ମନୋରଞ୍ଜନ

ଚିହ୍ନିଲେ ଅଭିନେତ୍ରୀ ଜଣଙ୍କ କିଏ…

ମୁମ୍ବାଇ: ବଲିଉଡ୍‌ରେ ଅଭିନେତ୍ରୀମାନେ ଅନେକ ସମୟରେ ନିଜର ପିଲାଦିନର ଫଟୋ ସୋସିଆଲ ମିଡିଆରେ ଶେୟାର କରି ଚର୍ଚ୍ଚାକୁ ଆସିଥାନ୍ତି। ଅନିଲ କପୁରଙ୍କ ଅଲିଅଳି କନ୍ୟା ତଥା ଅଭିନେତ୍ରୀ ସୋନମ କପୁର ସେଭଳି କିଛି କରିଛନ୍ତି। ନିଜର ପିଲାଦିନର ଏକ ଫଟୋକୁ ଇନଷ୍ଟାଗ୍ରାମରେ…

ବଲିଉଡ ଅଭିନେତ୍ରୀଙ୍କୁ ଇଡିର ଜେରା

ମୁମ୍ବାଇ: ଇଡିର ପଞ୍ଝାରେ ଫସୁଛନ୍ତି ଅନେକ ବଲିଉଡ୍‌ କଳାକାର। ନିକଟରେ କିଙ୍ଗଖାନ୍‌ଙ୍କ ପୁଅ ଆର୍ୟନ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଜେଲରେ ଥିବା ଘଟଣା ଚର୍ଚ୍ଚାରେ ଥିବା ବେଳେ ନୋରା ଫତେହୀ ଓ ଜ୍ୟାକସିନଙ୍କୁ ମିଳିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ନୋଟିସ୍‌। ୨୦୦କୋଟିର…

ଏକଦା ସ୍କୁଲରେ ପାଠ ପଢ଼ାଉଥିଲେ ଏହି ଅଭିନେତା, ଏବେ ଫିଲ୍ମ ପିଛା ଚାର୍ଜ କରୁଛନ୍ତି ୫ କୋଟି

ବମ୍ବେ: ସଫଳତାର ରାସ୍ତା ସେତେଟା ସହଜ ନୁହେଁ। ଏପରି କିଛି କଳାକାର ଅଛନ୍ତି ଯେଉଁମାନେ ସଂଘର୍ଷ କରି ସଫଳ ହୋଇଛନ୍ତି। ସେପରି ଜଣେ ହେଲେ ରାଜକୁମାର ରାଓ। ହରିୟାଣାର ଗୁରୁଗାଓଁରେ ରାଜକୁମାରଙ୍କ ଜନ୍ମ। ତାଙ୍କ ବାପା ରାଜସ୍ବ ବିଭାଗରେ କାମ କରୁଥିଲେ।…

ଏହି ଅଭିନେତାଙ୍କୁ ନିର୍ଦ୍ଦେଶକ କହିଥିଲେ କେବେ ହୋଇପାରିବନି ଷ୍ଟାର, ପୂରା ଘଟଣା ଜାଣିଲେ…

ଅନିଲ କପୁରଙ୍କୁ ବଲିଉଡ୍‌ର ଏଭରଗ୍ରିନ୍‌ ତାରକା କୁହାଯାଏ। ଅନିଲ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ତାଙ୍କ ଫିଟ୍‌ନେସ୍‌ ପାଇଁ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ସେ ତାଙ୍କ କ୍ୟାରିୟରରେ ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। ସେ ୧୯୮୩ ମସିହାରେ ଫିଲ୍ମ…

ଝୁଣ୍ଟି ପଡିଲେ ସୁସ୍ମିତା

ମୁମ୍ବାଇ: ବଲିଉଡ୍ ନାୟିକା ସୁସ୍ମିତା ସେନଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ହ୍ୱାଇଟ କଲରର ଥାଇ ସ୍ଲିଟ ଡ୍ରେସ୍ ପିନ୍ଧିଥିବା ନଜର ଆସୁଛନ୍ତି । ଏହି ଡ୍ରେସ ସହ ସେ ହାଇ…

ଓ୍ବେବ୍‌ସିରିଜ୍‌ ପାଇଁ ୭୫ କୋଟି ଦାବି କଲେ ଏହି ଦୁଇ ବଲିଉଡ୍‌ କଳାକାର, ଚିନ୍ତାରେ ନିର୍ମାତା

ବମ୍ବେ: ଫିଲ୍ମ ପରେ ଏବେ ଓ୍ବେବ୍‌ସିରିଜ ମୁହାଁ କଳାକାର। ରାମାୟଣ ଉପରେ ଆଧାରିତ ଓ୍ବେବ୍‌ସିରିଜ୍‌ରେ ନଜର ଆସିବେ ଅଭିନେତା ରଣବୀର କପୁର ଏବଂ ହ୍ରିତିକ ରୋଶନ। ଏଥିପାଇଁ ଉଭୟ ୭୫ କୋଟି ପାରିଶ୍ରମିକ ଦାବି କରିଛନ୍ତି। ନିର୍ଦ୍ଦେଶକ ନିତେଶ ତିଓ୍ବାରୀଙ୍କ ଓ୍ବେବ୍‌ସିରିଜ୍‌…

ସନ୍ୟାସ ନିଅନ୍ତୁ ଅମିତାଭ, ତାଙ୍କ ପାଇଁ ଆଉ କାହାଣୀ ନାହିଁ: ସଲିମ ଖାନ୍‌

ବମ୍ବେ: ମହାନ ଲେଖକ ସଲିମ ଖାନ୍‌ ଏବଂ ମେଗାଷ୍ଟାର ଅମିତାଭ ବଚ୍ଚନ ଏକାଠି ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ସେଥିରେ ରହିଛି ‘ଶୋଲେ, ଦିଓ୍ବାର, ଡନ୍‌, ତ୍ରୀଶୁଳ, କାଲା ପତ୍ଥର’ ଭଳି ଦଶରୁ ଅଧିକ ଫିଲ୍ମ। ଏବେ କିନ୍ତୁ ଅମିତାଭ ସନ୍ୟାସ…

ମିଳିଲାନି ଜାମିନ: ଆଉ ଗୋଟିଏ ରାତି ଜେଲରେ କାଟିବେ ଆର୍ଯ୍ୟନ

ମୁମ୍ବାଇ,୧୩ ।୧୦: ବଲିଉଡ୍ ଷ୍ଟାର ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାଁଙ୍କୁ ଏଥର ବି ଜାମିନ ମିଳିଲାନି । ବୁଧବାର ତାଙ୍କ ଜାମିନ ଆବେଦନର ଶୁଣାଣି ଥିବା ବେଳେ ସେଶଂସ କୋର୍ଟ ଏହାକୁ ଗୋଟିଏ ଦିନ ଘୁଞ୍ଚାଇ ଦେଇଛନ୍ତି । ଫଳରେ ତାଙ୍କୁ…

ତାପସୀଙ୍କ ନୂଆ ଟିପ୍ସ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କ ନୂଆ ଫିଲ୍ମ ‘ରଶ୍ମୀ ରକେଟ’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ଏଥିରେ ସେ ଜଣେ ଆଥଲେଟ୍‌ ଭୂମିକାରେ ନଜର ଆସିବେ। ଫିଲ୍ମର ଚରିତ୍ର ପାଇଁ ସେ ବହୁତ ପରିଶ୍ରମ କରିଛନ୍ତି। ନିକଟରେ…

ପୁଣି ଏକାଠି ନଜର ଆସିବେ କ୍ରିତି ଓ କାର୍ତ୍ତିକ

ମୁମ୍ବାଇ: ନିକଟରେ କ୍ରିତି ସାନନ୍‌ଙ୍କ ‘ମିମି’, ‘ହମ୍‌ ଦୋ ହମାରେ ଦୋ’ ଫିଲ୍ମକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ପୁଣି ଥରେ କାର୍ତ୍ତିକ ଆର୍ୟନଙ୍କ ସହ ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏ ନେଇ ଉଭୟ କଳାକାର…

ସାରା ଶେୟାର କଲେ ଫଟୋ; କାର୍ତ୍ତିକ ଆର୍ୟନ କଲେ ଲାଇକ୍‌

ବମ୍ବେ: ବଡ଼ ହୋଇଗଲେଣି ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା। ଏବେ ବିଦେଶରେ ରହି ପାଠ ପଢ଼ୁଛନ୍ତି ସେ। ଆଜିର ସମୟର ପିଲାଙ୍କ ଭଳି ସେ ସୋସିଆଲ ମିଡିଆରେ ବେଶ ସକ୍ରିୟ। ଦେଖିବାକୁ ବେଶ ସୁନ୍ଦର ହୋଇଥିବାରୁ ତାଙ୍କର ପ୍ରଶଂସକ…

ଏହି ଅଭିନେତ୍ରୀଙ୍କ ଅନ୍ତରଙ୍ଗ ଫଟୋ ହୋଇଥିଲା ଭାଇରାଲ, ଆଉ ତା’ ପରେ

ସାଉଥ ତଥା ବଲିଉଡ ତାରକା କମଲ ହାସନଙ୍କ ଝିଅ ଅକ୍ଷରା ସାଉଥ ସିନେମାରେ କାମ କରିବା ସହିତ ‘ଶମିତାଭ’ ଭଳି ବଲିଉଡ୍‌ ଫିଲ୍ମରେ କାମ କରିଛନ୍ତି। ବୃତ୍ତିଗତ ଜୀବନ ବ୍ୟତୀତ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଥରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri