ପାକିସ୍ତାନରେ ପାଳନ ହେଲା ରାଜ କପୁରଙ୍କ ୧୦୦ତମ ଜୟନ୍ତି
ଇସଲାମାବାଦ,୧୫।୧୨: ଭେଟେରାନ ହିନ୍ଦୀ ସିନେମା ଅଭିନେତା ରାଜ କପୁରଙ୍କ କେବଳ ଭାରତରେ ନୁହେଁ ଆମ ପଡୋଶୀ ଦେଶ ପାକିସ୍ଥାନରେ ମଧ୍ୟ ପ୍ରଶଂସକ ଅଛନ୍ତି। ସମ୍ପ୍ରତି କପୁର ପରିବାର ତାଙ୍କର ୧୦୦ତମ ଜନ୍ମ ବାର୍ଷିକୀକୁ ବହୁତ ବଡ଼ ଉତ୍ସବ ଆକାରରେ ପାଳନ କରିଛନ୍ତି…
ଆମେ ତାଙ୍କ ସାମ୍ନାରେ ‘ବେବି’, ଅମିତ ଶାହାଙ୍କୁ ଭେଟି ଏମିତି ପ୍ରତିକ୍ରିୟା ଦେଲେ ଅଭିନେତା ବରୁଣ ଧଓ୍ବନ
ନୂଆଦିଲ୍ଲୀ,୧୫।୧୨: ବଲିଉଡ ଅଭିନେତା ବରୁଣ ଧାୱନ ତାଙ୍କର ଆଗାମୀ ଚଳଚ୍ଚିତ୍ର ବେବି ଜନ ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ନୂଆଦିଲ୍ଲୀ ଗସ୍ତ ସମୟରେ ଏହି ଅଭିନେତା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ବରୁଣ ଧାୱନ ଅମିତ ଶାହାଙ୍କ ସହ ସାକ୍ଷାତକାରର ଫଟୋ…
‘ପୁଷ୍ପାରାଜ’ ଅଲ୍ଲୁ ଅର୍ଜୁନଙ୍କ ପତ୍ନୀ ସ୍ନେହା କିଏ? ସ୍ବାମୀଙ୍କ ଭଳି କୋଟିରେ ଯାହାଙ୍କ ସମ୍ପତ୍ତି, ପ୍ରଥମ ଦେଖାରେ…
ହାଇଦ୍ରାବାଦ: ଆଜିକାଲି ଚର୍ଚ୍ଚାରେ ଅଛନ୍ତି ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଶୁକ୍ରବାର ତାଙ୍କୁ ହାଇଦ୍ରାବାଦ ପୋଲିସ ଗିରଫ କରିଥିଲା। ନିମ୍ନ ଅଦାଲତ ତାଙ୍କୁ ୧୪ ଦିନ ଲାଗି ଜେଲକୁ ପଠାଇ ଦେଇଥିଲେ। ହେଲେ ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ବେଲ୍ ଦେଇଥିଲେ। ଏହା…
ଜେଲରେ କେମିତି କଟିଥିଲା ଅଲ୍ଲୁ ଅର୍ଜୁନଙ୍କ ରାତି
ନୂଆଦିଲ୍ଲୀ,୧୪।୧୨: ସାା ଥିଏଟରରେ ଦଳାଚକଟା ପରେ ଅଲୁ ଅର୍ଜୁନଙ୍କୁ ୧୪ ଦିନିଆ ରିମାଣ୍ଡରେ ଗିରଫ କରାଯାଇଥିଲା। ସାରା ରାତି ଜେଲରେ ରହିବା ପରେ ତାଙ୍କୁ ସକାଳେ ଜେଲରୁ ମୁକ୍ତ କରାଯାଇଥିଲା। ଚଞ୍ଚଲଗୁଡା ଜେଲ ଛାଡିବା ପରେ ମୁଁ ଅଫିସକୁ ଯାଇ ତା’ପରେ…
ଜେଲ୍ରୁ ମୁକୁଳିବା ପରେ ଏମିତି କହିଦେଲେ ଅଲ୍ଲୁ ଅର୍ଜୁନ
ହାଇଦ୍ରାବାଦ୍,୧୪।୧୨: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ ହେବାର ଗୋଟିଏ ଦିନ ପରେ ଜାମିନ ପାଇ ଜେଲ୍ରୁ ମୁକ୍ତ ହୋଇଛନ୍ତି। ଜେଲରୁ ବାହାରିବା ପରେ ଅଲ୍ଲୁ ଅର୍ଜୁନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।…
ଜେଲରୁ ବାହାରିଲେ ଅଲ୍ଲୁ ଅର୍ଜୁନ
ନୂଆଦିଲ୍ଲୀ,୧୪।୧୨: ଥିଏଟରରେ ଦଳାଚକଟା ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ଜେଲରୁ ମୁକ୍ତ କରାଯାଇଛି। ଗତକାଲି ଏହି ଅଭିନେତାଙ୍କୁ ପୋଲିସ ଗିରଫ କରିଥିଲା ଏବଂ ପରେ ତାଙ୍କୁ ୧୪ ଦିନିଆ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ପରେ ତେଲଙ୍ଗାନା କୋର୍ଟ ଅଲ୍ଲୁଙ୍କୁ ଜାମିନ ପ୍ରଦାନ…
ଅଲ୍ଲୁଙ୍କ ଗିରଫ ଘଟଣା: ଜଣାପଡିଲା ସେଦିନ ରାତିର ସତ! ସୁରକ୍ଷା ମଗାଯାଇଥିଲା ହେଲେ ପୋଲିସ…
ନୂଆଦିଲ୍ଲୀ,୧୩।୧୨: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ ହେବାପରେ ପୁରା ଦେଶରେ କମ୍ପନ ସୃଷ୍ଟି ହୋଇଛି। ତାଙ୍କୁ ତେଲଙ୍ଗାନା କୋର୍ଟ ଅନ୍ତରୀଣ ଜାମିନ ଦେଇଛନ୍ତି। ମାତ୍ର ସେଇ ଡିସେମ୍ବର ୪ର ସତ ଘଟଣା ସାମ୍ନାକୁ ଆସିଛି। ଅଲ୍ଲୁଙ୍କ ପ୍ରିମିୟର ଶୋରେ ଯୋଗଦେଇଥିବା…
ଅଲ୍ଲୁ ଅର୍ଜୁନ ଗିରଫ ମାମଲା: ମୃତ ମହିଳାଙ୍କ କେସ୍ ଉଠାଇ ନେଲେ
ନୂଆଦିଲ୍ଲୀ,୧୩।୧୨: ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ଅବସରରେ ହାଇଦ୍ରାବାଦର ସଂଧ୍ୟା ଥିଏଟରରେ ଦଳଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗିରଫ ହୋଇ ଜେଲ ଯାଇଥିଲେ। ଏହାପରେ ତେଲଙ୍ଗାନା ହାଇକୋର୍ଟରୁ ତାଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି। ନାମପଲ୍ଲୀ କୋର୍ଟ…
ଆଲ୍ଲୁ ଅର୍ଜୁନଙ୍କ ଜାମିନ୍ ନାମଞ୍ଜୁର, ଗଲେ ଜେଲ୍
ନୂଆଦିଲ୍ଲୀ,୧୩।୧୨: ସାଉଥ୍ ସୁପର ଷ୍ଟାର ଆଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ। ଗିରଫ ପରେ ତାଙ୍କୁ ଜେଲ୍ ହୋଇଛି। ଦଳାଚକଟା ମାମଲାରେ ଜେଲ ଗଲେ ସୁପରଷ୍ଟାର ଆଲ୍ଲୁ ଅର୍ଜୁନ। ଆଲ୍ଲୁଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି କୋର୍ଟ।…
ଆଲ୍ଲୁଙ୍କୁ ଗିରଫ ମାମଲା: ବଡ଼ ବୟାନ ଦେଲେ ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ
ପୁଷ୍ପାରାଜ୍ଙ୍କୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ। ତାଙ୍କ ଫିଲ୍ମ ପୁଷ୍ପା ୨: ଦି ରାଇଜର ପ୍ରିମିୟର ସମୟରେ ବଡ଼ ଦଳାଚକଟା ଘଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହାଇଦ୍ରାବାଦ ପୋଲିସ ତାଙ୍କ ଘରୁ…
ଗିରଫ ପରେ ହାଇକୋର୍ଟ ଗଲେ ଅଲ୍ଲୁ ଅର୍ଜୁନ, ଜାଣନ୍ତୁ ମିଳିବ କି ନାହିଁ ଜାମିନ
ହାଇଦ୍ରାବାଦ,୧୩।୧୨: ପୁଷ୍ପା-୨ ପ୍ରିମିୟର ସମୟରେ ସନ୍ଧ୍ୟା ଥିଏଟର ନିକଟରେ ହୋଇଥିବା ଦଳାଚକଟାରେ ମହିଳା ମୃତ୍ୟୁ ବରଣ କରିବା ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଛି ପୋଲିସ। ବର୍ତ୍ତମାନ ଗିରଫଦାରୀ ପ୍ରତିବାଦରେ ହାଇକୋର୍ଟ ଯାଇଛନ୍ତି ଅଲ୍ଲୁ। ମାମଲାରେ ଜରୁରୀ ଶୁଣାଣି ପାଇଁ ସେ…
ଏପଟେ ଗିରଫ ହେଲେ ଅଲ୍ଲୁ ଅର୍ଜୁନ, ସେପଟେ ହତ୍ୟା ମାମଲାରେ ଏହି ଅଭିନେତାଙ୍କୁ ମିଳିଲା ଜାମିନ
ହାଇଦ୍ରାବାଦ,୧୩।୧୨: କର୍ଣ୍ଣାଟକ ହାଇକୋର୍ଟ ରେଣୁକାସ୍ବାମୀ ହତ୍ୟା ମାମଲାରେ ଅଭିଯୁକ୍ତ ଅଭିନେତା ଦର୍ଶନ, ପାଭିତ୍ରା ଗୌଡାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ବିଚାରପତି ଏସ. ବିଶ୍ୱନାଥ ସେଟ୍ଟୀ ଏହି ଜାମିନ ମଂଜୁର କରିଛନ୍ତି। ପୂର୍ବରୁ ତଳ କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ଅଭିଯୁକ୍ତମାନେ…
Archives


