ମନୋରଞ୍ଜନ

କାହିଁକି ଘୁଞ୍ଚିଲା କଙ୍ଗନାଙ୍କ ‘ଏମର୍ଜେନ୍ସି’ ରିଲିଜ୍‌ ଡେଟ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଏମର୍ଜେନ୍ସି’ର ରିଲିଜ୍‌ ତାରିଖ ଘୁଞ୍ଚିଛି। ଏନେଇ କଙ୍ଗନା ନିଜେ ସୂଚନା ଦେଇଛନ୍ତି। ଏବେ କଙ୍ଗନା ତାଙ୍କ ଅପ୍‌କମିଂ ସିନେମା ‘ତେଜସ୍‌’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହା ଭିତରେ ସେ...

ସ୍ୱାମୀଙ୍କୁ ଛାଡ଼ି ମାଳଦ୍ଵୀପରେ ପହଁଚିଲେ ପରିଣୀତି ଚୋପ୍ରା, ଏହି ଖାସ ବ୍ୟକ୍ତି ଉଠାଇଲେ ଫଟୋ

ମାଳଦ୍ଵୀପ,୧୬।୧୦:(୧୦) ନିକଟରେ ବିବାହ କରିଥିବା ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବେ ଖୁବ ଚର୍ଚ୍ଚାରେ। ବିବାହ ପରେ ପରିଣୀତି ସ୍ୱାମୀଙ୍କୁ ଛାଡ଼ି ଏବେ ମାଳଦ୍ଵୀପରେ ଛୁଟି କାଟିବାକୁ ପହଞ୍ଚିଛନ୍ତି। ଏହି ସମୟର ଏକ ଫଟୋ ପରିଣୀତି ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ...

ଓ୍ବାଇ ପ୍ଲସ ସିକ୍ୟୁରିଟି ସହ ପ୍ରଥମଥର ନଜର ଆସିଲେ ଶାହାରୁଖ

ମୁମ୍ବାଇ: ବଲିଉଡର କିଙ୍ଗ ଖାନଙ୍କୁ ପ୍ରଥମ ଥର ପାଇଁ ଓ୍ବାଇ ପ୍ଲସ ସୁରକ୍ଷା ସହିତ ଦେଖିବାକୁ ମିଳିଥିଲା। ଶାହରୁଖଙ୍କୁ ହତ୍ୟା ଧମକ ମିଳିବା ପରେ ମହାରାଷ୍ଟ୍ର ପୋଲିସ ତାଙ୍କୁ ଓ୍ବାଇ ପ୍ଲସ ସୁରକ୍ଷା ଦେଇଥିଲା। ଯେତେବେଳେ ସେ ‘କୁଛ କୁଛ...

ଆସନ୍ତା ବର୍ଷ ରିଲିଜ ହେବ ଏମରଜେନ୍ସି

ମୁମ୍ବାଇ: ବଲିଉଡର ସବୁଠାରୁ ଧାକଡ ଅଭିନେତ୍ରୀ ଭାବରେ ବିବେଚିତ କଙ୍ଗନା ରାନାୱତ ‘ଏମରଜେନ୍ସି’ ମୁଭି ନିର୍ମାଣ ବିଷୟରେ ଆଲୋଚନା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଜରୁରୀକାଳୀନ କାହାଣୀକୁ ଚିତ୍ରଣ କରୁଥିବା ଏହି ମୁଭିଟି ହେଉଛି କଙ୍ଗନାଙ୍କ ଡିରେକ୍ଟୋରିଆଲ ଡେବ୍ୟୁ ମୁଭି,...

ଟାଇଗର-୩ ଟ୍ରେଲର ରିଲିଜ୍‌

ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଫିଲ୍ମ ଟାଇଗର-୩ର ଟ୍ରେଲର ରିଲିଜ୍‌ ହୋଇଛି। ଟ୍ରେଲରରେ ସଲମାନଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଛି। ଟ୍ରେଲରରେ ଜଣେ ମହିଳାଙ୍କ ବ୍ୟାକ୍‌ଗ୍ରାଉଣ୍ଡ ଭଏସ୍‌ରୁ ଆରମ୍ଭ ହୋଇଛି। ଯେଉଁଥିରେ କୁହାଯାଇଛି, ଦେଶର ଶାନ୍ତି...

ମାତ୍ର ୨୬ ବର୍ଷରେ ଆଖିବୁଜିଲେ ପୂର୍ବତନ ମିସ ୱାଲର୍‌ଡ ପ୍ରତିଯୋଗୀ

ମୋଣ୍ଟେଭିଡିଓ,(୦୭):ପୂର୍ବତନ ମିସ ୱାଲର୍‌ଡ ପ୍ରତିଯୋଗୀ ଶେରିକା ଦେ ଅର୍ମାସଙ୍କ ଦେହାନ୍ତ ହୋଇଛି। ସେ ୨୦୧୫ରେ ମିସ ୱାଲର୍‌ଡ ପ୍ରତିଯୋଗିତାରେ ଉରୁଗୁଏର ପ୍ରତିନିଧିତ୍ୱ କରିଥିଲେ। ଶେରିକା ଦେ ଅର୍ମାସ ଗର୍ଭାଶୟ କ୍ୟାନସର୍‌ ଯୁଦ୍ଧରେ ହାରିଯାଇଥିଲେ। ଅକ୍ଟୋବର ୧୩ରେ ୨୬ ବର୍ଷ ବୟସରେ...

ଟ୍ରୋଲ ହେଲେ ତମନ୍ନା

ମୁମ୍ବାଇ:  ଦକ୍ଷିଣ ଏବଂ ବଲିଉଡ ଇଣ୍ଡଷ୍ଟ୍ରିରେ ଦମଦାର ଆକ୍ଟିଂ କରିଥିବା ଅଭିନେତ୍ରୀ ତମନ୍ନା ଭାଟିଆ ନିକଟରେ ଲାକମେ ଫ୍ୟାଶନ ଓ୍ବିକ ୨୦୨୩ରେ ଓ୍ବାକ କରୁଥିବା ନଜର ଆସିଥିଲେ। ଏହି ଶୋ’ରେ ଅଭିନେତ୍ରୀ ମୋତିରେ ଖଚିତ ଏକ ଭାରୀ ଲେହେଙ୍ଗା ପିନ୍ଧି...

କିଲର ଲୁକ୍‌ରେ ଦୀପିକା

ମୁମ୍ବାଇ: ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଖୁବ୍‌ଶୀଘ୍ର ତାଙ୍କର ଫିଲ୍ମ ‘ସିଙ୍ଘମ୍‌ ଏଗେନ୍‌’ ଆଣୁଛନ୍ତି। କିଛି ସମୟ ପୂର୍ବରୁ ସେ ଏହା ଘୋଷଣା କରିବା ସହ ଶୁଟିଂସେଟ୍‌ରୁ ପୂଜା କରିବା ସମୟରେ ଅନେକ ଫଟୋ ମଧ୍ୟ ଶେୟାର କରିଛନ୍ତି। ସେବେଠାରୁ ପ୍ରଶଂସକମାନେ...

ମାଆ ହେବେ ସୁଗନ୍ଧା

ମୁମ୍ବାଇ:  ସିଙ୍ଗର ତଥା କମେଡିଆନ ସୁଗନ୍ଧା ମିଶ୍ର ରବିବାର ତାଙ୍କ ଫ୍ୟାନ୍ସଙ୍କ ସହ ଏକ ଗୁଡ ନ୍ୟୁଜ ଶେୟାର କରିଛନ୍ତି। ଅସଲ କଥା ହେଲା ଏହି ଅଭିନେତ୍ରୀ ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି । ଆଜିକାଲି ସେ ତାଙ୍କ...

ହଜିଗଲା ଉର୍ବଶୀଙ୍କ ୨୪ କ୍ୟାରେଟ୍‌ ସୁନା ଆଇଫୋନ୍‌

ଅହମ୍ମଦାବାଦ,୧୫।୧୦: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ବଲିଉଡର ସୁନ୍ଦର ଅଭିନେତ୍ରୀ ଉର୍ବଶୀ ରଉତେଲା ପହଞ୍ଚିଥିଲେ। ଏହି ସମୟରେ ଅଭିନେତ୍ରୀଙ୍କ ଆଇଫୋନ୍‌ ହଜିଯାଇଥିଲା। ଏହା ସୂଚନା ସେ ନିଜେ ସୋସିଆଲ ମିଡିଆରେ ଦେଇଛନ୍ତି। ସେ ଅହମ୍ମଦାବାଦ ପୋଲିସକୁ...

ଆଜିଠୁ ଆରମ୍ଭ ବିଗ୍‌ବସ୍‌-୧୭

ମୁମ୍ବାଇ: ପ୍ରସିଦ୍ଧ ରିୟାଲିଟି ଶୋ’ ବିଗ୍‌ବସ୍‌ ସିଜନ-୧୭ ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିଯୋଗୀମାନେ ନୂତନ ସିଜନରେ ମୋବାଇଲ ବ୍ୟବହାର ପାଇଁ ରିହାତି ପାଇବେ। ଯେଉଁ ମୁହୂର୍ତ୍ତରେ ଲୋକମାନେ ବିଗ୍‌ବସ୍‌ ୧୭ ଆରମ୍ଭ ହେବାକୁ ଅପେକ୍ଷା କରିଥିଲେ, ସେହି ମୁହୂର୍ତ୍ତରେ ପହଞ୍ଚିଛି।...

ସୋନାଲିଙ୍କ ସୌନ୍ଦର୍ଯ୍ୟରେ ପାଗଳ ଥିଲେ ଏହି ପାକିସ୍ତାନୀ କ୍ରିକେଟର, ପର୍ସରେ ରଖୁଥିଲେ ଅଭିନେତ୍ରୀଙ୍କ ଫଟୋ

ମୁମ୍ବାଇ: ବଲିଉଡ୍‌ର ଦକ୍ଷ ତଥା ସୁନ୍ଦର ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ୯୦ ଦଶକରେ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିଲେ। ସେ ତାଙ୍କ ସମୟରେ ଅନେକ ହିଟ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ଅଜୟଙ୍କ ସହ ତାଙ୍କର କେମିଷ୍ଟ୍ରି ବହୁତ ପସନ୍ଦ ଆସିଥିଲା।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri