ମନୋରଞ୍ଜନ

ପ୍ରଥମ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାର ୧୦ ବର୍ଷ ପରେ ବିବାହ ବନ୍ଧନରେ ଏହି ବ୍ୟାଡ୍‌ମିଣ୍ଟନ ତାରକା, ତାମିଲ ଅଭିନେତାଙ୍କ…

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଭାରତର ଜଣେ ଶୀର୍ଷ ମାନ୍ୟତାପ୍ରାପ୍ତ ବ୍ୟାଡ୍‌ମିଣ୍ଟନ୍‌ ତାରକା ଜ୍ୱାଲା ଗୁଟ୍ଟା। ତାଙ୍କ କ୍ୟାରିୟରରେ ଭାରତ ପାଇଁ ଅନେକ ପଦକ ଜିତିଥିବା ଜ୍ୱାଲା ତାମିଲ ଅଭିନେତା ବିଷ୍ଣୁ ବିଶାଲଙ୍କ ହାତ ଧରିଛନ୍ତି। ଏହା ଜ୍ୱାଲାଙ୍କ ଦ୍ୱିତୀୟ…

ପ୍ରଶଂସକଙ୍କୁ ପ୍ରେମ ବିବାହ କରିଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର କିଛି ଅଭିନେତ୍ରୀଙ୍କ ନାମ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତାଙ୍କ ସହ ଯୋଡ଼ି ହୋଇଥିଲେ ମଧ୍ୟ ପରେ ପ୍ରଶଂସକଙ୍କ ପ୍ରେମରେ ପଡ଼ି ଶେଷରେ ବିବାହ ବି କରିଛନ୍ତି। ଏମାନଙ୍କ ମଧ୍ୟରୁ ଶିଳ୍ପା ସେଟ୍ଟୀ ହେଉଛନ୍ତି ଅନ୍ୟତମ। ଶିଳ୍ପା ବଲିଉଡର ସୁନ୍ଦରୀଙ୍କ ମଧ୍ୟରୁ…

ପିତାଙ୍କୁ ହରାଇଲେ ଅନୁପମା ଫେମ୍‌ ଏହି ଅଭିନେତା

ବମ୍ବେ: ଗୋଟିଏ ପଟେ କରୋନା ସଂକ୍ରମଣ, ଅନ୍ୟପକ୍ଷେ ପ୍ରିୟଜନଙ୍କୁ ହରାଇବାର ଦୁଃଖ। କିଛି ଏଭଳି ଘଟିଚାଲିଛି ଷ୍ଟାର୍‌ ପ୍ଲସର ଲୋକପ୍ରିୟ ରିଆଲିଟି ଶୋ’ର କଳାକାରଙ୍କ କ୍ଷେତ୍ରରେ। ନିକଟରେ ଧାରାବାହିକରେ ଅନୁପମାଙ୍କ ସାନପୁଅ ଭୂମିକାରେ ଅଭିନୟ କରୁଥିବା ପାରସଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା।…

ସଂଙ୍ଗୀତକାର ଶ୍ରବଣଙ୍କ ମୃତଦେହ ହସ୍ତାନ୍ତର କରୁନାହିଁ ଡାକ୍ତରଖାନା ! ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିବେନି ସ୍ତ୍ରୀ-ପୁଅ

ବମ୍ବେ:ପରଲୋକରେ ଲୋକପ୍ରିୟ ସଙ୍ଗୀତକାର ଶ୍ରବଣ କୁମାର। ୬୭ ବର୍ଷୀୟ ସଙ୍ଗୀତକାର କରୋନାରେ ସଂକ୍ରମିତ ହେବା ପରେ ଚିକିତ୍ସିତ ହେଉଥିଲେ। ତାଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଥିବା ବେଳେ ଗୁରୁବାର ରାତି ୯.୩୦ରେ ତାଙ୍କ ଦେହାନ୍ତ ହୋଇଥିଲା। ଏନେଇ ନିର୍ଦ୍ଦେଶକ ଅନିଲ ଶର୍ମା…

ପରଲୋକରେ ଖ୍ୟାତନାମା ସଙ୍ଗୀତକାର ଶ୍ରବଣ କୁମାର

ବମ୍ବେ: ଖ୍ୟାତନାମା ସଙ୍ଗୀତକାର ଶ୍ରବଣ କୁମାରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। କରୋନାରେ ସଂକ୍ରମିତ ହେବା ପରେ କିଛି ଦିନ ଧରି ସେ ବମ୍ବେର ରହେଜା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସେଠାରେ ଗୁରୁବାର ତାଙ୍କର ଦେହାନ୍ତ…

ଏହି ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ

ବଲିଉଡର ଲୋକପ୍ରିୟ ଅଭିନେତା ଅମିତ ମିସ୍ତ୍ରୀଙ୍କ ପରଲୋକ ଘଟିଛି। ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଛି। ଅମିତ ଅନେକ ଗୁଜୁରାଟୀ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ନିକଟରେ ସେ ଅଭିନେତା ନାସିରୁଦ୍ଦିନ ଶାହାଙ୍କ ୱେବ ସିରିଜ୍‌ ବ୍ୟାଣ୍ଡିସ ବ୍ୟାଣ୍ଡିଟ୍ସରେ ଏକ ଗୁରୁତ୍ୱପୂର୍ଣ୍ଣ…

ଅନ୍‌ସ୍କ୍ରିନ୍‌ରେ ପ୍ରଥମଥର ପାଇଁ ଅଭିନେତ୍ରୀଙ୍କୁ କିସ୍‌ କଲେ ସଲମାନ

ମୁମ୍ବାଇ: ସୁପରଷ୍ଟାର ତଥା ଦବଙ୍ଗ ଖାନ୍‌ ସଲମାନ ଯେଉଁ ଫିଲ୍ମରେ ଅଭିନୟ କରନ୍ତି ଦେଖିବା ପାଇଁ ଦର୍ଶକ ଚାତକ ପରି ଚାହିଁରହିଥାନ୍ତି। ଏବେ ତାଙ୍କ ଅଭିନୀତ ଫିଲ୍ମ ‘ରାଧେ : ୟୋର ମୋଷ୍ଟ ଓ୍ବାଣ୍ଟେଡ ଭାଇ’ର ଟ୍ରେଲର ରିଲିଜ ହୋଇଛି। ଏହା…

ଦୁଇ ପୁଅଙ୍କ ଇଚ୍ଛା, ପୁଣି ଥରେ ବିବାହ କରନ୍ତୁ ଅଭିନେତ୍ରୀ ମା’

ନୂଆଦିଲ୍ଲୀ,୨୧।୪: ଅଭିନେତ୍ରୀ ଉର୍ବଶୀ ଢୋଲକିଆ ସିଙ୍ଗଲ ମଦର ଭାବେ ଜାଆଁଳା ପୁଅ ସାଗର ଓ କ୍ଷିତିଜଙ୍କୁ ସମ୍ଭାଳୁଛନ୍ତି। କିନ୍ତୁ ତାଙ୍କ ଦୁଇ ପୁଅ ଚାହଁାନ୍ତି ମା’ ଆଉ ଥରେ ବିବାହ କରନ୍ତୁ କିମ୍ବା ଡେଟ୍‌ରେ ଯାଆନ୍ତୁ। ଏକ ଇଂରାଜୀ ଖବର କାଗଜକୁ…

ଯୋଦ୍ଧାଙ୍କ ପାଇଁ ଆଗକୁ ଆସିଲା ବଲିଉଡ: ରଣବୀର-ଆଲିଆଙ୍କ ଭ୍ୟାନିଟି ଭ୍ୟାନ୍‌ ବ୍ୟବହାର କରିବ ମୁମ୍ବାଇ ପୋଲିସ

ବମ୍ବେ: କରୋନାର ଦ୍ୱିତୀୟ ଲହରର ସବୁଠାରୁ ଅଧିକ ପ୍ରଭାବ ପଡ଼ିଛି ମହାରାଷ୍ଟ୍ରରେ। ସଂକ୍ରମଣକୁ ରୋକିବା ଲାଗି କର୍ଫ୍ୟୁ ଲଗାଯାଇଛି। ଏସବୁ ମଧ୍ୟରେ ପୋଲିସ କର୍ମଚାରୀମାନେ ଆଗଧାଡ଼ିରେ ରହି ଲୋକଙ୍କ ଉପରେ ନଜର ରଖିଛନ୍ତି। ହେଲେ ଏହି ଯୋଦ୍ଧାଙ୍କ ସହାୟତା ପାଇଁ ଆଗକୁ…

ମେ’ ୧୩ରେ ପରଦାକୁ ଆସିବ ‘ରାଧେ’, ରିଲିଜକୁ ନେଇ…

ବମ୍ବେ: ସଲ୍ଲୁଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। କରୋନା ସଂକ୍ରମଣକୁ ନେଇ କଟକଣା ସତ୍ତ୍ୱେ ଦବଙ୍ଗ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ’ ମେ’ ୧୩ରେ ଇଦ୍‌ ଅବସରରେ ବଡ଼ ପରଦାକୁ ଆସିବ। ରିଲିଜ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।…

ସ୍ବାମୀ ଓ୍ବାଜିଦ୍‌ ଖାନ୍‌ଙ୍କ ସମ୍ପତ୍ତି ପାଇଁ ହାଇକୋର୍ଟ ଗଲେ ସ୍ତ୍ରୀ, ଦିଅରଙ୍କ ଉପରେ ଲଗାଇଲେ…

ବମ୍ବେ: ଦିବଂଗତ ସ୍ବାମୀଙ୍କ ସମ୍ପତ୍ତିରେ ଅଧିକାର ଆବଶ୍ୟକ। ଏଥିପାଇଁ କୋର୍ଟରେ ପହଞ୍ଚିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ ଖାନ୍‌ଙ୍କ ସ୍ତ୍ରୀ କମଲ ରୁଖ। ଶାଶୁ ଏବଂ ଦିଅର ସମ୍ପତ୍ତିରୁ ଅଧିକାର ମାଗନ୍ତୁ ବୋଲି ସେ ଚାହୁଁ ନ ଥିବା କୋର୍ଟକୁ କହିିଛନ୍ତି। ଏଣୁ…

ଆଗାମୀ ଏପିସୋଡରେ ନଜର ଆସିବେନି ନେହା

ବମ୍ବେ: ଭାରତରେ ସର୍ବାଧିକ ପସନ୍ଦ କରାଯାଉଥିବା ରିଆଲିଟି ଶୋ’ ହେଉଛି ‘ଇଣ୍ଡିଆନ୍‌ ଆଇଡଲ୍‌’। ଏହାର ସିଜିନ୍‌ ୧୨ ଚାଲୁ ରହିଛି। ଗାୟିକା ନେହା କକ୍କଡ, ବିଶାଲ ଦଦଲାନୀ ଏବଂ ହିମେଶ ରେଶମିୟା ଏଥିରେ ବିଚାରପତି ଆସନ ଅଳଙ୍କୃତ କରିଛନ୍ତି। ଶୋ’ର ପ୍ରତିଯୋଗୀମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri