କରୋନା ସମୟରେ ଫଟୋ ନେବେ କହି ଅଭିନେତ୍ରୀଙ୍କ ପାଖରେ ପହଞ୍ଚିଲେ ପ୍ରଶଂସକ, ପରେ କଲେ ଏମିତି; ତାତିଲେ ଅଭିନେତ୍ରୀ
ଅଭିନେତ୍ରୀ ସାରା ଅଲ୍ଲୀ ଖାନ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କ ଫଟୋ ପୋଷ୍ଟ କରନ୍ତି। କରୋନା ଲାଗି ହୋଇଥିବା ଲକ୍ଡାଉନ୍ ସମସ୍ତଙ୍କୁ ଘରେ ରହିିବାକୁ ବାଧ୍ୟ କରିଛି। ଏହି କାରଣରୁ ଅଧିକାଂଶ ଷ୍ଟାର ଘରେ…
ଦୁଇରୁ ତିନି ହେଲେ ଟେଲି ପରଦାର ଏହି ଯୋଡ଼ି, ଘରକୁ ଆସିଲା…
ବମ୍ବେ: ମା’ ହୋଇଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ଅଦିତି ମଲ୍ଲିକ। ସେ ଏକ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ବିବାହର ଦଶ ବର୍ଷ ପରେ ଘରକୁ ଖୁସି ଖବର ଆସିଥିବାରୁ ଉଭୟ ଅଦିତି ଏବଂ ସ୍ବାମୀ ତଥା ଅଭିନେତା ମୋହିତ ମଲ୍ଲିକ…
ବିବାହ ପୂର୍ବରୁ ଗର୍ଭବତୀ ହୋଇଥିଲେ ଏହି ଅଭିନେତ୍ରୀ
ଫିଲ୍ମ ଷ୍ଟାର ସବୁବେଳେ ଚର୍ଚ୍ଚାରେ। ସେମାନଙ୍କ ଖବର ତୁରନ୍ତ ଗଣମାଧ୍ୟମରେ ପବନ ପରି ବ୍ୟାପିଥାଏ। ଏହା ବୃତ୍ତିଗତ ଜୀବନ ହେଉ କିମ୍ବା ବ୍ୟକ୍ତିଗତ ଜୀବନ ସହିତ ଜଡିତ କିଛିବି। ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ ପୂର୍ବରୁ ଗର୍ଭବତୀ…
ଏହି ଅଭିନେତ୍ରୀଙ୍କଠାରୁ ଚକୋଲେଟ୍ ନେବା ପରେ ଫିଲ୍ମରେ କାମ କରିବାକୁ ରାଜି ହୋଇଥିଲେ ରିଷି କପୁର, ପୂରା ଘଟଣା ଜାଣିଲେ…
ଅଭିନେତା, ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ ଥିବା ରିଷି କପୁର ଆଜି ନାହାନ୍ତି ସତ କିନ୍ତୁ ତାଙ୍କ ସ୍ମୃତି ଦର୍ଶକଙ୍କ ମନରେ ଆଜିବି ଜୀବନ୍ତ। ସେ ଅନେକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ସେ ଏକ ଏପରି ପରିବାରରୁ ଥିଲେ…
କୋହଲିଙ୍କ ଏମିତି କାର୍ଯ୍ୟ ଦେଖି ଭାବପ୍ରବଣ ହେଲେ ଅନୁଷ୍କା
ମୁମ୍ବାଇ,୩୦।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପଡ଼ିଆରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ଜଣାଶୁଣା। କୋହଲି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଯୋଡିକୁ ଦର୍ଶକ ବେଶ୍ ପସନ୍ଦ କରନ୍ତି। ଉଭୟଙ୍କ ପ୍ରେମ କାହାଣୀ ବିଷୟରେ ଜାଣିବାକୁ…
କରୋନା କବଳରେ କରିନା କପୁରଙ୍କ ବାପା; ଅବସ୍ଥା ଗୁରୁତର ଥିବାରୁ…
ବମ୍ବେ: ବଲିଉଡ୍ର ବିଶିଷ୍ଟ ଅଭିନେତା ରାଜ କପୁରଙ୍କ ବଡ଼ ପୁଅ ତଥା ୭୦ ଏବଂ ୮୦ ଦଶକର ନାୟକ ରଣଧୀର କପୁରଙ୍କୁ କରୋନା। କୋଭିଡ୍ ସଂକ୍ରମଣ ଯୋଗୁ ବୁଧବାର ଅପରାହ୍ନରେ ତାଙ୍କ ସ୍ବାସ୍ଥାବସ୍ଥା ବିଗିଡ଼ି ଯାଇଥିଲା। ଫଳରେ ତାଙ୍କୁ ବମ୍ବେସ୍ଥିତ କୋକିଲାବେନ…
ଶେଷ ସମୟରେ ମା’ଙ୍କୁ ମନେ ପକାଉଥିଲେ ଏହି ଅଭିନେତା; ସ୍ତ୍ରୀଙ୍କୁ କହିଥିଲେ ‘ସେ ମୋତେ ନେବାକୁ ଆସିଛି’
ବମ୍ବେ: ବଲିଉଡ୍ ଅଭିନେତା ଇରଫାନ ଖାନଙ୍କ ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀ। ୨୦୨୦ ଏପ୍ରିଲ ୨୯ରେ ନ୍ୟୁରୋ ଏଣ୍ଡୋକ୍ରାଇନ୍ ଟ୍ୟୁମର ଯୋଗୁ ଅଭିନେତାଙ୍କ ଦେହାନ୍ତ ହୋଇଥିଲା। ଏହି ଖବର ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା। ତାଙ୍କ ଅଭିନୟକୁ ଚିରକାଳ ଝୁରିହେବେ ବୋଲି ସେମାନେ…
କୋଟିଏ ଟଙ୍କାରୁ ଗୋଟିଏ ଜୀବନ ମୂଲ୍ୟବାନ: ସୋନୁ ସୁଦ
ମୁମ୍ବାଇ: ଅଭିନେତା ସୋନୁ ସୁଦ କରୋନା ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି। ଟୁଇଟରରେ ସୋନୁ ଖୁବ୍ ଆକ୍ଟିଭ୍ ରହୁଛନ୍ତି। ଯେଉଁ ଲୋକ ଅସୁବିଧାରେ ପଡ଼ି ତାଙ୍କ ସହାୟତା ମାଗୁଛନ୍ତି ସେ ସଙ୍ଗେ ସଙ୍ଗେ…
ଏହି ପ୍ରସିଦ୍ଧ ଅଭିନେତା ଗିରଫ
ଲୁଧିୟାନା,୨୮।୪: କରୋନା ଗାଇଡଲାଇନର ଉଲ୍ଲଂଘନ ଅଭିଯୋଗରେ ଅଭିନେତା ଜିମି ଶେରଗିଲଙ୍କୁ ବୁଧବାର ପଞ୍ଜାବର ଲୁଧିଆନାରେ ଗିରଫ କରାଯାଇଛି। ଏହାପୂର୍ବରୁ ମଙ୍ଗଳବାର ସେ ଫିଲ୍ମର ଶୁଟିଂ କରିବା ଅଭିଯୋଗରେ ତାଙ୍କୁ ଅଟକା ଯାଇଥିଲା। ଅଭିଯୋଗ ହୋଇଛି ଯେ ଜିମି ଶୁଟିଂ ସମୟରେ ସାମାଜିକ…
ଏହି ଅଭିନେତ୍ରୀଙ୍କ ଜେଜେମା’ ୪ ସନ୍ତାନ ସତ୍ତ୍ୱେ ସ୍ବାମୀଙ୍କଠାରୁ ହୋଇଥିଲେ ଅଲଗା
ବଲିଉଡ୍ର ପ୍ରସିଦ୍ଧ ଅଭିନେତ୍ରୀ ଲୀଳା ଚିତନିସ ତଥା କାଜଲଙ୍କ ଜେଜେମା’ ନିଜର ସୁନ୍ଦରତା ସହ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ୪ ସନ୍ତାନ ସତ୍ତ୍ୱେ ସେ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ହୋଇଥିଲେ। ପୂର୍ବରୁ ସେ ଏକ ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ…
ଐଶ୍ୱର୍ଯ୍ୟା-କରିନା ନୁହନ୍ତି ଏହି ଅଭିନେତ୍ରୀ ପ୍ରଥମେ କରିଥିଲେ ସାବୁନ ପାଇଁ ବିଜ୍ଞାପନ
ବଲିଉଡ ଅଭିନେତ୍ରୀମାନେ ନିଜ ସୌନ୍ଦର୍ଯ୍ୟ ସହ ଅଭିନୟ ପାଇଁ ଦର୍ଶକଙ୍କ ହୃଦୟ ଜିତନ୍ତି। ସେମାନେ ମଧ୍ୟ ଅନେକ ବିଜ୍ଞାପନରେ ଅଭିନୟ କରନ୍ତି। ବର୍ତ୍ତମାନର ଅନେକ ଅଭିନେତ୍ରୀ ଲକ୍ସ ସାବୁନ ବିଜ୍ଞାପନରେ ମଧ୍ୟ ଅଭିନୟ କରୁଛନ୍ତି। ତେବେ, ଲକ୍ସ ସାବୁନ୍ ପାଇଁ ବିଜ୍ଞାପନରେ…
ଫିଲ୍ମ, ରାଜନୀତି ଜଗତକୁ ଅଲବିଦା କହିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ଦକ୍ଷିଣ ଅଭିନେତ୍ରୀ ତଥା ଭାରତୀୟ ଜାତୀୟ କଂଗ୍ରେସ ପୂର୍ବତନ ଏମ୍ପି ଥିବା ରମ୍ୟା ଉଭୟ ଚଳଚ୍ଚିତ୍ର ଏବଂ ରାଜନୀତିକୁ ଅଲବିଦା କହିଛନ୍ତି। ତାଙ୍କୁ ରାହୁଲ ଗାନ୍ଧୀଙ୍କ ଟିମ୍ର ପ୍ରମୁଖ ସଦସ୍ୟ ବୋଲି କୁହାଯାଉଥିଲା। ଏନେଇ ସେ କହିଛନ୍ତି ଯେ ମୁଁ ଭାରତୀୟ…
Archives


