ଫିଲ୍ମରେ ସୁଯୋଗ ବଦଳରେ ରାତି ବିତାଇବାର ଅଫର୍ ଦେଇଥିଲେ ପ୍ରଯୋଜକ, ଏବେ ଅଭିନେତ୍ରୀ ବଖାଣିଲେ ଦୁଃଖ
ବମ୍ବେ: ଅଭିନୟଜଗତରେ କାଷ୍ଟିଂ କାଉଚ୍ର ଅନେକ ଘଟଣା ସାମ୍ନାକୁ ଆସିଛି। ସେଥିରୁ କିଛିରେ ଅଭିନେତ୍ରୀମାନେ ଫସି ଯାଉଥିବା ବେଳେ ଅନେକେ ରୋକଠୋକ୍ ନା ବୋଲି ଶୁଣାଇଦେଇଥାନ୍ତି। ସେଭଳି ଜଣେ ହେଲେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ…
ମାଧୁରୀ ଦୀକ୍ଷିତଙ୍କୁ କାହିଁକି କ୍ଷମା ମାଗିଥିଲେ ବଲିଉଡ୍ର ଏହି ଲଭର୍ ବୟ? ଟୁଇଟ୍ କରି କହିଥିଲେ ଏଭଳି କଥା…
ବମ୍ବେ: ବଲିଉଡ୍ର ସଫଳ ଅଭିନେତାଙ୍କ ମଧ୍ୟରୁ ଦିବଂଗତ ଅଭିନେତା ଋଷି କପୁର ଜଣେ। କେବଳ ଫିଲ୍ମ ଏବଂ କାମ ପାଇଁ ନୁହେଁ ବରଂ ନିଜର ବୟାନକୁ ନେଇ ସେ ଚର୍ଚ୍ଚାରେ ରହୁଥିଲେ। ୨୦୧୫ରେ ସେ ଏକ ଟୁଇଟ୍ କରିଥିଲେ। ସେଥିରେ ସେ…
ମଲ୍ଲିକାଙ୍କୁ ସବୁଠୁ ଖରାପ କିସର୍ ବୋଲି କହିଥିଲେ ଇମରାନ୍: ମିଳିଥିଲା ଏଭଳି ଜବାବ
ବମ୍ବେ: ଅଭିନେତା ଭାବେ କମ୍ ବରଂ ସିରିୟଲ କିସର୍ ଭାବେ ଅଧିକ ଲୋକପ୍ରିୟ ଇମରାନ୍ ହାସମୀ। ତାଙ୍କ ଅଭିନୀତ ପ୍ରତିଟି ଫିଲ୍ମ ଥାଏ ବେଶ୍ ରୋମାଣ୍ଟିକ୍। ୨୦୦୪ରେ ରିଲିଜ ହୋଇଥିବା ଫିଲ୍ମ ‘ମର୍ଡର’ରୁ ତାଙ୍କୁ ମିଳିଥିଲା ଖ୍ୟାତି। ମଲ୍ଲିକାଙ୍କ ସହ ଫିଲ୍ମରେ…
ଆମିର ଖାଁ କରୋନା ପଜିଟିଭ୍
ମୁମ୍ବାଇ,୨୪।୩: ବଲିଉଡ୍ ଅଭିନେତା ଆମିର ଖାଁଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଏହାପରେ ଆମିର ନିଜକୁ ଘରେ ସେଲଫ୍ କ୍ୱାରାଣ୍ଟାଇନ୍ରେ ରଖିଥିବା ଟୁଇଟ୍ କରି ସୂଚନା ଦେଇଛନ୍ତି। ତାଙ୍କ ସହିତ ମିଳାମିଶା କରିଥିବା ଲୋକେ ନିଜର ନମୁନା ପରୀକ୍ଷା…
ତୁମେ ଐଶ୍ୱର୍ଯ୍ୟାଙ୍କ ପାଇଁ ଯୋଗ୍ୟ ନୁହଁ, ଟ୍ରୋଲରଙ୍କ ଏହି କଥାରେ ଏମିତି ଉତ୍ତର ଦେଲେ ଅଭିଷେକ
ବଲିଉଡ୍ ଅଭିନେତା ଅଭିଷେକ ବଚ୍ଚନ ତାଙ୍କର ଆଗାମୀ ଫିଲ୍ମ ‘ଦି ବିଗ୍ ବୁଲ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି। ତେବେ ଅନେକ ସମୟରେ ଅଭିଷେକ ସୋସିଆଲ ମିଡିଆରେ ଟ୍ରୋଲର ସମ୍ମୁଖୀନ ହୋଇଥାନ୍ତି। ଏହାର ଉପଯୁକ୍ତ ଜବାବ…
ଇମ୍ରାନ ହାସ୍ମିଙ୍କୁ ଏହି କାରଣ ପାଇଁ ପିଟୁଥିଲେ ସ୍ତ୍ରୀ
ଆଜି ବଲିଉଡ୍ ଅଭିନେତା ତଥା କିସ୍ ଷ୍ଟାର ଇମ୍ରାନ ହାସ୍ମିଙ୍କ ଜନ୍ମ ଦିନ। ସେ ତାଙ୍କର ୪୨ ତମ ଜନ୍ମଦିନ ଆଜି ପାଳନ କରୁଛନ୍ତି। ତାଙ୍କ ଫିଲ୍ମ କ୍ୟାରିୟର ଯେତିକି ସଫଳତା ଆଣି ଦେଇଛି ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ସେତିକି…
ଏହି ଅଭିନେତ୍ରୀଙ୍କୁ ଦୀର୍ଘ ସମୟ ଧରି ଚୁମ୍ବନ ଦେଇଥିଲେ ଇମ୍ରାନ ହାସ୍ମି, ଜାଣନ୍ତୁ କେତେ ମିନିଟ୍ ଥିଲା
ବଲିଉଡରେ ସିରିଏଲ କିସର ଭାବରେ ଜଣାଶୁଣା ଅଭିନେତା ଇମ୍ରାନ ହାସ୍ମି ଆଜି ତାଙ୍କର ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଫିଲ୍ମ ‘ଫୁଟ୍ପାଥ’ରୁ ବଲିଉଡ୍ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ପରେ ଇମ୍ରାନ ୨୦୦୪ ଫିଲ୍ମ ମର୍ଡରରୁ ଏକ ଭିନ୍ନ ପରିଚୟ…
ଚାହୁଁଥିଲେ ହେବାକୁ ଆକ୍ସନ ହିରୋ, ପାଲଟିଗଲେ ରୋମାଣ୍ଟିକ୍ ହିରୋ…
ମୁମ୍ବାଇ: ବଲିଉଡ୍ର କିସିଂ ଷ୍ଟାର ଇମ୍ରାନ୍ ହାସ୍ମୀଙ୍କୁ ବୁଧବାର ୪୨ ବର୍ଷ ପୂରଣ ହୋଇଛି। ୧୯୭୯ ମାର୍ଚ୍ଚ ୨୪ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ଇମ୍ରାନ୍ ପ୍ରାଥମିକ ପର୍ଯ୍ୟାୟରେ କ୍ୟାରିୟରରେ ଅସଫଳ ରହିଥିଲେ। ତେବେ ପରବର୍ତ୍ତୀ ସମୟରେ ସେ ବଲିଉଡ୍ରେ କିସିଂ…
ବଲିଉଡ୍ର ସବୁଠୁ ଦାମୀ ଅଭିନେତା, ଅକ୍ଷୟ-ସଲମାନ ପଡିଲେ ପଛରେ
ବମ୍ବେ: ବଲିଉଡ୍ରେ ତିନି ଖାନ୍ଙ୍କ ଦବ୍ଦବା ବିଷୟରେ ସମସ୍ତେ ଜାଣନ୍ତି। ସେ ଅମିର ଖାନ୍ ହୁଅନ୍ତୁ ଅବା ଶାହାରୁଖ-ସଲମାନ୍, ସମସ୍ତେ ଅଭିନୟ କ୍ଷେତ୍ରରେ ମାଇଲଖୁଣ୍ଟ ହାସଲ କରିଛନ୍ତି। ଦେଶ ତଥା ବିଦେଶରେ ଏମାନଙ୍କ ଫିଲ୍ମର ରିଲିଜକୁ ପ୍ରଶଂସକ ଚାହିଁ ରହିଥାନ୍ତି। ବିଶେଷକରି…
ଆଖିବୁଜିଲେ ଏହି ଲୋକପ୍ରିୟ ଅଭିନେତା
ତାମିଲ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା ଥୀପାଟ୍ଟି ଗଣେଷାନଙ୍କର ସୋମବାର ସକାଳେ ପରଲୋକ ଘଟିଛି। ହୃଦ୍ଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏ ନେଇ ଫିଲ୍ମ ନିର୍ଦ୍ଦେଶକ ସେନୁ ରାମସ୍ବାମୀ ସୋସିଆଲ ମିଡିଆରେ ଲେଖି ଜଣାଇଛନ୍ତି। ସେ ଲେଖିଛନ୍ତି, ମୋର…
ସାନ ଭାଇଙ୍କୁ ଭେଟିବାକୁ ବାପାଙ୍କ ଘରେ ପହଞ୍ଚିଲେ ସାରା
ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିକଟରେ ସାରା ବାପା ସୈଫ୍ ଅଲ୍ଲୀ ଖାନଙ୍କ ନୂଆ ଘର ନିକଟରେ ନଜର ଆସିଥିଲେ। ସୋସିଆଲ ମିଡିଆରେ ତାଙ୍କର ଏହି ଫଟୋ…
ଫୁଲ ଚୋର ମଲାଇକା
ବର୍ତ୍ତମାନ ଚାରିଆଡେ ରଙ୍ଗବେରଙ୍ଗର ଫୁଟ ଫୁଟିଛି। ଏମିତିରେ କେହି ଫୁଲର ମୋହ ଠାରୁ ଦୂରେଇ ଯାଇପାରିବେ ନାହିଁ। ଏଥିରୁ ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋରା ମଧ୍ୟ ବାଦ୍ ପଡ଼ି ନାହାନ୍ତି। ମଲାଇକା କାଗେଜି ଫୁଲକୁ ଦେଖି ନିଜକୁ ସମ୍ଭାଳିପାରି ନାହାନ୍ତି। କଇଁଚିରେ…
Archives


