ଶ୍ୟାମଳ ବର୍ଣ୍ଣ ପାଇଁ ରିଜେକ୍ଟ ହୋଇଥିଲେ ଏହି ଅଭିନେତ୍ରୀ, ହେଲେ ଏବେ…

ମୁମ୍ବାଇ: ଟେଲି ଅଭିନେତ୍ରୀ ହିନା ଖାନ୍‌ ନିଜ ଅଭିନୟ ମାଧ୍ୟମରେ ଘରେ ଘରେ ବେଶ୍‌ ପରିଚିତ ହୋଇଛନ୍ତି । ଟେଲି ଧାରାବାହିକ, ‘ୟେ ରିସ୍ତା କ୍ୟା କେହେଲାତା ହେ’ ମାଧ୍ୟମରେ ଲୋକପ୍ରିୟ ହୋଇଥିଲେ ହିନା । ଏହା ବ୍ୟତୀତ ସେ ଅନେକ ଟିଭି ଶୋ’ରେ ନଜର ଆସିଛନ୍ତି। ନିକଟରେ ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ସେ କାଶ୍ମୀରର ଝିଅ। ଏକ ଶୋ’ରେ କାଶ୍ମୀର ଝିଅର ଚରିତ୍ର ରହିଥିଲା। ତାହାକୁ ସେ କରିବାକୁ ଚାହଁୁଥିଲେ। କିନ୍ତୁ ତାଙ୍କୁ ରିଜେକ୍ଟ କରି ଦିଆଯାଇଥିଲା।

ପରେ ସେ କାରଣ ପଚାରି ବୁଝିବାରୁ ସେ ଜାଣିବାକୁ ପାଇଥିଲେ କି ତାଙ୍କର ଶ୍ୟାମଳ ବର୍ଣ୍ଣ ପାଇଁ ରିଜେକ୍ଟ ହୋଇଛନ୍ତି। ଆପଣ କାଶ୍ମୀରର ଭାଷାରେ ମଧ୍ୟ ପୁରା ପାରଙ୍ଗମ ହୋଇଥିଲେ ହେଁ ଆପଣଙ୍କ ବର୍ଣ୍ଣ ଶ୍ୟାମଳ । ତେଣୁ ଆପଣ ଏହି ଚରିତ୍ର ପାଇଁ ଉପଯୁକ୍ତ ନୁହଁନ୍ତି’ ବୋଲି ତାଙ୍କୁ କୁହାଯାଇଥିଲା। ସେତେବେଳେ ହିନାଙ୍କୁ ଏହା କଷ୍ଟ ଦେଇଥିଲେ ହେଁ ସେ ରହିଯାଇନଥିଲେ। ଏବେ ସେ ନିଜକୁ ପ୍ରମାଣିତ କରିଥିବା ବେଳେ ଜଣେ ସଫଳ ଅଭିନେତ୍ରୀ ପାଲଟିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ରାନୁ ଟ୍ରୋଲ୍‌ ହେବା ପରେ ହିମେଶ କହିଲେ ଯାହାର ସ୍ଥାନ ଯେଉଁଠି

ପଶ୍ଚିମବଙ୍ଗର ରାଣାଘାଟ ରେଲଓ୍ବେ ଷ୍ଟେଶନରେ ବସି ଲତା ମଙ୍ଗେସକରଙ୍କ କଣ୍ଠରେ ଗୀତ ଗାଇ ରାନୁ ମଣ୍ଡଳ ରାତାରାତି ସୁପରଷ୍ଟାର ପାଲଟି ଯାଇଥିଲେ। ସେତେବେଳେ ରାନୁଙ୍କ ଏକ...

ଧର୍ମେନ୍ଦ୍ରଙ୍କୁ ନୁହେଁ ବରଂ ଜିତେନ୍ଦ୍ରଙ୍କୁ ବିବାହ କରିଥାନ୍ତେ ବଲିଉଡ୍‌ର ଡ୍ରିମଗର୍ଲ; ପ୍ରସ୍ତୁତ ଥିଲା ମଣ୍ଡପ, ହେଲେ…

ବମ୍ବେ: ବିଗତ ଦିନର ସୁପରଷ୍ଟାର ଜିତେନ୍ଦ୍ରଙ୍କ ଆଜି ହାପି ବର୍ଥ ଡେ। ୧୯୬୪ରେ ଫିଲ୍ମ ‘ଗୀତ ଗାୟା ପତ୍ଥରୋ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିବା ଜିତେନ୍ଦ୍ର ଦୁଇଶହରୁ...

ଐଶ୍ୱର୍ଯ୍ୟାଙ୍କୁ ଏମିତି ପ୍ରପୋଜ୍‌ କରିଥିଲେ ଅଭିଷେକ

ଅଭିଷେକ୍‌ ଏବଂ ଐଶ୍ୱର୍ଯ୍ୟାଙ୍କୁ ବଲିଉଡ୍‌ର ମୋଷ୍ଟ ପାଓ୍ବାରଫୁଲ୍‌ କପଲ କୁହାଯାଏ। ୧୨ ବର୍ଷ ତଳେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଆଜି ଅର୍ଥାତ୍‌ ବୁଧବାର...

୫୨ ହଜାର ଟଙ୍କାର କୋଟ ପିନ୍ଧି ବୁଲିବାକୁ ବାହାରିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍ ଦେଶୀଗର୍ଲ ତଥା ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ଏବେ ଲଣ୍ଡନରେ ତାଙ୍କର ନ୍ୟୁ ପ୍ରୋଜେକ୍ଟର ଶୁଟିଂରେ ବ୍ୟସ୍ତ ଅଛନ୍ତି । ସେହିଠାରେ ହିଁ...

କାହା ସହିତ କଥା ହେଉ ନ ଥିଲେବି ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଅଜୟ

ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କପଲଙ୍କ ମଧ୍ୟରେ ଅନ୍ୟତମ। ଉଭୟ ଗୁଣ୍ଡାରାଜ ଶୁଟିଂ ଶେଟରେ ଉଭୟଙ୍କର ସାକ୍ଷାତ ହୋଇଥିଲା।...

ନୂଆ ଲୁକ୍‌ରେ ରଶ୍ମିକା

ମୁମ୍ବାଇ: ନ୍ୟାଶନାଲ କ୍ରସ ରଶ୍ମିକା ମନ୍ଧାନା ନିଜର ଅପକମିଂ ଫିଲ୍ମ ‘ପୁଷ୍ପା’କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଫିଲ୍ମରେ ତାଙ୍କର ଫାଷ୍ଟ ଲୁକ୍‌ ସାମ୍ନାକୁ...

ସିଜାନ ମହମ୍ମଦଙ୍କୁ କଠୋର ଦଣ୍ଡ ଦିଆଯାଉ: ତୁନିଶାଙ୍କ ମା’

ମୁମ୍ବାଇ: ଟେଲି ଅଭିନେତ୍ରୀ ତୁନିଶା ଶର୍ମା ମାତ୍ର ୨୦ ବର୍ଷ ବୟସରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ମୃତ୍ୟୁ ଖବରରେ ଟେଲି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।...

ବାହୁବଲୀ ପରେ ଦମ୍‌ ଦେଖାଇବ ‘ଆର୍‌ଆର୍‌ଆର୍‌’: ଜମିବ ଜୁନିୟର ଏନ୍‌ଟିଆର୍‌-ରାମଚରଣଙ୍କ ସହ ଆଲିଆଙ୍କ ଯୋଡ଼ି

ବମ୍ବେ: ବାହୁବଲୀ ସିରିଜର ସଫଳତା ପରେ ଦର୍ଶକଙ୍କୁ ନୂଆ ଫିଲ୍ମ ଆର୍‌.ଆର୍‌.ଆର୍‌. ଭେଟି ଦେବାକୁ ଯାଉଛନ୍ତି ନିର୍ଦ୍ଦେଶକ ଏସ୍‌.ଏସ୍‌. ରାଜାମୌଲୀ। ଦଶହରାରେ ଏହା ପରଦାକୁ ଆସିବ।...

Advertisement
Archives

Model This Week