ବାଇ: ଯେକୌଣସି ଉତ୍ପାଦର ବିଜ୍ଞାପନ ପାଇଁ ବଲିଉଡ୍ ଷ୍ଟାର୍ମାନେ ମୋଟା ଅଙ୍କର ଅର୍ଥ ରୋଜଗାର କରିଥାନ୍ତି। ଏହି ତାଲିକାରେ ଅକ୍ଷୟ କୁମାରଙ୍କ ନାମ ସବୁଠୁ ଆଗରେ ଥିବା ବେଳେ ସଲମାନ ଏବେ ଏହି ରେକର୍ଡକୁ ଭାଙ୍ଗିଛନ୍ତି। ଇଣ୍ଡଷ୍ଟ୍ରିରେ ବେଶ୍ ନାଁ କମାଇଥିବା…
ଅନ୍ତରଙ୍ଗ ସିନ୍ରୁ ମିଳିଥିଲା ପରିଚିତି…
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ଶୁକ୍ରବାର ୩୭ ବର୍ଷ ପୂରଣ ହୋଇଛି। ୧୯୮୪ ମାର୍ଚ୍ଚ ୧୯ରେ ସେ ଜାମ୍ସେଦ୍ପୁର ଠାରେ ଜନ୍ମଗ୍ରହଣ କରିଥିଲେ। ୨୦୦୪ରେ ୨୦ ବର୍ଷ ବୟସରେ ସେ ଫେମିନା ମିସ୍ ଇଣ୍ଡିଆ ୟୁନିଭର୍ସ ଟାଇଟଲ ହାସଲ କରିଥିଲେ।…
କୋହଲିଙ୍କ ପରି ‘ବ୍ଲାକ ଓ୍ବାଟର’ ପିଅନ୍ତି ବଲିଉଡ୍ର ଏହି ଅଭିନେତ୍ରୀ
ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ ନିକଟରେ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ସେ ତାଙ୍କର ଏକ ତାମିଲ ଫିଲ୍ମର ଶୁଟିଂ ଶେଷ କରି ଦିଲ୍ଲୀ ଫେରିଛନ୍ତି। ଏହି ଅବସରରେ ଉର୍ବଶୀ କଳା ରଙ୍ଗର ଏକ ଜିନ୍ସ ସହ ଟପ୍ସ ପିନ୍ଧିଥିଲେ। ତେବେ…
ବିବାହ କରି ନ ପାରି ସଲମାନ୍ଙ୍କୁ ମାଗିଲେ ସହାୟତା, ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯିବେ
ଉତ୍ତରପ୍ରଦେଶର ଶାମଲି ନିବାସୀ ଆଜୀମ ମନସୁରୀ ତାଙ୍କ ବିବାହକୁ ନେଇ ବହୁତ ବ୍ୟସ୍ତ ହୋଇପଡ଼ିଛନ୍ତି। ବର୍ତ୍ତମାନ ଆଜୀମଙ୍କ ବୟସ ୨୬। ମାତ୍ର ତାଙ୍କର ଉଚ୍ଚତା ବୟସ ଅନୁସାରେ ବହୁତ କମ୍। ଅର୍ଥାତ୍ ୨ ଫୁଟରୁ ସାମାନ୍ୟ ଅଧିକ। ତାଙ୍କର ବିବାହ ପ୍ରସ୍ତାବ…
ପାଓ୍ବରୀ ଗର୍ଲ’ଙ୍କର ଇନ୍ଷ୍ଟାଗ୍ରାମ୍ରେ ହେଲେ ୧ ମିଲିୟନ ଫଲୋଅର୍ସ: ଭଲପାଇବା ପାଇଁ ପ୍ରଶଂସକଙ୍କୁ ଜଣାଇଲେ ଧନ୍ୟବାଦ
ପାଓ୍ବରୀ ଗର୍ଲ ନାମରେ ସୋସିଆଲ ମିଡିଆରେ ରାତାରାତି ପ୍ରସିଦ୍ଧ ହୋଇଥିବା ଦନାନୀର ମୁବିନ ଏବେ ସମଗ୍ର ବିଶ୍ୱର ପରିଚୟ ସୃଷ୍ଟି କରିପାରିଛନ୍ତି। ଗତ ୧ ମାସ ହେବ ଚର୍ଚ୍ଚାରେ ରହିଥିବା ଏହି ପାଓ୍ବରୀ (ପାର୍ଟି) ଗର୍ଲ ଇନ୍ଷ୍ଟାଗ୍ରାମ୍ରେ ୧ ଲକ୍ଷ ଲୋକଙ୍କ…
କୁକୁର ମନା କରିବାରୁ ଏହି ସୁପରହିଟ୍ ଫିଲ୍ମ କରିବାକୁ ମନା କରିଥିଲେ ଅଭିନେତା
ବଲିଉଡ୍ ଅଭିନେତା ରାଜକୁମାରଙ୍କ ସହ ଜଡିତ ସମସ୍ତ କାହାଣୀ ଶୁଣିବାକୁ ଆଜି ବି ଲୋକମାନେ ପସନ୍ଦ କରନ୍ତି। ତାଙ୍କୁ ଯାହା ପସନ୍ଦ ଆସୁଥିଲା ତାହା ସେ କରିବାକୁ ଭଲ ପାଉଥିଲେ। ତାଙ୍କ ମୁହଁରୁ ସଂଳାପ ଶୁଣିବା ପାଇଁ ଲୋକମାନେ ପାଗଳ ପ୍ରାୟ…
ଅଯୋଧ୍ୟାରେ ପହଞ୍ଚିଲେ ଅକ୍ଷୟ କୁମାର
ମୁମ୍ବାଇ: ଅଭିନେତା ଅକ୍ଷୟ କୁମାର ଆଜିକାଲି ଫିଲ୍ମ ‘ରାମସେତୁ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଅକ୍ଷୟ ମାର୍ଚ୍ଚ ୧୮ ଅର୍ଥାତ୍ ଆଜି ଫିଲ୍ମ ଶୁଟିଂ କରିବା ପାଇଁ ଅଯୋଧ୍ୟାରେ ପହଞ୍ଚତ୍ଛନ୍ତି। ଏହି ଫିଲ୍ମରେ ଅକ୍ଷୟଙ୍କ ସହ ଜ୍ୟାକଲିନ୍ ଫର୍ନାଡିସ ଏବଂ ନୂସରତ ଭରୁଚା…
ରିହାନା କିଣିଲେ ନୂଆ ଘର, ଦାମ୍ ଜାଣିଲେ…
ଭାରତରେ ଚାଲିଥିବା କିଷାନ ଆନ୍ଦୋଳନ ସମ୍ପର୍କରେ ଟୁଇଟ୍ କରି ଚର୍ଚ୍ଚାକୁ ଆସିଥିବା ଅନ୍ତର୍ଜାତୀୟ ପପ୍ ଷ୍ଟାର ରିହାନା ଏବେ ନିଜ ଘରକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ରିହାନା ୧୩.୮ ମିଲିୟନ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୧୦୦ କୋଟି ଟଙ୍କାରେ ଏକ…
ଦୁଃଖ କଷ୍ଟରେ ମୋ ଦିନ କଟୁଛି, କାହିଁକି ଏମିତି କହିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ
କଟକ ଅଫିସ୍,୧୮।୩: କିଛିଦିନର ନୀରବତା ପରେ ପୁଣି ଶାଶୁଘର ଲୋକଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଶାଶୁଘର ଲୋକେ ଜାଣିଶୁଣି ତାଙ୍କୁ ହଇରାଣ କରୁଥିବା ସେ ଅଭିଯୋଗ କରିଛନ୍ତି। ଏମ୍ପି ଅନୁଭବ ମହାନ୍ତିଙ୍କ ସ୍ତ୍ରୀ ବର୍ଷା କହିଛନ୍ତି…
ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଜବାବ ଦେଲେ ଅମିତାଭଙ୍କ ନାତୁଣୀ
ମୁମ୍ବାଇ,୧୮।୩: ନିକଟରେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବା ତିରଥ ସିଂ ରାୱତ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏହି ମନ୍ତବ୍ୟ ଯୋଗୁ ଚାରିଆଡ଼େ ସେ ସମାଲୋଚନାର ଶିକାର ହେଉଛନ୍ତି। ମହିଳାମାନେ ଚିରା ଓ ଫଟା ଜିନ୍ସ…
Archives


