ଓ୍ବେବ୍‌ସିରିଜ୍‌ ପାଇଁ ୭୫ କୋଟି ଦାବି କଲେ ଏହି ଦୁଇ ବଲିଉଡ୍‌ କଳାକାର, ଚିନ୍ତାରେ ନିର୍ମାତା

ବମ୍ବେ: ଫିଲ୍ମ ପରେ ଏବେ ଓ୍ବେବ୍‌ସିରିଜ ମୁହାଁ କଳାକାର। ରାମାୟଣ ଉପରେ ଆଧାରିତ ଓ୍ବେବ୍‌ସିରିଜ୍‌ରେ ନଜର ଆସିବେ ଅଭିନେତା ରଣବୀର କପୁର ଏବଂ ହ୍ରିତିକ ରୋଶନ। ଏଥିପାଇଁ ଉଭୟ ୭୫ କୋଟି ପାରିଶ୍ରମିକ ଦାବି କରିଛନ୍ତି।

ନିର୍ଦ୍ଦେଶକ ନିତେଶ ତିଓ୍ବାରୀଙ୍କ ଓ୍ବେବ୍‌ସିରିଜ୍‌ ରାମାୟଣ ୭୫୦ କୋଟି ବଜେଟ୍‌ରେ ନିର୍ମାଣ ହେବ। ଏଥିରେ ଉଭୟ କଳାକାର ନଜର ଆସିବେ। ଏଥିପାଇଁ ସେମାନେ ମୋଟା ଅଙ୍କର ପାଉଣା ଚାର୍ଜ କରିଛନ୍ତି। ନିର୍ମାତାମାନେ ଏବେ ସୀତାଙ୍କ ଚରିତ୍ର ପାଇଁ ଅଭିନେତ୍ରୀ ଖୋଜୁଥିବାରୁ ଆଗାମୀ ଦିନରେ ଚିତ୍ର ସ୍ପଷ୍ଟ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟବଂଶୀରେ ଅକ୍ଷୟଙ୍କ ଦମ୍‌ଦାର ଆକ୍ସନ: ଅଭିନେତା ଶେୟାର କଲେ ପାଓ୍ବାର ପ୍ୟାକ୍‌ ଭିଡିଓ

ମୁମ୍ବାଇ: ବଲିଉଡ୍‌ର ଖିଲାଡି ବୟ ଅକ୍ଷୟ କୁମାର ଓ ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ପ୍ରଥମ ଥର ପାଇଁ ଏକାଠି କାମ କରୁଛନ୍ତି। ଯେଉଁଠି ଦୁଇଜଣ...

ମାତ୍ର ୧୬ ବର୍ଷ ବୟସରେ ସଲମାନଙ୍କୁ ହୃଦୟ ଦେଇ ବସିଥିଲେ ଏହି ପାକିସ୍ତାନ ଅଭିନେତ୍ରୀ, ବିବାହ ପାଇଁ ଦେଶ ଛାଡି ଆସିଥିଲେ ମୁମ୍ବାଇ

ପାକିସ୍ତାନୀ ଅଭିନେତ୍ରୀ ସୋମି ଅଲି ପୁଣି ଚର୍ଚ୍ଚାରେ ଅଛନ୍ତି। ୧୯୯୧ରେ ସେ ମୁମ୍ବାଇ ବଲିଉଡର ଭେଟେରାନ ସଲମାନ ଖାନଙ୍କୁ ବିବାହ କରିବା ପାଇଁ ନିଜ ଦେଶରୁ...

ହସ୍ପିଟାଲରୁ ପ୍ରଥମ ଫଟୋ ଶେୟାର କଲେ କମେଡି କୁଇନ୍‌

ମୁମ୍ବାଇ: ମା’ ହେବା ଜୀବନର ସବୁଠାରୁ ବିଶେଷ ଅନୁଭବ। ୯ ମାସ ପର୍ଯ୍ୟନ୍ତ ଶିଶୁକୁ ଗର୍ଭରେ ଧାରଣ କରି ଯେତେବେଳେ ମା’ ନିଜ ସନ୍ତାନକୁ ଜନ୍ମ...

ପୁଣିଥରେ ଏକାଠି ଆସିବେ ‘ରାମ ସେତୁ’ର ନିର୍ମାତା-ନିର୍ଦ୍ଦେଶକ

ମୁମ୍ବାଇ: ବିଗ ବଜେଟ ଫିଲ୍ମ ‘ରାମ ସେତୁ’କୁ ଏକ ଭିନ୍ନସ୍ତରକୁ ନେଇଯାଇଥିବା ନିର୍ମାତା-ନିର୍ଦ୍ଦେଶକ ଯୋଡି ମହାବୀର ଜୈନ ଓ ଅଭିଶେକ ଶର୍ମା ପୁଣିଥରେ ଆଉ ଏକ...

ମଲାଇକାଙ୍କ ଉପରୁ ହଟିଲାନି ବୃଦ୍ଧଙ୍କ ନଜର

ମୁମ୍ବାଇ: ଫ୍ୟାଶନ ଡିଭା ମଲାଇକା ଆରୋରା ସବୁବେଳେ ତାଙ୍କର ଗ୍ଲାମରସ୍‌ ଲୁକ୍‌ ପାଇଁ ଚର୍ଚ୍ଚାରେ ରହିଥାନ୍ତି। କୌଣସି ଇଭେଣ୍ଟ ହେଉ କି କୌଣସି ଜିମ୍‌ ସେଣ୍ଟର।...

ଖାଦ୍ୟରେ କରିନାଙ୍କ ପସନ୍ଦ ‘ଖେଚୁଡ଼ି’, ତଥାପି ବି ସେ ଫିଟ୍‌

ମୁମ୍ବାଇ: ବଲିଉଡ୍‌ରେ ଦୁଇ ଦଶନ୍ଧିରୁ ଅଧିକ ସମୟ ବିତାଇଲେଣି କରିନା କପୁର ଖାନ୍‌। ଅଭିନେତ୍ରୀ ଭାବେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିବା ପରେ ବ୍ୟକ୍ତିଗତ ଜୀବନକୁ...

ଦର୍ପଣରେ ନିଜ ମୁହଁ ଦେଖି ଡରିଯାଇଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ଶାହାରୁଖ୍‌ ଖାନ୍‌ଙ୍କ ସହ ଫିଲ୍ମ ”ପରଦେଶ’ରୁ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ମହିମା ଚୌଧୁରୀ। ୧୩ ସେପ୍ଟେମ୍ବର ୧୯୭୩ରେ ପଶ୍ଚିମବଙ୍ଗର ଦାର୍ଜିଲିଂରେ ଜନ୍ମଗ୍ରହଣ କରିଥିବା...

ପ୍ରବଳ ରାଗିଗଲେ ଅନୁଷ୍କା ଶର୍ମା

ଆଜିକାଲି ଅନୁଷ୍କା ଶର୍ମା ତାଙ୍କ ଗର୍ଭଧାରଣ ସମୟକୁ ଉପଭୋଗ କରୁଛନ୍ତି। ଏହି ସମୟରେ ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଛନ୍ତି। ଅନୁଷ୍କା ଶର୍ମା ପ୍ରଶଂସକଙ୍କ...

Advertisement
Archives

Model This Week