ତାପସୀଙ୍କ ନୂଆ ଟିପ୍ସ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କ ନୂଆ ଫିଲ୍ମ ‘ରଶ୍ମୀ ରକେଟ’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ଏଥିରେ ସେ ଜଣେ ଆଥଲେଟ୍‌ ଭୂମିକାରେ ନଜର ଆସିବେ। ଫିଲ୍ମର ଚରିତ୍ର ପାଇଁ ସେ ବହୁତ ପରିଶ୍ରମ କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ କିଛି ଟିପ୍ସ ଦେଇଛନ୍ତି।
ତାପସୀ କହିଛନ୍ତି, ବିକିନି ଚେହେରା ଓ ଆଥଲେଟ୍‌ ଚେହେରା ଭିତରେ ପାର୍ଥକ୍ୟ ରହିଛି। ବିକିନି ଶରୀର ପାଇଁ ଓଜନ କମ କରିବାକୁ ପଡେ। ଚର୍ମ, ହାଡରେ ଯେପରି କୌଣସି ପ୍ରଭାବ ନ ପଡେ ସେଥିପତି ମଧ୍ୟ ଧ୍ୟାନ ଦେବାକୁ ହୋଇଥାଏ। ଏଥିପାଇଁ ଲୋକେ ସ୍ଲିମ୍‌ ଫିଗର ଚାହାଁନ୍ତି। ଆଥ୍‌ଲେଟିକ୍‌ ବଡି ପାଇଁ ଅନେକ ପରିଶ୍ରମ କରିବାର ଆବଶ୍ୟକତା ରହିଛି। ମୁଁ ଫିଲ୍ମରେ ଆଥ୍‌ଲେଟିକ୍‌ରେ ଭୂମିକାରେ ଥିବାରୁ ଦର୍ଶକେ ବିକିନି ପିନ୍ଧିବା ଭଳି ସୁନ୍ଦରତା ପାଇପାରିବେ ନାହିଁ। ଏହା ଅନ୍ୟ ଅଭିନେତ୍ରୀମାନଙ୍କ ପାଖରେ ପାଇବେ ବୋଲି ତାପସୀ କହିଛନ୍ତି। ତେବେ ଫିଲ୍ମ ‘ରଶ୍ମୀ ରକେଟ’ ଅକ୍ଟୋବର ୧୫ରେ ଜି ୫ରେ ରିଲିଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନର୍ଭସ ଅଛନ୍ତି ଆଲିଆ

‘ଗଙ୍ଗୁବାଇ କାଠିଆଓ୍ବାଡି’ ଏବଂ ‘ଆରଆରଆର’ ଫିଲ୍ମ ସୁପରହିଟ୍‌ ସାବ୍ୟସ୍ତ ହେବା ପରେ ଆଲିଆ ଭଟ୍ଟ ଏବେ ତାଙ୍କର ପ୍ରଥମ ହଲିଉଡ ଫିଲ୍ମର ଶୁଟିଂ ଆରମ୍ଭ କରିବାକୁ...

ଓସ୍କାର ବିଜେତା ୱିଲ ସ୍ମିଥଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଓସ୍କାର ବିଜେତା ୱିଲ ସ୍ମିଥ ଜଣେ ସଫଳ ଅଭିନେତା, ଚଳଚ୍ଚିତ୍ର ନିର୍ମାତା ଏବଂ ରାପର୍‌। ତାଙ୍କ ନାମ ଦୁନିଆର ସବୁଠାରୁ ପ୍ରସିଦ୍ଧ ଏବଂ ଲୋକପ୍ରିୟ ସେଲିବ୍ରିଟିମାନଙ୍କ...

ବିବାହ କରି ନ ପାରି ସଲମାନ୍‌ଙ୍କୁ ମାଗିଲେ ସହାୟତା, ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯିବେ

ଉତ୍ତରପ୍ରଦେଶର ଶାମଲି ନିବାସୀ ଆଜୀମ ମନସୁରୀ ତାଙ୍କ ବିବାହକୁ ନେଇ ବହୁତ ବ୍ୟସ୍ତ ହୋଇପଡ଼ିଛନ୍ତି। ବର୍ତ୍ତମାନ ଆଜୀମଙ୍କ ବୟସ ୨୬। ମାତ୍ର ତାଙ୍କର ଉଚ୍ଚତା ବୟସ...

‘ବ୍ରହ୍ମାସ୍ତ୍ର’ର ପ୍ରଥମ ଗୀତ ରିଲିଜ୍‌, ରୋମାଣ୍ଟିକ୍‌ ଅନ୍ଦାଜ୍‌ରେ ନଜର ଆସିଲେ ରଣବୀର- ଆଲିଆ

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ଖୁବ୍‌ଶୀଘ୍ର ପ୍ରେକ୍ଷାଳୟକୁ ଆସିବ। ହେଲେ ଏବେ ଫିଲ୍ମର ପ୍ରଥମ ଗୀତ ‘କେସରିଆ’ରିଲିଜ୍‌...

୨୦୨୧ରେ ହାତକୁ ଦୁଇହାତ ହେବେ ଏସବୁ ଯୋଡ଼ି: ତାଲିକା ଶୀର୍ଷରେ…

ବମ୍ବେ: ବଲିଉଡ୍‌ରେ ଏବେ ଚାଲିଛି ବିବାହ ସିଜନ। ଗୋଟିଏ ପରେ ଗୋଟିଏ ସେଲିବ୍ରିଟି ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି। କରୋନା ମହାମାରୀ ଯୋଗୁ ବେଶ୍‌ ପ୍ରଭାବିତ...

ଉତ୍ତର ରଖିଲେ ଖିଲାଡ଼ି ବୟ

ମୁମ୍ବାଇ: ଚଳିତ ବର୍ଷ ଦୀପାବଳିରେ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ‘ସୂର୍ଯ୍ୟବଂଶୀ’ ଥିଏଟରକୁ ଆସୁଛି। ଏହି ଫିଲ୍ମରେ ବଲିଉଡ୍‌ର ୩ ପ୍ରମୁଖ ଚେହେରା ନଜରକୁ ଆସିବେ।...

ଏକଦା ବିପାଶାଙ୍କୁ ‘କଳା ବିରାଡ଼ି’ କହିଥିଲେ କରିନା, ରାଗରେ ମାରିଦେଇଥିଲେ ଚାପୁଡ଼ା; ଆଉ ତା’ ପରେ…

ବମ୍ବେ: ପୁଣି ଥରେ ମା’ ହେବାକୁ ନେଇ ଚର୍ଚ୍ଚାରେ ଥିବା ବେବୋଙ୍କ ଅତୀତ ବେଶ୍‌ ବିବାଦୀୟ। ଏକଦା ବ୍ଲାକ୍‌ ବିଉଟି ବିପାଶାଙ୍କ ସହ ତାଙ୍କର ଜୋରଦାର...

ରୁହି-ୟଶଙ୍କ ବିନା ଆମେରିକାରେ ଜନ୍ମଦିନ ପାଳିବେ କରନ୍‌

ମୁମ୍ବାଇ: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ କରନ ଜୋହର ଏଥର ତାଙ୍କ ୪୭ ତମ ଜନ୍ମଦିନ ଆମେରିକାରେ ପାଳନ କରିବେ ବୋଲି ଶୁଣିବାକୁ ମିଳିଛି। ଅବଶ୍ୟ ଏଥିରେ...

Advertisement
Archives

Model This Week