ମହାରାଷ୍ଟ୍ର ବନ୍ୟା ପୀଡିତଙ୍କୁ ସହାୟତାର ହାତ ବଢାଇଲେ ସଲମାନ
ମୁମ୍ବାଇ: ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବଲିଉଡ୍ ସେଲିବ୍ରିଟିମାନେ ସହାୟତାର ହାତ ବଢାଇଥିବା କଥା ପୂର୍ବରୁ ଜଣାଅଛି । ନିକଟରେ ସୋନୁ ସୁଦ ଏ ଦିଗରେ ଟିକେ ଆଗୁଆ ବୋଲି ସମସ୍ତେ ଜାଣନ୍ତି । ଏବେ ସହାୟତା ଯୋଗାଇ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍…
ପୂର୍ବରୁ ବିଗ୍ ବିଙ୍କୁ ବି ଆସିଥିଲା ଏମିତି ଧମକ, ସୁରକ୍ଷାକୁ ବଢ଼ାଇଦେଇଥିଲା ପୋଲିସ
ଚଳଚ୍ଚିତ୍ର ତାରକାମାନଙ୍କ ସୁରକ୍ଷା ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା କିମ୍ବା ସର୍ବୋତ୍ତମ ଅଙ୍ଗରକ୍ଷୀ ନିଯୁକ୍ତି କରିବା ବଡ଼ କଥା ନୁହେଁ। ଏପରି ଅନେକ ତାରକା ଅଛନ୍ତି ଯେଉଁମାନେ ବ୍ୟକ୍ତିଗତ ଅଙ୍ଗରକ୍ଷୀଙ୍କ ସୁରକ୍ଷା ଅଧୀନରେ ଚାଲନ୍ତି । କିଛି…
ବର୍ଷାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନୁଭବ
ଭୁବନେଶ୍ୱର,୭ା୮(ବ୍ୟୁରୋ): ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆଜି ଅର୍ଥାତ୍ ଅଗଷ୍ଟ ୭ରେ ହେଉଛି ଜନ୍ମଦିନ। ଏହି ଅବସରରେ ସ୍ବାମୀ ତଥା ଏମ୍ପି ଅନୁଭବ ମହାନ୍ତି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏମିତିରେ ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ଯୋଗୁ କୋର୍ଟରେ ମାମଲା ଚାଲିଛି।…
ନିରବତା ଭାଙ୍ଗିଲେ ରାପର ହନି ସିଂହ, ସ୍ତ୍ରୀଙ୍କ ଅଭିଯୋଗକୁ କହିଲେ ଘୃଣ୍ୟ
ବମ୍ବେ: ଭାରତୀୟ ରାପର ୟୋ ୟୋ ହନି ସିଂହଙ୍କ ସ୍ତ୍ରୀ ଶାଳିନୀ ତଲଓ୍ବାର ଅଗଷ୍ଟ ୩ରେ ଗାୟକଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣି କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଶାଳିନୀ ଦିଲ୍ଲୀର ତିସ୍ ହଜାରୀ କୋର୍ଟରେ କରିଥିବା ନିଜର ଆବେଦନରେ ହନିଙ୍କ…
ବିଗ୍ ବି’ଙ୍କ ବଙ୍ଗଳାରେ ବୋମା, ପୋଲିସ କଣ୍ଟ୍ରୋଲ ରୁମକୁ ଅଜଣା କଲ୍…
ମୁମ୍ବାଇ,୭।୮: ବିଗ୍ ବି’ ଅମିତାଭ ବଚ୍ଚନଙ୍କ ବଙ୍ଗଳାରେ ବୋମା ରହିଛି। ଏନେଇ ଏକ ଫୋନ କଲ ଆସିବା ପରେ ପୋଲିସ କଣ୍ଟ୍ରୋଲ ରୁମ୍ରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୁମ୍ବାଇର ଚାରିଟି ସ୍ଥାନରେ ବୋମା ଲଗାଯାଇଥିବା ଧମକ ଦେଇ ଶୁକ୍ରବାର ରାତିରେ ମୁମ୍ବାଇ…
୨୦ ବର୍ଷ ପୁରୁଣା ଜ୍ୟାକେଟ ପିନ୍ଧିଲେ ସୋନାଲି
ମୁମ୍ବାଇ: ୯୦ ଦଶକର ନାୟିକା ସୋନାଲି ବେନ୍ଦ୍ରେ ଏବେ ଚର୍ଚ୍ଚାରେ । କିଛି ଦିନର ଅସୁସ୍ଥତା ପରେ ଏବେ ସେ ସୁସ୍ଥ ହୋଇ ପ୍ରାୟ ଅଭିନୟ ଦୁନିଆରୁ ଦୂରେଇ ରହିଛନ୍ତି । ନିକଟରେ ତାଙ୍କୁ ଏକ ରିୟଲିଟି ଶୋ’ରେ ଯୋଗ ଦେଇଥିଲେ…
ବୟ ଫ୍ରେଣ୍ଡକୁ ନେଇ ମୁହଁ ଖୋଲିଲେ କିଆରା
ମୁମ୍ବାଇ: ଏମ୍ ଏସ୍ ଧୋନୀ, କବିର ସିଂ, ଗୁଡ ନ୍ୟୁଜ ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ପାଖରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ବଲିଉଡ୍ ନାୟିକା କିଆରା ଆଡଭାନୀ । ବଲିଉଡ୍ ଇଣ୍ଡଷ୍ଟ୍ରିରେ ଏବେ ସେ ୭…
ଅଶ୍ଲୀଳ ଭିଡିଓ ମାମଲାରେ ଏହି ଅଭିନେତ୍ରୀଙ୍କୁ ସମନ ପଠାଇଲା ମୁମ୍ବାଇ ପୋଲିସ
ମୁମ୍ବାଇ,୬।୮: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଅଡ଼ୁଆ ବଢ଼ିବାରେ ଲାଗିଛି। ଏହି ମାମଲା ସହ ଜଡିତ ଥିବା ବଲିଉଡ୍ ଅଭିନେତ୍ରୀ ଶେର୍ଲିନ ଚୋପ୍ରାଙ୍କୁ ମୁମ୍ବାଇ ପୋଲିସ ଏକ ସମନ ପଠାଇଛି। ଶୁକ୍ରବାର ଶେର୍ଲିନଙ୍କୁ ପଚାରାଉଚରା ପାଇଁ…
ଏକତା କପୁରଙ୍କ ଏହି ଅଭିନେତ୍ରୀ କରିବେ ବିବାହ; ନିର୍ବନ୍ଧ ପରେ କହିଲେ ‘ଅପେକ୍ଷା କରିବା କଷ୍ଟ’
ବମ୍ବେ: ମନ ଚାହୁଁଥିବା ଜୀବନସାଥୀ ମିଳିଗଲେ ଖୁସିରେ ଆତ୍ମହରା ହୋଇଯିବା ସାଧାରଣ କଥା। ସେଭଳି କିଛି ଘଟିଛି ଟେଲି ଅଭିନେତ୍ରୀ ଶିରିନ ମିର୍ଜାଙ୍କ କ୍ଷେତ୍ରରେ। ଇତିମଧ୍ୟରେ ସେ ପ୍ରେମିକ ହସନ ସରତାଜଙ୍କ ସହ ନିର୍ବନ୍ଧ କରିନେଇଛନ୍ତି। ଏନେଇ ସେ ଇନ୍ଷ୍ଟାଗ୍ରାମରେ ପୋଷ୍ଟ…
ପ୍ରେମିକାଙ୍କ ବିକିନ୍ ପିନ୍ଧା ଫଟୋ ଦେଖି ଟାଇଗର୍ କହିଲେ…
ବଲିଉଡର ଫିଟନେସର ରାଣୀ କୁହାଯାଉଥିବା ଥିବା ଦିଶା ପଟାନି ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଥିଲେ। ସମୁଦ୍ର କୂଳରେ ଗୋଲାପୀ ବିକିନ୍ ପିନ୍ଧି ତାଙ୍କୁ ବସିଥିବାର ଦେଖାଯାଇଥିଲା। ଏହି ଫଟୋ ଦେଖି ଅଭିନେତା ତଥା ଦିଶାଙ୍କ ପ୍ରେମିକ ଟାଇଗର…
ଇନ୍ଷ୍ଟାଗ୍ରାମ୍ରେ ନେହା କକ୍କରଙ୍କ ୬୦ମିଲିୟନ ଫଲୋଅର୍ସ, କିଛି ଲୋକଙ୍କୁ କରିବେ ଅନ୍ଫଲୋ
ମୁମ୍ବାଇ: ଗାୟିକା ନେହା ନକ୍କର ଇଣ୍ଟରନେଟ୍ ସେନ୍ସେସନ ପାଲଟିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ବହୁ ଫ୍ୟାନ ଫଲୋଅର୍ସ ଅଛନ୍ତି। କେବଳ ଇନ୍ଷ୍ଟାଗ୍ରାମରେ ନେହାଙ୍କର ୬୦ ମିଲିୟନରୁ ଅଧିକ ଲୋକ ତାଙ୍କୁ ଫଲୋ କରନ୍ତି। ଏବେ ନେହା ନିଷ୍ପତ୍ତି ନେଇଛନ୍ତି, କିଛି ଲୋକଙ୍କୁ…
ମହିଳା ହକି ଟିମ୍କୁ ଶୁଭେଚ୍ଛା ଜଣାଇ ଟ୍ରୋଲ୍ ହେଲେ ଫରହାନ୍
ମୁମ୍ବାଇ: ଟୋକିଓରେ ଚାଲିଥିବା ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ଇତିହାସ ରଚିଛନ୍ତି । ଦୀର୍ଘ ୪୧ ବର୍ଷ ପରେ ଏମାନେ ବ୍ରୋଞ୍ଚ ପଦକ ଜିତି ଦେଶର ନାମ ଗୌରବାନ୍ୱିତ କରିଛନ୍ତି । ଏହି ଖୁସିର ମୁହୂର୍ତ୍ତକୁ ଦେଖି ସମଗ୍ର ଦେଶବାସୀ…
Archives


