ଜଣେ କି ଦୁଇଜଣ ନୁହେଁ; ୩୦୮ ଜଣଙ୍କୁ ପ୍ରେମ କରିଥିଲେ ଏହି ବଲିଉଡ୍ ସୁପରଷ୍ଟାର; ହେଲେ…
ବମ୍ବେ: ବଲିଉଡ୍ରେ ଅନେକ ପ୍ରେମ କାହାଣୀ ଗଢ଼ି ଉଠିଛି। ସେଥିରୁ କିଛି ସଫଳ ତ କିଛି ହୋଇଛି ବିଫଳ। ଏହାକୁ ନେଇ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି କଳାକାର। ସେମାନଙ୍କ ମଧ୍ୟରେ ଏପରି ଜଣେ ଅଭିନେତା ଅଛନ୍ତି ଯିଏ ଜଣଙ୍କୁ ନୁହେଁ ବରଂ…
ଶ୍ୟାମଳ ବର୍ଣ୍ଣ ପାଇଁ ରିଜେକ୍ଟ ହୋଇଥିଲେ ଏହି ଅଭିନେତ୍ରୀ, ହେଲେ ଏବେ…
ମୁମ୍ବାଇ: ଟେଲି ଅଭିନେତ୍ରୀ ହିନା ଖାନ୍ ନିଜ ଅଭିନୟ ମାଧ୍ୟମରେ ଘରେ ଘରେ ବେଶ୍ ପରିଚିତ ହୋଇଛନ୍ତି । ଟେଲି ଧାରାବାହିକ, ‘ୟେ ରିସ୍ତା କ୍ୟା କେହେଲାତା ହେ’ ମାଧ୍ୟମରେ ଲୋକପ୍ରିୟ ହୋଇଥିଲେ ହିନା । ଏହା ବ୍ୟତୀତ ସେ ଅନେକ…
ପ୍ରେମିକାଙ୍କ ପାଇଁ ଦିଲ୍ଲୀରେ ମାଡ଼ ଖାଇଥିଲେ ଶାହାରୁଖ; ସ୍ତ୍ରୀ ଗୌରୀଙ୍କୁ ଆଜି ବି କୁହନ୍ତି ଭାଉଜ, କାରଣ ଜାଣିଲେ…
ବମ୍ବେ: ସଂଘର୍ଷର ଅନ୍ୟନାମ ସଫଳତା। ଜୀବନରେ ଯିଏ ସଂଘର୍ଷ କରିଛି ସେ ଦିନେ ନା ଦିନେ ସଫଳତାର ସ୍ବାଦ ଚାଖିଛି। ସେଭଳି ଜଣେ ବଲିଉଡ ସୁପରଷ୍ଟାର ହେଲେ ଶାହରୁଖ ଖାନ୍। ସେ କିଙ୍ଗ ଖାନ୍, ରୋମାନ୍ସ କିଙ୍ଗ ଭାବେ ପ୍ରଶଂସକଙ୍କ ଗହଣରେ…
ସାରାଙ୍କ ଶାଢୀରେ ବିଗ୍ବିଙ୍କ ଡାଇଲଗ୍
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ତାଙ୍କ ଅଭିନୟ ଏବଂ ନୂଆ ନୂଆ ଲୁକ୍ରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡ଼ିଆରେ ବେଶ୍ ଆକ୍ଟିଭ୍ ରହୁଥିବା ସାରା ପୁଣି ଏବେ ଏକ ନୂଆ ଲୁକ୍ରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି।…
କାହିଁକି ଅବିବାହିତ ଥିଲେ ସୁରସାମ୍ରାଜ୍ଞୀ
ସୁରସାମ୍ରାଜ୍ଞୀ ଲତା ମଞ୍ଜେଶକର ଆଜି ୯୨ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ବିଶେଷ ଦିନରେ ପ୍ରଶଂସକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ୩୬ଟି ଭାରତୀୟ ଭାଷାରେ ଗୀତ ରେକର୍ଡିଂ କରିଛନ୍ତି। ସେ କେବଳ ହିନ୍ଦୀ ଭାଷାରେ ୧୦୦୦ରୁ ଅଧିକ ଗୀତରେ ସ୍ବର…
ଶକ୍ତିଙ୍କୁ ପ୍ରପୋଜ୍ କଲେ ନୀରଜ
ମୁମ୍ବାଇ: ଟୋକିଓ ଅଲମ୍ପିକରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ନୀରଜ ଚୋପ୍ରା ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି। ସ୍ବର୍ଣ୍ଣ ପଦକ ଜିତିବା ପରେ ତାଙ୍କର ବ୍ରାଣ୍ଡ ଭାଲ୍ୟୁ ବଢିଯାଇଛି। ତାଙ୍କୁ ବିଭିନ୍ନ ବିଜ୍ଞାପନରେ ସୁଯୋଗ ମିଳୁଛି। ନିକଟରେ ତାଙ୍କୁ ଡାନ୍ସ…
କେବଳ ଏହି କାରଣ ପାଇଁ ଶକ୍ତି କପୁରଙ୍କ ଉପରେ ସଲ୍ମାନ ଚାହୁଁଥିଲେ ପ୍ରତିଶୋଧ
ଭାଇଜାନ୍ ସଲ୍ମାନ ଖାଁ ଓ ଶକ୍ତି କପୁର ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ସଲ୍ମାନଙ୍କ ସହ ବାସ୍ତବ ଜୀବନରେ ମଧ୍ୟ ଶକ୍ତିଙ୍କର ବହୁତ ଭଲ ସମ୍ପର୍କ ରହିଛି। କିନ୍ତୁ ଏପରି ଏକ ସମୟ ଥିଲା, ଯେତେବେଳେ ସଲ୍ମାନ ଶକ୍ତିଙ୍କ ଉପରେ…
ଅଭିନେତାଙ୍କ ସ୍ତ୍ରୀଙ୍କୁ ୫ ବର୍ଷ ଧରି ଡେଟ୍ କରୁଥିଲେ ରଣବୀର କପୁର
ଆଜି ବଲିଉଡ୍ ଅଭିନେତା ରଣବୀର କପୁର ନିଜର ୩୯ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ପ୍ରସିଦ୍ଧ ଅଭିନେତା ରିଷି କପୁର ଏବଂ ନୀତୁ କପୁରଙ୍କ ସୁପୁତ୍ର। ସେ ବଲିଉଡର ସର୍ବ ପୁରାତନ ତଥା ପ୍ରସିଦ୍ଧ ପରିବାର କପୁର ପରିବାରର ଚତୁର୍ଥ ପିଢି।…
ସ୍ତ୍ରୀ, ପିଲାଙ୍କ ମଧ୍ୟରୁ କାହାକୁ ସମ୍ଭାଳିବା ବେଶୀ କଷ୍ଟ: ଶାହିଦ୍ କପୁର ଦେଲେ ଏମିତି ଉତ୍ତର
ବଲିଉଡ ଅଭିନେତା ଶାହିଦ କପୁର ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ସେ ଦିଅନ୍ତି। ନିକଟରେ ଶାହିଦଙ୍କ ଜଣେ ପ୍ରଶଂସକ ତାଙ୍କୁ ପଚାରିଥିଲେ ଯେ, ତାଙ୍କ ସ୍ତ୍ରୀ, ପିଲାଙ୍କ ମଧ୍ୟରୁ କାହାକୁ ସମ୍ଭାଳିବା ବେଶୀ କଷ୍ଟ। ଏହାର…
ସ୍ବାମୀଙ୍କ କଥା ପଚରାଯିବାରୁ ରାଗିଗଲେ ଶିଳ୍ପା: କହିଲେ…
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ବ୍ୟକ୍ତିଗତ ଜୀବନରେ ସବୁକିଛି ଠିକ୍ ଚାଲିନାହିଁ। ଯେବେଠୁ ସ୍ବାମୀ ରାଜ କୁନ୍ଦ୍ରା ବୋଲ୍ଡ ଫିଲ୍ମ ନିର୍ମାଣ ମାମଲାରେ ଗିରଫ ହୋଇ ଜେଲ୍ ଗଲେଣି ସେବେଠୁ ଗଣମାଧ୍ୟମ ସାମ୍ନାରେ ତାଙ୍କୁ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡୁଛି।…
୩୩ ବର୍ଷ ବୟସରେ ଲତା ମଞ୍ଜେସକରଙ୍କୁ ଦିଆଯାଇଥିଲା ବିଷ
ସୁରସାମ୍ରାଜ୍ଞୀ ଲତା ମଞ୍ଜେସକର ଆଜି ୯୨ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୨୯ ମସିହା ସେପ୍ଟେମ୍ବର ୨୮ରେ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ। ଭାଇଭଉଣୀଙ୍କ ମଧ୍ୟରେ ଲତା ସବୁଠୁ ବଡ ଥିଲେ। ମାତ୍ର ୫ ବର୍ଷ ବୟସରୁ ନିଜ ପିତାଙ୍କଠାରୁ ସେ ସଙ୍ଗୀତ ଶିକ୍ଷା…
ମୁହେଁ ମୁହେଁ କହି ହଇରାଣ ହୋଇଛି
କେବେ ସେ ନାୟକ ସାଜି ଦର୍ଶକଙ୍କ ମନ ଜିତିଛନ୍ତି ତ କେବେ ଖଳନାୟକ ସାଜି ନିଜର ଭିନ୍ନ ରୂପ ଦେଖାଇଛନ୍ତି। ଯେକୌଣସି ଚରିତ୍ରକୁ ନିଖୁଣ ଭାବେ ନିଭାଇ ପାରୁଥିବା ଅଭିନେତା ଜଣକ ହେଲେ ସମରେଶ ରାଉତରାୟ। ହିନ୍ଦୀ ଚଳଚ୍ଚିତ୍ର ‘ଭଗତ ସିଂ’ରେ…
Archives


